ଅନୁସନ୍ଧାନ କରୁଥିବା ବର୍ଗ

Latest

ବ୍ୟାଙ୍କ ଠକେଇ ମାମଲାରେ ୨୦ ବର୍ଷ ଫେରାର ଅଭିଯୁକ୍ତଙ୍କୁ ଗିରାଫ କଲା ସିବିଆଇ

ଭୁବନେଶ୍ୱର:  ରାଉରକେଲାର ଏକ ବ୍ୟାଙ୍କ ଠକେଇ ମାମଲାରେ ଛନ୍ଦି ହୋଇ ଫେରାର ଥିବା ଜଣେ ବ୍ୟକ୍ତିଙ୍କୁ ସିବିଆଇ କୋଲକାତାରୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଶିବ ଶଙ୍କର ଦେ ଓ ତାଙ୍କ ଘର ପଶ୍ଚିମବଙ୍ଗରେ। ଶ୍ରୀଦେଙ୍କୁ ସିବିଆଇ ୧୯୯୭ ମସିହାରୁ ଖୋଜୁଥିଲା।ସେ ଗତ ୨୦ ବର୍ଷ ଧରି ଫେରାର…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ଶରିଫ୍‌ଙ୍କ ବିରୋଧରେ ଗିରଫଦାରି ପର୍‌ଓ୍ଵାନା ଜାରି କଲା ପାକିସ୍ତାନୀ ଅଦାଲତ

ଇସ୍‌ଲାମାବାଦ୍‌: ଦୁର୍ନୀତି ଅଭିଯୋଗରେ ଅଦାଲତରେ ହାଜର ହେବାରେ ବିଫଳ ହେବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ସରିଫଙ୍କ ବିରୋଧରେ ଗିରଫଦାରି ପର୍‌ଓ୍ଵାନା ଜାରି କରିଛନ୍ତି ଜଣେ ପାକିସ୍ତାନୀ ବିଚାରପତି। ଅସୁସ୍ଥ ପତ୍ନୀଙ୍କର ଲଣ୍ଡନ୍‌ରେ ଡାକ୍ତରୀ ଚିକିତ୍ସା କରାଯାଉଥିବାରୁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

‘ନବ ଭାରତ’ ନିର୍ମାଣ ନିମନ୍ତେ ଖାଉଟି ସୁରକ୍ଷା ଅପରିହାର୍ଯ୍ୟ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରି କହିଛନ୍ତି ଯେ ସରକାରଙ୍କର ‘ନବ ଭାରତ’ ନିର୍ମାଣ ସଙ୍କଳ୍ପ ଧାରାରେ ରହିଛି ଖାଉଟି ସୁରକ୍ଷା। ସରକାର ପ୍ରାଥମିକତା ଦେଉଥିବା ଖାଉଟି ସୁରକ୍ଷା ଆମ ନବ ଭାରତ ନିର୍ମାଣ ସଙ୍କଳ୍ପ ଧାରାରେ ରହିଛି, ଏହାକୁ ଆମେ ଆଗକୁ…
ଅଧିକ ଖବର ଦେଖନ୍ତୁ...

ଜାଗତିକ ହେଲା ଭାରତୀୟ ଶବ୍ଦ: ଅନ୍ନା, ଆଚ୍ଛା! ସ୍ଥାନ ପାଇଲା ଅକ୍ସଫୋର୍ଡ ଡିକ୍‌ସ୍‌ନାରିରେ

ହାଇଦ୍ରାବାଦ: ବଡ଼ ଭାଇଙ୍କୁ ବୁଝାଉଥିବା ତାମିଲ ଓ ତେଲୁଗୁ ଭାଷାର ଶବ୍ଦ ‘ଅନ୍ନା’ ଶେଷରେ ଅକ୍ସ୍‍ଫୋର୍ଡ ଇଂଲିଶ୍‌ ଡିକ୍‌ସ୍‌ନାରିରେ ସ୍ଥାନ ପାଇଛି। ତେଲୁଗୁ, ଉର୍ଦ୍ଦୁ, ତାମିଲ, ହିନ୍ଦୀ ଏବଂ ଗୁଜୁରାଟୀରୁ ସମୁଦାୟ ୭୦ଟି ନୂତନ ଭାରତୀୟ ଶବ୍ଦ ମାସେ ତଳେ ପ୍ରକାଶିତ ଡିକ୍‌ସ୍‌ନାରିର ସଦ୍ୟତମ…
ଅଧିକ ଖବର ଦେଖନ୍ତୁ...

