Daily Archives

March 5, 2018

ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ:ହଟ୍ଟଗୋଳରେ ପ୍ରଥମ ଦିନ ବରବାଦ

ମଙ୍ଗଳବାର ଯାଏ ଉଭୟ ଗୃହ ମୁଲତବୀ ନୂଆଦିଲ୍ଲୀ: ସଂସଦ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହୋଇଥିଲା ବେଳେ ପ୍ରଥମ ଦିନ ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ହେବା ସହ ଗୃହ କାର୍ଯ୍ୟ ଚାଲିପାରିନାହିଁ। ପିଏନ୍‌ବି ଠକେଇ ମାମଲାର ଅଭିଯୁକ୍ତ ନିରବ ମୋଦି ଫେରାର ହେବା, ଆନ୍ଧ୍ରପ୍ରଦେଶକୁ…
ଅଧିକ ଖବର ଦେଖନ୍ତୁ...

ଯୁକ୍ତ ୨ ପରୀକ୍ଷା ଆଡମିଟ କାର୍ଡରୁ ବଂଚିତ ଛାତ୍ରୀଙ୍କ ଏନଏଚ ଅବରୋଧ

ସୋହେଲା : ସୋହେଲା ହଲଦିପାଲିସ୍ଥିତ ସୋହେଲା ଜୁନିୟର ମହିଳା କଲେଜରେ ଶେଷ ବର୍ଷରେ ଅଧ୍ୟୟନରତ ୧୦୨ ଜଣ ଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେବା ପାଇଁ ଆଡମିଟ କାର୍ଡ ନପାଇବାରୁ ସୋମବାର ଅପରାହ୍ନରେ କଲେଜ ସମ୍ମୁଖସ୍ଥ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। କଲେଜରେ ପୂର୍ବରୁ ମଧ୍ୟ ପରୀକ୍ଷା ଫଳ…
ଅଧିକ ଖବର ଦେଖନ୍ତୁ...

କିମ୍‌ ଜଙ୍ଗ୍‌ଙ୍କୁ ଭେଟିଲେ ଦକ୍ଷିଣ କୋରିଆ ପ୍ରତିନିଧି ଦଳ

ସିଓଲ୍‌ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ରାଷ୍ଟ୍ରପତି କିମ୍‌ ଜଙ୍ଗ ଉନ୍‌ଙ୍କୁ ଆଜି ଦକ୍ଷିଣ କୋରିଆ ପ୍ରତିନିଧି ଦଳ ଭେଟିଛନ୍ତି। ଦକ୍ଷିଣ କୋରିଆର ଜାତୀୟ ସୁରକ୍ଷା କାର୍ଯ୍ୟାଳୟ ମୁଖ୍ୟ ଚୁଙ୍ଗ୍‌ ଇୟୋଙ୍ଗ୍‌ଙ୍କ ତତ୍ତ୍ୱାବଧାନରେ ଏକ ୧୦ ଜଣିଆ ଦଳ ରାଷ୍ଟ୍ରପତି କିମ୍‌ ଜଙ୍ଗ୍‌ଙ୍କ ସହ ଆଲୋଚନା…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ଚିକିିତ୍ସିତ ହେବେ ପାରିକର:ଗୋଆ ଶାସନ ପରିଚାଳନା ପାଇଁ କମିଟି ଗଠନ

ନୂଆଦିଲ୍ଲୀ :  ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଜି ପୁଣିଥରେ ଚିକିତ୍ସା ପାଇଁ ମୁମ୍ବାଇର ଲୀଳାବତୀ ହସ୍ପିଟାଲ୍‌ରେ ପହଞ୍ଚିଛନ୍ତି। ଅପରପକ୍ଷେ,  ମୁମ୍ବାଇ ହସ୍ପିଟାଲ୍‌ରେ ୩ ଦିନ ଚିକିତ୍ସିତ ହେବା ପରେ ସେ ଅଧିକ ଉତ୍ତମ ଚିକିିିତ୍ସା ପାଇଁ ଆମେରିକା ଯାଇପାରନ୍ତି ବୋଲି ଜଣାଯାଇଛି। ତେବେ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ଧକ୍କାରେ ଦୁଇ ଭାଇ ମୃତ

ଟିଟିଲାଗଡ଼ : ସୋମବାର ଟିଟିଲାଗଡ଼ ଓ କେସିଙ୍ଗା ରେଳ ଷ୍ଟେସନ ମଧ୍ୟରେ ଥିବା ତେଲନଦୀ ପୋଲ ନିକଟରେ ଟ୍ରେନ ଧକ୍କାରେ ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଟିଟିଲାଗଡ଼ ରେଳବାଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରିଛି। କଳାହାଣ୍ଡି ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଏସ୍‌ଏ୍‌ସି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା:ସିବିଆଇ ତଦନ୍ତ ଘୋଷଣା କଲେ ସରକାର

