Daily Archives

February 25, 2018

ସ୍ୱାମୀର ଠେଙ୍ଗା ମାଡ଼ରେ ପତ୍ନୀଙ୍କ ପ୍ରାଣଗଲା

ଠାକୁରମୁଣ୍ଡା : ଘରୋଇ କଳି କାଳ ହେଲା। ଜଣେ ନିଷ୍ଠୁର ସ୍ୱାମୀର ଠେଙ୍ଗା ମାଡ଼ରେ ପତ୍ନୀଙ୍କ ପ୍ରାଣହାନି ଘଟିଛି। ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଚମ୍ପାଝର ଗ୍ରାମରେ ଆଜି ଏହି ଅଘଟଣ ଘଟିଛି। ମୃତକ ହେଉଛନ୍ତି ଗ୍ରାମର ବାବୁଲି ସିଦୁଙ୍କ ପତ୍ନୀ ତୁଳସୀ। ଘଟଣାରୁ ପ୍ରକାଶ, ଚମ୍ପାଝର…
ଅଧିକ ଖବର ଦେଖନ୍ତୁ...

ଦିଅରର କୁରାଢ଼ି ଚୋଟରେ ଭାଉଜ ମୃତ

ଉଦଳା/ଉଦଳା(୧) : ସମ୍ପତ୍ତି ଲୋଭ ବିପତ୍ତି ଡାକିଆଣିଲା। ଦିଅରର ଏପରି ଲୋଭ ଶେଷରେ ଭାଉଜର ପ୍ରାଣ ନେଇଯାଇଛି। ଟାଙ୍ଗିଆ ଚୋଟରେ ମାରି ଶିକ୍ଷୟିତ୍ରୀ ଭାଉଜଙ୍କୁ ହତ୍ୟା କରିଛି ଦିଅର। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଶ୍ରୀଦାମଚନ୍ଦ୍ରପୁର ପଞ୍ଚାୟତ ଖଡ଼ିକାଶୋଳ ଗ୍ରାମରେ। ଏ…
ଅଧିକ ଖବର ଦେଖନ୍ତୁ...

ନିଯୁକ୍ତ ହେବେ ହାଇକୋର୍ଟର ୩୭ ଅତିରିକ୍ତ ବିଚାରପତି

ନୂଆଦିଲ୍ଲୀ: ଦେଶର ୫ଟି ହାଇକୋର୍ଟର ୩୭ଜଣ ଅତିରିକ୍ତ ବିଚାରପତିଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରିଛନ୍ତି। ମୁଖ୍ୟ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଜେ.ଚେଲମେଶ୍ୱର ଓ ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଦ୍ୱାରା ଗଠିତ କଲେଜିୟମ୍‌ ଏହି ସୁପାରିସ୍‌…
ଅଧିକ ଖବର ଦେଖନ୍ତୁ...

ମହୁମାଛି ଆକ୍ରମଣରେ ୫ ଗୁରୁତର

କର୍ଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୁଟିଗାଁସ୍ଥିତ ଶିବ ମନ୍ଦିର ଠାରେ ମହୁମାଛି ଆକ୍ରମଣରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ସ. ମାଲପଡ଼ା ଗାଁର କୁଶ ସାହୁ ତାଙ୍କ ଝିଅଙ୍କ ଚୂଡ଼ାକରଣ କରୁଥିବା ସମୟରେ ହଠାତ୍‌ ମହୁମାଛି ଗୁଡ଼ିକ ଉପସ୍ଥିତ ଲୋକମାନଙ୍କୁ ଆକ୍ରମଣ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

୧୬ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ଥିରୁବନନ୍ତପୁରମ: ଦୁଇଦିନ ତଳେ କେରଳରେ ଜଣେ ଆଦିବାସୀ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ମାମଲାରେ କେରଳ ପୁଲିସ ୧୬ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ଏବଂ କେନ୍ଦ୍ର ସରକାର କେରଳ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି। ଅନ୍ୟପକ୍ଷରେ ହତ୍ୟାକାଣ୍ଡ ବିରୋଧରେ ବିଜେପି ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ନିଆଁ ଲାଗି ଜଳିଗଲା କାର୍‌ : ଅଳ୍ପକେ ବର୍ତ୍ତିଲେ ଶିଶୁ ସମେତ ପରିବାରର ୫ ଜଣ

