ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଛାତ୍ରଛାତ୍ରୀ ପଢ଼ିବେ ଆତଙ୍କବାଦୀ ମୁକାବିଲା ପାଠ

ଭୁବନେଶ୍ୱର : ଆମେରିକାରେ ଆତଙ୍କବାଦୀ ଆକ୍ରମଣ ପରେ ପୁଣିଥରେ ତତ୍ପରତା ପ୍ରକାଶ କରିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)। ଯେକୌଣସି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ସମୟରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ କିଭଳି ମୁକାବିଲା କରିବେ ସେନେଇ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯିବ। ଦେଶର ସମସ୍ତ…
ଅଧିକ ଖବର ଦେଖନ୍ତୁ...

‘ଉଡାନ୍‌’ରେ ବିଳମ୍ବ : ଦୁଇ ବିମାନ ସଂସ୍ଥାକୁ ନୋଟିସ୍‌

ଭୁବନେଶ୍ୱର : ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶାର ୪ଟି ଏୟାରଷ୍ଟ୍ରିପରୁ ‘ଉଡାନ୍‌’ ଯୋଜନାରେ ବିମାନ ସେବା ଆରମ୍ଭ କରିବାକୁ କୁହାଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ କାହିଁକି ବିମାନ ସେବା ଆରମ୍ଭ ହେଲାନି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦୁଇଟି ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଆଘାତରେ ହାତ, ଗୋଡ଼ ହରାଇଥିବା ବାଳକକୁ କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

କଟକ : ବିଦ୍ୟୁତ ଆଘାତରେ ଗୋଡ ହାତ ହରାଇଥିବା ଅନାଥ ବାଳକ ବିଷ୍ଣୁ ଲୋହାରଙ୍କୁ ସାଢେ ଚାରି ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ମାନବାଧିକାର କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲାର ସାରସକଣାରେ ୯ ବର୍ଷିୟ ବାଳକ ବିଷ୍ଣୁଙ୍କୁ କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ଦେଢ…
ଅଧିକ ଖବର ଦେଖନ୍ତୁ...

ବନ୍ଦ ହେଲା କଲ୍‌ମାର ୨୦ଟି ଗେଟ୍‌ 

ସମ୍ବଲପୁର : ଗୁରୁବାର ଛତିଶଗଡ଼ ସରକାର ମହାନଦୀ ଉପରେ ନର୍ମିତ କଲ୍‌ମା ବ୍ୟାରେଜର ୨୦ଟି ଗେଟ୍‌ ବନ୍ଦ କରି ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏତିକି ଗେଟ୍‌ ବନ୍ଦ କରିଥିବା ବେଳେ ଆଗକୁ ଆହୁରି ଗେଟ୍‌ ବନ୍ଦ କରାଯିବ। ମହାନଦୀରେ ଜଳପ୍ରବେଶ ହ୍ରାସ ପାଇବା କାରଣରୁ କଲ୍‌ମାର ଗେଟ୍‌ ବନ୍ଦ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଗହୀରମଥାରୁ ୩ ଟ୍ରଲର ଜବତ, ୧୬ ମତ୍ସ୍ୟଜୀବୀ ଗିରଫ

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଅଗରନାସୀ ନିକଟରେ ବେଆଇନ୍‌ ଭାବେ ମାଛ ମାରୁଥିବା ବେଳେ ବନବିଭାଗ ୧୬ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩ଟି ଟ୍ରଲର୍‌ ଜବତ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବାଲେଶ୍ୱର କଷାଫଳ…
ଅଧିକ ଖବର ଦେଖନ୍ତୁ...

