Daily Archives

March 5, 2018

ଟ୍ରେନର ପାଞ୍ଚ ଅଙ୍କ ବିଶିଷ୍ଟ ନମ୍ବରର ପ୍ରଥମ ସଂଖ୍ୟା କ’ଣ ସୂଚାଏ?ଆସନ୍ତୁ ଜାଣିବା

ଭାରତରେ ଚାଲୁଥିବା ସବୁ ଟ୍ରେନକୁ ଗୋଟିଏ ନମ୍ବର ଦିଆ ଯାଇଥାଏ, ଯାହା ପାଞ୍ଚ ଅଙ୍କ ବିଶିଷ୍ଟ ହୋଇଥାଏ । ଏହି ନମ୍ବର ବିନା କାରଣରେ ଦିଆଯାଇ ନ ଥାଏ ତାହା ତ ଆପଣମାନେ ଜାଣିଥିବେ । ତେବେ ଟ୍ରେନରେ ଥିବା ପାଞ୍ଚ ଅଙ୍କ ବିଶିଷ୍ଟ ନମ୍ବରର ପ୍ରଥମ ଅଙ୍କ କ'ଣ ସୂଚାଏ ତାହା ଆପଣ ଜାଣିଛନ୍ତି କି? ଯଦି…
ଅଧିକ ଖବର ଦେଖନ୍ତୁ...

ବିଜୁ ଜୟନ୍ତୀରେ ଉନ୍ମୋଚନ ହେଲା ସ୍ୱତନ୍ତ୍ର ଡାକ ଟିକେଟ ଓ ନବନିର୍ମିିତ ଗୀତଗୋବିନ୍ଦ ସଦନ

ଭୁବନେଶ୍ୱର: ଓଡ଼ିଆ ଜାତିର ମହାନାୟକ, ଆଧୁନିକ ଓଡ଼ିଶାର ନିର୍ମାତା, କଳିଙ୍ଗ ସ୍ୱାଭିମାନର ପ୍ରତୀକ ତଥା ଦ୍ୱିତୀୟ ଖାରବେଳ, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୨ତମ ସ୍ୱନକ୍ଷତ୍ର ଦିବସ ସୋମବାର ପାଳିତ ହୋଇଛି। ଏହି ଅବସରରେ ଡାକ ବିଭାଗ ପକ୍ଷରୁ ପ୍ରକାଶିତ ସ୍ୱତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ହୋଲି ଖେଳି ସାରିବା ପରେ ଉଲଗ୍ନ ଅବସ୍ଥାରେ ଗାଧୁଆଘରୁ ମିଳିଲା ଦମ୍ପତିଙ୍କ ମୃତ ଦେହ

ଗାଜିଆବାଦ: ନିଜର ପୂରା ପରିବାର, ବନ୍ଧୁବାନ୍ଧବ ଓ ପାଖପଡ଼ୋଶୀଙ୍କ ସହ ଖୁସି ମନରେ ହୋଲି ଖେଳି ସାରିବା ପରେ ଗୋଟିଏ ଦମ୍ପତି ସଂପୂର୍ଣ୍ଣ ରହସ୍ୟଜନକ ଭାବେ ମୁତ୍ୟୁବରଣ କରିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ହୋଲି ଖେଳି ସାରିବା ପରେ ପରିବାର ଲୋକେ ସେମାନଙ୍କ ମୃତ ଦେହକୁ ଗାଧୁଆଘର ଭିତରେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଦେବୀଙ୍କୁ ନିଜର ସ୍ତ୍ରୀ ବୋଲି ମନେ କରୁଥିବା ବ୍ୟକ୍ତି ଲଣ୍ଡା ହୋଇ ଶ୍ରଦ୍ଧାଞ୍ଜଳି ଦେଲେ

ଶିୟୋପୁର : ବଲିଉଡର ଚାନ୍ଦନୀ ଶ୍ରୀଦେବୀଙ୍କ ଅକାଳ ମୃତ୍ୟୁ ପରେ ଦେଶରେ ଥିବା ତାଙ୍କ ପ୍ରଶଂସକମାନଙ୍କୁ ଶକ୍ତ ଝଟକା ଲାଗିଛି । ପ୍ରଶଂସକମାନେ ଭିନ୍ନ ଭିନ୍ନ ଉପାୟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବାର ଖବର ଆସିଥିବା ବେଳେ ମଧ୍ୟପ୍ରଦେଶର ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଶ୍ରୀଦେବୀଙ୍କୁ ନିଜ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱାସରେ ବିଷ : ତାନ୍ତ୍ରିକ କଥାରେ ସ୍ୱାମୀକୁ ବିଷ ଦେଲା ସ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀରେ ଘଟିଛି ଏକ ଅଭାବନୀୟ ଘଟଣା । ବିଶ୍ୱାସରେ ବିଷ ଦେଇ ସ୍ୱାମୀକୁ ମାରିଛି ସ୍ତ୍ରୀ। ତାନ୍ତ୍ରିକର ଉପଦେଶ ମାନି ସ୍ୱାମୀକୁ ବିଷ ଦେଇ ହତ୍ୟା କରିଥିବାରୁ ଅଭିଯୁକ୍ତ ସ୍ତ୍ରୀ କେଭି. ରାମ ଏବଂ ତାନ୍ତ୍ରିକ ଭଗତ ସିଂକୁ ଗିରଫ କରିଛି ପୁଲିସ । ମୃତକ ଜଣଙ୍କ ଡ଼ି ଶ୍ରୀ ନିବାସ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ୩.୧୨ ଲକ୍ଷ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ୧୩ ଲକ୍ଷ କର୍ମନିଯୁକ୍ତି ସୃଷ୍ଟି ହୋଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ସରକାର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓ ଖାଦ୍ୟପ୍ରକ୍ରିିୟାକରଣ ଉଦ୍ୟୋଗ ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । ୨୦୧୫ରୁ ଏପର୍ଯ୍ୟନ୍ତ ୧୭୯୬ କୋଟି ଟଙ୍କା ମୂଲ୍ୟର ମୋଟ ୩୩୬ଟି ପ୍ରକଳ୍ପକୁ ଜିଲ୍ଲା ସିଙ୍ଗଲ ଓ୍ଵିଣ୍ଡୋ କମିଟି ଦ୍ୱାରା ମଂଜୁରୀ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁର : ପ୍ରେମିକାକୁ ୬ ଲକ୍ଷ ଟଙ୍କା ଯାଚି ଭଲ ପାଇବାକୁ ଭୁଲିଯିବା ପାଇଁ କହିଲା ପ୍ରେମିକ !

