ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଭିମ୍‌ସାର୍‌ରେ ଯନ୍ତ୍ରପାତି ସଂକଟ: ଘରୋଇ କ୍ଲିନିକରେ ୯୦% ପରୀକ୍ଷା

ସମ୍ବଲପୁର: ଭିମ୍‌ସାର୍‌ରେ ରୋଗୀଙ୍କ ପରୀକ୍ଷା ପାଇଁ ବିଭିନ୍ନ ଉପକରଣର ଅଭାବରୁ ରୋଗୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥି ପାଇଁ ଅନୁଷ୍ଠାନକୁ ଓ ଏହାର ପ୍ରବନ୍ଧନକୁ ମଧ୍ୟ ଲଜ୍ଜାକର ଓ ବେଳେବେଳେ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ୁଛି। ତେଣୁ ବିଭିନ୍ନ ବିଭାଗରେ…
ଅଧିକ ଖବର ଦେଖନ୍ତୁ...

ବେଜବରୁଆ ବାସଭବନକୁ କରାଯିବ ସାଂସ୍କୃତିକ ପରିସର

ସମ୍ବଲପୁର : ବେଜବରୁଆଙ୍କ ବାସଭବନ ରକ୍ଷା ପାଇଁ ପହଞ୍ଚିଛନ୍ତି ସଂସ୍କୃତି-ଯୁବ ବ୍ୟାପାର ମନ୍ତ୍ରୀ ନବକୁମାର ଡୋଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ହୃଷୀକେଶ ଗୋସ୍ୱାମୀ। ସୋମବାର ଦିନ ଉଭୟେ ବେଜବରୁଆ ବାସଭବନର ଜମି ମାମଲା ନେଇ ଜିଲ୍ଲାପାଳ ସମର୍ଥ ବର୍ମା, ମଙ୍ଗଳବାର…
ଅଧିକ ଖବର ଦେଖନ୍ତୁ...

ସତ୍‌କର୍ମରୁ ହିଁ ପୁରୁଷାର୍ଥ ପ୍ରାପ୍ତି ହୋଇଥାଏ: ଦାଦି ଜାନକୀ

ସମ୍ବଲପୁର : ମଣିଷ ନିମିତ୍ତ ମାତ୍ର। କାମ କରାଇବା ବାଲା ଅନ୍ୟ ଜଣେ। ସତ୍‌ କର୍ମ ହିଁ ଶ୍ରେଷ୍ଠ ଧର୍ମ। ସତ୍‌କର୍ମରୁ ପୁରୁଷାର୍ଥ ପ୍ରାପ୍ତି ହୋଇଥାଏ। ସତ୍ୟତା, ଧୈର୍ଯ୍ୟ, ପ୍ରେମ, ଭକ୍ତି, ମାନବବାଦ ଭଳି ସଦ୍‌ଗୁଣଗୁଡ଼ିକ ପରମାତ୍ମା ଆମକୁ ପ୍ରଦାନ କରିଛନ୍ତି। ଏହାକୁ ଜୀବନରେ ପ୍ରତିଫଳନ କରିବାକୁ…
ଅଧିକ ଖବର ଦେଖନ୍ତୁ...

ସଦର ଡାକ୍ତରଖାନାରୁ ପିଲା ଚୋରି ଘଟଣା:କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ମାଝୀ ଦମ୍ପତି

ସମ୍ବଲପୁର: ପୁଲିସ୍‌ ଉପରେ ଆଉ ଆମର ଭରସା ପାଉ ନାହିଁ। ସଦର ଡାକ୍ତରଖାନାରୁ ହେବାର ୭ ମାସ ପରେ ମଧ୍ୟ ସମ୍ବଲପୁର ପୁଲିସ୍‌ ଆମ କୋଳକୁ ଆମ ପୁଅ ଫେରାଇ ନାହିଁ। ଏଣୁ ସମଗ୍ର ଘଟଣାର କ୍ରାଇମ୍‌ ବ୍ରାଞ୍ଚର ତଦନ୍ତ କରିବାକୁ ସଦର ଡାକ୍ତରଖାନାରୁ ଚୋରି ହୋଇଥିବା ପିଲାର ପିତା ଅନିରୁଦ୍ଧ ମାଝୀ ଓ ମାତା…
ଅଧିକ ଖବର ଦେଖନ୍ତୁ...

ସଂଜୀବଙ୍କ ଜାମିନ ଆବେଦନ ଖାରଜ

ସମ୍ବଲପୁର : ଦେବଗଡ଼ର ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ମାନ୍ୟବର ସମ୍ବଲପୁର ଜିଲ୍ଲା ଦୌରା ଜଜ୍‌ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଜାମିନ ଖାରଜ ହେବା ପରେ ଏବେ ଜେଲ ହାଜତରୁ ଶିଘ୍ର ବାହାରିବା ଆଶା ମଉଳି ଯାଉଛି। ଜାମିନ ପାଇଁ ସେ ହାଇକୋର୍ଟ…
ଅଧିକ ଖବର ଦେଖନ୍ତୁ...

