Daily Archives

April 9, 2018

ଅନର କିଲିଂ: ଦଳିତ ଯୁବତୀଙ୍କୁ ବିବାହ କରିବାରୁ ଯୁବକଙ୍କୁ ଗୁଳିକରି ହତ୍ୟା

କାନପୁର: ୧୯ ବର୍ଷୀୟା ଦଳିତ ଯୁବତୀଙ୍କୁ ବିବାହ କରିବାର ମୂଲ୍ୟ ଜନୈକ ଯୁବକଙ୍କୁ ଦେବାକୁ ପଡ଼ିଛି । ବିବାହକୁ ୩ମାସ ହୋଇଯାଇଥିଲେ ମଧ୍ୟ ଯୁବତୀଙ୍କ ପରିବାର ଲୋକେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଗୁଳି କରି ହତ୍ୟା କରିଥିବା ଜଣା ପଡ଼ିଛି । ଏହି ଘଟଣାଟି ରବିବାର ଘଟିଥିବା ବେଳେ, ଘଟଣାରେ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୧: ହାଇଦ୍ରାବାଦକୁ ୧୨୬ ରନ୍‌ ଟାର୍ଗେଟ ଦେଲା ରାଜସ୍ଥାନ ରୋୟାଲସ୍‌

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୪ର୍ଥ ମ୍ୟାଚ୍‌ରେ ସୋମବାର ରାଜସ୍ଥାନ ରୋୟାଲସ୍‌ ୨୦ ଓଭରରେ ୯ଟି ଓ୍ଵିକେଟ୍‌ ହରାଇ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୨୫ ରନ୍‌ ସଂଗ୍ରହ କରିଛି। ଫଳରେ ହାଇଦ୍ରାବାଦକୁ ୧୨୬ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି। ଟସ୍‌ ଜିଣି ହାଇଦ୍ରାବାଦ ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ଆରକ୍ଷଣ ବିରୋଧରେ ଆସନ୍ତାକାଲି ଭାରତ ବନ୍ଦ, ଜୟପୁରରେ ଲାଗିବ ଧାରା ୧୪୪

ନୂଆଦିଲ୍ଲୀ: ଆରକ୍ଷଣ ବିରୋଧରେ ମଙ୍ଗଳବାର ‘ଭାରତ ବନ୍ଦ’ ସାଧାରଣ ଓ ପଛୁଆ ବର୍ଗ ତରଫରୁ ଆହ୍ଵାନ ଦିଆଯାଇଛି। ଏ ନେଇ ଗୃହ ମନ୍ତ୍ରାଳୟ ରାଜ୍ୟମାନଙ୍କୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଆଦେଶ ଦେବା ପରେ ରାଜସ୍ଥାନ ସରକାର ଜୟପୁରରେ ମଙ୍ଗଳବାର ଧାରା ୧୪୪ ଜାରି କରିବାକୁ ପ୍ରସ୍ତୁତ ରହିଛି।…
ଅଧିକ ଖବର ଦେଖନ୍ତୁ...

ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ପାଇଁ ଆପଣାନ୍ତୁ ଏହି ୪ଟି ଉପାୟ

ଶରୀରରେ ରକ୍ତ ଶର୍କରା (ବ୍ଲଡ଼୍‍ ସୁଗାର)ମାତ୍ରାକୁ ନିୟନ୍ତ୍ରଣରେ ରଖିବା ଏକ କଷ୍ଟସାଧ୍ୟ ବ୍ୟାପାର । ଆଜିକାଲିକାର ବ୍ୟସ୍ତ ବହୁଳ ଜୀବନ ଓ ଅନିୟନ୍ତ୍ରିତ ଜୀବନଶୈଳୀରେ ଖାଦ୍ୟ ଖାଇବାର ପରିମାଣ ଏବଂ ବାହାର ଖାଦ୍ୟ ଖାଇବା ଉପରେ ନିୟନ୍ତ୍ରଣ ରଖି ନ ପାରିବା କାରଣରୁ ଅନେକ ଲୋକଙ୍କ ଶରୀରରେ ରକ୍ତ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ମାରି ତା’ ମାଂସ ଖାଇବା ସହ ରକ୍ତରେ ଚିତ୍ର ଆଙ୍କିଲା ଅଭିଯୁକ୍ତ

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାରେ ଥିବା ଏକ ଦେଶ ଭେଞ୍ଜୁଏଲାରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଜଣଙ୍କ ତା’ ମାଂସ କାଟି ଖାଇବା ସହ ମୃତ ଯୁବକଙ୍କ ରକ୍ତରେ ଚିତ୍ର ଆଙ୍କିଥିବା ସୂଚନା ମିଳିଛି । ଏହି ଘଟଣା ବିଷୟରେ ଜାଣି ପୋଲିସ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ବାପା ହେବେ ଶାହିଦ୍‌: ମୀରା ରାଜ୍‌ପୁତ୍‌ ଦ୍ୱିତୀୟ ଥର ଗର୍ଭବତୀ ଥିବା ନେଇ ଚର୍ଚ୍ଚା

