ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

୧.୩୨ କୋଟିର ରାସ୍ତା ନିର୍ମାଣ ଦୁର୍ନୀତି: ଭିଜିଲାନ୍ସ ସେଲ୍‌ର ସର୍‌ଜମିନ୍‌ ତଦନ୍ତ

ରାଉରକେଲା/ଲାଠିକଟା: ଲାଠିକଟା ବ୍ଲକ ଗର୍ଜନ ଗାଁର ବହୁ ଚର୍ଚ୍ଚିତ ରାସ୍ତା ଦୁର୍ନୀତିର ଖୋଲତାଡ଼ କରୁଛି କଟକ ଭିଜିଲାନ୍ସ ସେଲ୍‌। ଗତ ଅକ୍ଟୋବର ୩ ତାରିଖରେ ଭିଜିଲାନ୍ସ ସେଲ୍‌ର ଏକ ଟିମ୍‌ ଆସି ଫାଇଲ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରିଥିବା ବେଳେ ଆଜି ଡିଏସ୍‌ପି ପ୍ରକାଶ ନାଏକଙ୍କ ନେତୃତ୍ୱରେ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା: ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ରାଉରକେଲା: ଆଜି ଭୋରରୁ ଛଟ୍‌ ପୂଜା ପାଇଁ ରାଉରକେଲା ବନ୍ଧମୁଣ୍ଡା ନିକଟ କୋଏଲ ନଦୀ ପଠାରେ ମହିଳାମାନଙ୍କ ଭିଡ଼ ଜମିଥିବା ବେଳେ ସେହି ନଦୀରେ ବୁଡ଼ି ଜଣେ ୧୪ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ବାଳକ ଜଣକ ହେଉଛନ୍ତି ପରମାନନ୍ଦ ପାଣ୍ଡେ ଓ ସେ ସ୍ଥାନୀୟ ସେଣ୍ଟ୍ରାଲ ସ୍କୁଲରେ…
ଅଧିକ ଖବର ଦେଖନ୍ତୁ...

୨୦ ବର୍ଷ ପରେ ଫେରାର୍‌ ମ୍ୟାନେଜରକୁ ଗିରଫ କଲା ସିବିଆଇ

ଭୁବନେଶ୍ୱର : ରାଉରକେଲା ସ୍ଥିତ ଏକ ଘରୋଇ ସଂସ୍ଥାରୁ ୧.୨୦ ଲକ୍ଷ ଟଙ୍କା ଠକେଇ ଘଟଣାରେ ଫେରାର୍‌ ଥିବା ସଂସ୍ଥାର ମ୍ୟାନେଜରକୁ ଦୀର୍ଘ ୨୦ ବର୍ଷ ପରେ ସିବିଆଇ ଗିରଫ କରିଛି। ତାଙ୍କ ନାଁ ଶିବଶଙ୍କର ଦେ। ଶିବଶଙ୍କରଙ୍କୁ ଗୁରୁବାର ସକାଳେ ସିବିଆଇର ଏକ ଟିମ୍‌ ପଶ୍ଚିମବଙ୍ଗର ଘୋଲ ଥାନା ଅଧୀନ…
ଅଧିକ ଖବର ଦେଖନ୍ତୁ...

ବିପିୟୁଟି ଓ୍ଵବସାଇଟ୍‌ ହ୍ୟାକ୍‌, ଥାନାରେ ଏତଲା

ରାଉରକେଲା : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଓ୍ଵବସାଇଟ୍‌କୁ କେହି ଦୁର୍ବୃତ୍ତ ହ୍ୟାକ କରି ସେଥିରେ ଉପଲବ୍ଧ ପରୀକ୍ଷା ସମ୍ପର୍କିତ ମୂଳ ସୂଚନାକୁ ହଟାଇ ଦେଇଛି। ପରିବର୍ତ୍ତିତ ବିଭ୍ରାନ୍ତକାରୀ ତଥ୍ୟ ଫେସବୁକ୍‌ ଓ ଟିଟର୍‌ ଆଦି ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ…
ଅଧିକ ଖବର ଦେଖନ୍ତୁ...

ଆଚାର୍ଯ୍ୟ ହରିହର ସ୍କୁଲ: ବିପର୍ଯ୍ୟସ୍ତ ଶିକ୍ଷା, ଅନ୍ଧାରରେ ପିଲାଙ୍କ ଭବିଷ୍ୟତ

ରାଉରକେଲା: ପାଠ୍ୟ ପୁସ୍ତକ, ମାଧ୍ୟାହ୍ନ ଭୋଜନ, ପୋଷାକ, ସାଇକେଲ ସବୁ କିଛି ମାଗଣା। ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା ସହ ସ୍ୱାଗତ ଉତ୍ସବ। ଦେଶର ଭବିଷ୍ୟତଙ୍କୁ ଗଢ଼ିବାକୁ ପ୍ରାଥମିକ ଶିକ୍ଷାରେ ସରକାର କାର୍ଯ୍ୟକାରୀ କରୁଛନ୍ତି ଏଭଳି ଅନେକ ଯୋଜନା। ହେଲେ ବାସ୍ତବତା ଭିନ୍ନ। ଏବେ ବି ଅନେକ ସ୍କୁଲ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣା ଆର୍‌ଏସ୍‌ପି ପିଛା ଛାଡ଼ୁନି: ହଟ୍‌ ଷ୍ଟ୍ରିପ୍‌ ମିଲ୍‌ ଅଚଳ, କ୍ଷତି ୩୫ କୋଟି

