ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

୪୬ ବର୍ଷ ପରେ ବଲାଣି ଖଣିରୁ ମାଙ୍ଗାନିଜ ଖନନ ଆରମ୍ଭ

ରାଉରକେଲା: ଦୀର୍ଘ ୪୬ ବର୍ଷ ପରେ ବଲାଣି ଖଣିରୁ ମାଙ୍ଗାନିଜ ଖନନ ଆରମ୍ଭ ହୋଇଛି। ରାଉରକେଲା ଇସ୍ପାତ କାରଖାନାର ଓଡ଼ିଶା ଗ୍ରୁପ୍ ଅଫ୍ ମାଇନ୍ସ ଅଧୀନସ୍ଥ ଏହି ଖଣିରୁ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର ଟନ୍‌ ମାଙ୍ଗାନିଜ୍‌ ପଠାଯାଇଥିଲା। ଆର୍‌ଏସ୍‌ପି ଖଣି ବିଭାଗର ଇଡି ଆଲୋକ ବର୍ମା, ସିଜିଏମ୍(ଖଣି)…
ଅଧିକ ଖବର ଦେଖନ୍ତୁ...

ଘୂର୍ଣ୍ଣିବଳୟ ସକ୍ରିୟ: ୨୪ ଘଣ୍ଟା ମଧ୍ୟରେ ୨୩ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି (ଗୁରୁବାର) ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୦.୯ କିମି ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅନ୍ୟପକ୍ଷରେ ସେପ୍ଟେମ୍ବର ୪ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାର…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ର ପ୍ରଭାବ: ପାଣି ପାଇଁ ଆଉ ଝାଡ଼ଖଣ୍ଡ ଯିବେନି ଓରାମବସ୍ତିବାସୀ

ରାଉର‌କେଲା/ନୂଆଗାଁ: ପାନୀୟ ଜଳ ପାଇଁ ଝାଡ଼ଖଣ୍ଡ ଉପରେ ନିର୍ଭରଶୀଳ ଓଡ଼ିଶାର ସୀମାନ୍ତ ଗାଁ’ରେ ରହୁଥିବା ଆଦିବାସୀ ବସ୍ତିବାସିନ୍ଦାଙ୍କ ମୁହଁରେ ହସ ଫୁଟିଛି। ‘ସମ୍ବାଦ’ରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ଅଧିକାରୀ ତତ୍ପର ହୋଇଛନ୍ତି। ଆଜି ବିଭାଗୀୟ ଅଧିକାରୀଙ୍କ…
ଅଧିକ ଖବର ଦେଖନ୍ତୁ...

୨ କିନ୍ନରଙ୍କୁ ହାଇୱା ମଡ଼ାଇ ହତ୍ୟା ଘଟଣା: ବିହାରରୁ ଅଭିଯୁକ୍ତ ପବନ ଗିରଫ

ରାଉରକେଲା: ଲହୁଣିପଡ଼ା ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ରାଜାମୁଣ୍ଡା ବାଇପାସ୍‌ ଛକରେ ଦୁଇ କିନ୍ନରଙ୍କୁ ହାଇୱା ମଡ଼ାଇ ମାରିଦେବା ଘଟଣାରେ ଅଭିଯୁକ୍ତ ଡ୍ରାଇଭର ପବନ ରଏ ଗିରଫ ହୋଇଛି। ଲହୁଣିପଡାର ସ୍ବତନ୍ତ୍ର ପୁଲିସ ଟିମ୍‌ ବିହାରରୁ ପବନକୁ ଗିରଫ କରିବାରେ ସକ୍ଷମ ହୋଇଛି। କେଉଁ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କ ମାଡ଼ରେ ୪ ବର୍ଷ ଶିଶୁର ଗୋଡ଼ ଭାଙ୍ଗିଲା

ରାଉରକେଲା: ଶିକ୍ଷକ ହେଉଛନ୍ତି ବିଦ୍ୟାଳୟ ରୂପି ମନ୍ଦିରର ପୂଜାରୀ। ଛାତ୍ରର ସର୍ବାଙ୍ଗୀନ ଉନ୍ନତୀ ଶିକ୍ଷକଙ୍କର କାମ। ଛାତ୍ରର ସଫଳତାରେ ଶିକ୍ଷକ ଖୁସି ହୁଅନ୍ତି। କିନ୍ତୁ ଆଜିକାଲି ଏଥିରେ ବ୍ୟତିକ୍ରମ ଦେଖାଯାଉଛି। ଜଣେ ଶିକ୍ଷକଙ୍କ ମାଡ଼ରେ ଛାତ୍ରଙ୍କ ଗୋଡ ଭାଙ୍ଗିଯାଇଛି। ଶିଶୁଙ୍କୁ ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତରେ ଅପହଞ୍ଚ ବିକାଶ: ଝାଡ଼ଖଣ୍ଡରୁ ପାଣି ଆଣନ୍ତି ଓଡ଼ିଶା ଗ୍ରାମବାସୀ

ରାଉରକେଲା/ନୂଆଗାଁ: ସ୍ବାଧୀନତାର ୭୭ ବର୍ଷ ପରେ ବି ଅପହଞ୍ଚ ମୌଳିକ ସୁବିଧା। ଯେଉଁଠି ଶୋଷ ମେଣ୍ଟାଇବା ପାଇଁ ପାଣି ଟୋପାଏ ଆଣିବାକୁ ନିଜ ରାଜ୍ୟ ଛାଡ଼ି ଯିବାକୁ ପଡ଼ୁଛି ପଡୋଶୀ ଝାଡ଼ଖଣ୍ଡ ରାଜ୍ୟକୁ। ଦିନରେ ପାଣି ନେବାକୁ ଗଲେ ସେଠାକାର ଯୁବକମାନେ ମାଡ଼ ମାରି ତଡ଼ି ଦେଉଥିବାରୁ ଭୋର ୪ଟାରୁ…
ଅଧିକ ଖବର ଦେଖନ୍ତୁ...

