ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ରାଉରକେଲାର ୪ ହୋଟେଲକୁ ବନ୍ଦ ନୋଟିସ୍‌

ରାଉରକେଲା : ତରଳ ବର୍ଜ୍ୟ ବିଶୋଧନ ପ୍ଲାଣ୍ଟ୍‌ (ଏସ୍‌ଟିପି) ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନକରି ବାହାରକୁ ଅପରିଷ୍କୃତ ଜଳ ଛାଡୁଥିବା ଅଭିଯୋଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ରାଉରକେଲାସ୍ଥିତ ଆଞ୍ଚଳିକ ଅଫିସର ସହରର ୪ଟି ହୋଟେଲ୍‌ ସଂସ୍ଥାକୁ ବନ୍ଦ ନୋଟିସ୍‌ ଜାରି କରିଛନ୍ତି। ନୋଟିସ୍‌…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ଅଜଣା ଗାଡ଼ି ଧକ୍କାରେ ୩ ମୃତ

ସୁନ୍ଦରଗଡ଼: ଗତକାଲି ରାତିରେ ଯାତ୍ରା ଦେଖି ଫେରୁଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାର ଚାନ୍ଦିପୋଷ ଥାନା ମୁଷାବିରା ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ କଲେଇପୋଷ ଗାଁର ତପନ ସାମନ୍ତ, ନୃପ ସାମନ୍ତ ଓ ସାଗର ନାୟକ…
ଅଧିକ ଖବର ଦେଖନ୍ତୁ...

ମାଲ ପରିବହନ ବିବାଦ: ବ୍ୟବସାୟୀ-ଟ୍ରକ୍‌ ମାଲିକ ମୁହାଁମୁହିଁ

ରାଉରକେଲା: ବନ୍ଧମୁଣ୍ଡା ଆର୍‌ଏସ୍‌ପି ଷ୍ଟକ୍‌ୟାର୍ଡରେ ମାଲ ପରିବହନ ନେଇ ଆଜି ରାଉରକେଲା ବଣିକ ସଂଘ, ବେଦବ୍ୟାସ ଟ୍ରକ ସଂଘ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବଣିକ ସଂଘର କିଛି ସଭ୍ୟ ପ୍ରାୟ ୧୦ରୁ ଅଧିକ ଟ୍ରେଲର ନେଇ ଷ୍ଟକ୍‌ୟାର୍ଡକୁ ପଶିବାକୁ ଉଦ୍ୟତ ଦେଉଥିଲେ। ବିଶ୍ରାଛକ…
ଅଧିକ ଖବର ଦେଖନ୍ତୁ...

ସରକାରୀ ଗାଡ଼ିରୁ ନର୍ସଙ୍କୁ ଅପହରଣ

ରାଉରକେଲା/ ବୀରମିତ୍ରପୁର  : ରାଷ୍ଟ୍ରୀୟ ବାଳ ସୁରକ୍ଷା ଯୋଜନାରେ କାମ କରୁଥିବା ଜଣେ ଷ୍ଟାଫ୍‌ ନର୍ସ(୨୫)ଙ୍କୁ ଆଜି ଅପରାହ୍‌ଣରେ ସରକାରୀ ଗାଡ଼ିରୁ ଭୁବନେଶ୍ୱରର ଜଣେ ଯୁବକ ଅପହରଣ କରିନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଡାକ୍ତରମାନଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ଟ୍ରକ-ବାଇକ ଧକ୍କାରେ ଜଣେ ମୃତ

ସୁନ୍ଦରଗଡ଼: ଟ୍ରକ ଓ ବାଇକ ମଧ୍ୟରେ ଗୁରୁବାର ଅହରାହ୍ଣ ୧ଟାରେ ଦୁର୍ଘଟଣା ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। କୁଟରା ପୁଲିସ ଥାନା ଅଞ୍ଚଳରେ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଅତିକ୍ରମ କରୁଥିବା ବେଳେ ଘଟଣା ଘଟିଛି। ଘଞ୍ଚାପାଳ ଗ୍ରାମର ବାଇକ ଆରୋହୀ ଭେକ୍ଟର ହୋରୋ ରାସ୍ତା ଅତିକ୍ରମ…
ଅଧିକ ଖବର ଦେଖନ୍ତୁ...