ରାଉରକେଲା: ଟ୍ୟୁୟର ନଂ-୨୩ର ବ୍ଲୋ ପାଇପ୍‌ ଫାଟିବା ପରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆର୍‌ଏସ୍‌ପି)ର ଭାତହାଣ୍ଡି ଭାବେ ବିବେଚିତ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୫ ‘ଦୁର୍ଗା’କୁ କର୍ତ୍ତୃପକ୍ଷ ଗତ ୨୨ ତାରିଖ ଭୋର୍‌ରେ ବନ୍ଦ କରି ମରାମତି ଆରମ୍ଭ କରିଥିଲେ। ପ୍ରାୟ ୧୨ ଘଣ୍ଟା ପରେ ଦୁର୍ଗା…
ଅଧିକ ଖବର ଦେଖନ୍ତୁ...

ପୂର୍ବ ବିଧାୟକ ସଂଜୀବ ପାଇଁ ଅଡୁଆ ବଢ଼ିଲା: ଜାମିନ ଆବେଦନ ଶୁଣାଣିର ଦିନକ ଆଗରୁ ଆସିଲା ପୁଣି ୨ ଅଭିଯୋଗ

ଦେବଗଡ଼: ରେଙ୍ଗାଳି ବିସ୍ଥାପତଙ୍କ ୨୭ ଲକ୍ଷ ୧ ହଜାର ୮୪୮ ଟଙ୍କା ହଡ଼ପ ଅଭିଯୋଗରେ ଗତ ୧୦ ତାରିଖ ଦିନ ଇଓଡବ୍ଲୁ ଦ୍ୱାରା ଦେବଗଡ଼ର ପୂର୍ବ ବିଧାୟକ ସଂଜୀବ ପ୍ରଧାନ ଗିରଫ ହୋଇଥିଲେ। ବୁଧବାର ତାଙ୍କ ଜାମିନ ଆବେଦନର ପରବର୍ତ୍ତା ଶୁଣାଣି ଥିବା ବେଳେ ମଙ୍ଗଳବାର ପୁଣି ଦୁଇଟି ଅର୍ଥ ହଡ଼ପ ଅଭିଯୋଗ ଆସିବା…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀ : ସମ୍ବର୍ଦ୍ଧନା ପରେ ଶିଳାନ୍ୟାସ

ରାଉରକେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜିର ସୁନ୍ଦରଗଡ଼ ଜିଲ୍ଲା ଗସ୍ତକ୍ରମ ମାତ୍ର ଦୁଇ ଘଣ୍ଟା ୫୦ ମିନିଟ୍‌ର। ଏଥିପାଇଁ ଉଡ଼ିଥିଲା ଦୁଇଟି ବିମାନ। ସୁରକ୍ଷା ପାଇଁ ରାଉରକେଲା ସହରରେ ମୁତୟନ ହୋଇଥିଲେ ୩୨ ପ୍ଲାଟୁନ୍‌ ଓ ରାଜାଗଙ୍ଗପୁର ବିହାବନ୍ଧରେ ଥିଲେ ୧୫ ପ୍ଲାଟୁନ୍‌ ପୁଲିସ୍‌।…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ଗଛରେ ପିଟିହେଲା କାର, ୨ ମୃତ, ଜଣେ ଗୁରୁତର

ସୁନ୍ଦରଗଡ଼: ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ସମ୍ବଲପୁର- ରାଉରକେଲା ଜାତୀୟ ରାଜପଥର ଭେଡ଼ାବାହାଲ - କୁଣ୍ଡୁକେଲା ମଧ୍ୟବର୍ତ୍ତୀ ଅଞ୍ଚଳରେ ଦୃତଗତିରେ ଯାଉଥିବା ଏକ କାର ଗଛରେ ପିଟି ହୋଇ ଯାଇଛି। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ…
ଅଧିକ ଖବର ଦେଖନ୍ତୁ...

ଚେତିଲେ: ବାଣ ଦୋକାନ ହଟାଇବାକୁ ରେଳବାଇ ନିର୍ଦ୍ଦେଶକ

ରାଉରକେଲା: ରେଳନଗରୀ ବନ୍ଧମୁଣ୍ଡା ସେକ୍ଟର-ସିରେ ବିନା ଅନୁମତିରେ ଖୋଲା ଯାଇଥିବା ବାଣ ଦୋକାନ ହଟାଇବାକୁ ଆଜି ବନ୍ଧମୁଣ୍ଡା ରେଲେଓ୍ଵ ଅଧିକାରୀ ପି.ଗୋସ୍ୱାମୀ ନୋଟିସ ଜାରି କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଦୋକାନୀ ନହଟାଇଲେ ଆର୍‌ପିଏଫ୍‌କୁ ପ୍ରୟୋଗ କରାଯିବ ବୋଲି ଶ୍ରୀ ଗୋସ୍ୱାମୀ ସତର୍କ କରାଇ…
ଅଧିକ ଖବର ଦେଖନ୍ତୁ...