ଅନୁସନ୍ଧାନ କରୁଥିବା ବର୍ଗ

Latest

ପୋଷ୍ଟ୍‍ ଅଫିସ୍‌, ପ୍ରୋଭିଡେଣ୍ଟ୍‌ ଫଣ୍ଡ ଜମା ଓ କିସାନ ବିକାଶ ପତ୍ର ଲାଗି ଆଧାର ବାଧ୍ୟତାମୂଳକ ହେଲା

ନୂଆଦିଲ୍ଲୀ: ପୋଷ୍ଟ୍‍ ଅଫିସ୍‌ରେ ସମସ୍ତ ପ୍ରକାର ଜମା, ଜାତୀୟ ସଞ୍ଚୟ ସାର୍ଟିଫିକେଟ ଓ କିସାନ୍‌ ବିକାଶ ପତ୍ର ଖରିଦ ସମୟରେ ଆଧାର ସଂଯୁକ୍ତ କରିବା ବାଧ୍ୟତାମୂଳକ ହୋଇଛି। ଯେଉଁମାନେ ଆଗରୁ ପୋଷ୍ଟ୍‍ ଅଫିସ୍‌ରେ ଜମା କରିଛନ୍ତି କିମ୍ବା ଜାତୀୟ ସଞ୍ଚୟ ସାର୍ଟିଫିକେଟ ଓ କିସାନ୍‌ ବିକାଶ ପତ୍ର ଖରିଦ…
ଅଧିକ ଖବର ଦେଖନ୍ତୁ...

ନବୀନ ସରକାର ମଦକୁ ଅଧିକ ଗୁରୁତ୍ୱ ଦେଉଛନ୍ତି: ଜାଭେଡ଼କର

ପୁରୀ: ଆଗାମୀ ବିଧାନସଭା ଓ ସାଧାରଣ ନିର୍ବାଚନରେ ଆମେ ପୁରୀରେ ବିଜୟ ଲାଭ କରିବୁ। ଓଡ଼ିଶାରେ ୧୭ବର୍ଷ ହେବ କ୍ଷମତାରେ ଥିବା ବିଜୁ ଜନତା ଦଳ ତା’ର ବିଶ୍ୱସନୀୟତା ହରାଇଛି ବୋଲି ଶୁକ୍ରବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡ଼କର ପୁରୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁ କ୍ୟାନ୍‌ସର୍‌ ରୋଗୀଙ୍କୁ ଆର୍ଥିକ ସାହାଯ୍ୟ ଦେବାକୁ ମହରମ୍‌ ଶୋଭାଯାତ୍ରା ଛାଡ଼ିଲେ ମୁସଲମାନ

ମେଦିନାପୁର: ଏ ବର୍ଷର ମହରମ୍‌ ଶୋଭାଯାତ୍ରା ବାତିଲ କରି କର୍କଟ ରୋଗଗ୍ରସ୍ତ ଜଣେ ହିନ୍ଦୁ ପଡ଼ିଶାଙ୍କ ଚିକିତ୍ସା ନିମନ୍ତେ ଅର୍ଥ ପ୍ରଦାନ କରିବାକୁ ପଶ୍ଚିମବଙ୍ଗ ଅନ୍ତର୍ଗତ ଖଡ଼ଗପୁରର ମୁଲସମାନମାନେ ସ୍ଥିର କରିଛନ୍ତି। ଖଡ଼ଗପୁରସ୍ଥିତ ପୁରାତନ ବଜାରରେ ମହରମ୍‌ ଶୋଭାଯାତ୍ରା ଆୟୋଜନ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଶାହାରୁଖ ଖାଁ’ଙ୍କ ବେଆଇନ କ୍ୟାଣ୍ଟିନ୍‌ ଭାଙ୍ଗିଲା ବିଏମ୍‌ସି

ମୁମ୍ବାଇ: ଗୁରୁବାର ଦିନ ବିଏମ୍‌ସି ପଶ୍ଚିମ ମାଲାଡ୍‌ସ୍ଥିତ ଅଭିନେତା ଶାହାରୁଖ ଖାଁ’ଙ୍କର ପ୍ରଡକ୍‌ସନ୍‌ ହାଉସ୍‌ ‘ରେଡ୍‌ ଚିଲିଜ୍‌’ର ବେଆଇନ୍‌ କ୍ୟାଣ୍ଟିନ୍‌କୁ ଭାଙ୍ଗି ଧୂଳିସାତ କରିଦେଇଛି। ବିଏମ୍‌ସି ଅଧିକାରୀ କହିଛନ୍ତି ଯେ ତାଙ୍କ ଅଫିସ୍‌ ପାର୍ଶ୍ୱରେ ଥିବା ଏକ ଖୋଲା ଟେରାସ୍‌କୁ…
ଅଧିକ ଖବର ଦେଖନ୍ତୁ...

୧୫୯ ଘଣ୍ଟା ଓଭର୍‌ଟାଇମ୍‌ କରି ଜାପାନୀ ରିପୋର୍ଟର୍‌ଙ୍କ ଦେହାନ୍ତ

ଟୋକିଓ: ଗୋଟିଏ ମାସରେ ୧୫୯ ଘଣ୍ଟା ଓଭର୍‌ଟାଇମ୍‌ କରି ଜଣେ ଯୁବତୀ ରିପୋର୍ଟର୍‌ ହୃଦ୍‌ଘାତ ଯୋଗୁଁ ପ୍ରାଣ ହରାଇବାକୁ ଯୋଗୁଁ ନିଜର କାର୍ଯ୍ୟ ପ୍ରଣାଳୀରେ ସଂସ୍କାର ଆଣିବାକୁ ଶପଥ ନେଇଛି ଜାପାନର ଏକ ପବ୍ଲିକ୍‌ ବ୍ରୋଡ୍‌କାଷ୍ଟର୍‌। ଟୋକିଓରେ ରାଜନୈତିକ ସମାଚାର ପରିକ୍ରମା କରୁଥିବା…
ଅଧିକ ଖବର ଦେଖନ୍ତୁ...

