ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

‘ଶାଶୂ-ଶ୍ବଶୁର ଓ ପ୍ରେମିକାକୁ ବି ଗିରଫ କରାଯାଉ’: ବାଙ୍ଗାଲୁରୁରେ ରାଉରକେଲା ଝିଅଙ୍କୁ ହତ୍ୟା ପ୍ରସଙ୍ଗ, ନ୍ୟାୟ ମାଗିଲେ…

ରାଉରକେଲା: ରାଉରକେଲାର ଜଣାଶୁଣା ଭାରତ ନାଟ୍ୟମ ନୃତ୍ୟଶିଳ୍ପୀ ରଶ୍ମୀତା ଲାକ୍ରା(୩୧)ଙ୍କୁ ବାଙ୍ଗାଲୁରୁରେ ଯୌତୁକ ଜନିତ ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପରିବାରବର୍ଗ। ଯାହା ମାଗିଲେ ସବୁ ଦିଆଗଲା, ତଥାପି ଅଧିକରୁ ଅଧିକ ଯୌତୁକ ଦାବି କରୁଥିଲେ। ପରେ ଯୋଜନାବଦ୍ଧ ହତ୍ୟା କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ମାମଲା: ଗର୍ଭବତୀ ଥିଲା ଝିଅ, ବେଆଇନ ଗର୍ଭପାତ କରାଇଥିଲେ ଆୟୁଷ ଡାକ୍ତର

ସୁନ୍ଦରଗଡ଼: ଧରୁଆଡିହି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭବତୀ କରିବା ଅଭିଯୋଗରେ ପୁଲିସ ୨୭ ତାରିଖରେ ଅଭିଯୁକ୍ତ ଲେଫ୍ରିପଡ଼ା ଥାନା ବଡ଼ଗାଁମାଲ ଡମପଡ଼ାର କୁନୁ କିସାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ପରେ ମାମଲା ସହ ଜଡ଼ିତ ଆଉ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ପାଣିରେ ପଡ଼ିଲା ୧୭ କୋଟିର ପ୍ରକଳ୍ପ!ଅଧା କାମ କରି ଛାଡିଦେଲା ଠିକାଦାର 

ରାଉରକେଲା: ହକି ବିଶ୍ବକପ୍‌ ବେ‌ଳେ ସହରର ବିକାଶ ଓ ସୌନ୍ଦର୍ଯ୍ୟ ପାଇଁ ପାଣି ବୋହିଲା ପରି ଖର୍ଚ୍ଚ ହେଲା କୋଟି କୋଟି ଟଙ୍କା। ତେବେ ଦିନ କେଇଟା ନଜାଉଣୁ ତରବରିଆ ଓ ନିମ୍ନମାନର କାମ ଯୋଗୁ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କାମର ମାନ ପଦାକୁ ଆସୁଛି। ହକି ବିଶ୍ବକପ୍‌ ପାଇଁ…
ଅଧିକ ଖବର ଦେଖନ୍ତୁ...

ଫିଟର ମିସ୍ତ୍ରି ଠାରୁ ୫ ହଜାର ଲାଞ୍ଚ ନେବା ଅଭିଯୋଗରେ କୁତ୍ରା ବ୍ଲକ ପୂର୍ବତନ କିରାଣୀଙ୍କୁ ୨ ବର୍ଷ ଜେଲ

ସୁନ୍ଦରଗଡ଼: ଏକ ଫିଟର ମିସ୍ତ୍ରି ଠାରୁ ୫ ହଜାର ଲାଞ୍ଚ ନେବା ମାମଲାରେ ସୋମବାର ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକର ପୂର୍ବତନ ମୁଖ୍ୟ କିରାଣୀ ଦ୍ରୁପଦ ସାହାସିଆଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଓ ୩ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଟ୍ରକକୁ ପିଟିଲା ବାଇକ: ଜଣେ ମୃତ, ୧ ଗୁରୁତର

ସୁନ୍ଦରଗଡ଼: ସୋମବାର ରାତିରେ ସୁନ୍ଦରଗଡ଼ ସଦର ଥାନା ରଙ୍ଗିଆମୁଣ୍ଡାଠାରେ ଟ୍ରକ ପଛପଟେ ବାଇକ୍ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ କାଲୋବାହାଲ ଗାଁର ବୋଲି ସୂଚନା ମିଳିଛି। ଗୁରୁତରକୁ ପ୍ରଥମେ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ହାଇୱା ମଡ଼ାଇ ୨ କିନ୍ନରଙ୍କୁ ହତ୍ୟା !

