ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ହାତୀ ଆକ୍ରମଣରେ ଜଣେ ଗୁରୁତର

ରାଉରକେଲା : ବିଶ୍ରା ବ୍ଲକ ଜରେଇକେଲା ପଞ୍ଚାୟତ କୁଣ୍ଡାପୋଷ ଗାଁରେ ହାତୀ ଆକ୍ରମଣରେ ସୌରଭ ସାହୁ (୩୫) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗାଁକୁ ପଶି ଆସିଥିବା ହାତୀପଲକୁ ଘଉଡ଼ାଇବାକୁ ଯାଇଥିବା ବେଳେ ଏ ଅଘଟଣ ଘଟିଛି। ଗୁରୁତର ଯୁବକଙ୍କୁ ଗାଁ ଲୋକେ ଉଦ୍ଧାର କରି ଆଇଜିଏଚ୍‌ରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ପୁଲିସ-ସିଆରପିଏଫ୍‌ ଓ ପିଏଲ୍‌ଏଫ୍‌ଆଇ ମଧ୍ୟରେ ଗୁଳି ବିନିମୟ, ୨ଗିରଫ

ରାଉରକେଲା: ପିପୁଲ୍‌ ଲିବରେସନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ) ବିରୋଧରେ ସୁନ୍ଦରଗଡ଼ ଜିଲ୍ଲା ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ପୁଲିସ ଗୁରୁବାର ୨ ଜଣ ପିଏଲ୍‌ଏଫ୍‌ ସଦସ୍ୟଙ୍କୁ ଗିରଫ କରିଛି। ଗିରଫ ପିଏଲଏଫ୍‌ଆଇ ସଦସ୍ୟ ହେଲେ ରାଇବଗା ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ବେଧଡ଼କ ଚାଲିଛି ବାଲି ଚାଲାଣ

ଲେଫି୍ରପଡ଼ା: ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ଡୁମାବାହାଲ ଗ୍ରାମର ଜନୈକ ପୁଞ୍ଜିପତି ବେଆଇନ ଭାବେ ଗ୍ରାମର ଇଛା ନଦୀ ନାଳରୁ ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି। ଶହ ଶହ ଟ୍ରାକ୍ଟର ଯୋଗେ ବାଲି ପରିବହନ କରି ବିକ୍ରି କରୁଥିବା ଅଭିଯୋଗ ହେଉଛି। ସରକାରୀ ଖଜଣା ନ ଦେଇ ବେଧଡ଼କ ଭାବେ ବାଲି…
ଅଧିକ ଖବର ଦେଖନ୍ତୁ...

ତୀର ମାଡ଼ରେ ମାଈ ହାତୀ ମୃତ

ବଣାଇଁଗଡ଼ : ରାଉରକେଲା ବନଖଣ୍ଡର ବାଙ୍କି ରେଞ୍ଜ ଅନ୍ତର୍ଗତ କେ.ବଲାଙ୍ଗ ସେକ୍ସନର ସାରସପୋଷ ଗ୍ରାମ ନିକଟରୁ  ଆଜି ଏକ ୬/୭ ବର୍ଷର ମାଈହାତୀର ଶବକୁ ବନ ବିଭାଗ ଉଦ୍ଧାର କରିଛି। ତୀର ମାଡ଼ରେ ହାତୀର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସନ୍ଦିଗ୍ଧ ଶିକାରୀମାନଙ୍କୁ ସହ ୨୪ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ଅଭିଷେକ ଗୁଳିକାଣ୍ଡର ପର୍ଦ୍ଦାଫାସ : ଲୁଟ୍‌ ପାଇଁ ଯିବା ବାଟରେ ଗୁଳି ଫୁଟିଥିଲା

ସୁନ୍ଦରଗଡ଼ : ସ୍ଥାନୀୟ ବ୍ରାହ୍ମଣପଡ଼ାର ଅଭିଷେକ ସେଠ୍‌ (୨୨)ଙ୍କୁ ଗତକାଲି ସନ୍ଧ୍ୟାରେ ହୋଇଥିବା ଗୁଳିମାଡ଼ ଘଟଣାର ଗୁମର ଆଜି ଫିଟିଛି। ପୁଲିସ୍‌ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଅଭିଷେକଙ୍କୁ କୌଣସି ଦୁର୍ବୃତ୍ତ ଗୁଳି କରିନଥିଲେ। ବରଂ ତାଙ୍କ ସାଥୀ ମସ୍‌ଜିଦପଡ଼ାର ମହମ୍ମଦ ସୟିଦ ଅଖତର (୨୪) ପକେଟରେ…
ଅଧିକ ଖବର ଦେଖନ୍ତୁ...

