ଅନୁସନ୍ଧାନ କରୁଥିବା ବର୍ଗ

Latest

ମୁଁ ପଞ୍ଚକୁଳା ହିଂସାର ମାଷ୍ଟର୍‌ମାଇଣ୍ଡ୍‌: ହନିପ୍ରୀତ୍‌

ଚଣ୍ଡିଗଡ଼: ହନିପ୍ରୀତ୍‌ ଇନ୍‌ସାନ୍‌ଙ୍କୁ ପଚରା ଉଚୁରା କରୁଥିବା ହରିୟାନା ପୁଲିସର ଏସ୍‌ଆଇଟି ଟିମ୍‌ ପ୍ରକାଶ କରିଛି ଯେ ଅନ୍ୟୂନ ୩୮ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ପଞ୍ଚକୁଳା ହିଂସାରେ ଗୁରମୀତ ରାମ୍‌ ରହିମ୍‌ଙ୍କ ବିବାଦୀୟ ପୋଷ୍ୟା କନ୍ୟାଙ୍କର ସମ୍ପୃକ୍ତି ଥିବା କଥା ସ୍ୱୀକାର କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

୭୫ରେ ମହାନାୟକ : ସାତ ହିନ୍ଦୁସ୍ତାନୀରୁ କେବିସି

୭୫ ବର୍ଷରେ ପଦାର୍ପଣ କରିଛନ୍ତି ମହାନାୟକ ଅଭିତାଭ ବଚ୍ଚନ। ବଲିଡଡ୍ ବାଦଶାହ ଅମିତାଭ ବଚ୍ଚନଙ୍କର ଆଜି ୭୫ତମ ଜନ୍ମଦିନ । ଏଥର ମାଳଦ୍ୱୀପରେ ଜନ୍ମଦିନ ପାଳୁଛନ୍ତି ଅମିତାଭ । ନିଜ ପରିବାର ସହ ନିରାଡମ୍ବର ଜନ୍ମ ଦିନ ପାଳିବାକୁ ମାଳଦ୍ୱୀପ ଯାଇଛନ୍ତି ବିଗ-ବି । ଅମିତାଭ ବଚ୍ଚନଙ୍କ ସହ ପତ୍ନୀ…
ଅଧିକ ଖବର ଦେଖନ୍ତୁ...

ଆଣବିକ ଅସ୍ତ୍ର ଗଚ୍ଛିତ ରଖିବାକୁ ଦିଲ୍ଲୀଠାରୁ ମାତ୍ର ୭୫୦ କି. ମି. ଦୂରରେ ସୁଡ଼ଙ୍ଗ ଖୋଳୁଛି ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ୧୪୦ଟି ଆଣବିକ ଅସ୍ତ୍ର ନିର୍ମାଣ କରିଛି ବୋଲି କୁହାଯାଉଛି ଏବଂ ସେଗୁଡ଼ିକୁ ଗଚ୍ଛିତ ରଖିବାକୁ ଏବେ ଭୂତଳ ସୁଡ଼ଙ୍ଗ ନିର୍ମାଣ କରୁଛି ବୋଲି ଖବର ମିଳିଛି। ସୁଡ଼ଙ୍ଗ ନିର୍ମାଣର ସ୍ଥାନ ଅମୃତସର ଠାରୁ ୩୫୦ କିଲୋମିଟର୍‌ ଦୂର ଏବଂ ନୂଆ ଦିଲ୍ଲୀ ଠାରୁ ୭୫୦ କିଲୋମିଟର ଦୂର…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ବିଶାଳ ଚାଷୀ ସମାବେଶ

ନୂଆଦିଲ୍ଲୀ:  ଦିଲ୍ଲୀରେ ନବନିର୍ମାଣ କୃଷକ ସଂଗଠନର ଜାତୀୟ ସମ୍ମିଳନୀ ବୁଧବାର ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ରାଜ୍ୟର ୫ ହଜାରରୁ ଅଧିକ ଚାଷୀଙ୍କ ସମେତ ୨୨ଟି ରାଜ୍ୟର ୧୦ ହଜାର ଚାଷୀ ସାମିଲ ହୋଇଛନ୍ତି। ଏହି ସମ୍ମିଳନୀକୁ ବିଶିଷ୍ଟ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଉଦଘାଟନ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ପ୍ରେମ ବିବାହର ୭ ମାସ ପରେ ପତ୍ନୀଙ୍କ ତଣ୍ଟି କାଟି ହତ୍ୟା

କେନ୍ଦ୍ରାପଡ଼ା: ମାତ୍ର ୭ ମାସ ତଳେ ଭଲ ପାଇ ପରସ୍ପରକୁ ବିବାହ କରିଥିଲେ। ମାତ୍ର ବିବାହର କିଛି ଦିନ ପରେ ଭଲପାଇବାରେ ଭଟ୍ଟା ପଡ଼ିଥିଲା। ଶେଷରେ ସ୍ୱାମୀ ଓ ତାଙ୍କ ପରିବାର ଲୋକେ ମିଶି ତଣ୍ଟିକାଟି ନବବଧୁଙ୍କୁ ହତ୍ୟା କରିଛନ୍ତି। କେବଳ ସେତିକି ନୁହେଁ ହତ୍ୟାକାଣ୍ଡ ପରେ ଶବକୁ ନେଇ ନଦୀରେ…
ଅଧିକ ଖବର ଦେଖନ୍ତୁ...

