Daily Archives

October 4, 2017

ଅରୁଣାଚଳ ପ୍ରଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳ

ଭାରତରେ ଏମିତି ଅନେକ ରାଜ୍ୟ ଅଛି, ଯାହାର ପ୍ରାକୃତିକ ଶୋଭା ଅନେକଙ୍କୁ ଆକର୍ଷିତ କରେ,ଆଉ କେତେକଙ୍କୁ ବିସ୍ମିତ କରେ। ଏଭଳି ଏକ ରାଜ୍ୟ ହେଲା ଅରୁଣାଚଳ ପ୍ରଦେଶ । ଏହା ଭାରତର ଏକ ଏଭଳି ଏକ ସବୁଜିମାଘେରା ପ୍ରାକୃତିକ ପରିବେଶର ସମ୍ଭାର ଥିବା ରାଜ୍ୟ । ଏହାର ରାଜଧାନୀ ଇଟାନଗର ଠାରେ ଅବସ୍ଥିତ ।…
ଅଧିକ ଖବର ଦେଖନ୍ତୁ...

ହନିପ୍ରୀତଙ୍କୁ ୬ଦିନିଆ ରିମାଣ୍ଡରେ ନେଲା ପୁଲିସ

ଚଣ୍ଡିଗଡ଼: ଡେରା ସଚ୍ଚା ସୌଦା ମୁଖ୍ୟ ବାବା ରାମ ରହିମଙ୍କ ପାଳିତ କନ୍ୟାଙ୍କୁ ୬ଦିନିଆ ରିମାଣ୍ଡରେ ନେଇଛି ପୁଲିସ। ପୂର୍ବରୁ ହନିପ୍ରୀତଙ୍କୁ ୧୪ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସ ଆବେଦନ କରିଥିଲା।  ପଞ୍ଜାବର ମୋହାଲି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପୂର୍ବରୁ ଡେରା ସଚ୍ଚା ମୁଖ୍ୟ ରାମ…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ ଦର ଲିଟର ପ୍ରତି କମିଲା ୨.୫୦ ଟଙ୍କା, ଡିଜେଲ ୨.୨୫ ଟଙ୍କା ଶସ୍ତା

ନୂଆଦିଲ୍ଲୀ: ପେଟ୍ରୋଲ ଦର ବୁଧବାର ଲିଟର ପ୍ରତି ୨.୫୦ଟଙ୍କା କମିଥିବା ବେଳେ, ଡିଜେଲ ଲିଟର ପ୍ରତି ୨.୨୫ଟଙ୍କା ଶସ୍ତା ହୋଇଛି। ପେଟ୍ରୋଲ ଓ ଡିଜେଲ ଉପରେ ମଙ୍ଗଳବାର ଲିଟର ପ୍ରତି ୨ଟଙ୍କା ବେସିକ୍‌ ଉତ୍ପାଦନ ଶୁଲ୍କ କମିଛି। ଉତ୍ପାଦନ ଶୁକ୍ଲ ହ୍ରାସର ପ୍ରଭାବରେ ପେଟ୍ରୋଲ ଓ ଡିଜେଲ ପୂର୍ବ ତୁଳନାରେ…
ଅଧିକ ଖବର ଦେଖନ୍ତୁ...

ଏଟିଏମ୍‌ରୁ ଟଙ୍କା ନ ଉଠି ବି ଯଦି ଖାତାରୁ କଟି ଯାଇଛି ତେବେ ଆପଣାନ୍ତୁ ଏହି ଉପାୟ!

ମୁମ୍ବାଇ: ଅଧିକାଂଶ ଲୋକେ ଏଟିଏମ୍‌ରୁ ଟଙ୍କା କାଢ଼ିବା ବେଳେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ନିକଟରେ ଏଟିଏମ୍‌ରୁ ଅନେକ ଚିରା ଟଙ୍କା ପାଇଥିବା ଅଭିଯୋଗ ହୋଇଥିଲା। କେବଳ ସେତିକି ନୁହେଁ ଏଟିଏମ୍‌କୁ ନେଇ ଗୁଡ଼ାଏ ସମସ୍ୟ ହୋଇଥାଏ। ଟଙ୍କା ନ ବାହାରି ବି ଜମା ଖାତାରୁ ଟଙ୍କା କଟିଯିବା ଏକ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼କୁ ବାଇକରେ ଆସୁଥିବା ଜଣେ ଯୁବକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ବୁଧବାର ଅପରାହ୍ନ ୧ଟା ୩୦ରେ ଯୁବକ ଜଣକ ବାଇକରେ ଆସୁଥିଲେ। ରସରାଜପୁର ନିକଟରେ ସେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ…
ଅଧିକ ଖବର ଦେଖନ୍ତୁ...