ଅଭିଭାବକଙ୍କ ଆୟ ସୀମା ୮ ଲକ୍ଷକୁ ବୃଦ୍ଧି

ରାଉରକେଲା : କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଛାତ୍ରଛାତ୍ରୀଙ୍କ ନାମଲେଖା ସଂରକ୍ଷଣକୁ ଅଧିକ କୋହଳ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଅଭିଭାବକଙ୍କ ବାର୍ଷିକ ଆୟ ସୀମାକୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ସୀମା ୬ ଲକ୍ଷ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ବ୍ରାହ୍ମଣୀପଡ଼ା ଗୁଳିକାଣ୍ଡ ଘଟଣା: ଜଣେ ହସ୍ପିଟାଲରେ ଭର୍ତ୍ତି, ସହଯୋଗୀ ଅଟକ

ସୁନ୍ଦରଗଡ଼: ସଦର ଥାନା ଅନ୍ତର୍ଗତ ବଡ଼ମାଳ ଛକ ନିକଟରେ ଶନିବାର ରାତିରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଆହତ ଟାଉନ ଥାନା ଅନ୍ତର୍ଗତ ବ୍ରାହ୍ମଣପଡ଼ାର ଅଭିଷେକ୍‌ ସେଠୀ(୨୪) ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ, ସହଯୋଗୀକୁ ଥାନାରେ ଅଟକ ରିଖିଛି ପୁଲିସ। ଏହି ଘଟଣାରେ ପୁଲିସ ଗୋଟି ପିସ୍ତଲ ଓ ୫ଟି…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ଗୁଳିମାଡ଼, ଜଣେ ଆହତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀପଡ଼ାରେ ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଗୁଳିମାଡ଼ରେ ଅଭିଷେକ୍‌ (୨୪) ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ତା’ର ଡାହାଣ ହାତରେ ଗୁଳି ବାଜିଛି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସନ୍ଧ୍ୟାରେ ସେ ସାଙ୍ଗମାନଙ୍କ ସହିତ ବସି…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରୁ ଉଡ଼ାନ୍‌ : ସହଯୋଗ ନ କଲେ ଜମି ଫେରସ୍ତ ବିକଳ୍ପ

ରାଉରକେଲା : ଆଞ୍ଚଳିକ ବିମାନ ସଂଯୋଗ ଯୋଜନା (ଆର୍‌ସିଏସ୍‌)ରେ ‘ଉଡ଼େ ଦେଶ୍‌ କା ଆମ୍‌ ନାଗରିକ୍‌’ (ଉଡ଼ାନ୍‌) ପାଇଁ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କର୍ତ୍ତୃପକ୍ଷ ଯଦି ପୂର୍ବ ବୁଝାମଣା ଅନୁଯାୟୀ ରାଉରକେଲା ଏୟାର୍‌ ଷ୍ଟ୍ରିପ୍‌କୁ ପ୍ରସ୍ତୁତ ନ କରିବେ, ତେବେ ତାହାକୁ ଭାରତୀୟ ବିମାନ…
ଅଧିକ ଖବର ଦେଖନ୍ତୁ...

୧.୩୨ କୋଟିର ରାସ୍ତା ନିର୍ମାଣ ଦୁର୍ନୀତି: ଭିଜିଲାନ୍ସ ସେଲ୍‌ର ସର୍‌ଜମିନ୍‌ ତଦନ୍ତ

ରାଉରକେଲା/ଲାଠିକଟା: ଲାଠିକଟା ବ୍ଲକ ଗର୍ଜନ ଗାଁର ବହୁ ଚର୍ଚ୍ଚିତ ରାସ୍ତା ଦୁର୍ନୀତିର ଖୋଲତାଡ଼ କରୁଛି କଟକ ଭିଜିଲାନ୍ସ ସେଲ୍‌। ଗତ ଅକ୍ଟୋବର ୩ ତାରିଖରେ ଭିଜିଲାନ୍ସ ସେଲ୍‌ର ଏକ ଟିମ୍‌ ଆସି ଫାଇଲ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରିଥିବା ବେଳେ ଆଜି ଡିଏସ୍‌ପି ପ୍ରକାଶ ନାଏକଙ୍କ ନେତୃତ୍ୱରେ…
ଅଧିକ ଖବର ଦେଖନ୍ତୁ...