ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ପ୍ଲାଷ୍ଟିକ ଚାଉଳର ଭାତ ଖାଇ ଅସୁସ୍ଥ ମହିଳାଙ୍କ ମୃତ୍ୟୁ

ସମ୍ବଲପୁର/ବୁର୍ଲା:ମଂଗଳବାର ଅପରାହ୍‌ଣରେ ପ୍ଲାଷ୍ଟିକ ଚାଉଳର ଭାତ ଖାଇ ଅସୁସ୍ଥ ହୋଇଛନ୍ତି ବୋଲି କୁହାଯାଉଥିବା ମହିଳା ଚନ୍ଦନା ମାହତୋ(୪୭)ଙ୍କ ବୁର୍ଲା ଭିମ୍‌ସାରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଥିସହିତ ପ୍ଲାଷ୍ଟିକ ଚାଉଳ ଖାଇ ମୃତ୍ୟୁ ଅଭିଯୋଗ ହେବା ରାଜ୍ୟରେ ପ୍ରଥମ ଘଟଣା ବୋଲି…
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକ ଚାଉଳର ଭାତ ଖାଇବା ଘଟଣା: ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ

ସମ୍ବଲପୁର: କ୍ଷେତରାଜପୁର ଅଞ୍ଚଳରେ ବିଷାକ୍ତ ପ୍ଲାଷ୍ଟିକ ଚାଉଳର ଭାତ ଖାଇ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାରତ ମହିଳାଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗତ ଅକ୍ଟୋବର ୭ରେ ଚନ୍ଦନା ମହୋତୋଙ୍କୁ ବୁର୍ଲା ମେଡ଼ିକାଲକୁ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦର ୨ ଗେଟ୍‌ ଖୋଲିଲା

ସମ୍ବଲପୁର : ଉପର ମୁଣ୍ଡରେ ବର୍ଷା ହେବା କାରଣରୁ ହୀରାକୁଦର ବନ୍ଧର ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ଯାଇଛି। ସୋମବାର ରାତି ୯ଟାରେ ହୀରାକୁଦ ଜଳସ୍ତର ୬୩୦.୪୫ ଫୁଟ୍‌ରେ ପହଞ୍ଚିଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ ଜଳ ପ୍ରବେଶକୁ ଦେଖି ସୁରକ୍ଷା ଦୃଷ୍ଟିରୁ ଦିନ…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୧୦ରେ କଟକ ଚାଲ

ହାଇକୋର୍ଟ ସମ୍ମୁଖରେ ଧାରଣା ଦେବେ ପଶ୍ଚିମ ଓଡ଼ିଶାର ୫ ହଜାର ଲୋକ ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଆଉ ଆଇନଜୀବୀମାନଙ୍କ ଦାବି ହୋଇ ରହି ନାହିଁ। ପୂର୍ବରୁ ଓକିଲଙ୍କ ଦାବିକୁ ସମର୍ଥନ କରି ନାଗରିକମାନେ ଆନ୍ଦୋଳନରେ ସାମିଲ ହେଉଥିଲା ବେଳେ କିଛି ମାସ ହେଲା…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ୭ ମାସ ପରେ ଡାକ୍ତରଖାନାରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ହେବ ଡିଏନଏ ଟେଷ୍ଟ

ସମ୍ବଲପୁର: ସମ୍ଭଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ନବଜାତ ଶିଶୁ ଚୋରି ହେବା ଘଟରାର ସାଢ଼େ ୬ମାସ ପରେ ପୁଲିସକୁ ସଫଳତା ମିଳିଥିବା କୁହାଯାଉଛି। ଆଜି ସକାଳେ ପୁଲିସ ବରଗଡ଼ର ଟଲିପଡ଼ା ଅଞ୍ଚଳରୁ ଜଣଙ୍କ ଘରୁ ଏହି ନିଖୋଜ ଶିଶୁଟିକୁ ଉଦ୍ଧାର କରିଥିବା କୁହାଯାଉଛି। ତେବେ ଶିଶୁଟି ପ୍ରକୃତରେ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କ ଧମକ, ଶୂନ କରିଦେବୁ

ସମ୍ବଲପୁର : ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବିଜେଡି ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ପଶ୍ଚିମ ଓଡ଼ିଶାର ପ୍ରାଥମିକ ଶିକ୍ଷକମାନେ। ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ(ଏନ୍‌ପିଏସ୍‌) ବ୍ୟାନରରେ ସମ୍ବଲପୁର ନେଲ୍‌ସନ ମଣ୍ଡେଲା ଛକ ପାଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଶିକ୍ଷକ…
ଅଧିକ ଖବର ଦେଖନ୍ତୁ...

