ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ହୀରାକୁଦର ୨ ଗେଟ୍‌ ଖୋଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ଏହାର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ସ୍ପର୍ଶ କରି ସାରିଛି। ନିର୍ଧାରିତ ସମୟ ଅନୁଯାୟୀ ଏହା ସେପ୍‌ଟେମ୍ବର ୩୦ ସୁଦ୍ଧା ଜଳଭଣ୍ଡାର ଭର୍ତି ହୋଇ ଯାଇଛି। ଅନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷ ଅପେକ୍ଷାକୃତ କମ୍‌ ଦିନ ପାଇଁ ଓ କମ୍‌ ସଂଖ୍ୟକ ଗେଟ୍‌ ଖୋଲା ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଜାଲରେ ଛନ୍ଦି ହୋଇ ଡଲ୍‌ଫିନ୍‌ ମଲା

ବ୍ରହ୍ମଗିରି : ଚିଲିକାରେ ବିରଳ ଇରାଓ୍ଵାଡି ପ୍ରଜାତିର ଡଲଫିନ ଉପରେ ବେଆଇନ ଚିଙ୍ଗୁଡ଼ି ଘେରି ପୁଣି ଥରେ ବିପଦ ହୋଇଛି। ଆଜି ଏକ ଡଲ୍‌ଫିନ ବେଆଇନ ଚିଙ୍ଗୁଡି ଘେରିରେ ଛନ୍ଦି ହୋଇ ମରିଛି । ବନ ବିଭାଗ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ଏହାକୁ ରେଞ୍ଜ କାର୍ଯ୍ୟାଳୟ ଭିତରେ ପୋତି ଦେଇଛି । ଖବର…
ଅଧିକ ଖବର ଦେଖନ୍ତୁ...

ପାରାଦୀପରେ ପହଞ୍ଚିଲା ଆମେରିକା ତେଲ ଜାହାଜ

ପାରାଦୀପ : ଯୁକ୍ତରାଷ୍ଟ୍ର ଆମେରିକାରୁ ପ୍ରଥମଥର ପାଇଁ ଅଶୋଧିତ ତୈଳ ବୋଝେଇ ଜାହାଜ ଆସି ପାରାଦୀପଠାରେ ପହଞ୍ଚଛି। ଗତ ଜୁନ୍‌ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ତୈଳ କାରବାର ନେଇ ସହମତି ପ୍ରକାଶ ପାଇଥିଲା। ଏହା ପରେ ପ୍ରସ୍ତୁତ…
ଅଧିକ ଖବର ଦେଖନ୍ତୁ...

ଟିକାକରଣରେ ଓଡ଼ିଶା ଅଗ୍ରଣୀ ରାଜ୍ୟ

ଭୁବନେଶ୍ୱର : ଟିକାକରଣ କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ୨୦୧୬ ମସିହା ଶିଶୁ ସ୍ୱାସ୍ଥ୍ୟ ଓ ଟିକାକରଣ ସର୍ବେକ୍ଷଣ ଅନୁଯାୟୀ ରାଜ୍ୟର ୨୯ଟି ଜିଲ୍ଲାରେ ୮୪ପ୍ରତିଶତ ଟିକାକରଣ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ୨୦୧୫/୨୦୧୬ରେ ଜାତୀୟ ପରିବାର ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀ ଜୟନ୍ତୀରେ ନିଶା ନିବାରଣ ବ୍ରତ

ଭୁବନେଶ୍ୱର : ଗାନ୍ଧୀ ଜୟନ୍ତୀ ଅବସରରେ ଲୋୟର ପିଏମ୍‌ଜିରେ ମିଳିତ ଓଡ଼ିଶା ନିବାରଣ ଅଭିଯାନ ପକ୍ଷରୁ ନିଶା ନିବାରଣ ବ୍ରତ ଅନୁଷ୍ଠିତ ହୋଇଛି। ରାଜଧାନୀ ସହିତ ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଲୋକମାନେ ନିଶା ନିବାରଣ ବ୍ରତରେ ସାମିଲ ହୋଇଛନ୍ତି। ସେସବୁ ପଞ୍ଚାୟତରେ ଲୋକମାନେ ଗ୍ରାମ ସଭାରେ ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

ପାଓ୍ଵାର ଟିଲ୍‌ରରେ କଟି ଚାଷୀ ମୃତ

ଜୟପୁର : ଚାଷ ନେଲା ଚାଷୀର ଜୀବନ। ବିରି ବୁଣିବା ପାଇଁ ଜମିକୁ ଯାଇଥିବା ଜଣେ ଚାଷୀଙ୍କ ପାଓ୍ଵାର ଟିଲର୍‌ରେ କଟି ମୃତ୍ୟୁ ଘଟିଛି। ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ସାନକାଉଡି ଗ୍ରାମରେ ଆଜି ଘଟିଛି ଏହି ଦୁଃଖଦ ଘଟଣା।  ମୃତ ଚାଷୀ ଜଣକ ହେଉଛନ୍ତି ପଦ୍ମନ ହାଲଓ୍ଵା (୪୭)। ଆଜି ସକାଳେ…
ଅଧିକ ଖବର ଦେଖନ୍ତୁ...

