ଅନୁସନ୍ଧାନ କରୁଥିବା ବର୍ଗ

Latest

ଝୁମ୍ପୁଡ଼ି ଘରେ ୩୩ ବର୍ଷ ବିତାଇଥିଲେ ଜ୍ୟାକି

ସିନେ ଅଭିନେତା ଜ୍ୟାକି ଶ୍ରୋଫ୍‌ ବଲିଉଡ୍‌ରେ ପ୍ରତିଷ୍ଠିତ ହେବା ପୂର୍ବର କଷ୍ଟମୟ ଜୀବନ ସମ୍ପର୍କରେ ମୁହଁ ଖୋଲି କହିଛନ୍ତି। ସେ ମୁମ୍ବାଇର ଏକ ‘ଚୌଲ’ ବା ଝୁମ୍ପୁଡ଼ି ଘରେ ଦୀର୍ଘ ୩୩ ବର୍ଷ କାଳ କଟାଇଥିଲେ ବୋଲି ଏକ ସାକ୍ଷାତକାରରେ ଗର୍ବର ସହ କହିଛନ୍ତି। ଏହି ଝୁମ୍ପୁଡ଼ି ଘର ସହ ତାଙ୍କର ଅନେକ…
ଅଧିକ ଖବର ଦେଖନ୍ତୁ...

ପଙ୍କରେ ଭର୍ତ୍ତି ବଳଙ୍ଗା ବଜାର: ବ୍ୟବସାୟୀ କଲବଲ

ବଳଙ୍ଗା: ଟିକିଏ ବର୍ଷା ହେଲେ ବଳଙ୍ଗା ବଜାରକୁ ପଶି ହେଉନି। ରାସ୍ତା ସାରା ପଙ୍କ କାଦୁଅରେ ଭର୍ତ୍ତି ହୋଇଯାଉଛି। ବଳଙ୍ଗା ବଜାର ଉପରେ ପ୍ରାୟ ୧୭ଟି ପଞ୍ଚାୟତର ଜନସାଧାରଣ ନିର୍ଭର କରନ୍ତି। କିନ୍ତୁ ପ୍ରତି ବର୍ଷ ବର୍ଷା ଦିନେ ମେଳଣ ପଡ଼ିଆରେ ଥିବା ପ୍ରାୟ ଶହେରୁ ଊର୍ଦ୍ଧ୍ବ ଦୋକାନ ଜଳବନ୍ଦି…
ଅଧିକ ଖବର ଦେଖନ୍ତୁ...

୨୦,୦୦୦ କୀଟରେ ଦେବୀ ପ୍ରତିମା : ଗଢ଼ିବା ପାଇଁ ଲାଗିଥିଲା ୬ ବର୍ଷ

ଜାପାନର ଗନ୍ମା ପ୍ରଦେଶ ଅନ୍ତର୍ଗତ ଇତାକୁରା ସହର ସ୍ଥିତ ଏକ ସ୍ଥାନୀୟ ଗୋଷ୍ଠୀ କେନ୍ଦ୍ରରେ ଏକ ଅଦ୍ଭୁତ ଭାସ୍କର୍ଯ୍ୟ ଶୋଭାପାଉଛି। ‘କୋଞ୍ଚୁ ସେଞ୍ଜୁ-କାନ୍ନନ’ ନାମକ ମୂର୍ତ୍ତିଟି ଅସଂଖ୍ୟ ମଲା ଗୋବର ପୋକମାନଙ୍କୁ ନେଇ ନିର୍ମିତ। ମୂର୍ତ୍ତିଟିର ମଥାରେ ଗୁଞ୍ଜର ପୋକମାନଙ୍କ ଖୋଳର ଏକ…
ଅଧିକ ଖବର ଦେଖନ୍ତୁ...

ମଦ ଦୋକାନୀ ଲୁଟି ନେଉଛନ୍ତି ୧୮ କୋଟି: ଧାର୍ଯ୍ୟ ଦରଠୁ ଅଧିକରେ ବିକ୍ରି ହେଉଛି ମଦ

ପୁରୀ: ଲଟେରି ଜରିଆରେ ମଦ ଦୋକାନ ଟେଣ୍ଡର ପାଇବା ପରେ ବେଶ୍‌ କିଛି ମାସ ହେବ ମଦ ଦୋକାନୀମାନେ ମଦୁଆଙ୍କୁ ଲୁଟିବା ଆରମ୍ଭ କରି ଦେଇଛନ୍ତି। ମଦ ବୋତଲ ପିଛା ଧାର୍ଯ୍ୟ ଦରଠାରୁ ୨୦ରୁ ୫୦ ଟଙ୍କା ଅଧିକ ନେଉଛନ୍ତି। ହିସାବ କଲେ ମାସିକ ପ୍ରାୟ ଦେଢ଼ କୋଟି ଟଙ୍କା ଲୁଟି ନେଉଛନ୍ତି ଏହି ମଦ…
ଅଧିକ ଖବର ଦେଖନ୍ତୁ...