ମୁମ୍ବାଇ : ପୁଣି ଥରେ ବାପା ହେବାକୁ ଯାଉଛନ୍ତି ଶାହିଦ୍‌ । ୨୩ବର୍ଷୀୟ ମୀରା ଦ୍ୱିତୀୟ ଥର ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଛି । ଏହି ଖବର ପାଇବା ପରେ ଶାହିଦ୍‌ଙ୍କ ପ୍ରଶଂସକ ଖୁସି ହେବା ସହ ତା’ଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ଜୁଲାଇ ୭, ୨୦୧୫ରେ ଶାହିଦ୍‌ ମୀରାଙ୍କୁ ବିବାହ କରିବା…
ଅଧିକ ଖବର ଦେଖନ୍ତୁ...

ପିଏସୟୁ ମାନଙ୍କୁ ୧୦୦ ଦିନର ଯୋଜନା ମାଗିଲେ ମୋଦି

ନୂଆଦିଲ୍ଲୀ: ଦେଶରେ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକର ଅବସ୍ଥା ଭଲନାହିଁ । ବଢିଚାଲିଥିବା ଋଣ, ପ୍ରତିଯୋଗିତା ଦୁର୍ନୀତି ଯୋଗୁଁ ପିଏସୟୁ ଗୁଡ଼ିକ ଏବେ ଚାପରେ ଅଛନ୍ତି । କିନ୍ତୁ ଏହା ପଛରେ ପରିଚାଳନାଗତ ତ୍ରୁଟି ମଧ୍ୟ ରହିଛି । ପିଏସୟୁ ଗୁଡ଼ିକର ଖରାପ ହାଲତକୁ ନେଇ ସରକାର ମଧ୍ୟ ଚିନ୍ତାରେ ଅଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଖାପ୍‌ ପଞ୍ଚାୟତ ପରେ ଯୁବକଙ୍କ ଆତ୍ମହତ୍ୟା ଘଟଣା: ନିସ୍ତୁକ ମାଡ଼ ଓ ଅପମାନ ଦିଆଯାଇଥିବା ଭିଡିଓରୁ ସ୍ପଷ୍ଟ

ମାଲକାନଗିରି: ଗତ ଏପ୍ରିଲ ୫ରେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବାପାନପାଲ ଖାପ୍‌ ପଞ୍ଚାୟତରେ ହୋଇଥିବା ନିଷ୍ପତ୍ତି ଓ ଅପମାନ ସହି ନ ପାରି ଆତ୍ମହତ୍ୟା କରିଥିବା ଯୁବକଙ୍କର ମୃତ୍ୟୁ ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ଭାଇରାଲ ହେବା ପରେ ଘଟଣାର ନୂଆ ମୋଡ଼ ନେଇଛି।…
ଅଧିକ ଖବର ଦେଖନ୍ତୁ...

ଆମାଜନ୍‌ରେ ସମର୍‌ କାର୍ଣ୍ଣିଭାଲ୍‌, ଏସି ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଅନଲାଇନ୍‌ ସଂସ୍ଥା ଆମାଜନ୍‌ ଡଟ୍‌ ଇନ୍‌ରେ ସମର କାର୍ଣ୍ଣଭାଲ୍‌ ଦ୍ୱିତୀୟ ସଂସ୍କରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବସରରେ ଏସି, ରେଫ୍ରିଜେରେଟର, ଟିଭି, ୱାସିଂ ମେସିନ୍‌ ଆଦି ୫୦ରୁ ଅଧିକ ବ୍ରାଣ୍ଡ୍‌ ଉପରେ ସ୍ୱତନ୍ତ୍ର ଅଫର ଉପଲବ୍ଧ ହେବ। ଏହା ସହିତ…
ଅଧିକ ଖବର ଦେଖନ୍ତୁ...

ହିମାଚଳ ପ୍ରଦେଶ : ୧୦୦ଫୁଟ ଖାତରେ ଖସିପଡିଲା ସ୍କୁଲ ବସ, ୨୭ ସ୍କୁଲ ପିଲାଙ୍କ ସମେତ ୩୦ ମୃତ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଏକ ବସ୍ ୧୦୦ ଫୁଟ ଗଭୀର ଖାଇକୁ ଖସିପଡିବାରୁ ୨୬ ଜଣ ସ୍କୁଲ ପିଲାଙ୍କ ସହ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବସର ଚାଳକ ଓ ୨ ଜଣ ଶିକ୍ଷକ ଅନ୍ତର୍ଭୁକ୍ତ ଅଛନ୍ତି । କାଙ୍ଗଡା ଜିଲାରେ ଏହି ଦୁର୍ଘଟଣା ଘଟିଛି । ଏହି ବସରେ ୪୦ ଜଣ ସ୍କୁଲ ପିଲାଥିବା…
ଅଧିକ ଖବର ଦେଖନ୍ତୁ...