ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ଏମିତି ଚାଲେ ଅବକାରୀ ଚଢ଼ଉ; ମଦ ବୋଝେଇ ସ୍କୋର୍ପିଓକୁ ଧରି ଛାଡ଼ିଦେଲେ

ସୁନ୍ଦରଗଡ଼: ରବିବାର ସମୟ ସକାଳ ୭ଟା ୪୫। ସୁନ୍ଦରଗଡ଼ ପାଲହୋଟେଲ ଛକ ଆଡ଼ୁ ଆସୁଥିବା ଏକ ସ୍କୋର୍ପିଓକୁ ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଘେରିଗଲେ ଦଳେ ଖାକି ପୋଷାକଧାରୀ। କ’ଣ ହେଲା ଜାଣିବାକୁ ଲୋକଙ୍କ ଭିଡ଼ ବି ବଢ଼ିଗଲା। ଯାଞ୍ଚ ପରେ ଗାଡ଼ିରେ ୧୦ ପେଟି ବେଆଇନ ମଦ ଚାଲାଣ ହେଉଥିବା ଓ ଏହା ଅବକାରୀ…
ଅଧିକ ଖବର ଦେଖନ୍ତୁ...

ଏନ୍‌ଆଇଟି କନିଷ୍ଠ ସହାୟକ ନିଯୁକ୍ତି ପରୀକ୍ଷା: ୪ ନକଲି ପରୀକ୍ଷାର୍ଥୀ ଥାନାରେ ଅଟକ

ରାଉରକେଲା: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ରାଉରକେଲାରେ ନକଲି ଆଡ୍‌ମିଟ୍‌ କାର୍ଡ ଦେଖାଇ ପରୀକ୍ଷା ଦେବାବେଳେ ୪ ଜଣ ପରୀକ୍ଷାର୍ଥୀ ଧରା ପଡ଼ିଛନ୍ତି। ଏନ୍‌ଆଇଟି ପକ୍ଷରୁ କନିଷ୍ଠ ସହାୟକ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷାରେ ସେମାନେ ଚଞ୍ଚକତା କରି ପ୍ରବେଶ କରିଥିଲେ ବି ଯାଞ୍ଚବେଳେ…
ଅଧିକ ଖବର ଦେଖନ୍ତୁ...

ପୁଣି ସୀମାନ୍ତରେ ନକ୍ସଲ ହିଂସା: ବୃଦ୍ଧଙ୍କ ଗଳାକାଟି ହତ୍ୟା

ରାଉରକେଲା: ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ଗୋଏଲକେରା ଅଞ୍ଚଳରେ ପୁଣି ହିଂସାକାଣ୍ଡ ଭିଆଇଛନ୍ତି ମାଓବାଦୀl ପୁଲିସ ଇନଫର୍ମର ସନ୍ଦେହରେ ଜଣେ ବୃଦ୍ଧଙ୍କ ଗଳା କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ନକ୍ସଲ ପୋଷ୍ଟର ଲଗାଇଛନ୍ତି। ଏଥିରେ ପୁଲିସର ଦଲାଲଗିରି ଛାଡ଼, ନଚେତ ଏମିତି ଦଣ୍ଡ…
ଅଧିକ ଖବର ଦେଖନ୍ତୁ...

ରାତିଅଧିଆ ମରାମତି ପଛରେ ଅସଲ ଉଦ୍ଦେଶ୍ୟ କ’ଣ? ଛିଡ଼ା ହୋଇପାରୁନି ଭାଙ୍ଗିପଡ଼ିଥିବା ହକି ଷ୍ଟାଚ୍ୟୁ

ରାଉରକେଲା: ରାଉରକେଲା ବିମାନବନ୍ଦର ରୋଡ୍‌ରେ ଥିବା ବିଶାଳ ହକି ଷ୍ଟାଚ୍ୟୁ ଭାଙ୍ଗିବାର ଦୁଇ ମାସରୁ ଅଧିକ ସମୟ ବିତିଲାଣି। କିନ୍ତୁ ଏଯାଏ ଏହା ପୁନଃ ଛିଡ଼ା ହୋଇପାରିନି। ସମ୍ଭବତଃ ମରାମତି କାର୍ଯ୍ୟ ସଂପନ୍ନ ହୋଇନଥିବାରୁ ପ୍ରାୟ ୮୧ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମିତ ଏହି ପାର୍କକୁ ଘୋଡ଼ାଇ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ୫ ଲକ୍ଷରେ ଗୁଜରାଟ ଚାଲାଣ: ଥାନାରେ ମାମଲା

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଝିଅ ଚାଲାଣ ଥମୁନି। ଦଲାଲମାନେ ଗ୍ରାମାଞ୍ଚଳର ନାବାଳିକା, ଯୁବତୀମାନଙ୍କୁ ଭଲ ରୋଜଗାର ଓ ନିଯୁକ୍ତି ଲୋଭ ଦେଖାଇ ବାହାର ରାଜ୍ୟକୁ ଚାଲାଣ କରି ବିକ୍ରି କରି ଦେଉଛନ୍ତି। ଏବେ ସୁନ୍ଦରଗଡ଼ରୁ ନାବାଳିକା ଚାଲାଣର ଆଉ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଜଣେ…
ଅଧିକ ଖବର ଦେଖନ୍ତୁ...

