ଅନୁସନ୍ଧାନ କରୁଥିବା ବର୍ଗ

Latest

ମହିଳା ସଂରକ୍ଷଣ ବିଲ୍‌: ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା

ନୂଆଦିଲ୍ଲୀ: ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଆଗତ ହୋଇଛି। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ସୁନିଶ୍ଚିତ କରୁଥିବା ଏହି ବିଲ୍‌କୁ ସୋମବାର କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିଲା। ଏହି ବିଲ୍‌ର ନାମ ହେଉଛି ‘ନାରୀ…
ଅଧିକ ଖବର ଦେଖନ୍ତୁ...

ଭାରତ-କାନାଡ଼ା ଉତ୍ତେଜନା: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାର କିଏ?

ନୂଆଦିଲ୍ଲୀ: ଜୁନ୍ ମାସରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରକୁ ହତ୍ୟା କରିବା ଘଟଣାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ବିରୋଧରେ ଆଣିଥିବା ଅଭିଯୋଗ ପରେ ଦୁଇ ଦେଶ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଟ୍ରୁଡୋ ସୋମବାର କହିଥିଲେ ଯେ, ଭାରତ ସରକାରଙ୍କ ଏଜେଣ୍ଟ ଏବଂ…
ଅଧିକ ଖବର ଦେଖନ୍ତୁ...

ତେଜୁଛି ପ୍ରତିବାଦର ସ୍ବର: ‘ଷ୍ଟାଣ୍ଡ ୱିଥ୍ ସୌମ୍ୟ ପଟ୍ଟନାୟକ’ ସମର୍ଥନରେ ଛାତ୍ରସମାଜ

ଭୁବନେଶ୍ବର: ‘ସମ୍ବାଦ’ କାର୍ଯ୍ୟାଳୟରେ ଇଓଡବ୍ଲୁର ଚଢ଼ାଉ ପରେ ରାଜ୍ୟବ୍ୟାପୀ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ଗତକାଲି ବିଭିନ୍ନ ସଂଗଠନ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ଆଜି ମଧ୍ୟ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ, ସାମାଜିକ ସଂଗଠନ ଓ ଛାତ୍ରସମାଜ ରାଜରାସ୍ତାକୁ…
ଅଧିକ ଖବର ଦେଖନ୍ତୁ...

ମହିଳା ବିଲ୍: ୧୯୯୬ରୁ ୨୦୨୩, ବିଜେଡି, କଂଗ୍ରେସ ସମେତ ଅଧିକାଂଶ ଦଳର ସମର୍ଥନ

ନୂଆଦିଲ୍ଲୀ: ମହିଳାଙ୍କ ପ୍ରତିନିଧିତ୍ବ ବୃଦ୍ଧି ପାଇଁ ୧୯୯୬ରେ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ାଙ୍କ ମିଳିତ ସାମ୍ମୁଖ୍ୟ ସରକାରଙ୍କ ଦ୍ବାରା ପ୍ରୟାସ ଆରମ୍ଭ କରାଯାଇଥିଲା। ହେଲେ ବିଧେୟକ ଉପରେ କୌଣସି ନିଷ୍ପତ୍ତି ହେବା ପୂର୍ବରୁ ଦେବଗୌଡ଼ାଙ୍କ ସରକାରର ପତନ ଘଟିଥିଲା। ଏହା ପରେ ମହିଳା…
ଅଧିକ ଖବର ଦେଖନ୍ତୁ...

ନୂଆ ସଂସଦ ଭବନରେ କାର୍ଯ୍ୟ ଆରମ୍ଭ: ଆଗତ ହେଲା ମହିଳା ବିଲ୍‌

ନୂଆଦିଲ୍ଲୀ: ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନରେ ଆଜି ସଂାସଦମାନେ ପୁରୁଣା ସଂସଦ ଭବନରୁ ନୂଆ ସଂସଦ ଭବନକୁ ଯାଇଛନ୍ତି। ପ୍ରଥମ ଦିନରେ ଆଜି ପ୍ରଥମ ବିଲ୍‌ ଭାବେ ମହିଳା ଆସନ ସଂରକ୍ଷଣ ବିଲ୍ ଆଗତ ହୋଇଛି। ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ଆସନ ସଂରକ୍ଷଣ ‌ଦେବା ସଂପର୍କିତ…
ଅଧିକ ଖବର ଦେଖନ୍ତୁ...

