Daily Archives

December 3, 2017

ବିଜେପି ବିଧାୟକଙ୍କ ମଇଁଷି ଚୋରି, ଥାନାରେ ଅଭିଯୋଗ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୀତାପୁରରେ ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକଙ୍କ ୨ଟି ମଇଁଷି ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। କୋତଓ୍ଵାଲି ଅଞ୍ଚଳର ବିଧାୟକ ସୁରେଶ ରାହିଙ୍କ ଫାର୍ମରୁ ଶନିବାର ରାତିରେ ଚୋରମାନେ ମଇଁଷି ଚୋରି କରିଛନ୍ତି। ରାତି ପାହିଲା ପରେ ଚପରାସୀ ଏହି ଘଟଣା ସମ୍ପର୍କରେ…
ଅଧିକ ଖବର ଦେଖନ୍ତୁ...

ସମ୍ଭାବ୍ୟ ବର୍ଷା ନେଇ ଏସଆରସିଙ୍କ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର: ବାତ୍ୟା ‘ଓଖି’ ପ୍ରଭାବରେ ଆଗାମୀ ଡିସେମ୍ବର ୭ରୁ ଓଡ଼ିଶାରେ ସମ୍ଭାବିତ ବର୍ଷାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ରିଲିଫ କମିସନ୍‌ ବିଷ୍ଣୁପଦ ସେଠୀ ରବିବାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଉତ୍ତର ସୁମାତ୍ରା ଉପକୂଳ ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ଆଖପାଖ ଅଞ୍ଚଳରେ ଲଘୁଚାପ…
ଅଧିକ ଖବର ଦେଖନ୍ତୁ...

ଅଙ୍ଗନଓ୍ଵାଡି ପରେ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ିଲା ଜିଲ୍ଲାପାଳଙ୍କ ଝିଅ

ରାୟପୁର: ଛତିଶଗଡର ବଳରାମପୁର ଜିଲ୍ଲାର ଜିଲ୍ଲାପାଳଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଏହି ଫଟୋରେ ଆପଣ ଦେଖିବାକୁ ପାଉଥିବେ ଜିଲ୍ଲାପାଳ ଏକ କୁନି ଝିଅ ସହିତ ବସି ମାଧ୍ୟାହ୍ନ ଭୋଜନ ଖାଉଛନ୍ତି। ତେବେ ଆସନ୍ତୁ ଜାଣିବା ଘଟଣା ଟି କ’ଣ.. ଆଇଏଏସ ଅଧିକାରୀ ଜଣକ ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ-ଚୀନକୁ ମାତ୍‌ ଦେଲା ଭାରତର ରଣନୀତି !

ଭାରତ ସହଯୋଗରେ ଇରାନରେ ଆରବ ସାଗରକୂଳରେ ନିର୍ମିତ ଚାବାହାର ବନ୍ଦରର ସଂପ୍ରସାରିତ ପ୍ରକଳ୍ପ ଆଜି ଉଦଘାଟିତ ହୋଇଛି । ଏହାକୁ ଇରାନର ରାଷ୍ଟ୍ରପତି ହାସାନ ରୌହାନୀ ଉଦଘାଟନ କରିଥିଲେ । ଏହି ଉଦଘାଟନର ଠିକ ଗୋଟିଏ ଦିନ ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କୌଣସି ପୂର୍ବକାର୍ଯ୍ୟସୂଚୀ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ଭଳି ୧୪୦ଟି ମାମଲା ସମ୍ପର୍କରେ ପୁଲିସକୁ ପ୍ରମାଣ ଦେଇଥିଲେ ଏହି ବ୍ୟକ୍ତି

ମୁମ୍ବାଇ: ଅନେକ ସମୟରେ ରାସ୍ତାଘାଟ, ଦୋକାନବଜାର, ରେଳ ଷ୍ଟେସନ୍‌ମାନଙ୍କରେ କେତେକ ଅସାମାଜିକ ଲୋକ ଝିଅମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହିତ ଅଜଥାରେ ହଇରାଣହରକତ କରୁଥିବାର ଘଟଣା ସାମ୍ନାକୁ ଆସିଥାଏ। ତେବେ ମୁମ୍ବାଇର ସ୍ଥାନୀୟ ଅଞ୍ଚଳରେ ଏଭଳି ମାମଲାକୁ ସାମ୍ନା କରିବା ପାଇଁ ଆଗେଇ ଆସିଛନ୍ତି…
ଅଧିକ ଖବର ଦେଖନ୍ତୁ...

ମୋ ବିରୋଧରେ ଆଗତ ମାନହାନି ମାମଲାକୁ ହସିହସି ସାମ୍ନା କରିବି: ଡିଆଇଜି ରୁପା

ବେଙ୍ଗାଲୁରୁ: ଦୁର୍ନୀତି ମାମଲାରେ ଫସିଥିବା ଏଆଇଏଡିଏମ୍‌କେ ନେତ୍ରୀ ଶଶିକଳାଙ୍କୁ ଜେଲରେ ଦିଆଯାଉଥିବା ବିଶେଷ ସୁବିଧା ଉପରେ କର୍ଣ୍ଣାଟକ ଡିଆଇଜି ଡି ରୁପା ଅଙ୍କୁଶ ଲାଗାଇଥିଲେ। ଗତ ଜୁଲାଇ ୧୩ରେ ରୁପା ଅଭିଯୋଗ ଆଣି କହିଥିଲେ, ଡିଜିପି ଏଚଏସ୍‌ ସତ୍ୟନାରାୟଣ ରାଓ ଶିଶିକଳାଙ୍କୁ ଜେଲ ଭିତରେ…
ଅଧିକ ଖବର ଦେଖନ୍ତୁ...