ଛେଳି ଚୋରିକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଅଭିଯୁକ୍ତ ଫେରାର୍‌

ଗଡ଼ପୋଷ : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ରବଗା ପଞ୍ଚାୟତର ଜୁରାପାଲି ଗାଁରେ ଛେଳି ଚୋରିକୁ କେନ୍ଦ୍ର କରି ରାଜକୁମାର ନାଏକ (୪୫) ନାମକ ଜଣେ ଯୁବକଙ୍କ ହତ୍ୟା କରାଯାଇଛି। ମୃତକଙ୍କ ପତ୍ନୀ ମଲ୍ଲୀ ନାଏକଙ୍କ ଅଭିଯୋଗକ୍ରମେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ବିଷାକ୍ତ ପ୍ଲାଷ୍ଟିକ ଚାଉଳ ମିଳିବା ଘଟଣାରେ ଗୋଦାମ ସିଲ୍‌

ସମ୍ବଲପୁର: କ୍ଷେତରାଜପୁରରେ ବିଷାକ୍ତ ପ୍ଲାଷ୍ଟିକ ଚାଉଳ ମିଳିବା ଅଭିଯୋଗ ଘଟଣାରେ ଶନିବାର ଗୋଦାମ ସିଲ୍‌ ହୋଇଛି। ଜିଲ୍ଲା ପ୍ରଶାସନ ଠାରୁ ଆଦେଶ ମିଳିବା ପରେ ଏସ୍‌ପି ସଞ୍ଜୀବ ଅରୋରାଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ମିଳିଥିବା ସଚୂନା ଅନୁସାରେ କ୍ଷେତରାଜପୁରସ୍ଥିତ ତିଓ୍ଵାରୀ…
ଅଧିକ ଖବର ଦେଖନ୍ତୁ...

ନିୟମିତ ଚାଲିଛି ମଦ ଆସର

ରେଢ଼ାଖୋଲ: ରେଢ଼ାଖୋଲ ଉପଖଣ୍ଡ ନାକ୍‌ଟିଦେଉଳ ବ୍ଲକ୍‌ର ଶିମିଳିପାଲ ପଞ୍ଚାୟତ କାର୍ଯ୍ୟାଳୟରେ ଅତ୍ୟନ୍ତ ଖାମଖିଆଲି ଓ ଅବହେଳାର ନଗ୍ନ ରୂପ ଦେଖିବାକୁ ମିଳିଛି। କାର୍ଯ୍ୟାଳୟରେ ନିୟମିତ ମଦର ଆସର ବସୁଥିବା ବେଳେ ମଦ୍ୟପମାନେ ଆଡ୍ଡା ଜମାଇ ଆସାମାଜିକ ପରିବେଶ ସୃଷ୍ଟି କରୁଛନ୍ତି। ସରକାରୀ କାମ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ଚାଞ୍ଚଲ୍ୟ, ବଜାରରେ ବିଷାକ୍ତ ପ୍ଲାଷ୍ଟିକ ଚାଉଳ !

ସମ୍ବଲପୁର: କିଛି ମାସ ତଳେ ପ୍ଲାଷ୍ଟିକ ଅଣ୍ଡାକୁ ନେଇ ରାଜ୍ୟରେ ଅନେକ ତର୍କ-ବିତର୍କ ହୋଇଥିବା ବେଳେ ଏବେ ବଜାରକୁ ଅାସିଛି ପ୍ଲାଷ୍ଟିକ ଚାଉଳ। ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଅାଲୋଚନା ଥମି ନ ଥିବା ବେଳେ, ପ୍ଲାଷ୍ଟିକ ଚାଉଳ ଘଟଣା ଏବେ ସତ ହୋଇଛି। ସମ୍ବଲପୁର ସହରର କ୍ଷେତରାଜପୁର ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...