ଭସାଣିକୁ ନେଇ ପୁଣି ଗଣ୍ଡଗୋଳ

କଟକ : ଶାରଦୀୟ ଦୁର୍ଗା ପୂଜାର ଅନ୍ତିମ ପର୍ବ ଭସାଣି ଉତ୍ସବ ଆଜି ଜାକଜମକରେ ଶେଷ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ କିନ୍ତୁ ଗଣ୍ଡଗୋଳକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। କଟକରେ ଆଜି ସଂଧ୍ୟା ସୁଦ୍ଧା ମୋଟ ୧୨୯ଟି ମେଢ କାଠଯୋଡ଼ିର ଦେବୀ ଗଡ଼ା ଗଡ଼ିଛନ୍ତି। କିନ୍ତୁ ଭସାଣି ଶେଷ କରି ଫେରୁଥିବା…
ଅଧିକ ଖବର ଦେଖନ୍ତୁ...

ଆମେରିକାରୁ ପ୍ରଥମ ଥର ପାଇଁ ପାରାଦୀପରେ ପହଞ୍ଚିଲା ଅଶୋଧିତ ତୈଳ ବୋଝେଇ ଜାହାଜ

ପାରାଦୀପ: ପାରାଦୀପ ବନ୍ଦରକୁ ପ୍ରଥମ ଥର ପାଇଁ ଅଶୋଧିତ ତୈଳ ବୋଝେଇ ଜାହାଜ ଆମେରିକାରୁ ଆସିଛି। ଭାରତ ସରକାରଙ୍କ ନିୟନ୍ତ୍ରଣାଧିନ କମ୍ପାନି ‘ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ’ ୧.୬ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ଓଡ଼ିଶାର ବନ୍ଦର ନଗରୀକୁ ଆମଦାନୀ କରିଛି। ଏକ ବିଶାଳ ଜାହାଜ ‘ଏମ୍‌ଟି ନ୍ୟୁ…
ଅଧିକ ଖବର ଦେଖନ୍ତୁ...

ପୁଲିସର ସଫଳତା: ପିଏଲ୍‌ଏଫ୍‌ଆଇର ଆଉ ୬ଜଣ ସଦସ୍ୟ ଗିରଫ

ରାଉରକେଲା: ପିପୁଲ୍‌ ଲିବରେସନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ) ବିରୋଧରେ ସୁନ୍ଦରଗଡ଼ ଜିଲ୍ଲା ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ପୁଲିସ ସୋମବାର ପୁଣି ଥରେ ପିଏଲଏଫ୍‌ଆଇର ୬ଜଣ ସଦସ୍ୟଙ୍କୁ ଗିରଫ କରିଛି। ପୁଲିସ ଅଧୀକ୍ଷକ ପିନାକ ମିଶ୍ରଙ୍କ ନେତୃତ୍ୱରେ ବୀରମିତ୍ରପୁର…
ଅଧିକ ଖବର ଦେଖନ୍ତୁ...

୩୫ ବର୍ଷ ପରେ ବିନ୍ଧ୍ୟବାସିନୀଙ୍କ ପୀଠରେ ପୋଢ଼ ବଳି

ପାଇକମାଳ: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ନୃସିହଂନାଥ ସ୍ଥିତ ମା’ ବିନ୍ଧ୍ୟବାସିନୀଙ୍କ ପୀଠରେ ଗୁରୁବାର ଦିଆଯାଇଛି ପୋଢ଼ ବଳି। ୩୫ ବର୍ଷ ପରେ ପୋଢ଼ ବଳି ଦିଆଯାଇଥିବାରୁ ଏହା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୀଠରେ ଥିବା ଧରଣୀ ଖୁଣ୍ଟ ଢଳି ଗଲେ ଦଶହରା ସମୟରେ ନୂଆ ଖୁଣ୍ଟ ପୋତି ପୋଢ଼ ବଳି ଦେବା…
ଅଧିକ ଖବର ଦେଖନ୍ତୁ...