କନ୍ୟାର ନାମକରଣ ଉତ୍ସବକୁ ସ୍ୱତନ୍ତ୍ର ଢ଼ଙ୍ଗରେ ଆୟୋଜନ କରି ଏହି ଦମ୍ପତି ହେଲେ ଚର୍ଚ୍ଚିତ

ପୁଣେ: ପୁଣେର ଏକ ଦମ୍ପତି ସେମାନଙ୍କର ପ୍ରଥମ କନ୍ୟା ସନ୍ତାନର ନାମକରଣ ଉତ୍ସବକୁ ଏକ ଭିନ୍ନ ଢ଼ଙ୍ଗରେ ପାଳନ କରି ସଂପ୍ରତି ସମଗ୍ର ଦେଶରେ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି। ସଂପୃକ୍ତ ଦମ୍ପତି ରଣଜିତ ଓ ନେହା ନାଏକ ସେମାନଙ୍କ ପ୍ରଥମ କନ୍ୟା ସନ୍ତାନର ନାମକରଣ ଉପଲକ୍ଷେ କୌଣସି ପ୍ରକାର ବ୍ୟୟ ବହୁଳ ଭୋଜିର…
ଅଧିକ ଖବର ଦେଖନ୍ତୁ...

ଅବବାସ-ମସ୍ତାନଙ୍କ ଫିଲ୍ମରେ ପୁଣି ଅକ୍ଷୟ କୁମାର !

ବଲିଉଡ୍‌ ହିରୋ ଅକ୍ଷୟ କୁମାର ଏବେ ସବୁଠୁଁ ଲୋକପ୍ରିୟ ନାୟକ । ତାଙ୍କ ଫିଲ୍ମକୁ ବକ୍ସ ଅଫିସରେ ଲଗାତର ମିଳୁଛି ଜବରଦସ୍ତ ସଫଳତା । ଚଳିତ ବର୍ଷ ତାଙ୍କ ଅଭିନୀତ ‘ ଟଏଲେଟ୍‌ ଏକ ପ୍ରେମ୍‌କଥା’ ଓ ଜଲି ଏଲ ଏଲବି-୨ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି । ଏଣେ ତାଙ୍କ ପଛରେ ପ୍ରଯୋଜକ, ନିର୍ଦ୍ଦେଶକଙ୍କର…
ଅଧିକ ଖବର ଦେଖନ୍ତୁ...

ଓଭର୍‌ ବଜେଟ୍‌ ହୋଇଥିଲା ଦୀଲିପ୍‌ କୁମାରଙ୍କ ‘ମଧୁମତୀ’ !

୧୯୫୮ ମସିହାରେ ଏକ ସୁପର୍‌ ହିଟ୍‌ ଫିଲ୍ମ ଥିଲା ‘ମଧୁମତୀ’।ଏହାର ନିର୍ଦ୍ଦେଶନା ଦେଇଥିଲେ ପ୍ରଖ୍ୟାତ ନିର୍ଦ୍ଦେଶକ ବିମଲ୍‌ ରାୟ।ଏଥିରେ ଦିଲୀପ୍‌ କୁମାର ଓ ବୈଜୟନ୍ତୀମାଲା ଥିଲେ ଲିଡ଼୍‍ ରୋଲ୍‌ରେ । ପୁନର୍ଜନ୍ମର କାହାଣୀକୁ ନେଇ ପ୍ରସ୍ତୁତ ଏହି ସିନେମା ଯେ ଏତେ ବଡ଼ ହିଟ୍‌ ହେବ,ତାହା ନିର୍ଦ୍ଦେଶକ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ଟ୍ରକ୍‌ ସହ ସ୍କୁଟି ମୁହାଁମୁହିଁ, ସ୍କୁଟି ଚାଳକ ମୃତ

ବାଲେଶ୍ୱର: ବାଲେଶ୍ୱରର ସହଦେବ ଖୁଣ୍ଟା ଥାନା ଅଞ୍ଚଳର ହୋଟେଲ୍‌ ସୂରଜ ପାଖରେ ଏକ ଟ୍ରକ୍‌ ସହ ଧକ୍କା ହୋଇ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଙ୍ଗାରଗଡ଼ିଆରେ ବାସ କରୁଥିବା ଦେବେନ୍ଦ୍ର ନାୟକ। ଦେବେନ୍ଦ୍ରଙ୍କ ଘର ଖଣ୍ଟପଦା ଥନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

‘ପଦ୍ମାବତୀ’ପାଇଁ ରଣବୀର୍‌ ସିଂହଙ୍କ ଫାର୍ଷ୍ଟଲୁକ୍‌ ଥିବା ୨ଟି ପୋଷ୍ଟର୍‌ ରିଲିଜ୍‌ ହେଲା

ବଲିଉଡ଼୍‍ର ବହୁ ପ୍ରତୀକ୍ଷିତ ଫିଲ୍ମ ରାଣୀ ‘ପଦ୍ମାବତୀ’ରେ ଅଭିନେତ୍ରୀ ଦୀପିକା ପାଦୁକନ୍‌ ରାଣୀ ପଦ୍ମାବତୀଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ଅଭିନେତା ସାହିଦ୍‌ କପୁର୍‌ ରାଜା ରତନ୍‌ ସିଂହଙ୍କ ଭୂମିକାରେ ନଜର ଆସୁଛନ୍ତି। ତେବେ ପୂର୍ବରୁ ଅଭିନେତ୍ରୀ ଦୀପିକା ଓ ଅଭିନେତା ସାହିଦ୍‌ଙ୍କର…
ଅଧିକ ଖବର ଦେଖନ୍ତୁ...