ଅନୁସନ୍ଧାନ କରୁଥିବା ବର୍ଗ

Latest

ଆର୍‌ଜିଏଚ୍‌ ଦୁର୍ନୀତିର ତଥ୍ୟ ମାଗିଲେ ବିଧାୟକ: କାର୍ଯ୍ୟାନୁଷ୍ଠାନ ପାଇଁ ଏଡିଏମ୍‌ ଓ ଆର୍‌ଜିଏଚ୍‌ ନିର୍ଦ୍ଦେଶକଙ୍କୁ…

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ର ବିଭିନ୍ନ ବିଭାଗରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି। ତଦନ୍ତ ପରେ ନିର୍ଦ୍ଦେଶକ ଏହା ଜାଣିବାକୁ ପାଇଛନ୍ତି। ଏଥିରେ ଡାକ୍ତରଖାନା ମ୍ୟାନେଜର ଓ ଅନ୍ୟ କିଛି ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି। ନିକଟରେ…
ଅଧିକ ଖବର ଦେଖନ୍ତୁ...

ହାତରେ ରକ୍ତ ଲାଗିଥିବା ଫଟୋ ସେୟାର କରି ଟ୍ରୋଲ ହେଲେ ଡାକ୍ତରାଣୀ

ନୂଆଦିଲ୍ଲୀ: ନିକଟରେ ଜଣେ ଡାକ୍ତରାଣୀ ସୋସିଆଲ ମିଡିଆରେ ଅପରେସନ ଥିଏଟରର ଭିଡିଓ ସେୟାର କରି ଟ୍ରୋଲ ହୋଇଛନ୍ତି। ଏହି ଡାକ୍ତରାଣୀଙ୍କ ନାମ ଜିକରା ବୋଲି ଜଣାରପଡ଼ିଛି। ଡାକ୍ତର ଜିକରା ଏକ୍ସରେ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ ଅପରେସନ ବିଭାଗରେ ଥିବା ବେଳେ ଗାଉନ ପିନ୍ଧି…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୁରତି

ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୁରତି। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀ ଚଳଚଂଚଳ ହୋଇଉଠିଛି। ଦେଶ-ବିଦେଶରୁ ଭକ୍ତମାନଙ୍କର ଆଗମନ ହୋଇଛି। ପୁରୀରେ ଗହଳି ଲାଗିଛି। ପୂର୍ବାହ୍ନଣ ଓ ମଧ୍ୟାହ୍ନରେ ବିଭିନ୍ନ ନୀତିକାନ୍ତି ପରେ…
ଅଧିକ ଖବର ଦେଖନ୍ତୁ...

ବସ୍ ସମୟ ନିର୍ଘଣ୍ଟକୁ ଗଣ୍ଡଗୋଳ: ବାରିପଦା ବସ୍‌ଷ୍ଟାଣ୍ଡରେ ବୁଲିଲା ଖଣ୍ଡା, ୫ ଆହତ

ବାରିପଦା: ବସ୍ ସମୟ ନିର୍ଘଣ୍ଟକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ବାରିପଦା ବସ୍‌ଷ୍ଟାଣ୍ଡରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ଖଣ୍ଡା ଚୋଟରେ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ୩ ଜଣ ଆକ୍ରମଣକାରୀଙ୍କ ଉଠାଇ ନେଇ ଥାନାରେ ପଚରାଉଚରା…
ଅଧିକ ଖବର ଦେଖନ୍ତୁ...

ରେଣୁକାସ୍ୱାମୀଙ୍କ ହତ୍ୟା ମାମଲାରେ ପୁଲିସର ବଡ ଖୁଲାସା: ପ୍ରମାଣ ନଷ୍ଟ କରିବାକୁ ଅଭିନେତା ନେଇଥିଲେ ୪୦ ଲକ୍ଷ ଟଙ୍କା

