ଜାଣନ୍ତୁ ଏ ସପ୍ତାହର ରାଶିଫଳ

 

ରବିବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସୋମ ଓ ମଙ୍ଗଳବାର: ଅଫିସ୍‌ରେ ନୂଆ କାମ କରିବେ। ବୁଧ, ଗୁରୁ ଓ ଶୁକ୍ରବାର: ଧାର ଦେଇଥିବା ପଇସା ପାଇବେ। ଶନିବାର: ପ୍ରେମ ଜୀବନ ମଧୁର ହେବ।

 

ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: କର୍ମ କ୍ଷେତ୍ରରେ ପ୍ରଶଂସା ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ନୂଆ କୌଶଳରେ କାମ କରି ସଫଳତା ପାଇବେ। ଶନିବାର: ବନ୍ଧୁ ସହ ସାକ୍ଷାତ ହେବ।

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ପାରିବାରିକ ଖୁସି ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ସରକାରୀ ଚାକିରିଆଙ୍କ ଲାଗି ସମୟ ଭଲ। ଶନିବାର: ଭଲ ଖବର ପାଇବେ।

ରବିବାର: ଆୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ମନରେ ନୂଆ ଆଶା ଉତ୍ପନ୍ନ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ସାମାଜିକ ଜୀବନ ଭଲ ରହିବ। ଶନିବାର: କାରବାରରେ ବୃଦ୍ଧି ହେବ।

ରବିବାର: ସମାଜରେ ପ୍ରତିଷ୍ଠା ବଢ଼ିବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ବିବାହିତଙ୍କ ଲାଗି ସମୟ ଭଲ। ଶନିବାର: ଛାତ୍ର କିଛି ନୂଆ ଶିଖିବେ।

ରବିବାର: ସାମାଜିକ ପରିସର ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ନୂଆ ଚାକିରିର ସୁଯୋଗ ଅଛି। ବୁଧ, ଗୁରୁ ଓ ଶୁକ୍ରବାର: ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ଶନିବାର: ଖର୍ଚ୍ଚ ବଢ଼ିବ।

 

ରବିବାର: ସମସ୍ୟାର ଅନ୍ତ ହେବ। ସୋମ ଓ ମଙ୍ଗଳବାର: ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହି‌େବ। ବୁଧ, ଗୁରୁ ଓ ଶୁକ୍ରବାର: ସଂପତ୍ତି ବୃଦ୍ଧି ହୋଇପାରେ। ଶନିବାର: ଅନ୍ତରଙ୍ଗ ବନ୍ଧୁ ସହ ମିଶିବେ।

ରବିବାର: ପରିବାରରେ କ୍ଳେଶ ଦୂର ହେବ। ସୋମ ଓ ମଙ୍ଗଳବାର: ଚାକିରିରେ ବଦଳି ହୋଇପାରେ। ବୁଧ, ଗୁରୁ ଓ ଶୁକ୍ରବାର: ଜୀବନସାଥୀଙ୍କୁ ଦାମିକା ଉପହାର ଦେଇପାରନ୍ତି। ଶନିବାର: ଧନଲାଭ ହେବ।

 

ରବିବାର: କାମରେ ସଫଳତା ପାଇବେ। ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ନିଷ୍ପତ୍ତି ତରବରିଆରେ ନିଅନ୍ତୁ ନାହିଁ। ଶନିବାର: ଭାଗ୍ୟରେ ବୃଦ୍ଧି ହେବ।

 

ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ଜୀବନରେ ସୌହାର୍ଦ ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଶନିବାର: ପୂର୍ବ କଥାକୁ ନେଇ ଚିନ୍ତା ବଢ଼ିବ।

 

ରବିବାର: ବନ୍ଧୁ ମିଳନ। ସୋମ ଓ ମଙ୍ଗଳବାର: ଲାଭ ପାଇଁ କୌଣସି ସୁଯୋଗ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ବଡ଼ କଂପାନି ସହ ଡିଲ୍ ପକ୍କା ହେବ। ଶନିବାର: ମାନସିକ ରୂପେ ଖୁସି ରହିବେ।

ରବିବାର: ପ୍ରେମ ଜୀବନ ଭଲ ରହିବ। ସୋମ ଓ ମଙ୍ଗଳବାର: କାର୍ଯ୍ୟରେ ସଫଳତା ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ନୂଆ ଉତ୍ସରୁ ଧନପ୍ରାପ୍ତି ହେବ। ଶନିବାର: ଲୋକପ୍ରିୟତା ବୃଦ୍ଧି ହେବ

ସମ୍ବନ୍ଧିତ ଖବର