ନୂଆ ଦିଲ୍ଲୀ : ଷ୍ଟାଫ୍‌ ସିଲେକ୍ସନ୍‌ କମିସନ(ଏସ୍‌ଏସ୍‌ସି) ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ସିବିଆଇ ତଦନ୍ତ ହେବ ବୋଲି ଆଜି ସରକାର ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ, କାର୍ଯ୍ୟାନୁଷ୍ଠାନ ଦାବିରେ ସପ୍ତାହେ ବ୍ୟାପୀ ଆନ୍ଦୋଳନ ଜାରି ରଖିଥିବା ଆଶାୟୀ ଛାତ୍ରଛାତ୍ରୀମାନେ ସରକାରଙ୍କ ଏହି…
ଅଧିକ ଖବର ଦେଖନ୍ତୁ...

ଚିଙ୍ଗୁଡ଼ିଘେରିରୁ କୁମ୍ଭୀର ଉଦ୍ଧାର

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର କରଞ୍ଜମାଳ ପଂଚାୟତ ବଇଁଚା ଗାଁର ଅଂଶୁମାନ ମଣ୍ଡଳଙ୍କ ଚିଙ୍ଗୁଡିଘେରିରୁ ଆଜି ୮ ଫୁଟ୍‌ ଲଭ୍ଵର ଏକ ବଉଳା କୁମ୍ଭୀର ଉଦ୍ଧାର ହୋଇଛି। ଗତକାଲି ଜୁଆର ବେଳେ କୁମ୍ଭୀରଟି ବୈତରଣୀ ନଦୀର ଶାଖା ନଦୀ ମନ୍ତେଇରୁ ଲୁଣା କେନାଲ ଦେଇ ପଶି ଆସିଥିବା ସନ୍ଦେହ…
ଅଧିକ ଖବର ଦେଖନ୍ତୁ...

୫୦ କିଲୋ ଗଂଜେଇ ସହ କାର ଜବତ

ଜଳେଶ୍ୱର : ଜଳେଶ୍ୱର ମିଲ୍‌ କଲୋନୀରୁ ପୁଲିସ ବିପୁଳ ପରିମାଣର ଗଂଜେଇ ଜବତ କରିଛି। ଏଥିସହ ଗଂଜେଇ ଚାଲାଣ ପାଇଁ ବ୍ୟବହାର ହୋଇଥିବା ଏକ କାର୍‌ ମଧ୍ୟ ଜବତ ହୋଇଛି। ଜବତ ଗଂଜେଇର ଓଜନ ୫୦.୬ କିଗ୍ରା। ଏହାର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ। ଏହି ଗଂଜେଇ ୫୦ଟି ପ୍ୟାକେଟ୍‌ରେ ଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

ଘନଉଛି ଅଯୋଧ୍ୟା ବିବାଦ:ମସଜିଦ ନିର୍ମାଣ ପାଇଁ ମୁସଲିମ ଲ’ବୋର୍ଡକୁ ସିଆ ବୋର୍ଡର ସମର୍ଥନ

ସମାଧାନ ଅଭାବରୁ ସିରିଆ ଭଳି ସ୍ଥିତି ନହେଉ: ରବିଶଙ୍କର ନୂଆଦିଲ୍ଲୀ: ଅଦାଲତ ବାହାରେ ଅଯୋଧ୍ୟା ବିବାଦର ସମାଧାନ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଏହି ବିବାଦ ଦିନକୁ ଦିନ ଅଧିକ ଘନଉଥିବାର ଆଶଙ୍କା ସୃଷ୍ଟି ହୋଇଛି। ଗତ ମାସରେ ଅଯୋଧ୍ୟା ରାମ ଜନ୍ମଭୂମି-ବାବରି ମସ୍‌ଜିଦ…
ଅଧିକ ଖବର ଦେଖନ୍ତୁ...

ଏହି ୬ଟି ଗୁଣକୁ ଝିଅମାନେ ଲୁଚାନ୍ତି କାହିଁକି ?

ଝିଅଙ୍କ ମଧ୍ୟରେ ଏମିତି ଅନେକ ଗୁଣ ଥାଏ, ଯାହାକୁ ସେମାନେ ଲୁଚାଇ ଥାଆନ୍ତି । ଏହି ଗୁଣ ଦ୍ୱାରା ପୁଅମାନେ ତାଙ୍କ ଆଡ଼କୁ ଆକର୍ଷିତ ହେଉଥିଲେ ମଧ୍ୟ ଝିଅମାନେ ସହଜରେ ସେହି ଗୁଣକୁ କାହା ସାମ୍ନାରେ ଦେଖାନ୍ତି ନାହିଁ । ଏ ବିଷୟରେ ଜାଣିବା ପରେ ସେ ୬ଟି ଗୁଣ କ’ଣ ବୋଲି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ…
ଅଧିକ ଖବର ଦେଖନ୍ତୁ...