ଅପରାହ୍‌ଣ ୩ ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ

ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଆଜି ଅପରାହ୍‌ଣ ୩ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ ହୋଇଛି। ଅନୁଗୁଳ ଜିଲ୍ଲାରେ ୫୩.୧୩ ପ୍ରତିଶତ ମତଦାନ ହୋଇଛି। ସେହିପରି କଟକ ଜିଲ୍ଲାରେ ୪୨.୧୧%, ଦେବଗଡ଼ରେ ୫୬%, ‌‌ଢେଙ୍କାନାଳରେ ୪୭.୮୯%, କେନ୍ଦୁଝରରେ ୫୩.୬୧%, ଖୋର୍ଦ୍ଧାରେ ୪୩.୩୭%, ମୟୂରଭଂଜରେ ୫୧.୦୫%, ନୟାଗଡ଼ରେ ୪୬.୭୬% ଭୋଟିଂ ହୋଇଛି।

ରାଜ୍ୟର ତୃତୀୟ ପର୍ଯ୍ୟାୟରେ ଆଜି ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା କ୍ଷେତ୍ର ଓ ଏହାର ଅଧିନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି। ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା୬ଟା ଯାଏଁ ମତଦାନ ଜାରି ରହିବ।

ସମ୍ବନ୍ଧିତ ଖବର