ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍‌: ସୁନ୍ଦରଗଡ଼ରେ ଗୋଟିଏ ଦିନରେ ୩୦ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫ୍‌ସ। ଗତକାଲି ଗୋଟିଏ ଦିନରେ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୧୬୨ରେ ପହଞ୍ଚିଛି। ରାଜ୍ୟରେ ଏହା ସର୍ବାଧିକ ବୋଲି କୁହାଯାଉଛି। ଗତ ଜାନୁଆରି ୧ରୁ ସେପ୍ଟେମ୍ବର ୧୨ ତାରିଖ ମଧ୍ୟରେ ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

ଛାରଖାର କରିଦେଲା ବର୍ଷା: କେଉଁଠି ରାସ୍ତା ବୁଡ଼ିିଛି ତ କେଉଁଠି ଘରେ ପଶିଛି ପାଣି

ଭୁବନେଶ୍ବର: ଗତକାଲି ରାଜ୍ୟର ବିଭିିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇ ବହୁ କ୍ଷୟକ୍ଷତି ହୋଇଛି। କେଉଁଠି ପାଣି ଜମି ବଜାର ବୁଡ଼ି ଯାଇଛି ତ କେଉଁଠି ରାସ୍ତା। ଲୋକମାନେ ଯିବାସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ପିଲାମାନଙ୍କ ସ୍କୁଲ୍‌ ଛୁଠି ଘୋଷଣା…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ସହରବାସୀଙ୍କୁ ଭଣ୍ଡାଉଛନ୍ତି ରାଜ୍ୟ ସରକାର!

ରାଉରକେଲା: ସହର ବିକାଶ ଓ ସୌନ୍ଦର୍ଯ୍ୟକରଣ ନାଁରେ ପାଣି ବୋହିଲା ପରି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଠିକାଦାର ପୋଷାନୀତିରେ ଏସବୁ କାମ ୬ ମାସ ଯାଉନି। ନିକଟରେ ହକି ବିଶ୍ବକପ୍‌ରେ ହୋଇଥିବା ଅନେକ ବିକାଶମୂଳକ କାମ ଏହାର ଜ୍ବଳନ୍ତ ଉଦାହରଣ। ଏମିତି ବିକାଶର ସ୍ବପ୍ନ ଦେଖାଇ…
ଅଧିକ ଖବର ଦେଖନ୍ତୁ...

ନିୟମ ଅନୁଯାୟୀ ହେଉ ସିପିସି ନିର୍ବାଚନ: ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି

ରାଉରକେଲା: କେନ୍ଦ୍ରୀୟ ପୂଜା କମିଟି (ସିପିସି)ର ଚୟନ ପ୍ରକ୍ରିୟାରେ ଅନିୟମିତା ହୋଇଛି। ପୁରୁଣା କମିଟିକୁ ପୁନର୍ବାର ଚୟନ କରାଯାଇଛି। ଯେଉଁ ‌ଭୋଟରମାନେ ପୁରୁଣା କମିଟିର କାର୍ଯ୍ୟରେ ସନ୍ତୁଷ୍ଟ ନୁହଁନ୍ତି, ସେମାନଙ୍କୁ ଜାଣିଶୁଣି ସୂଚନା ଦିଆଯାଇଛି। ଏମିତି ସାଂଘାତିକ ଅଭିଯୋଗ ଆଣିଛି…
ଅଧିକ ଖବର ଦେଖନ୍ତୁ...

ପ୍ରଯୁକ୍ତି ବିଜ୍ଞାନ ଶିକ୍ଷା ଗ୍ରହଣକଲେ ଛାତ୍ରୀ: ଏନ୍‌ଆଇଟିରେ ‘ବିଜ୍ଞାନ ଜ୍ୟୋତି’ କାର୍ଯ୍ୟକ୍ରମ

ରାଉରକେଲା: କେନ୍ଦ୍ର ସରକାରଙ୍କ ବିଜ୍ଞାନ ଜ୍ୟୋତି କାର୍ଯ୍ୟକ୍ରମ ଅଧିନରେ ଆଜି ଜିଙ୍କ୍‌ନଗର ଜବାହର ନବୋଦୟ ବିଦ୍ୟାଳୟ ଓ ସୁନ୍ଦରଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ପରିଦର୍ଶନ କରିଛନ୍ତି। ଉଭୟ ଅନୁଷ୍ଠାନରେ ନବମରୁ ଦ୍ବାଦଶ…
ଅଧିକ ଖବର ଦେଖନ୍ତୁ...

