Daily Archives

October 4, 2017

ଉଗ୍ରବାଦୀଙ୍କୁ ସଫା କରିବାକୁ ହେଲେ ମିଳିତ ସହଯୋଗ ଦରକାର: ଏସ୍‌ପି ସିଂହ

ସୁନ୍ଦରଗଡ଼: ଯେତେ ଦିନ ପର୍ଯ୍ୟନ୍ତ ଏକାଠି ହୋଇ କାମ କରା ନଯାଇଛି, ସେପର୍ଯ୍ୟନ୍ତ ଉଗ୍ରବାଦୀମାନଙ୍କୁ ହଟାଇବା ସହଜ ନୁହେଁ ବୋଲି ଏସ୍‌ପି ରାଜୀବ ରଞ୍ଜନ ସିଂହ କହିଛନ୍ତି। ସେ କହିଛନ୍ତି, ଝାରଖଣ୍ଡରୁ ଫେରାର ହେଉଥିବା ଉଗ୍ରବାଦୀ ସୀମାନ୍ତ ଗୁମଲା ଅଥବା ଓଡ଼ିଶାରେ ନିଜର ବିସ୍ତାର ଲାଭ କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଗିରଫ ପୂର୍ବରୁ ହନିପ୍ରୀତଙ୍କ ସହିତ ୫ଦିନ ସମ୍ପର୍କରେ ଥିଲେ ହରିୟାଣା ପୁଲିସ

ଚଣ୍ଡିଗଡ଼: ପଞ୍ଜାବର ମୋହାଲି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପୂର୍ବରୁ ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କ ପାଳିତ କନ୍ୟା ହନିପ୍ରୀତ ଇନସାନ୍‌ଙ୍କୁ ହରିୟାଣା ପୁଲିସ ମଙ୍ଗଳବାର ଗିରଫ କରିଥିଲା। ତେବେ ବୁଧବାର ଖବର ମିଳିଛି ଯେ, ହନିପ୍ରୀତ ଗିରଫ ହେବା ପୂର୍ବରୁ ୫ଦିନ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ପୋଷା କୁକୁରକୁ ଟୁଇଟରରେ ସରପ୍ରାଇଜ ଦେଲେ କ୍ରିକେଟର ରୋହିତ

ନୂଆଦିଲ୍ଲୀ: ଆକ୍ଟୋର ୪ ହେଉଛି ‘ଓ୍ଵାଲର୍ଡ ଆନିମଲ ଡେ’ । କ୍ରିକେଟର ରୋହିତ ଶର୍ମା ବୁଧବାର ‘ଓ୍ଵାଲର୍ଡ ଆନିମଲ ଡେ’ରେ ନିଜର ଏକ ପୋଷା କୁକୁର ସହିତ ଫଟୋ ଉଠାଇ ଟୁଇଟରରେ ସେୟାର କରିଛନ୍ତି। ରୋହିତ ଟୁଇଟରରେ ଲେଖିଛନ୍ତି, ‘ଓ୍ଵାଲର୍ଡ ଆନିମଲ ଡେ’ରେ ମୁଁ ମୋର ସାଙ୍ଗ(ପୋଷା କୁକୁର)କୁ ଏହି ଜରିଆରେ…
ଅଧିକ ଖବର ଦେଖନ୍ତୁ...

ପୁରୀ: ୨୦ଟି ବାଇକ ଜବତ, ୪ ଗିରଫ

ପୁରୀ: କୁମ୍ଭାରପଡ଼ା ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୨୦ଟି ବାଇକକୁ ଜବତ କରିବା ସହ ଘଟଣାରେ ଜଡ଼ିତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ମାତ୍ରେ ପୁଲିସ ଚୋରମାନଙ୍କ ଉପରକୁ ଚଢ଼ାଉ କରିଥିଲା। ଗିରଫ ପରେ ପଚରାଉଚରା ବେଳେ ୨୦ଟି…
ଅଧିକ ଖବର ଦେଖନ୍ତୁ...

