ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଦୁର୍ଘଟଣାରୁ ବର୍ତ୍ତିଲା ସମଲେଶ୍ୱରୀ ଏକ୍ସପ୍ରେସ୍‌ 

ରାୟଗଡ଼ା/କଲ୍ୟାଣସିଂହପୁର : ରେଳ ଧାରଣାରେ ଫାଟ ଯୋଗୁଁ ୨୪ ଘଣ୍ଟା ବ୍ୟବଧାନରେ ବିଶାଖପାଟଣା-କୋର୍ବା ଏକ୍ସପ୍ରେସ୍‌ ଦୁଇ ଥର ଦୁର୍ଘଟଣାରୁ ବର୍ତ୍ତିଥିଲା। ଏହାପରେ ଆଜି କୋରାପୁଟ- ରାୟଗଡ଼ା ରେଳ ଲାଇନ୍‌ରେ ମାଟି ଅତଡ଼ା ଧସିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛି ହାଓ୍ଵଡା- ଜଗଦଲପୁର ସମଲେଶ୍ୱରୀ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ପରେ ସ୍ତ୍ରୀଙ୍କ ଜୀବନ ନେଲା ବଜ୍ରପାତ

ଟାଙ୍ଗୀ : ଠିକ୍‌ ୧୫ବର୍ଷ ତଳେ ବିଲରେ କାମ କରୁଥିବାବେଳେ ବଜ୍ରପାତ ନେଇଥିଲା ସ୍ୱାମୀଙ୍କ ଜୀବନ । ୧୫ ବର୍ଷ ପରେ ସମାନ ଢଙ୍ଗରେ ବଜ୍ରପାତରେ ଯାଇଛି ସ୍ତ୍ରୀର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପନା ପଞ୍ଚାୟତର ତୋଟାସାହି ଗ୍ରାମରେ । ସୂଚନା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ୨ ମହିଳାଙ୍କ ସମେତ ୫ ଗୁରୁତର

ତିହିଡ଼ିି : ତିହଡ଼ି ଥାନା ଅନ୍ତର୍ଗତ କୋହ୍ଲ ଓ ଫତେପୁର ଛକ ନିକଟରେ ଦିନ ୧୧ଟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ମହିଳାଙ୍କ ସମେତ ୫ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ମ୍ୟାଜିକ୍‌ରେ ଥିବା ନନ୍ଦପୁର ଅଞ୍ଚଳର ତୈରୁନ ବିବି(୨୫), ହାଲିମା ବିବି(୫୦), ବାଇକ୍‌ ଆରୋହୀ…
ଅଧିକ ଖବର ଦେଖନ୍ତୁ...

ଉପର ମହଲାରୁ ପଡ଼ି ରାଜପରିବାରର ବୋହୂ ଐଶ୍ୱର୍ଯ୍ୟ ଲକ୍ଷ୍ମୀ ଦେବୀଙ୍କ ମୃତ୍ୟୁ

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ରାଜପରିବାରର ବୋହୂ ତଥା ପ୍ରତାପ କେଶରୀ ସିଂ ବରିହାଙ୍କ ପତ୍ନୀ ଐଶ୍ୱର୍ଯ୍ୟ ଲକ୍ଷ୍ମୀ ଦେବୀ (୫୫)ଙ୍କ ବୁଧବାର ସକାଳେ ଏକ ଅଭାବନୀୟ ପରିସ୍ଥିତିରେ ମୃତ୍ୟୁ ହୋଇଯାଇଛି। ସେ ଆଜି ନିଜ ଘର ଝରକାରେ ଭରା ଦେଇ ଠିଆ ହୋଇ କଥା ହେଉଥିବା ବେଳେ ହଠାତ୍‌ ତାହା ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ୪ଜଣ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୪ଜଣଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ନିଯୁକ୍ତି ଦେଇଛନ୍ତି। ଏହି କ୍ରମରେ ଗଜପତି ଜିଲ୍ଲା ପାଇଁ ଅର୍ନ୍ତୟାମୀ ଗମାଙ୍ଗ, ସୁନ୍ଦରଗଡ଼ ପାଇଁ ସନ୍ତୋଷ ଅମାତ, ରାୟଗଡ଼ା ପାଇଁ ଜଗନ୍ନାଥ ନନ୍ଦରୁକା ଓ ମୟୁରଭଞ୍ଜ ପାଇଁ ଡାକ୍ତର ଦେବାଶିଷ…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବର ୧୩ରେ ପ୍ରଭାତ ବିଶ୍ୱାଳଙ୍କ ପରବର୍ତ୍ତୀ ଶୁଣାଣି