ଅଜଗର ସାପ ସହ ସର୍ଫିଙ୍ଗ୍‌ ପରେ ୧,୫୦୦ ଡଲାର ଜରିମାନା

ଜଣେ ଅଷ୍ଟ୍ରେଲୀୟ ବ୍ୟକ୍ତି ନିଜ ପୋଷା ସାପ ସହ ସର୍ଫିଙ୍ଗ୍‌ କରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ତାଙ୍କ ଉପରେ ବନ୍ୟପ୍ରାଣୀ ଅଧିକାରୀମାନେ ୧,୫୦୦ ଡଲାର ଜରିମାନା କଷିଛନ୍ତି। ହିଗର ଫିଉଜା ନାମକ ଏହି ସର୍ଫର ନିଜର ୩ ବର୍ଷର ପୋଷା ଅଜଗର ସାପ ‘ଶିବା’…
ଅଧିକ ଖବର ଦେଖନ୍ତୁ...

ଗଣେଶ ପୂଜାରେ ଅଘଟଣ: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଛାତ୍ର ମୃତ, ୨ ଛାତ୍ରୀଙ୍କ ସମେତ ୪ ଆହତ

ବାରଙ୍ଗ: ଗଣେଶ ପୂଜା ପାଇଁ ଗଣେଶ ମୂର୍ତ୍ତିକୁ ​ଶୋଭାଯାତ୍ରାରେ ଆଣି ଆସୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ଏହି ଘଟଣାରେ ୨ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ବାରଙ୍ଗ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ସ୍ଥିତ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟରେ…
ଅଧିକ ଖବର ଦେଖନ୍ତୁ...

ବହୁରୂପୀ ଲେଡି ବ୍ଲାକମେଲର ଘଟଣା: ମୁହଁ ଖୋଲୁନି ଇରାନୀ ସ୍ବାମୀ

ଭୁବନେଶ୍ବର: ବହୁରୂପୀ ଲେଡି ବ୍ଲାକମେଲର ମାମଲାରେ ଆଜିଠାରୁ ଦୁଇ ଦିନିଆ ରିମାଣ୍ଡରେ ଆସିଥିବା ଇରାନୀଙ୍କ ସ୍ବାମୀ ନିଶିକାନ୍ତ ପତ୍ର ଓରଫ ବାପିକୁ ତମାଣ୍ଡୋ ଥାନା ପୁଲିସ ମାରାଥନ ଜେରା କରିଛି। ସେ ଓ ତାଙ୍କ ପତ୍ନୀ ଇରାନୀ କେତେଜଣଙ୍କୁ ଫସାଇଛନ୍ତି, କେତେ ଲୋକଙ୍କ ଠାରୁ କେତେ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ପ୍ରେମ ବିବାହ କରିଥିବା ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ଦଶରଥପୁର : ଦଶରଥପୁର ବ୍ଲକ୍ ତଥା ମଙ୍ଗଳପୁର ଥାନା ମଲ୍ଲିକାପୁର ପଞ୍ଚାୟତ ଦାଣ୍ଡିସାହି ଗ୍ରାମର ଜଣେ ନବବଧୂଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ପୁଲିସ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ସୂଚନା ମୁତାବକ, ଦାଣ୍ଡିସାହି ଗ୍ରାମର ଗୌତମ ପଣ୍ଡାଙ୍କ ଝିଅ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍‌ ଚୋରକୁ ଧରାଇଲା ପୁରୁଣା ୧୦ ଟଙ୍କିଆ

ବାଲିଅନ୍ତା: ମୋବାଇଲ୍‌ କଭର୍‌ ଭିତରେ ସାଇତା ହୋଇଥିବା ଏକ ପୁରୁଣା ୧୦ ଟଙ୍କିଆ ‌ନୋଟ୍‌ ମୋବାଇଲ୍‌ ଚୋରକୁ ଧରାପକାଇଦେଇଛି। ଘଟଣାଟି ବାଳକାଟି ଫାଣ୍ଡି ଚଢ଼େଇବର ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଚୋର ମୋବାଇଲ୍‌ ଫେରାଇଦେବାରୁ ଥାନାରେ ଅଭିଯୋଗ କରାଯାଇନାହିଁ। ଗାଁ କଥା ଗାଁରେ…
ଅଧିକ ଖବର ଦେଖନ୍ତୁ...

କୁଶଭଦ୍ରାରେ କୁମ୍ଭୀର ନା କାଠଗଣ୍ଡି ? କୌତୂହଳୀ ଦେଖଣାହାରୀଙ୍କ ଭିଡ଼

ବାଲିପାଟଣା: କୁଶଭଦ୍ରା ନଦୀରେ ଏକ କୁମ୍ଭୀର ପହଁରୁଥିବାର ଖବର ଆଜି ପ୍ରଚାର ହେବା ସାଙ୍ଗେ ସାଙ୍ଗେ ଅପରାହ୍ନରେ ବାଲିପାଟଣା ଶିଶୁମଠ ବ୍ରିଜ ଓ ସାହେବନଗର ଅଞ୍ଚଳରେ ପ୍ରବଳ ଲୋକଙ୍କ ଭିଡ଼ ଜମିଥିଲା। କିଛି ଲୋକ ବ୍ରିଜ୍‌ ଉପରୁ ନଦୀରେ ଏକ କୁମ୍ଭୀର ଭଳି ଦେଖାଯାଉଥିବା କା‌ଠଗଣ୍ଡି ବା ଅନ୍ୟ…
ଅଧିକ ଖବର ଦେଖନ୍ତୁ...