ରଜନୀଶ କୁମାର ହେବେ ‘ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ’ର ପରବର୍ତ୍ତୀ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦେଶର ବୃହତ୍ତମ ବ୍ୟାଙ୍କ ‘ଭାରତୀୟ ଷ୍ଟେଟ ବ୍ୟାଙ୍କ’ର ପରବର୍ତ୍ତୀ ଅଧ୍ୟକ୍ଷ ରଜନୀଶ କୁମାର ହେବେ ବୋଲି ବୁଧବାର ସରକାରଙ୍କ କାର୍ମୀକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ସୂଚନା ଦେଇଛନ୍ତି। ବର୍ତମାନର ଏସ୍‌ବିଆଇ ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କ ଅବସର ଆଗାମୀ ଅକ୍ଟୋବର ୬ରେ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମୌର ଜିଲ୍ଲା ଅଦାଲତରେ ବିସ୍ଫୋରଣ, ବାଥରୁମ ଫ୍ଲସରେ ଥିଲା ବିସ୍ଫୋରକ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ମୌର ଏକ ଅଦାଲତରେ ବୁଧବାର ବିସ୍ଫୋରଣ ଘଟିଛି। ଅଦାଲତର ପ୍ରଥମ ମହଲାରେ ଥିବା ବାଥରୁମ୍‌ରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏହି ବିସ୍ଫୋରଣ କିପରି ହେଲା ତାହାର ସୂଚନା ମିଳି ପାରି ନଥିଲା। ଅଦାଲତରେ ଉପସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଆମାଜନ୍‌ରେ ଶସ୍ତାରେ ମିଳୁଛି ଏହି ଫୋନ୍‌

ନୂଆଦିଲ୍ଲୀ: ଦୀପାବଳିକୁ ଦୃଷ୍ଟିରେ ରଖି ଆମାଜନ ପୁଣିଥରେ ‘ଦ ଗ୍ରେଟ ଇଣ୍ଡିଆନ ସେଲ’ ଅଫର ଆରମ୍ଭ କରିଛି। ଏହି ଅଫର ଜରିଆରେ ସାମଗ୍ରୀ କିଣିବା ଦ୍ୱାରା ଗ୍ରାହକଙ୍କୁ ଅନେକ ରିହାତି ମିଳିବ। ଆମାଜନରେ ରିହାତି ଛଡ଼ା ଅନ୍ୟନ୍ୟା ଅଫର ବି ରହିଛି। ଆମାଜନରୁ ଜିନିଷ କିଣିବା ସମୟରେ ସିଟି ବ୍ୟାଙ୍କର…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବର ୧୩ରେ ପ୍ରଭାତ ବିଶ୍ୱାଳଙ୍କ ପରବର୍ତ୍ତୀ ଶୁଣାଣି

କଟକ: ସିସୋର ଚିଟ୍‌ ଫଣ୍ଡ ଲିଙ୍କ ମାମଲାରେ ଗିରଫ ହୋଇଥିବା କଟକ-ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପରବର୍ତ୍ତୀ ଶୁଣାଣି ହାଇକୋର୍ଟରେ ଆଗାମୀ ଅକ୍ଟୋବର ୧୩ରେ ହେବ। କେସ ଡାଏରୀ ଦାଖଲ କରିବାକୁ ସିବିଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ସେପ୍ଟେମ୍ବର ୧୮ ରାତିରେ ଗିରଫ କରାଯିବା ପରେ…
ଅଧିକ ଖବର ଦେଖନ୍ତୁ...

ଗିରଫ ପରେ ହନିପ୍ରୀତଙ୍କୁ ରାତି ୩ଟା ପର୍ଯ୍ୟନ୍ତ ଜେରା କରିଥିଲା ପୁଲିସ

ପଞ୍ଚକୁଲା: ଗୁରମିତ ରାମ ରହିମ ସିଂହଙ୍କ ପାଳିତ କନ୍ୟାଙ୍କୁ ହରିୟାଣା ପୁଲିସ ମଙ୍ଗଳବାର ଗିରଫ କରିଥିଲା। ଏହାପରେ ତାଙ୍କୁ ପଞ୍ଚକୁଲା ପୁଲିସ ଥାନାକୁ ଆଣି ରାତି ୩ଟା ପର୍ଯ୍ୟନ୍ତ ପଚରାଉଚରା ଜାରି ରଖିଥିଲା ପୁଲିସ। ଗତକାଲି ରାତିରେ ହନିପ୍ରୀତଙ୍କ ମୁଣ୍ଡବଥା ହେବାରୁ ତାଙ୍କୁ ଚିକିତ୍ସା ପାଇଁ…
ଅଧିକ ଖବର ଦେଖନ୍ତୁ...

୩ ବୈଜ୍ଞାନିକଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ରସାୟନ ବିଜ୍ଞାନକୁ ଉଲ୍ଲେଖନୀୟ ଯୋଗଦାନ ପାଇଁ ୩ ଜଣ ବୈଜ୍ଞାନିକଙ୍କୁ ୨୦୧୭ ଲାଗି ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଏ ନେଇ ବୁଧବାର ନୋବେଲ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି। ତିନିଜଣ ବୈଜ୍ଞାନିକଙ୍କୁ ମିଳିତ ଭାବେ ସମ୍ମାନିତ କରାଯିବ। ବିଶ୍ୱର ଏହି ଶୀର୍ଷ ପୁରସ୍କାର…
ଅଧିକ ଖବର ଦେଖନ୍ତୁ...