ହାତୀ ଘର ଭାଙ୍ଗିଲେ, ଧାନ ଫସଲ ନଷ୍ଟ କଲେ

ଲାଠିକଟା: ଲାଠିକଟା ବ୍ଲକ ଅନ୍ତର୍ଗତ ସୋନାପର୍ବତ ଗ୍ରାମରେ ହାତୀପଲ ଉତ୍ପାତ ଚଳାଇଛନ୍ତି। ଦିନ ସମୟରେ ନିକଟ ପାହାଡରେ ରହୁଥିବାବେଳେ ସଂଧ୍ୟା ହେବା ମାତ୍ରେ ଆଖାପାଖ ଅଂଚଳକୁ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି କରୁଥିବା ଜଣାପଡ଼ିଛି। ୧୪ ଜଣିଆ ଏହି ହାତୀପଲ ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ : ହାଇଟେକ୍‌ ମେଡିକାଲ୍‌ରେ ଉତ୍ତେଜନା

ରାଉରକେଲା : ଚିକିତ୍ସା ଅବହେଳାରୁ ହାଇଟେକ୍‌ ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରୋଗୀଙ୍କ ପରିବାର ଲୋକ ଓ ସମ୍ପର୍କୀୟମାନେ ହସ୍ପିଟାଲ୍‌ରେ ହୋ ହଲ୍ଲା କରିଥିଲେ। ଥାନରେ ଉଭୟ ପକ୍ଷରୁ ଦୁଇଟି ଏତଲା ହୋଇଛି। ପୁଲିସ ମୃତ ବ୍ୟକ୍ତିଙ୍କ…
ଅଧିକ ଖବର ଦେଖନ୍ତୁ...

ଅନୈତିକ ସମ୍ପର୍କରୁ ପ୍ରାଣଗଲା : ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା

ସୁନ୍ଦରଗଡ଼ : ପତ୍ନୀ ସହିତ ଅନୈତିକ ସମ୍ପର୍କ ରଖିଥିବା ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ପତି। ଘଟଣାଟି ଘଟିଛି ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସୁବଳୟା ଗ୍ରାମରେ। ପୁଲିସ ହତ୍ୟାକାରୀ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୁବଳୟା ଗ୍ରାମର ଗଣେଶ ନାଏକ (୩୫)ଙ୍କ…
ଅଧିକ ଖବର ଦେଖନ୍ତୁ...

ବିଶେଷଜ୍ଞ ଦଳକୁ ତଡ଼ିଦେଲେ

ରାଉରକେଲା: ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣକୁ ଜୋର୍‌ଦାର୍‌ ବିରୋଧ ହେଉଛି। ନିର୍ମାଣ କାର୍ଯ୍ୟ ଦୂରେ ଥାଉ ସ୍ଥାନୀୟ ଲୋକେ ପ୍ରସ୍ତାବିତ ସ୍ଥାନରୁ ମାଟି ମୁଠାଏ ବି ଉଠାଇ ଦେଉନାହାନ୍ତି। ତେଣୁ ସର୍ଭେ ପାଇଁ ଆସିଥିବା ବିଶେଷଜ୍ଞ ଦଳ ଆଜି ହଟହଟା ହୋଇଛନ୍ତି। ଗତ ୨୧ ଜୁଲାଇରେ ପ୍ରସ୍ତାବିତ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନୀ ପ୍ରସଙ୍ଗ ହେବ ବିମଳାଗଡ଼-ତାଳଚେର ରେଳପଥ

ରାଉରକେଲା : ଅର୍ଥର ଅଭାବ ନାହିଁ, ମାତ୍ର ଜମି ଅଧିଗ୍ରହଣ ପ୍ରକ୍ରିୟାରେ ରାଜ୍ୟ ପ୍ରଶାସନର କଚ୍ଛପ ଗତି ଯୋଗୁଁ ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପର ଅଗ୍ରଗତି ନୈରାଶ୍ୟଜନକ। ଏହି କାରଣରୁ ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଜନ ଅସନ୍ତୋଷ ଦାନା ବାନ୍ଧୁଥିବାରୁ ଆଗାମୀ…
ଅଧିକ ଖବର ଦେଖନ୍ତୁ...