ମନେ ପଡ଼ିଲା ସହର ଉପକଣ୍ଠ ଗାଁ ସମସ୍ୟା! ଲୋକଙ୍କ ସହ କଥା ହେଲେ ପ୍ରଶାସନିକ ଅଧିକାରୀ

ରାଉରକେଲା: ବର୍ଷ ବର୍ଷ ଧରି ବିଜୁଳି ଆଲୁଅ, ଭଲ ରାସ୍ତା ଦେଖି ନଥିବା ସହର ଉପକଣ୍ଠ ବସ୍ତି ଓ ଗାଁ କଥା ମନେପକାଇଲେ ପ୍ରଶାସନିକ ଅଧିକାରୀ। ବସ୍ତିବାସିନ୍ଦା ଦାବି ଓ ସରକାରଙ୍କ ନିର୍ଦ୍ଦେଶ ପରେ ଆଜି ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କ ପାଦ ପଡ଼ିଛି। ସହର ଉପକଣ୍ଠ ଗାଁଗୁଡ଼ିକର ଭଲ ମନ୍ଦ କଥା…
ଅଧିକ ଖବର ଦେଖନ୍ତୁ...

ଘର ଓଡ଼ିଶାରେ, ପାଣି ପାଇଁ ସାହା ଝାଡ଼ଖଣ୍ଡ: ରାତି ୪ରେ ପାଣି ଚୋରି କରୁଛନ୍ତି ପାନିଆସାଲ୍‌ବାସୀ

ରାଉରକେଲା/ନୂଆଗାଁ: ସ୍ବାଧୀନତାର ୭୭ ବର୍ଷ ପରେ ବି ଅପହଞ୍ଚ ମୌଳିକ ସୁବିଧା। ଯେଉଁଠି ଶୋଷ ମେଣ୍ଟାଇବା ପାଇଁ ପାଣି ଟୋପାଏ ଆଣିବାକୁ ନିଜ ରାଜ୍ୟ ଛାଡ଼ି ଯିବାକୁ ପଡ଼ୁଛି ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟକୁ। ଦିନରେ ପାଣି ନେବାକୁ ଗଲେ ସେଠାକାର ଯୁବକମାନେ ମାଡ଼ ମାରି ତଡ଼ି ଦେଉଥିବାରୁ ଭୋର୍‌ ୪ଟାରୁ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ଗାଁରେ ଏମିତି ଚାଲିଛି ଶିକ୍ଷା: ୭ ଶ୍ରେଣୀକୁ ୨ଟି କୋଠରି, ୧୨ ବର୍ଷ ହେଲା ବାରଣ୍ଡାରେ ପଢ଼ୁଛନ୍ତି ପିଲା

ସୁନ୍ଦରଗଡ଼: ସିମେଣ୍ଟ ଚଟାଣ ଉପରେ ଦରି ପଡ଼ିଛି। ତା’ ଉପରେ କିଏ ଚକାମାଡ଼ି ବସ ପଢ଼ୁଛି ତ କିଏ ଖାତା ଉପରେ ହାମୁଡ଼େଇ ଲେଖୁଛି। ପିଲାଙ୍କ ସହ ଶିକ୍ଷକ ବି ଚକା ମାଡ଼ି ବସିଛନ୍ତି। ଚାଲିଛି ପାଠପଢ଼ା। ଏ ଦୃଶ୍ୟ ଦିନେ, ମାସେ କି ବର୍ଷକର ନୁହେଁ। ୧୨ ବର୍ଷ ହେଲା ଏମିତି ବାରଣ୍ଡାରେ ଗଢ଼ାଚାଲିଛି ପିଲାଙ୍କ…
ଅଧିକ ଖବର ଦେଖନ୍ତୁ...

କ୍ରୀଡ଼ା ଛାତ୍ରାବାସରେ ଜାତୀୟ କ୍ରୀଡ଼ା ଦିବସ: ପାରିଜାତ ପାର୍କ ଛକକୁ ହକି ଛକ ମାନ୍ୟତା 

ସୁନ୍ଦରଗଡ଼: ବିଶ୍ବ ବିଖ୍ୟାତ କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଇଆସୁଛି। ଏହି ଅବସରରେ ଭବାନୀପୁର କ୍ରୀଡ଼ା ଛାତ୍ରାବାସରେ ଜିଲ୍ଲା ହକି ଆସୋସିଏସନ ପକ୍ଷରୁ କ୍ରୀଡ଼ା ଦିବସ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟ ରାଜପଥ-୧୦ ପାରିଜାତ…
ଅଧିକ ଖବର ଦେଖନ୍ତୁ...