Browsing Tag

Cricket

ଶ୍ରୀଲଙ୍କା ୨୫୪ ରନ୍‌ରେ ଆଗୁଆ

ଦୁବାଇ: ଏଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ଟେଷ୍ଟ୍‍ରେ ପାକିସ୍ତାନ ପ୍ରଥମ ପାଳିରେ ୨୨୦ ରନ୍‌ର ପଛରେ ପଡ଼ିଗଲା। ଏହାସତ୍ତ୍ୱେ ଶ୍ରୀଲଙ୍କାର ୫ଟି ଦ୍ୱିତୀୟ ପାଳି ଓ୍ଵିକେଟ୍‌ ମାତ୍ର ୩୪ ରନ୍‌ରେ ଅକ୍ତିଆର କରିନେଇ ମ୍ୟାଚ୍‌ରେ ରୋମାଞ୍ଚ ଭରିଦେଇଛି। ଶ୍ରୀଲଙ୍କା ଦ୍ୱିତୀୟ ପାଳିରେ…

୩ ଦିନରେ ୨ ଓଭର

ଭୁବନେଶ୍ୱର: ବର୍ଷା ବ୍ୟାଘାତ ପାଇଁ ‘ବିକାଶ କ୍ରିକେଟ୍‌ ଷ୍ଟଡିୟମ୍‌’ରେ ଚଳିତ ବର୍ଷ ରଣଜୀ ପଦାର୍ପଣ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି। ଏଠାରେ ଖେଳା ଯିବାକୁ ଥିବା ଓଡ଼ିଶା-ତ୍ରିପୁରା ରଣଜୀ ମୁକାବିଲା ଦୀର୍ଘ ପ୍ରତୀକ୍ଷା ପରେ ଆରମ୍ଭ ହୋଇଛି। ଲଗାଣ ବର୍ଷା ପାଇଁ ମ୍ୟାଚ୍‌ର…

କେରଳ, ସୌରାଷ୍ଟ୍ର, ରେଳବାଇ ବିଜୟୀ

ତିରୁବନ୍ତପୁରମ୍‌/ରୋହତକ୍‌/ଲକ୍ଷ୍ନୌ: କେରଳ, ସୌରାଷ୍ଟ୍ର ଓ ରେଳବାଇ ଚଳିତ ରଣଜୀ ଋତୁରେ ଦମ୍‌ଦାର ବିଜୟ ସହ ନିଜ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ଏହି ତିନି ଦଳ ତିନି ଦିନ ମଧ୍ୟରେ ନିଜ ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ୍‌ ଦେଇଛନ୍ତି। ଘରୋଇ ପଡ଼ିଆରେ କେବଳ କେରଳ ମ୍ୟାଚ୍‌ ଜିତିଥିଲା ବେଳେ ଉଭୟ…

ଶ୍ରୀଲଙ୍କା କ୍ରିକେଟ୍‌ ପ୍ରତିନିଧିଙ୍କ ବାରବାଟୀ ପରିଦର୍ଶନ

କଟକ: ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଅପରେସନ୍‌ ହେଡ୍‌ ଚଣ୍ଡିମା ମାପାଟୁନା ଓ ବିସିସିଆଇ କ୍ରିକେଟ ଅପରେସନ୍‌ର ସହକାରୀ ପରିଚାଳକ ସୁମିତ ମାଲାପୁରକର ଶନିବାର ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଆସନ୍ତା ଡିସେମ୍ବର ୨୦ ତାରିଖରେ ବାରବାଟୀରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟେ୍ଵଣ୍ଟି-୨୦…

୪ ଶତକ ସହ ଦକ୍ଷିଣ ଆଫ୍ରିକା ଦୃଢ଼

ବ୍ଲୋଏମ୍ଫଟେନ୍‌: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‍ରେ ଚାରି ଚାରିଟା ଶତକ ସହିତ ଦକ୍ଷିଣ ଆଫ୍ରିକା ୫୭୩/୪ର ବିଶାଳ ସ୍କୋର୍‌ ଛିଡ଼ା କରିବା ପରେ ପ୍ରଥମ ପାଳି ଘୋଷଣା କରିଛି। ଜବାବରେ ଭ୍ରମଣକାରୀ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୨.୫ ଓଭରରେ ମାତ୍ର ୧୪୭ ରନ୍‌ରେ ପ୍ରଥମ…