ଅରୁଣାଚଳରେ ବାୟୁସେନା ହେଲିକପ୍ଟର୍‌ ଦୁର୍ଘଟଣା: ୫ ମୃତ

ତଓ୍ଵାଙ୍ଗ୍‌: ଶୁକ୍ରବାର ସକାଳେ ପ୍ରଶିକ୍ଷଣ ଚାଲିଥିବାବେଳେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର୍‌ ଦୁର୍ଘଟଣାଗସ୍ତ ହେବାରୁ ୫ ଜଣ ବାୟୁସେନା କର୍ମଚାରୀଙ୍କର ଦେହାନ୍ତ ହୋଇଥିବାବେଳେ ଜଣେ ସାଙ୍ଘାତିକ ଆହତ ହୋଇଛନ୍ତି। ଅରୁଣାଚଳ ପ୍ରଦେଶରେ ଏକ ଏମ୍‌ଆଇ- ୧୭ ଭି୫ ହେଲିକପ୍ଟର୍‌…
ଅଧିକ ଖବର ଦେଖନ୍ତୁ...

ଯାଦବଙ୍କ ମର୍ସି ପିଟିସନ୍‌: ନିଷ୍ପତ୍ତିର ଚୂଡ଼ାନ୍ତ ପର୍ଯ୍ୟାୟରେ ପାକିସ୍ତାନ ସେନାମୁଖ୍ୟ

ଇସ୍‌ଲାମାବାଦ୍‌: ଗୁପ୍ତଚର ବ୍ୟାପାର ନିମନ୍ତେ ସାମରିକ ଅଦାଲତ ଦ୍ୱାରା ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମର୍ସି ପିଟିସନ୍‌ ଉପରେ ନିଷ୍ପତ୍ତି ନେବା ନିମନ୍ତେ ଚୂଡ଼ାନ୍ତ ପର୍ଯ୍ୟାୟ ନିକଟତର ହୋଇଥିବା କଥା ଗୁରୁବାର ଦିନ ପାକିସ୍ତାନ ସେନା କହିଛି। ଅବସରପ୍ରାପ୍ତ…
ଅଧିକ ଖବର ଦେଖନ୍ତୁ...

ସାମାଜିକ ଗଣମାଧ୍ୟମ ଉପରେ ତୁରନ୍ତ କଟକଣା ଆବଶ୍ୟକ: ସାଲ୍‌ଭେ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ଅପମାନଜନକ ଏବଂ ରୁଚିହୀନ ମନ୍ତବ୍ୟ ଉପରେ ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ଘୋର ଉଦ୍‌ବେଗ ପ୍ରକାଶ କରିବା ସହ ଏଭଳି କରୁଥିବା ଲୋକେ ପରିଣାମ ଭୋଗିବା ଉଚିତ ବୋଲି ଦୁଇ ବରିଷ୍ଠ ଆଡ୍‌ଭୋକେଟ୍‌ଙ୍କ ଯୁକ୍ତିରେ ସହମତି ପ୍ରକାଶ କରିଛନ୍ତି। ବିଚାରପତିମାନେ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ବସ୍‌-ବୋଲେରୋ ଧକ୍କା; ୨ ମୃତ, ୫ ଆହତ

ଅନୁଗୁଳ: ଶୁକ୍ରବାର ପ୍ରତ୍ୟୁଷରେ ଚମ୍ପାପୁର ନିକଟରେ ଏକ ବସ୍‌ ଓ ଏକ ବୋଲେରୋ ସାମ୍ନାସାମ୍ନି ଧକ୍କା ଖାଇବାରୁ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୫ ଜଣ ଆହତ ହୋଇଛନ୍ତି। ରାତି ୨ଟା ପରେ ଯାଜପୁରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ‘ସୁଶ୍ରୀ’ ନାମ୍ନୀ ରାତ୍ରୀଗାମୀ ବସ୍‌ କିଶୋରନଗର…
ଅଧିକ ଖବର ଦେଖନ୍ତୁ...

ହନିପ୍ରୀତ୍‌ଙ୍କର ନାର୍କୋ ଟେଷ୍ଟ୍‍ କରାଇବ ହରିୟାନା ପୁଲିସ

ଚଣ୍ଡିଗଡ଼: ହରିୟାନା ପୁଲିସକୁ ଦୀର୍ଘ ୩୮ ଦିନ ଧାଁ ଦଉଡ଼ କରାଇବା ପରେ ଗୁର୍‌ମୀତ୍‌ ରାମ୍‌ ରହିମ୍‌ ସିଂହଙ୍କ ଦେବକନ୍ୟା ହନିପ୍ରୀତ୍‌ ଇନ୍‌ସାନ୍‌ ଏବେ ସେମାନଙ୍କୁ ଉଜାଗର ରଖୁଛନ୍ତି। ଦୁଇ ଦୁଇ ରାଉଣ୍ଡ୍‌ ପଚରା ଉଚୁରା କରିବା ପରେ ମଧ୍ୟ ସେମାନେ ହନିପ୍ରୀତ୍‌ଙ୍କଠାରୁ କୌଣସି ପ୍ରଶ୍ନର ଉତ୍ତର…
ଅଧିକ ଖବର ଦେଖନ୍ତୁ...