୫-ଟି ବିଦ୍ୟାଳୟ ରୂପାନ୍ତରୀକରଣର ବାସ୍ତବ ଚିତ୍ର: ଉପରୁ ଚକାଚକ, ଭିତର ଫମ୍ପା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣରେ ନିମ୍ନମାନର କାମ କରାଯାଉଥିବା ଅଭିଯୋଗ ହୋଇଛି। ବିଶେଷ କରି ବିଦ୍ୟାଳୟରେ ବ୍ୟବହାର ହେଉଥିବା ସାମଗ୍ରୀର ଗୁଣବତ୍ତା ଉପରେ ଧ୍ୟାନ ଦିଆଯାଉ ନାହିଁ। ଶସ୍ତା ନକଲି ବ୍ରାଣ୍ଡର ସାମଗ୍ରୀ ଲଗା ଯାଉଥିବାରୁ ଅନେକ ବିଦ୍ୟାଳୟରେ କାମ…
ଅଧିକ ଖବର ଦେଖନ୍ତୁ...

ଜେଏସ୍‌ଡବ୍ଲୁ ଖଣି ଆଗରେ ସିଆଇଟିୟୁର ଗଣଧାରଣା: ବନ୍ଦ କରିଦେଲେ ଦୁଇଖଣି

କୋଇଡ଼ା: କୋଇଡ଼ା ଖଣି ମଣ୍ଡଳ ଅନ୍ତର୍ଗତ କାଶୀରା ପଞ୍ଚାୟତ ଜେଏସ୍‌ଡବ୍ଲୁ ନାରାୟଣ ଲୌହଖଣି ଗେଟ୍ ସମ୍ମୁଖରେ ସ୍ଥାନୀୟ ଯୁବକଙ୍କୁ କମ୍ପାନି ଅଧୀନରେ ନିଯୁକ୍ତି, ଠିକାସଂସ୍ଥାରେ ବାହାର ଶ୍ରମିକଙ୍କୁ କାମଦେବା ବନ୍ଦକରି ୨୦୦ ଲୋକଙ୍କୁ ଠିକା ନିଯୁକ୍ତି, ସ୍ଥାନୀୟ ରେଳ ସାଇଡିଂମାନଙ୍କୁ ଅଗ୍ରାଧିକାର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟପାଳଙ୍କୁ ଭେଟିଲେ ଅଲ୍‌ଟ୍ରାରନର ସୁମିତ

ରାଉରକେଲା: ଗୋଟିଏ ମାସରେ ସର୍ବାଧିକ ୩୩ଟି ଫୁଲ୍‌ ମାରାଥନ ଦୌଡ଼ି ରେକର୍ଡ ସୃଷ୍ଟି କରିଛନ୍ତି ରାଉରକେଲାର ଅଲ୍‌ଟ୍ରାରନ୍‌ର ସୁମିତ ସିଂହ। ଏହି ସଫଳତା ପାଇଁ ତାଙ୍କ ନାଁ ‘ଇଣ୍ଟରନ୍ୟାସନାଲ ବୁକ୍‌ ଅଫ୍‌ ରେକର୍ଡ​ସ୍‌’ରେ ଲିପିବଦ୍ଧ ହୋଇଛି। ଏହି ସଫଳତା ପରେ ତାଙ୍କୁ ଚାରି ଆଡ଼ୁ ପ୍ରଶଂସିତ…
ଅଧିକ ଖବର ଦେଖନ୍ତୁ...

ଏସ.ଏନ. ସୁବ୍ରମଣ୍ୟନ ହେଲେ ଏନ୍‌ଆଇଟି ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସ​ର ଅଧ୍ୟକ୍ଷ

ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସ​ର ଅଧ୍ୟକ୍ଷ ଭାବେ ଲାର୍ସନ ଆଣ୍ଡ୍‌ ଟବ୍ରୋ(ଏଲ୍‌ ଆଣ୍ଡ୍‌ ଟି)ର ସିଇଓ ତଥା ଏମ୍‌ଡି ଏସ.ଏନ. ସୁବ୍ରମଣ୍ୟନ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଏହି ନିଯୁକ୍ତି ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ବାମରାରେ ରହିବ ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍‌, ରେଢ଼ା​ଖୋଲରେ ପୁରୀ-ଦୁର୍ଗ ଏକ୍ସପ୍ରେସ୍‌

ବାମରା: ଏଣିକି ବାମରା ଷ୍ଟେସନ୍‌ରେ ରହିବ ରାଉରକେଲା-ଜଗଦଲପୁର ଇଣ୍ଟରସିଟି ଏକ୍ସପ୍ରେସ (ଟ୍ରେନ ନଂ୧୮୧୦୭/୧୮୧୦୮)। ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ରେଲୱେ ବୋର୍ଡର ଯୁଗ୍ମ ନିର୍ଦ୍ଦେଶକ (କୋଚିଙ୍ଗ) ବିବେକ ସିହ୍ନା ଏନେଇ ମଙ୍ଗଳବାର ଏକ ଆଦେଶ ଜାରି କରିଛନ୍ତି। ବାମରା ରେଳ କ୍ରିୟାନୁଷ୍ଠାନ…
ଅଧିକ ଖବର ଦେଖନ୍ତୁ...