ରାଉରକେଲା: ଲହୁଣିପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ରାଜାମୁଣ୍ଡା ବାଇପାସ୍‌ ଛକରେ ହାଇୱା ଧକ୍କାରେ ଦୁଇଜଣ କିନ୍ନର ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ କିନ୍ନର ଉମାଶଙ୍କର ନାୟକ ସ୍କୁଟିରୁ ଡେଇଁ ପଡ଼ିବାରୁ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ମୃତକମାନେ ହେଲେ ବଣାଇ…
ଅଧିକ ଖବର ଦେଖନ୍ତୁ...

ଗଗନଯାନରେ ଲାଗିଛି ରାଉରକେଲା ଲୁହା: ଇସ୍ରୋ ମୁଖ୍ୟ ସୋମନାଥ ବଖାଣିଲେ ଆର୍‌ଏସ୍‌ପିର ଅବଦାନ

ରାଉରକେଲା: ନିକଟରେ ଚନ୍ଦ୍ରଯାନର ସଫଳତା ଯୋଗୁଁ ସାରା ବିଶ୍ବର ପ୍ରଶଂସା ସାଉଁଟିଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ନିଜର ଅନ୍ୟତମ ମହତ୍ବାକାଂକ୍ଷୀ ପ୍ରକଳ୍ପ ଗଗନଯାନ ଉପରେ ଜୋରସୋରରେ କାମ ଜାରି ରଖିଛି। ବୈଜ୍ଞାନିକଙ୍କୁ ନେଇ ମହାକାଶକୁ ଯିବାକୁ ଥିବା ଗଗନଯାନ କିନ୍ତୁ…
ଅଧିକ ଖବର ଦେଖନ୍ତୁ...

କାଉଡ଼ିଆମୟ ବେଦବ୍ୟାସ ଶୈବପୀଠ: ଶେଷ ସୋମବାରରେ ଜଳ ଉଠାଇଲେ ୨୦ ହଜାର କାଉଡ଼ିଆ

ରାଉରକେଲା: ଶ୍ରାବଣ ମାସର ଶେଷ ସୋମବାରରେ ଜଳାଭିଷେକ ପାଇଁ ରବିବାର ବେଦବ୍ୟାସ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଦୂରବର୍ତ୍ତୀ ସ୍ଥାନକୁ ଟ୍ରେନ୍‌ରେ ଯାଉଥିବା କାଉଡ଼ିଆ ରବିବାର ପୂର୍ବାହ୍ନରେ ହିଁ ବେଦବ୍ୟାସ ତ୍ରିବେଣୀ ସଙ୍ଗମରୁ ଜଳ ଉଠାଇଥିଲେ। ତେବେ ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସରେ ଯୋଗ ଦେବେ ହକି ତାରକା ପ୍ରବୋଧ ତିର୍କୀ; ତଳସରା ଉପରେ ରହିଛି ନଜର

ସୁନ୍ଦରଗଡ଼: ଭାରତୀୟ ହକିର ପୂର୍ବତନ ଅଧିନାୟକ ପ୍ର‌ବୋଧ ତିର୍କୀ କଂଗ୍ରେସରେ ଯୋଗ ଦେବେ। ହକି ଓ ଏୟାର ଇଣ୍ଡିଆ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ନିକଟରେ ଗାଁକୁ ଫେରିବା ପରେ ପ୍ରବୋଧ କଥା ପ୍ରସଙ୍ଗରେ ଏହି ସୂଚନା ଦେଇଛନ୍ତି। ଏପରିକି ତଳସରା ବିଧାନସଭା ପାଇଁ ସେ କଂଗ୍ରେସ ଟିକଟରେ…
ଅଧିକ ଖବର ଦେଖନ୍ତୁ...

ମୃତ ସନ୍ତାନକୁ ଜନ୍ମ ଦେବା ପରେ ‘ହେ ଭଗବାନ ମୋ ଭଳି ଦୁଃଖ ଆଉ କାହାକୁ ନଦେବ‘ କହି ଆରପାରିକୁ ଚାଲିଗଲେ ସ୍ବାମୀ…

ରାଉରକେଲା: ସ୍ମାର୍ଟସିଟି ରାଉରକେଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଅନ୍ତଃସତ୍ତ୍ବା ଥିବା ବେଳେ ତାଙ୍କ ସ୍ବାମୀ ଛାଡ଼ି ଚାଲିଗଲେ। ନିକଟରେ ତାଙ୍କ ପ୍ରସବ ସମୟ ପାଖେଇ ଆସୁଥିବା ବେଳେ ସେ ଏକ ମୃତ ସନ୍ତାନ ଜନ୍ମ ଦେଇଥିଲେ। ମୃତ ସନ୍ତାନ ଜନ୍ମ ଦେବାପରେ ମହିଳା ଭୋଭୋ ହୋଇ…
ଅଧିକ ଖବର ଦେଖନ୍ତୁ...