Daily Archives

October 4, 2017

ଏଲ୍‌ଓସି ଅଶାନ୍ତ : ପୁଂଚ୍‌ରେ ଗୁଳିବର୍ଷା

ଶ୍ରୀନଗର : ଜମ୍ମୁ କଶ୍ମୀରର ପୁଂଚ୍‌ ଜିଲ୍ଲାରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ଅଂଚଳରେ ପ୍ରବଳ  ଗୁଳି ବିନିମୟ ଚାଲିଛି। ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାରେ ବିଫଳ ହୋଇଥିବା ପାକିସ୍ତାନ ଆଜି ଲଗାତାର ତୃତୀୟ ଦିନରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଭୋର୍‌ ସମୟରୁ ୬ଟି ଗ୍ରାମ ଉପରେ ଗୁଳି…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କୁ ସହାୟତା ଦେଉଛି ଆଇଏସ୍‌ଆଇ: ଆମେରିକା

ଓ୍ଵାସିଂଟନ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ ଆଇ ଆତଙ୍କବାଦୀ ଗୋଷ୍ଠୀ ସହ ସଂପର୍କ ଓ ତାଳମେଳ ରଖି କାମ କରୁଛି ବୋଲି ଆମେରିକା ସେନାର ବରିଷ୍ଠ ଜେନେରାଲ ଜୋସେଫ୍‌ ଡନ୍‌ ଫୋର୍ଡ କହିଛନ୍ତି। ପାକିସ୍ତାନୀ ଗୁଇନ୍ଦାମାନେ ଆତଙ୍କବାଦୀ ନେଟ୍‌ ଓ୍ଵର୍କକୁ ସୁରକ୍ଷା ଦେବାପାଇଁ ଭିତ୍ତିଭୂମି…
ଅଧିକ ଖବର ଦେଖନ୍ତୁ...

ଉପର ମହଲାରୁ ପଡ଼ି ରାଜପରିବାରର ବୋହୂ ଐଶ୍ୱର୍ଯ୍ୟ ଲକ୍ଷ୍ମୀ ଦେବୀଙ୍କ ମୃତ୍ୟୁ

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ରାଜପରିବାରର ବୋହୂ ତଥା ପ୍ରତାପ କେଶରୀ ସିଂ ବରିହାଙ୍କ ପତ୍ନୀ ଐଶ୍ୱର୍ଯ୍ୟ ଲକ୍ଷ୍ମୀ ଦେବୀ (୫୫)ଙ୍କ ବୁଧବାର ସକାଳେ ଏକ ଅଭାବନୀୟ ପରିସ୍ଥିତିରେ ମୃତ୍ୟୁ ହୋଇଯାଇଛି। ସେ ଆଜି ନିଜ ଘର ଝରକାରେ ଭରା ଦେଇ ଠିଆ ହୋଇ କଥା ହେଉଥିବା ବେଳେ ହଠାତ୍‌ ତାହା ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶ: ଆବେଦନ ଦେବାକୁ ଯାଇଥିବା ଚାଷୀଙ୍କ ଉପରକୁ ପୁଲିସର ଲାଠିଚାର୍ଜ

ଭୋପାଲ: ମଧ୍ୟପ୍ରଦେଶର ଟିକମଗଡ଼ ଜିଲ୍ଲାରେ ଜିଲ୍ଲାପାଳଙ୍କୁ ଆବେଦନ ଦେବାକୁ ଯାଇଥିବା ଚାଷୀଙ୍କ ଉପରକୁ ବୁଧବାର ପୁଲିସ ଲାଠି ଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ଏହି ଘଟଣାରେ ୨୫ଜଣ କଂଗ୍ରେସ ନେତା ଓ ୮ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। କଂଗ୍ରେସ କର୍ମୀମାନେ ପୁଲିସ ଉପରକୁ…
ଅଧିକ ଖବର ଦେଖନ୍ତୁ...

ସମସ୍ତ ଫୋନରେ ଉପଲବ୍ଧ ହେବ ୨୨ଟି ଆଞ୍ଚଳିକ ଭାଷା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମୋବାଇଲ ଫୋନ ଓ କମ୍ପ୍ୟୁଟରର ବହୁଳମାତ୍ରାରେ ବ୍ୟବହାର କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ କଂପାନି ଏହାକୁ ନେଇ ଅନେକ ପରୀକ୍ଷାନିରୀକ୍ଷା କରୁଛନ୍ତି । ସମ୍ପ୍ରତି ଏକ ଖବର ପ୍ରକାଶ ପାଇଛି କି, ୨୦୧୮ଫେବୃୟାରି ସୁଦ୍ଧା ସବୁ ଫୋନରେ ୨୨ଟି ଆଞ୍ଚଳିକ ଭାଷା…
ଅଧିକ ଖବର ଦେଖନ୍ତୁ...

ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ୪ଜଣ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୪ଜଣଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ନିଯୁକ୍ତି ଦେଇଛନ୍ତି। ଏହି କ୍ରମରେ ଗଜପତି ଜିଲ୍ଲା ପାଇଁ ଅର୍ନ୍ତୟାମୀ ଗମାଙ୍ଗ, ସୁନ୍ଦରଗଡ଼ ପାଇଁ ସନ୍ତୋଷ ଅମାତ, ରାୟଗଡ଼ା ପାଇଁ ଜଗନ୍ନାଥ ନନ୍ଦରୁକା ଓ ମୟୁରଭଞ୍ଜ ପାଇଁ ଡାକ୍ତର ଦେବାଶିଷ…
ଅଧିକ ଖବର ଦେଖନ୍ତୁ...

ଏହି ୫ଟି ଶ୍ରେଣୀର ବ୍ୟକ୍ତି ଆଦୌ ଖାଆନ୍ତୁନି ଅମୃତଭଣ୍ଡା!

ସାଧାରଣତଃ ଅମୃତଭଣ୍ଡା ଖାଇବା ଦ୍ୱାରା ବ୍ୟକ୍ତିର ବହୁତ କିଛି ଲାଭ ହୋଇଥାଏ।ହେଲେ ଏପରି କିଛି ପରିସ୍ଥିତି ଥିଲେ ଜଣଙ୍କୁ ଅମୃତଭଣ୍ଡାର ଖାଇବା ମହଙ୍ଗା ପଡ଼ିପାରେ। କାହିଁକିନା ଅମୃତଭଣ୍ଡାରେ ‘ପପାଇନ୍‌’ନାମକ ନ୍ୟୁଟ୍ରିଏଣ୍ଟ୍‌ସ ରହିଥିବା ଯୋଗୁଁ,ଏହା ଉକ୍ତ ବ୍ୟକ୍ତିଙ୍କ ଲାଗି ଅନେକଗୁଡ଼ିଏ ରୋଗର…
ଅଧିକ ଖବର ଦେଖନ୍ତୁ...

ଆଫ୍ରିକା ପରେ କ୍ରିକେଟର ୩ଟି ଫର୍ମାଟରେ ଚାମ୍ପିଅନ ହେବା ଭାରତର ଲକ୍ଷ୍ୟ

ରାଞ୍ଚି: ଦିନିକିଆ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ବିପକ୍ଷରେ ୪-୧ ବିଜୟୀ ହେବା ପରେ ଭାରତର ଦୃଢ଼ ମନୋବଳ ଆସିଛି। ଏଣିକି ଭାରତର ଲକ୍ଷ୍ୟ ଟି-୨୦ ଉପରେ ନଜର ରହିବ। ବିରାଟ କୋହଲିଙ୍କ ନେତୃତ୍ୱରେ ବର୍ତମାନର ଭାରତୀୟ ଟିମ୍‌ ଆକ୍ରମଣାତ୍ମକ ଶୈଳୀରେ ଖେଳୁଛି। ବିପକ୍ଷୀ ଟିମକୁ ଭୟ କରିବାର କୌଣସି କାରଣ…
ଅଧିକ ଖବର ଦେଖନ୍ତୁ...

ସ୍ଥାୟୀ ଜମା ଉପରେ ସୁଧ ହାର ହ୍ରାସ କରିଛି ଏସ୍‌ବିଆଇ !

ନୂଆଦିଲ୍ଲୀ: ସ୍ଥାୟୀ ଜମା ଉପରେ ଭାରତୀୟ ଷ୍ଟେଟବ୍ୟାଙ୍କ (ଏସବିଆଇ) ସୁଧ ହାର ହ୍ରାସ କରିଛି । ବାର୍ଷିକ ୬.୭୫ ପ୍ରତିଶତ ବଦଳରେ ଜମାକାରୀଙ୍କୁ ୬.୫୦ ପ୍ରତିଶତ ହାରରେ ସୁଧ ମିଳିବ। ଗ୍ରାହକ ଯଦି ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକ ବର୍ଷ ପାଇଁ ଟଙ୍କା ଜମା କରନ୍ତି ତେବେ ୬୭୫୦ ଟଙ୍କା ବଦଳରେ ୬୫୦୦…
ଅଧିକ ଖବର ଦେଖନ୍ତୁ...

ମୋଦି କାହାରି କଥା ଶୁଣନ୍ତି ନାହିଁ, ଯାହା ମନକୁ ଆସେ ତାହା କହିିଥାଆନ୍ତି: ରାହୁଲ

ଆମେଥି : ମୋଦି କାହାରି କଥା ଶୁଣନ୍ତି ନାହିଁ, ଯାହା ମନକୁ ଆସେ ତାହା ଦେଶ ଉପରେ ଲାଗୁ କରି ଦେଇଥାଆନ୍ତି। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ଆମେଥି ଗସ୍ତ କାଳରେ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ବିଜେପି ସରକାରଙ୍କୁ ଆକ୍ଷେପ କରି ଏହା କହିଛନ୍ତି। ରାହୁଲ କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...