ବେଙ୍ଗାଲୁରୁ: ରେଣୁକାସ୍ୱାମୀଙ୍କ ହତ୍ୟା ମାମଲାରେ ପୁଲିସ ଆଜି ବଡ ଖୁଲାସା କରିଛି | କର୍ଣ୍ଣାଟକ ପୁଲିସ କହିଛି ଯେ ରେଣୁକାସ୍ୱାମୀଙ୍କ ହତ୍ୟା ପରେ କନ୍ନଡ ଚଳଚ୍ଚିତ୍ର ଅଭିନେତା ଦର୍ଶନ ତୋଗୁଦେପା ଅନେକ ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ଅନ୍ୟ ଜଣେ ଅଭିଯୁକ୍ତ ସ୍ୱୀକାର କରିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ସିଏସଆଇଆର୍ ୟୁଜିସି-ନେଟ୍ ପରୀକ୍ଷା ସ୍ଥଗିତ, ଘୋଷଣା କଲା ଏନଟିଏ

ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଶୁକ୍ରବାର ମିଳିତ ସିଏସ୍ଆଇଆର-ୟୁଜିସି-ନେଟ୍ ପରୀକ୍ଷା ଜୁନ୍-୨୦୨୪କୁ ସ୍ଥଗିତ ରଖିବାକୁ ଘୋଷଣା କରିଛି। ଏହି ପରୀକ୍ଷା ଜୁନ୍ ୨୫ରୁ ଜୁନ୍ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିଲା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ମଧ୍ୟ ଏହି…
ଅଧିକ ଖବର ଦେଖନ୍ତୁ...

ବିନା ଅନୁମତିରେ ଅନୁପସ୍ଥିତି: ସହକାରୀ ଶିକ୍ଷକ ଓ ପିଅନଙ୍କ ଦରମା ବନ୍ଦ

ସୁନ୍ଦରଗଡ଼: ବିନା ଅନୁମତିରେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଶିକ୍ଷକ, କର୍ମଚାରୀ ଏଣିକି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ଏନେଇ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଶୁକ୍ରବାର ଅଧିକାରୀ ଶ୍ରୀ ପଧାନ ସବଡେଗା ବ୍ଲକ୍…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ୍ : ଡି’କକଙ୍କ ଅର୍ଦ୍ଧଶତକ, ଇଂଲଣ୍ଡ ଆଗରେ ୧୬୪ ରନର ବିଜୟ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା

ସେଣ୍ଟ ଲୁସିଆ : ସେଣ୍ଟ ଲୁସିଆଠାରେ ଖେଳାଯାଉଥିବା ଆଇସିସି ଟି-୨୦ ବିଶ୍ବକପ୍ ସୁପର-୮ର ଏକ ମ୍ୟାଚରେ ଇଂଲଣ୍ଡ ଆଗରେ ୧୬୪ ରନର ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚରେ ଇଂଲଣ୍ଡ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକାର ଦୁଇ ଓପନର କ୍ବିଣ୍ଟନ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକରେ ରହୁଥିବା ଲୋକଙ୍କୁ କନ୍ନଡ଼ ଶିଖିବା ଉଚିତ: ସିଦ୍ଧରମେୟା

ବେଙ୍ଗାଲୁରୁ: ଆପଣଙ୍କର କେହି ସମ୍ପର୍କୀୟ କର୍ଣ୍ଣାଟକର ବେଙ୍ଗାଲୁରୁରେ ରହୁଛନ୍ତି କି? ସେଠାରେ ସେମାନେ ସଫ୍ଟୱେୟାର ବା ଅନ୍ୟ କୌଣସି କମ୍ପାନୀରେ କାମ କରୁଛନ୍ତି କି? ଯଦି ହଁ, ଏହି ଖବର ସେମାନଙ୍କ ପାଇଁ ଗୁରୁତ୍ୱ ରଖୁଛି | ବାସ୍ତବରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସେଠାକାର ଭାଷାକୁ ଗୁରୁତ୍ୱ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନରେ ହାରିବା ପରେ ନିଜ ନାମ ପରିବର୍ତ୍ତନ କରିଦେଲେ ଏହି ପ୍ରାର୍ଥୀ

ଅମରାବତୀ: ନିକଟରେ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ​​ଜନସେନା ମୁଖ୍ୟ ପୱନ କଲ୍ୟାଣ ଜିତିଥିଲେ। ସେ ୱାଇଏସଆରସିପିର ବରିଷ୍ଠ ନେତା ମୁଦ୍ରଗଦା ପଦ୍ମନାଭମଙ୍କୁ ପରାସ୍ତ କରିଥିଲେ | ତେବେ ଆଜି ସେ ନିଜ ନାମ ପରିବର୍ତ୍ତନ କରିଦେଇଛନ୍ତି | ଆପଣ ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...