Daily Archives

March 5, 2018

ଜାତୀୟ ରାଜପଥ ଗୁଡ଼ିକର ଅବସ୍ଥା ଭଲଭାବେ ତଦାରଖ ଲାଗି ଏନଏଚଏଆଇର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶର ଜାତୀୟ ରାଜପଥ ଗୁଡ଼ିକର ଅବସ୍ଥା ସୁଧାରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ )ପକ୍ଷରୁ ନିଜର ଫିଲଡ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ରାଜପଥ ଗୁଡ଼ିକରେ ଥିବା କ୍ଷତିଗ୍ରସ୍ତ ଅଂଚଳ ଓ ଦୂର୍ବଳ ଅଂଶଗୁଡ଼ିକୁ ଚିହ୍ନଟ କରି…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ ପହିଲାରୁ କମିଛି ରିନଲ୍ଟ ଡଷ୍ଟର ମୂଲ୍ୟ, ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂଚୟର ସୁଯୋଗ

ନୂଆଦିଲ୍ଲୀ: ରେନଲ୍ଟ ପକ୍ଷରୁ ଭାରତରେ ମାଇଁ୧୮ଡଷ୍ଟର ରେଞ୍ଜର ନୂତନ ମୂଲ୍ୟ ଘୋଷଣା କରିଛି। ଏହାର ପେଟ୍ରୋଲ ଭ୍ୟାରିଆଣ୍ଟର ମୂଲ୍ୟ ୭.୯୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଥିବାବେଳେ ଡିଜେଲ୍‌ ଭ୍ୟାରିଆଣ୍ଟ ମୂଲ୍ୟ ୮.୯୫ ଲକ୍ଷ ଟଙ୍କା ରହିଛି। ଭାରତରେ ଏଭଳି ଏକ ବୃହତ୍‌ ଏସ୍‌ୟୁଭି ୧୦ ଲକ୍ଷ ଟଙ୍କାରୁ…
ଅଧିକ ଖବର ଦେଖନ୍ତୁ...

ଖେଳରେ ହାରିଯିବାରୁ ପଡ଼ୋଶୀଙ୍କୁ ଛୁରା ମାରି ହତ୍ୟା କଲା ଯୁବକ

ମୁମ୍ବାଇ : ଶନିବାର ଦକ୍ଷିଣ ମୁମ୍ବାଇରେ ଘଟିଛି ଏକ ଦୁଃଖଦାୟକ ଘଟଣା । ୟୁଏନ୍‌ଓ କାର୍ଡ଼ ଖେଳକୁ ନେଇ ସମାନ୍ୟ ବଚସା ହେବାରୁ ନିଜ ପଡ଼ୋଶୀକୁ ହତ୍ୟା କରିଛି ୨୨ବର୍ଷିୟ ଯୁବକ । ଅଭିଯୁକ୍ତ ଜଣଙ୍କ  ନୁର୍‌ ମହମ୍ମଦ୍‌ ମନ୍‌ସୁରୀ(୨୨)ବୋଲି ଜଣା ପଡ଼ିଥିବା ବେଳେ ମୃତକ ଜଣଙ୍କ ଅବୁଜାର୍‌…
ଅଧିକ ଖବର ଦେଖନ୍ତୁ...

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ମୁହଁ ଖୋଲିଲେ ମୃତ ସୌମ୍ୟଙ୍କ ବାପା

ପାଟଣାଗଡ଼/ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ନେଇ ମୃତ ସୌମ୍ୟଙ୍କ ବାପା ସୋମବାର ମୁହଁ ଖୋଲିଛନ୍ତି। ସୌମ୍ୟଙ୍କ ବାପାଙ୍କ କହିବାନୁସାରେ, ‘ନିର୍ବନ୍ଧର କିଛି ଦିନ ପୂର୍ବରୁ ସୌମ୍ୟ ପାଖକୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା। ଫୋନ୍‌ରେ ଜଣେ କେହି କହିଥିଲା ରୀମାକୁ ବାହାହେଲେ ପରିସ୍ଥିତି…
ଅଧିକ ଖବର ଦେଖନ୍ତୁ...

୯୫ ପ୍ରତିଶତ ଭାରତୀୟ ପୁରୁଷ କଣ୍ଡୋମ୍‌ ବ୍ୟବହାର କରିବାକୁ ଘୃଣା କରନ୍ତି!

ମୁଖ୍ୟତଃ ଦୁଇଟି ଶବ୍ଦ ପ୍ରତି ଭାରତୀୟମାନଙ୍କ ମନରେ ପ୍ରବଳ ଭୟ। ଗୋଟାଏ ସେକ୍ସ ଓ ଅନ୍ୟଟି କଣ୍ଡୋମ୍‌। ଏପରିକି ମେଡିସିନ୍‌ ଷ୍ଟୋର୍‌କୁ ଯାଇ କଣ୍ଡୋମ କିଣିବା ବେଳେ ଏହା ଏକ ଲଜ୍ଜାଜନକ ବ୍ୟାପାର ପରି ମନେ ହୋଇଥାଏ। ମାତ୍ର, ଥରେ ଦେଖନ୍ତୁ। ସମାଜ ଭଲ ପାଇଁ ବଦଳୁଛି। ଟୁଇଟର୍‌ରେ ଏବେ ଏପରି ଏକ…
ଅଧିକ ଖବର ଦେଖନ୍ତୁ...

ସୁଞ୍ଜୁଓ୍ଵାନ୍‌ ସୁରକ୍ଷା ବାହିନୀର କ୍ୟାମ୍ପ ଉପରେ ଆତଙ୍କବାଦୀ ହାମ୍‌ଲାର ମାଷ୍ଟର ମାଇଣ୍ଡ ମୁଫ୍‌ତି କ୍ୱବାସ୍‌…

ଶ୍ରୀନଗର: ସୁରକ୍ଷା କର୍ମୀଙ୍କ ଗୁଳିରେ ସୋମବାର ସନ୍ଧ୍ୟାରେ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ଜଣେ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛି। ନିହତ ଆତଙ୍କବାଦୀର ନାମ ମୁଫ୍‌ତି କ୍ୱବାସ୍‌ ଓ ସେ ଜୈସ୍‌-ଇ-ମହମ୍ମଦର କମାଣ୍ଡର ରହିବା ସହ ଗତ ମାସରେ ଜମ୍ମୁ-କଶ୍ମୀରର ସୁଞ୍ଜୁଓ୍ଵାନ୍‌ ଠାରେ ଥିବା…
ଅଧିକ ଖବର ଦେଖନ୍ତୁ...

ଡୋକଲାମ ଅଞ୍ଚଳରେ ଚୀନ ହେଲିପ୍ୟାଡ୍‌ ନିର୍ମାଣ କରିଛି : ସୀତାରମଣ

ନୂଆଦିଲ୍ଲୀ : ବିବାଦୀୟ ଡୋକଲାମ ଅଂଚଳରେ ଚୀନ ଅନେକ ପ୍ରକାରର ନିର୍ମାଣ କାମ ଜାରି । ଏସବୁ ମଧ୍ୟ ରହିଛି ହେଲିପ୍ୟାଡ୍‌, ସେଣ୍ଟି୍ର ପୋଷ୍ଟ ଓ ଟ୍ରେଞ୍ଚ ଇତ୍ୟାଦି । ସେଠାରେ ଯେପରି ଚୀନ ସୈନ୍ୟ ଅଧିକ ଦିନ ଧରି ରହିପାରିବେ ତାହାକୁ ନଜରରେ ରଖି ଏସବୁ କାମ କରାଯାଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...