ଗୌହାଟୀ ଟେ୍ଵଣ୍ଟି-୨୦ ପାଇଁ ଯୁଗଳ ବିସିସିଆଇ ପର୍ଯ୍ୟବେକ୍ଷକ ନିଯୁକ୍ତ

କଟକ: ଗୌହାଟୀଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ପାଇଁ ଓଡ଼ିଶାର ଯୁଗଳ କିଶୋର ସାମଲ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ଆସନ୍ତାକାଲି ରାଞ୍ଚିଠାରେ ପ୍ରଥମ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ। ଏହାପରେ ଗୌହାଟୀର ଡକ୍ଟର ଭୂପେନ୍‌ ହଜାରିକା…

ଦିନିକିଆ ଏବଂ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ ହାଷ୍ଟିଙ୍ଗ୍‌ସ୍‌ଙ୍କ ଅବସର

ପର୍ଥ: ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ଜନ୍‌ ହାଷ୍ଟିଙ୍ଗ୍‌ସ୍‌ ଶୁକ୍ରବାର ଦିନିକିଆ ଆନ୍ତର୍ଜାତିକ ସାଙ୍ଗକୁ ଘରୋଇ କ୍ରିକେଟ୍‌ରୁ ମଧ୍ୟ ଅବସର ନେଇଛନ୍ତି। ଗତ ଗୋଟିଏ ବର୍ଷ ହେବ ଲଗାତାର ଭାବେ ଆଘାତ ସମସ୍ୟା ତାଙ୍କୁ ପିଛା ଛାଡ଼ୁ ନଥିବାରୁ ସେ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ…

ବାଂଲା ବୋଲର ନୟାନ୍ତ; ଦକ୍ଷିଣ ଆଫ୍ରିକା ୪୨୮/୩

ବ୍ଲୋଏମ୍‌ଫୋଣ୍ଟିନ୍‌: ବାଂଲାଦେଶ ବୋଲରଙ୍କୁ ନୟାନ୍ତ କରି ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଡିନ୍‌ ଏଲ୍‌ଗାର ଓ ଆଦେନ୍‌ ମର୍କରାମ ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ବଡ଼ ସ୍କୋର୍‌ ଦିଗରେ ଅଗ୍ରସର କରାଇଛନ୍ତି। ଏଲ୍‌ଗାର ଓ ମର୍କରାମ୍‌ ନିଜ ନିଜର ଶତକ ଜମାଇବା…

ଗୁଣତିଳକ ୬ ମ୍ୟାଚ୍‌ରୁ ବାସନ୍ଦ

କଲମ୍ବୋ: ବିଶୃଙ୍ଖଳିତ ଆଚରଣ ଲାଗି ଶ୍ରୀଲଙ୍କା କ୍ରିକେଟ୍‌ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଧନୁସ୍କା ଗୁଣତିଳକଙ୍କୁ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ୬ ଦିନିକିଆ ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି। ଫଳରେ ୟୁଏଇରେ ପାକିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ତାଙ୍କୁ ଦଳରେ ନିଆଯାଇନାହିଁ।…

ଆଫ୍ରିକା ପରେ କ୍ରିକେଟର ୩ଟି ଫର୍ମାଟରେ ଚାମ୍ପିଅନ ହେବା ଭାରତର ଲକ୍ଷ୍ୟ

ରାଞ୍ଚି: ଦିନିକିଆ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ବିପକ୍ଷରେ ୪-୧ ବିଜୟୀ ହେବା ପରେ ଭାରତର ଦୃଢ଼ ମନୋବଳ ଆସିଛି। ଏଣିକି ଭାରତର ଲକ୍ଷ୍ୟ ଟି-୨୦ ଉପରେ ନଜର ରହିବ। ବିରାଟ କୋହଲିଙ୍କ ନେତୃତ୍ୱରେ ବର୍ତମାନର ଭାରତୀୟ ଟିମ୍‌ ଆକ୍ରମଣାତ୍ମକ ଶୈଳୀରେ ଖେଳୁଛି। ବିପକ୍ଷୀ ଟିମକୁ ଭୟ କରିବାର କୌଣସି କାରଣ…