ବୁଡ଼ାଳିଙ୍କ ସହାୟତାରେ ନିଶା ଔଷଧ ଚୋରା ଚାଲାଣ କରୁଛି ପାକିସ୍ତାନ

ହୁସେନିଓ୍ଵାଲା (ଫିରୋଜପୁର): ପାକିସ୍ତାନର ନିଶା ଔଷଧ ଚୋରା ଚାଲାଣକାରୀମାନେ ଆନ୍ତର୍ଜାତିକ ସୀମା ଟପିବାକୁ ଭାରତୀୟ ପଞ୍ଜାବକୁ ଏବେ ତାଲିମପ୍ରାପ୍ତ ବୁଡ଼ାଳିଙ୍କ ସହାୟତା ନେବା ଆରମ୍ଭ କରି ଦେଇଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ପ୍ରକାଶ। ସୀମା ସୁରକ୍ଷା ବଳ ପହରା କଡ଼ା କରି ଦେବା ପରେ,…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ନାଳରେ ପଡ଼ି ଶ୍ରମିକ ମୃତ

ମାଲକାନଗିରି: ଗତକାଲି ରାତିରେ ମାଲକାନଗିରି ସହରର ପୁରୁଣା ଥାନା ନିକଟରେ ଥିବା ଏକ ନାଳରେ ପଡ଼ି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାମ ଶ୍ରୀନିବାସ ରାଓ ଓ ତାଙ୍କ ଘର ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀ ଠାରେ। ଏଠାରେ ସେ ଅନ୍ୟ ଶ୍ରମିକମାନଙ୍କ ସହିତ ମିଶି ଏକ କୋଠା ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

କର୍କଟ ରୋଗାକ୍ରାନ୍ତ କୋଷିକା ନଷ୍ଟ କରିବା ନିମନ୍ତେ ନୂତନ ଉପାଦାନ

କର୍କଟ ରୋଗକୁ ବିଶ୍ୱବ୍ୟାପୀ ଅନ୍ୟତମ ଭୟାବହ ରୋଗ ବୋଲି ବିବେଚନା କରାଯାଏ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମତରେ, ବିଶ୍ୱବ୍ୟାପୀ ଏହା ହେଉଛି ମୃତ୍ୟୁର ଦ୍ୱିତୀୟ ଅଗ୍ରଣୀ କାରଣ। କେବଳ କର୍କଟ ରୋଗରେ ୨୦୧୫ ମସିହାରେ ୮. ୮ ନିୟୁତ ଲୋକଙ୍କର ଦେହାନ୍ତ ହୋଇଥିଲା। ବିଶ୍ୱବ୍ୟାପୀ ଘଟୁଥିବା ପ୍ରତି ୬ଟି…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଗଣଦୁଷ୍କର୍ମ ଘଟଣା: ଆଜି ବି ଜାତୀୟ ରାଜପଥ ଅବରୋଧ

କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯିବା ପରି ସମ୍ବେଦନଶୀଳ ଘଟଣା ନେଇ ଆଜି ମଧ୍ୟ ଲୋକେ କୁନ୍ଦୁଲିଠାରେ ୨୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଏହି ରାସ୍ତାରେ ହଜାର ହଜାର ସଂଖ୍ୟାରେ ଯାଜବାହନ ରଅଟକି ରହିଛି। ଅପରପକ୍ଷେ ଗତକାଲି…
ଅଧିକ ଖବର ଦେଖନ୍ତୁ...

ତେଲ ନ ପଡ଼ିଥିବା ସାଲାଡ୍‌ ଖାଇବା ବୃଥା

ତେଲ ବର୍ଜିତ ପରିବା ସାଲାଡ୍‌ ଖାଉଥିବା ଲୋକମାନଙ୍କ ପାଇଁ ଏକ ବିଶେଷ ଖବର। ନିକଟ ଅତୀତରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ପରିବା ସାଲାଡ୍‌ରେ ଟିକେ ତେଲ ପକାଇ ଖାଇଲେ ଶରୀର କେତେକ ଗୁରୁତ୍ୱପୂର୍ଣ୍ଣ ପୋଷକତତ୍ତ୍ୱ ବିଶୋଷଣ କରିପାରେ। ଅଧ୍ୟନନରୁ ଜଣା ପଡ଼ିଛି କିଛି ନ ହେଲେ ମଧ୍ୟ ଲୋକେ…
ଅଧିକ ଖବର ଦେଖନ୍ତୁ...