ଜଗତସିଂହପୁର: ଜଗତସିଂହପୁରର କୁଜଙ୍ଗ ବ୍ଲକ ଅଞ୍ଚଳରେ ଜଣେ ପ୍ରେମିକ ତାର ପ୍ରେମିକାକୁ ଛଅଲକ୍ଷ ଟଙ୍କା ଯାଚିଛି, ଏହାର ପ୍ରତିବଦଳରେ ପ୍ରେମ ଓ ଭଲପାଇବାକୁ ଭୁଲିବାକୁ କହିଥିବାର ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ସୁବୋଧ ତରାଇ ନିଜ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲା। ସାରା ଜୀବନ…
ଅଧିକ ଖବର ଦେଖନ୍ତୁ...

ସ୍ୱତନ୍ତ୍ର ଶୈଳୀରେ ମହିଳା ଦିବସ ପାଳନ କରିବ ଏୟାର୍‌ ଇଣ୍ଡିଆ: ବିମାନରେ ନିୟୋଜିତ ହେବେ ପାଇଲଟ୍‌ ସମେତ ସମସ୍ତ ମହିଳା…

ଅନ୍ତର୍ଜାତୀୟ ମହିଳା ଦିବସକୁ ମାତ୍ର ଆଉ କିଛି ଦିନ ବାକି ଥିବା ବେଳେ ଏହି ଦିବସକୁ ସ୍ୱତନ୍ତ୍ର ଭାବେ ପାଳନ କରିବାକୁ ବିଶ୍ୱର ଭିନ୍ନ ଭିନ୍ନ କୋଣଅନୁକୋଣରେ ଭିନ୍ନ ତରିକା ସବୁ ଦେଖିବାକୁ ମିଳିବ ନିଶ୍ଚୟ। ଏହି ଅବସରରେ କିଛିଟା ସ୍ୱତନ୍ତ୍ର କରିବାକୁ ଚିନ୍ତା କରିଛି ଏୟାର୍‌ ଇଣ୍ଡିଆ। ହସ୍ତଗତ…
ଅଧିକ ଖବର ଦେଖନ୍ତୁ...

ଆଇଓସିଏଲ୍‌ ପାଇପ୍‌ ଲାଇନରୁ ତେଲ ଚୋରି କରୁଥିବା ଗ୍ୟାଙ୍ଗ ଗିରଫ, ମାଷ୍ଟର ମାଇଣ୍ଡ ମେକାନିକାଲ ଇଞ୍ଜିନିୟର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କଞ୍ଜରା ଦେଇ ପାରାଦ୍ୱୀପରୁ ଝାରସୁଗୁଡ଼ା ଯାଇଥିବା  ଆଇଓସିଏଲ୍‌ ପାଇପ୍‌ ଲାଇନରୁ ତେଲ ଚୋରି ଘଟଣାରେ ସମ୍ପୃକ୍ତ ଥିବା ମାଷ୍ଟରମାଇଣ୍ଡ ସମେତ ୧୨ଜଣଙ୍କୁ ପୁଲିସ ସୋମବାର ଗିରଫ କରିଛି। ଗିରଫ ମାଷ୍ଟରମାଇଣ୍ଡର ନାମ ବିନିତ ଗୁପ୍ତା ଓ ଘର ମଥୁରାରେ ବୋଲି…
ଅଧିକ ଖବର ଦେଖନ୍ତୁ...

ଏସ୍‌ବିଆଇ ଜମାକାରୀଙ୍କ ଆକାଉଣ୍ଟରୁ କାହିଁକି କଟୁଛି ୧୪୭ଟଙ୍କା ଜାଣନ୍ତୁ

ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କ ଆକାଉଣ୍ଟ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ରହିଛି ତେବେ ଆପଣଙ୍କ ପାଖକୁ ବ୍ୟାଙ୍କ ପକ୍ଷରୁ ଏକ ଏସ୍‌ଏମ୍‌ଏସ୍‌ ଆସୁଥିବ, ଯେଉଁଥିରେ ଜମାଖାତାରୁ ୧୪୭ .୫୦ ପଇସା କଟି ଯାଇଥିବା ସମ୍ପର୍କରେ ସୂଚିତ ହେଉଥିବ। ତେବେ ଏହି ଟଙ୍କା କାହିଁକି…
ଅଧିକ ଖବର ଦେଖନ୍ତୁ...