କଟକ: ସିସୋର ଚିଟ୍‌ ଫଣ୍ଡ ଲିଙ୍କ ମାମଲାରେ ଗିରଫ ହୋଇଥିବା କଟକ-ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପରବର୍ତ୍ତୀ ଶୁଣାଣି ହାଇକୋର୍ଟରେ ଆଗାମୀ ଅକ୍ଟୋବର ୧୩ରେ ହେବ। କେସ ଡାଏରୀ ଦାଖଲ କରିବାକୁ ସିବିଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ସେପ୍ଟେମ୍ବର ୧୮ ରାତିରେ ଗିରଫ କରାଯିବା ପରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ବିଭିନ୍ନ ସ୍ଥାନରେ ୭ ରୁ ୯ ତାରିଖ ମଧ୍ୟରେ ପ୍ରବଳ ବର୍ଷା!

ଭୁବନେଶ୍ୱର: ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ୭ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ସମୟକ୍ରମେ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଆସନ୍ତା ୭ରୁ ୯ ତାରିଖ ମଧ୍ୟରେ ଉପକୂଳ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇଏଏସ୍‌ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ଏକାଧିକ ବିଭାଗର ସଚିବଙ୍କୁ ବଦଳାଇ ଦିଆଯାଇଛି। କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଲା ପରେ ବରିଷ୍ଠ ଆଇଏଏସ୍‌ ଅଫିସର ସୌରଭ ଗର୍ଗ ଓ ଅନୁ ଗର୍ଗ ନିଯୁକ୍ତି ପାଇଛନ୍ତି। ଏହା ସହ ଦୁଇ ଜଣ ବରିଷ୍ଠ ଆଇଏଏସ୍‌ ଅଫିସର୍‌ଙ୍କୁ…
ଅଧିକ ଖବର ଦେଖନ୍ତୁ...

ବରଗାଁରେ ଗୋଷ୍ଠୀ ସଂଘର୍ଷ: ୨ ଗୁରୁତର ଆହତ ମେଡିକାଲ୍‌ରେ

ବେଲଗୁଣ୍ଠା: ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅଧୀନ ବରଗାଁରେ ଦେବୀ ପଟୁଆର ପରିକ୍ରମା ବେଳେ ଗୋଷ୍ଠୀ ସଂଘର୍ଷ ଘଟି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଏକ ପ୍ଲାଟୁନ୍‌ ଫୋର୍ସ ସହ ୪ ଜଣ ଅଫିସର ରହିଥିବା ବେଳେ ପୁଲିସ ଭଞ୍ଜନଗର ଥାନାରେ ୬ଜଣଙ୍କୁ ଅଟକ ରଖିଛି ।…
ଅଧିକ ଖବର ଦେଖନ୍ତୁ...

ଫେରିଲା ଜାପାନୀ ଜ୍ୱର!ଚାରି ଦିନରେ ୪ ଶିଶୁ ମୃତ

ମାଲକାନଗିରି: ମାଲକାନଗିରିରେ ପୁଣି ଜାପାନୀ ଜ୍ୱର ଆତଙ୍କ। ମାଲକାନଗିରି ସଦର ବ୍ଲକ୍‌ର ଚାଲାଣଗୁଡ଼ା ପଞ୍ଚାୟତର ସିଆଡ଼ିିମାଳରେ ଅଜଣା ଜ୍ୱରରେ ଗତ ୪ ଦିନ ମଧ୍ୟରେ ୪ ଜଣ ଶିଶୁ ଆଖି ବୁଜିଥିବା ବେଳେ ଆଉ ୪ ଜଣ ଶିଶୁ ମାଲକାନଗିରି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଫଳରେ ଜାପାନୀ ଜ୍ୱର ପୁଣି…
ଅଧିକ ଖବର ଦେଖନ୍ତୁ...