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ରାହାଣିଆ ଗ୍ରାମରେ ଅଚାନକ ନିଆଁ ଲାଗି ଏକ କାର୍‌ ଜଳିଯାଇଛି। ସୌଭାଗ୍ୟବଶତଃ ଏଥିରେ ଥିବା ଗୋଟିଏ ପରିବାରର ଜଣେ ଶିଶୁ ସମେତ ୫ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ୧୨ଟା ବେଳେ କେନ୍ଦ୍ରାପଡା ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଭିନ୍ନ ଜଗତରୁ ଆସୁଛି ଘାତକ ବାର୍ତ୍ତା! ବ୍ୟାଖ୍ୟା କଲେ ଧ୍ୱଂସ ପାଇଯିବ ମାନବ ସମାଜ

ନୂଆଦିଲ୍ଲୀ: ଅନ୍ତରୀକ୍ଷରୁ ଆସୁଥିବା ଅଜ୍ଞାତ ବାର୍ତ୍ତା ପୃଥିବୀବାସୀଙ୍କ ପାଇଁ ଘାତକ ସାବ୍ୟସ୍ତ ହେବ। ଭିନ୍ନ ଗ୍ରହର ଜୀବ(ଏଲିଏନ୍‌)ମାନେ ପଠାଉଥିବା ଏହି  ଦୁର୍ବୋଧ୍ୟ ସଂକେତଗୁଡ଼ିକୁ ବ୍ୟାଖ୍ୟା କରିବାର ପରିଣତି ସ୍ୱରୂପ ଭୂପୃଷ୍ଠରୁ ଜୀବଜଗତ ଧ୍ୱଂସ ପାଇଯିବ। ଏଭଳି ଆଶଙ୍କା ପ୍ରକଟ କରି…
ଅଧିକ ଖବର ଦେଖନ୍ତୁ...

ଆମେରିକା ସହ ଆଲୋଚନା ପାଇଁ ଉତ୍ତର କୋରିଆ ଆଗ୍ରହୀ

ସିଓଲ: ଆମେରିକା ସହିତ ଆଲୋଚନା କରିବାକୁ ଉତ୍ତର କୋରିଆ ଆଗ୍ରହୀ ଅଛି। ପ୍ୟେଙ୍ଗଚାଙ୍ଗ୍‌ ଶୀତ ଅଲିମ୍ପିକ୍‌ରେ ଯୋଗଦେବାକୁ ଯାଇଥିବା ଉତ୍ତର କୋରିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଏହି ମନ୍ତବ୍ୟ ଦେଇଛନ୍ତି ବୋଲି ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଆଜି ମୁମ୍ବାଇ ଆସିବନି ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତଦେହ

ମୁମ୍ବାଇ : ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀଙ୍କ ମରଶରୀର ଆଜି ମୁମ୍ବାଇ ଆସିବାର ସମ୍ଭାବନା କମ୍‌। ରାତି ୯ଟା ସୁଦ୍ଧା ଶ୍ରୀଦେବୀଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର ହୋଇନଥିବା ଓ ଆଇନଗତ ପ୍ରକ୍ରିୟା ପାଇଁ ମୃତଦେହ ହସ୍ତାନ୍ତରରେ ବିଳମ୍ବ ହୋଇଥିବା ସୂଚନା ମିଳିଛି। ଏହି ଖବର…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାର୍ଥୀଙ୍କୁ ଆଶ୍ୱସ୍ତି: ଅଧା ହେବ ଏନ୍‌ସିଇଆର୍‌ଟି ପାଠ୍ୟକ୍ରମ

ନୂଆଦିଲ୍ଲୀ: ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ଶିକ୍ଷାବର୍ଷରୁ ଆଶ୍ୱସ୍ତି ମିଳିବ। ଭାରୀ ବହିବସ୍ତାନି ବୋହିବା ଯନ୍ତ୍ରଣା ଅଧାଅଧି କମିଯିବ। ୨୦୧୯ ଶିକ୍ଷାବର୍ଷରୁ ଏନ୍‌ସିଇଆର୍‌ଟି ତାହାର ପାଠ୍ୟକ୍ରମକୁ ଅଧା କରିଦେଉଥିବାରୁ ବିଦ୍ୟାର୍ଥୀମାନଙ୍କୁ ଆଉ ନୟାନ୍ତ ହେବାକୁ ପଡ଼ିବନି…
ଅଧିକ ଖବର ଦେଖନ୍ତୁ...