ଆଜିଠୁ ନିୟମିତ ଚାଲିଲା ଭୁବନେଶ୍ୱର-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ୍, ସମ୍ବଲପୁର ଓ ରାଉରକେଲା ଦେଇ ଯିବ

ଭୁବନେଶ୍ବର: ତେଜସ୍ କୋଚ ସହିତ ସମ୍ବଲପୁର ଦେଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିଛି। ଉନ୍ନତ ପ୍ରଯୁକ୍ତିରେ ନିର୍ମିତ ଏହି ଟ୍ରେନରେ ସୁଖଦ ଯାତ୍ରା ଅଭିଜ୍ଞତାର ସହ ଆଧୁନିକ ସୁବିଧା ଯୋଗାଇ ଦିଆଯାଇଛି । ଆଜି ଭୁବନେଶ୍ୱର ରେଳଷ୍ଟେସନରୁ ଏହାର ନିୟମିତ ସେବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ପୋଡାଜଳଙ୍ଗା ସେତୁରୁ ପଡ଼ି ଯୁବକ ମୃତ

ସୁନ୍ଦରଗଡ଼: ଆଜି ସକାଳେ ସଦରଥାନା ପୋଡାଜଳଙ୍ଗା ସେତୁରୁ ବାଇକରୁ ଖସି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତ ଯୁବକ ହେଲେ ସୁନ୍ଦରଗଡ଼ ସହରସ୍ଥ ମହେଶଡିହିର ରିଙ୍କୁ ଚୌଧୁରୀ (୨୯)। ଆଜି ସକାଳୁ ସେ ବାଇକରେ ପୋଡାଜଳଙ୍ଗା ଆଡକୁ ଯାଉଥିବାବେଳେ ସେତୁରେ ଭାରସାମ୍ୟ ହରାଇ ସେତୁ ତଳକୁ ଖସି ପଡ଼ିଥିଲେ।…
ଅଧିକ ଖବର ଦେଖନ୍ତୁ...

ରାଜଗାଙ୍ଗପୁର: ବ୍ୟାୟାମ କରୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ଶ୍ରୀ ଅରବିନ୍ଦ ଷ୍ଟଡି ସର୍କଲରେ ବ୍ୟାୟାମ କରୁଥିବା ବେଳେ ଦଶମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ। ମୃତକ ହେଲେ ଏମଡି ମୋହାଦିସ ନୌସାଦ। ସୂଚନା ମୁତାବକ,  ଆଜି ସକାଳେ ଶ୍ରୀ ଅରବିନ୍ଦ ଷ୍ଟଡି ସର୍କଲରେ ଛାତ୍ରଛାତ୍ରୀମାନେ ଏକତ୍ରିତ  ବ୍ୟାୟାମ…
ଅଧିକ ଖବର ଦେଖନ୍ତୁ...

ଆଇଏଲ୍‌ଏସ୍‌ ବିନା ବିମାନବନ୍ଦର ଦିବା ସ୍ବପ୍ନ: ୭ ମାସରେ ୧୮ ଦିନ ବାତିଲ

ରାଉରକେଲା: ରାଉରକେଲା ବିମାନବନ୍ଦରରେ ଆଇଏଲ୍‌ଏସ୍‌ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ପାଣିପାଗ ବିଗିଡ଼ିଲେ ବିମାନସେବା ଅଘୋଷିତ ବନ୍ଦ ହୋଇଯାଉଛି। ଗତ ଜାନୁଆରି ୭ରୁ ରାଉରକେଲା-ଭୁବନେଶ୍ବର ବିମାନସେବା ଆରମ୍ଭ ହୋଇଥିଲା। ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ମୋଟ୍‌ ୧୮ ଦିନ ଅଘୋଷିତ ବାତିଲ…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ସକ୍ରିୟ : ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା; ୧୩ ଜିଲ୍ଲାକୁ ଅରେଞ୍ଜ, ୧୭ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଗତକାଲି (ଗୁରୁବାର)ର ସକ୍ରିୟ ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ତତ-ସଂଲଗ୍ନ ଉତ୍ତର-ଓଡିଶା ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି ଏବଂ ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଯାଏଁ ବ୍ୟାପିଛି। ଏହା ଆଗାମୀ ୨ରୁ ୩ ଦିନ…
ଅଧିକ ଖବର ଦେଖନ୍ତୁ...