ରକ୍ତ ନଷ୍ଟ କରୁଥିବା ନର୍ସିଂହୋମ ଉପରେ ଲଗାମ ପାଇଁ ନିର୍ଦେଶ

ସମ୍ବଲପୁର: ରକ୍ତ ନଷ୍ଟ କରୁଥିବା ନର୍ସିଂହୋମ ଉପରେ ନିୟନ୍ତ୍ରଣ ଲଗାଯାଇ ପାରୁ ନାହିଁ। ସେମାନଙ୍କ ମଧ୍ୟରେ ଏ ନେଇ ଲଗାମ ଲଗାଯିବା ନେଇ ନର୍ସିଂହୋମଗୁଡ଼ିକ ସହିତ ସିଡିଏମଓଙ୍କୁ ବୈଠକ ପାଇଁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ରେଡକ୍ରସ କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିର୍ଦେଶ…
ଅଧିକ ଖବର ଦେଖନ୍ତୁ...

ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ପୀଡ଼ିତାର ଶିଶୁପୁତ୍ର ଜନ୍ମ ପରେ ଥାନାରେ ମାମଲା

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ପୁଲିସ୍‌ ଜଣେ ଯୁବକ ମଧୁ ବିଶ୍ୱାଳକୁ ଦୁଷ୍କର୍ମ ଅଭିଯୋଗରେ ଅଟକ ରଖିଛି। ବୁଧବାର ରାତି ୮ଟାରେ ପୀଡ଼ିତା ନାବାଳିକାର ବଡ଼ ଭଉଣୀଙ୍କ ଏତଲାକୁ ଭିତ୍ତି କରି ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅଭିଯୋଗ ଅନୁସାରେ, ମଧୁ ନିଜ ଜୋରଜବରଦସ୍ତ…
ଅଧିକ ଖବର ଦେଖନ୍ତୁ...

ମାସେ ବନ୍ଦ ରହିବ ଆକାଶବାଣୀ ସମ୍ବଲପୁର କାର୍ଯ୍ୟକ୍ରମ

ସମ୍ବଲପୁର : ଆକାଶବାଣୀ ସମ୍ବଲପୁରର କାର୍ଯ୍ୟକ୍ରମର ପ୍ରସାରଣ ଅକ୍ଟୋବର ୩୦ ତାରିଖରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ବନ୍ଦ ରହିବ। ଏହାର ଅପଗ୍ରେଡେସେନ କରାଯିବାର ଯୋଜନା ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଏକ ମାସ ମଧ୍ୟରେ ୪୫ କିଲୋମିଟର ଦୂରତା ମଧ୍ୟରେ ଶ୍ରୋତାମାନେ ଏଫଏମ ରେଡିଓ ଯୋଗେ…
ଅଧିକ ଖବର ଦେଖନ୍ତୁ...

ଭିସୁଟ୍‌ର ସମାବର୍ତ୍ତନ ଉତ୍ସବ: ସୁବ୍ରତ ବାଗ୍‌ଚି, ଜି.ସତୀଶ ରେଡ୍ଡିଙ୍କୁ ଡକ୍ଟରେଟ୍‌ ସମ୍ମାନ

ବୁର୍ଲା: ଦେଶର ଅର୍ଥନୈତିକ ଅଭିବୃଦ୍ଧି ବର୍ତ୍ତମାନ ୯ ରୁ ୬.୭ ପ୍ରତିଶତକୁ ହ୍ରାସ ପାଇଛି। ବିଶ୍ୱ ସ୍ତରରେ ମାନ୍ଦାବସ୍ଥା ଏହାର ଅନ୍ୟତମ କାରଣ ହୋଇଥିଲେ ବି ବିମୁଦ୍ରାୟନ ଓ ଜିଏସ୍‍ଟିର ପ୍ରଭାବ ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। କଳା ଟଙ୍କାକୁ ଫେରାଇ ଆଣିବା, ଆର୍ଥିକ ଦୁର୍ନୀତିକୁ ରୋକାଯିବା,…
ଅଧିକ ଖବର ଦେଖନ୍ତୁ...

ଏମ୍‌ସିଏଲ୍‌ର କୋଇଲା ଉତ୍ପାଦନ ହ୍ରାସ ପ୍ରସଙ୍ଗ: ଚୁକ୍ତି ଅନୁଯାୟୀ ନାଲ୍‌କୋକୁ ଯୋଗାଣ ହେଉଛି: ସିଏମ୍‌ଡି

ସମ୍ବଲପୁର: ବର୍ଷା ଓ ଜମି ସମସ୍ୟା ଯୋଗୁଁ ପ୍ରଥମ ପର୍ଯ୍ୟାୟରେ ତାଲଚେରରେ କୋଇଲା ଉତ୍ପାଦନ ହ୍ରାସ ପାଇଛି। ଏଥର ତାଲଚେର ଖଣି ଅଂଚଳରେ କୋଇଲା ଉତ୍ପାଦନ -୭.୮ ପ୍ରତିଶତ (ବିଯୁକ୍ତ ୭.୮ ପ୍ରତିଶତ) ରହିଛି। ତଥାପି ନାଲ୍‌କୋକୁ ଚୁକ୍ତି ମୁତାବକ ଶତ ପ୍ରତିଶତ କୋଇଲା ଯୋଗାଣ ହେଉଛି। ତେବେ ଉତ୍ପାଦନ…
ଅଧିକ ଖବର ଦେଖନ୍ତୁ...