ଅଭିଯୋଗକାରୀ ଯୋଗାଡ଼ ଚା‌ଲିଛି: ତୃତୀୟ ଦିନ ପାଇଁ ସମ୍ବାଦ ଅଧିକାରୀଙ୍କୁ ଇଓଡବ୍ଲ୍ୟୁର ଜେରା

ଭୁବନେଶ୍ବର: ‘ସମ୍ବାଦ’ କାହିଁକି ୫-ଟି ସଚିବଙ୍କୁ ପ୍ରଶ୍ନ କଲା? ଏଥି ପାଇଁ ପୂରା ସରକାରୀ କଳ ଏବେ ‘ସମ୍ବାଦ’ ପଛରେ। ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ରେ ମିଛ ମାମଲା ଯୋଡ଼ିବା ପାଇଁ ଏବେ ଲୋକ ଯୋଗାଡ଼ ଚାଲିଛି। ‘ସମ୍ବାଦ’ର ପୂର୍ବତନ କର୍ମଚାରୀମାନଙ୍କୁ ପ୍ରଭାବିତ କରାଯାଇ ଏତଲା ଦେବା…
ଅଧିକ ଖବର ଦେଖନ୍ତୁ...

ନଗର ଉନ୍ନୟନ ବିଭାଗ ସଚିବ ୯ ବର୍ଷ ହେଲା ବଦଳୁ ନାହାନ୍ତି, ମାଥିଭାଥନନ୍‌ଙ୍କ ପାଇଁ ନିୟମ ଅଲଗା କି?

ଭୁବନେଶ୍ବର: ଜି ମାଥିଭାଥନନ୍। ବୟସ ୫୭। ଘର ତାମିଲନାଡ଼ୁ। ୧୯୯୪ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଅଫିସର୍। ଗଞ୍ଜାମ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। କିଛି ମାସ ମୁଖ୍ୟମନ୍ତ୍ରୀଙ୍କ ସଚିବ ବି ରହିଥିଲେ। ୨୦୧୪ ମସିହାରେ ଅଗଷ୍ଟ ମାସରେ ନିଯୁକ୍ତି ପାଇଲେ ନଗର ଉନ୍ନୟନ ବିଭାଗର ସଚିବ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ କୁନି ପୂଜକ : ୧୩ ବର୍ଷ ବୟସରେ ପୂଜାପାଠରେ ପାରଙ୍ଗମ

ବେଗୁନିଆ: ମୁଖରୁ ଅନର୍ଗଳ ବାହରୁଛି ଶ୍ଳୋକ। କୁନି ପୂଜକଜଣକର ବୟସ ମାତ୍ର ୧୩ ଏବଂ ସେ ବେଗୁନିଆ ବ୍ଲକ୍‌ ବଡ଼ବେରଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ। ଏଭଳି ଅନନ୍ୟ ପ୍ରତିଭାର ଅଧିକାରୀ ହେଉଛନ୍ତି ବଦ୍ରୀ ନାରାୟଣ ମିଶ୍ର। ଯେଉଁ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି, ସେହି…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ଆଉ ଏକ କେଳେଙ୍କାରୀ: ୧୧ବର୍ଷରେ ବେଦାନ୍ତ ଠକିଛି ଶହେ କୋଟି

ଝାରସୁଗୁଡ଼ା: ବେଦାନ୍ତ କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି। ୫୩ ଏକର ଜମିରେ ଗଢ଼ି ଉଠିଥିବା ବେଦାନ୍ତ ଟାଉନ୍‌ସିପ୍‌ ବିନା ଅନୁମତିରେ ତିଆରି ହୋଇଥିବାରୁ ଏହାକୁ ସମ୍ପୂର୍ଣ୍ଣ ବେଆଇନ୍‌ ବୋଲି ଝାରସୁଗୁଡ଼ା ଆଞ୍ଚଳିକ ବିକାଶ ଟ୍ରଷ୍ଟ (ଜେଆର୍‌ଆଇଟି) ଘୋଷଣା…
ଅଧିକ ଖବର ଦେଖନ୍ତୁ...

ସୃଷ୍ଟି ହେଲା ଲଘୁଚାପ: ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ…
ଅଧିକ ଖବର ଦେଖନ୍ତୁ...