ପର୍ଯ୍ୟଟକଙ୍କ ପାଇଁ ୧ରୁ ଖୋଲିବ ଶିମିଳିପାଳ

ବାରିପଦା : ନଭେମ୍ବର ମାସ ୧ ତାରିଖଠାରୁ ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି। ଶିମିଳିପାଳକୁ ଯିବା ପାଇଁ ଥିବା ଦୁଇଟି ପ୍ରବେଶପଥ ଯଶିପୁର ପଟେ କାଳିଆଣି ତନଖି ଫାଟକ ଏବଂ ବାରିପଦରୁ ଲୁଲୁଙ୍ଗ ପଟେ…
ଅଧିକ ଖବର ଦେଖନ୍ତୁ...

ବିଷାକ୍ତ ମଦ ପିଇ ବାପ-ପୁଅ ମୃତ ଅଭିଯୋଗ

କର୍ଲାମୁଣ୍ଡା/ ମ.ରାମପୁର : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ରିଷିଡ଼ା ଫାଣ୍ଡି ପିରୁଲମାଲ ଗାଁରେ ବିଷାକ୍ତ ମଦପିଇ ବାପା ଧନସାଏ ପାତ୍ର (୭୨) ଓ ପୁଅ ଭୋଜରାଜ ପାତ୍ର (୪୨)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ମଦରେ ବିଷ ଦେଇ ଉଭୟଙ୍କୁ ହତ୍ୟା କରାଯାଇଛି ବୋଲି ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ରାଜାବଗିଚା ପାଲଟିଲା ରଣକ୍ଷେତ୍ର

କଟକ : କଟକ ରାଜାବଗିଚା ଆଜି ଚାରି ଘଣ୍ଟା କାଳ ରଣକ୍ଷେତ୍ର ପାଲଟିଥିଲା । ନାୟକ ସାହିର ଜଣେ ବୃଦ୍ଧଙ୍କୁ ସର୍ବୋଦୟପୁରର ଜଣେ ଯୁବକ ସ୍କୁଟିରେ ଧକ୍କା ଦେବା ଘଟଣାକୁ ନେଇ ଲଙ୍କାକାଣ୍ଡ ସୃଷ୍ଟି ହୋଇଥିଲା। ଉଭୟ ନାୟକ ସାହି ଓ ସର୍ବୋଦୟପୁର ମଧ୍ୟରେ ଢେଲା, ମଦ ବୋତଲ ଫିଙ୍ଗା ହୋଇଥିଲା ।…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ିଗଲେ ଦୁଇ ଶିଶୁ

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ପଇଦାପାଟଣା ଗ୍ରାମରେ ଦୁଇ ଜଣ ଶିଶୁକନ୍ୟା ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ଶିଶୁ କନ୍ୟାଦ୍ୱୟ ହେଲେ ରମେଶ ମୁଣ୍ଡାଙ୍କ ଝିଅ ବିଜୁଳି (୩) ଓ ନାରାୟଣ ମୁଣ୍ଡାଙ୍କ ଝିଅ ରାନି (୪)। ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ବିଜୁଳି ଓ…
ଅଧିକ ଖବର ଦେଖନ୍ତୁ...

ସପ୍ତାହରେ ଗୋଟିଏ ଦିନ ସମ୍ବଲପୁର ଦେଇ ଯିବ ରାଜଧାନୀ ଏକ୍ସପ୍ରେସ୍‌

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ପାଇଁ ଖୁସିର ଖବର ଆଣିଛି ଭାରତୀୟ ରେଳବାଇ। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରୁ ରାଜଧାନୀ ଏକ୍ସପ୍ରେସ୍‌ ସମ୍ବଲପୁର ଦେଇ ଦିଲ୍ଲୀରେ ପହଞ୍ଚିବ। ସପ୍ତାହରେ ଗୋଟିଏ ଦିନ ପାଇଁ ଭୁବନେଶ୍ୱରରୁ ସମ୍ବଲପୁର ଦେଇ ରାଜଧାନୀ ଏକ୍ସପ୍ରେସ ଦିଲ୍ଲୀରେ ପହଞ୍ଚିବ ବୋଲି…
ଅଧିକ ଖବର ଦେଖନ୍ତୁ...