ଡାକ୍ତର ଜେଟ୍‌ଲୀ, ନୋଟ୍‌ବନ୍ଦୀ ଓ ଜିଏସ୍‌ଟି ଅର୍ଥନୀତିକୁ ଆଇସିୟୁରେ ରଖିଛି: ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ: ଗୁରୁବାର ଦିନ କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ ବିମୁଦ୍ରାୟନ ଏବଂ ଜିଏସ୍‌ଟି ବାବଦରେ ଅର୍ଥମନ୍ତ୍ରୀଙ୍କୁ ସମାଲୋଚନା କରି କହିଛନ୍ତି: ଡାକ୍ତର ଅରୁଣ ଜେଟ୍‌ଲୀ ଏ ଦୁଇଟି ସଂସ୍କାର ଯୋଗୁଁ ଭାରତୀୟ ଅର୍ଥନୀତି ଆଇସିୟୁରେ ପଡ଼ିଛି। ରାହୁଳ ଟୁଇଟ୍‌ କରି ଲେଖିଛନ୍ତି: ଡାକ୍ତର…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା: ପୋଖରିରୁ ନିଖୋଜ ବ୍ୟକ୍ତିିଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ା: ଗତକାଲି ନିଖୋଜ ଥିବା ଡହର ମାଝି( ୫୮ ବର୍ଷ)ନାମ ଜଣେ ବ୍ୟକ୍ତିଙ୍କର ମୃତ ଦେହ ଘର ଠାରୁ ଅଳ୍ପ ଦୂରରେ ଥିବା ପୋଖରିରୁ ଆଜି ସକାଳେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳେ ନୂଆପଡ଼ା ଜିଲ୍ଲା ବେଲଟୁକୁରି ଥାନା ଅନ୍ତର୍ଗତ ବେଲଟୁକୁରି ଗ୍ରାମର ଡହର ମାଝି ଚାଷ କାମ…
ଅଧିକ ଖବର ଦେଖନ୍ତୁ...

ସୁଇସ୍‌ ଦମ୍ପତିଙ୍କୁ ଆକ୍ରମଣ: ଉତ୍ତର ପ୍ରଦେଶ ସରକାରଙ୍କୁ ରିପୋର୍ଟ ମାଗିଲେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ଫତେପୁରୁ ସିକ୍ରିଠାରେ ହଳେ ସୁଇସ୍‌ ଦମ୍ପତିଙ୍କ ଉପରେ କରାଯାଇଥିବା ଅମାନୁଷିକ ଅତ୍ୟାଚାର ସଂକ୍ରାନ୍ତରେ ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଉତ୍ତର ପ୍ରଦେଶର ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି। ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବାକୁ ସେ ଦମ୍ପତିଙ୍କୁ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍‌ ସଂଯୋଗୀକରଣ ଯାଞ୍ଚ କରିବାକୁ ସରକାର ଆଧାରର ବିକଳ୍ପ ବିଚାର କରୁଛନ୍ତି

ନୂଆଦିଲ୍ଲୀ: ମୋବାଇଲ୍‌ ସଂଯୋଗୀକରଣ ସହ ଆଧାର ନମ୍ବର ସଂଯୋଗ କରିବାକୁ ଲୋକମାନଙ୍କୁ ବାଧ୍ୟ କରୁଥିବାରୁ ସମାଲୋଚନାର ସରବ୍ୟ ହୋଇଥିବା ସରକାର ଯାଞ୍ଚ ପ୍ରକ୍ରିୟା ସମାପନ କରିବା ନିମନ୍ତେ ବିକଳ୍ପ ପରିଚୟ ପ୍ରମାଣ ସମ୍ପର୍କରେ ଚିନ୍ତା କରୁଛନ୍ତି। ରେସନ୍‌ କାର୍ଡ, ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ୍‌ ଏବଂ…
ଅଧିକ ଖବର ଦେଖନ୍ତୁ...

ବରଗଡ଼: ଋଣ ଭାରରେ ଅତିଷ୍ଟ ହୋଇ ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ

ବରଗଡ଼: ଗତକାଲି ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ମରୁଡ଼ି ସହାୟତା ରାଶି ଘୋଷଣା କରିଛନ୍ତି। ମାତ୍ର ଚାଷୀ କରିଥିବା ଋଣ ଓ ମରୁଡ଼ି ସହାୟତା ମଧ୍ୟରେ ରହିଛି ଢ଼େର ଫରକ। ଏହିଭଳି ଏକ ପରିସ୍ଥିତିରେ ବରଗଡ଼ ଜିଲ୍ଲା ଗାଏସିଲେଟ୍‌ ବ୍ଲକ୍‌ ମଲମୁଣ୍ଡା ଗ୍ରାମର ଇନ୍ଦ୍ରଜିତ ବରିହା ନାମକ ଜଣେ ଚାଷୀ ଋଣଭାର…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ଗୁଳିବିନିମୟରେ ୩ ନକ୍ସଲ ମୃତ

ମାଲକାନଗିରି: ଗତକାଲି ରାତିରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଲିସ- ନକ୍ସଲ ଗୁଳି ବିନିମୟରେ ତିନିଜଣ ହାର୍ଡକୋର ନକ୍ସଲଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ଠାରୁ ୩ଟି ସ୍ୱୟଂଚାଳିତ ମାରଣାସ୍ତ୍ର (ଏକେ ୪୭, ଏସଏଲଆର ଓ ଇନସାସ୍‌ ରାଇଫଲ )ଜବିତ କରାଯାଇଛିି। ଛତିଶଗଡ଼ ପୁଲିସ ସୂତ୍ରରୁ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...