Daily Archives

April 9, 2018

ଭାରତକୁ ଲାଗିଥିବା ସୀମାରେ ଅତ୍ୟାଧୁନିକ ସତର୍କତା ଉପକରଣ ଖଞ୍ଜୁଛି ଚୀନ

ନୂଆଦିଲ୍ଲୀ: ଭାରତକୁ ଲାଗିଥିବା ସୀମାରେ ନିଜର ପ୍ରହରା ବ୍ୟବସ୍ଥାକୁ ଆହୁରି ବଢାଇଦେଇଛି ଚୀନ । ଭାରତପଟୁ ସମ୍ଭାବ୍ୟ ବିପଦର ମୁକାବିଲା ଲାଗି ଚୀନ ପକ୍ଷରୁ ଅତ୍ୟାଧୁନିକ ପ୍ରଯୁକ୍ତିର ମଧ୍ୟ ସହାୟତା ନିଆଯାଉଛି । ଚୀନ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁସାରେ ଚୀନ ସେନା ଏକ…
ଅଧିକ ଖବର ଦେଖନ୍ତୁ...

ଚା’ ବିକ୍ରି କରି ନିଜର ଓ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି ଜାତୀୟସ୍ତରୀୟ ସ୍ୱର୍ଣ୍ଣପଦକ ବିଜେତା

ତାମିଲନାଡୁ: ଦିନ ଥିଲା ସ୍ୱର୍ଣ୍ଣ ପଦକ ଜିତି ଦେଶର ନାମ ରଖୁଥିଲେ କଲାଇମଣି । ଆଜି ଏହି ମହିଳା ଖେଳାଳି କୋୟମ୍ବଟୁରରେ ଚା’ ବିକ୍ରି କରି ନିଜର ଓ ପରିବାରର ଗଜୁରାଣ ମେଣ୍ଟାଉଛନ୍ତି। ୪୫ବର୍ଷର୍ୀୟ କଲାଇମଣି ବୃତ୍ତିରେ ଜଣେ ଖେଳାଳି। ସେ ତିନିଟି ସନ୍ତାନର ମା’। ଜାତୀୟସ୍ତରରେ ମାଷ୍ଟର ଆଥଲେଟିକ୍‌…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ଜୟାଙ୍କ ଜନ୍ମଦିନ ଅବସରରେ ବ୍ଲଗ୍‌ ଲେଖି ଚର୍ଚ୍ଚାରେ ବିଗ୍‌ ବି

ମୁମ୍ବାଇ: ପ୍ରସିଦ୍ଧ ସିନେ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟା ବଚ୍ଚନ ସୋମବାର ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଜୟାଙ୍କ ସ୍ୱାମୀ ତଥା ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ମଧ୍ୟ ରାତ୍ରିରେ ଜୟାଙ୍କ ଜନ୍ମଦିନ ଅବସରରେ ଏକ ବ୍ଲଗ ଲେଖିଛନ୍ତି। ବିଗ୍‌ ବି ଲେଖିଛନ୍ତିି, ‘ଏହି ମଧ୍ୟ ରାତ୍ରରେ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା: ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ରାୟଗଡ଼ା: କେରାପୁଟ ଜିଲ୍ଲାର ଦାମନଯୋଡ଼ିରୁ ଆଲୁମିନା ପାଉଡ଼ର ନେଇ ଅନୁଗୁଳ ନାଲକୋ ଯାଉଥିବା ମାଲବାହୀ ଟ୍ରେନ୍‌ ସୋମବାର ସନ୍ଧ୍ୟାରେ ଲାଇନଚ୍ୟୁତ ହୋଇଛି। ମିଳିଥିବା ସୂଚନା ଅନୁସାରେ ରାୟଗଡ଼ା ରେଳ ଷ୍ଟେସନ ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଏହି ଘଟଣା ଘଟିଛି। ଟ୍ରାକ୍‌ ସମସ୍ୟା ଯୋଗୁଁ…
ଅଧିକ ଖବର ଦେଖନ୍ତୁ...

ବିବାହ ବନ୍ଧନରେ ଆବଦ୍ଧ ହେଲେ ଆଇଏଏସ୍‌ ପ୍ରେମୀଯୁଗଳ

ଚର୍ଚ୍ଚିତ ଆଇଏଏସ୍‌ ପ୍ରେମୀଯୁଗଳ ଅମିର-ଉୁଲ-ସାଫି ଖାନ୍‌ ଓ ଟିନା ଦାବି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୁହିଁଙ୍କ ବିବାହ ପରିବାରଙ୍କ ଉପସ୍ଥିତିରେ ଅନନ୍ତନାଗର ପହଲଗାମସ୍ଥିତ ଏକ ଟୁଇରିଷ୍ଟ ରିସର୍ଟରେ ସମ୍ପନ୍ନ ହୋଇଥିଲା। ୨୦୧୫ରେ ଟିନା ଡାବି ଆଇଏଏସ ଟପ୍ପର ହୋଇଥିବା ବେଳେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ବିମାନ ବନ୍ଦରରେ ଭାବି ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ଭେଟିଲେ ଲାଲୁଙ୍କ ପୁତ୍ର ତେଜ ପ୍ରତାପ

ନୂଆଦିଲ୍ଳୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁତ୍ର ତଥା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ନେତା ତେଜ ପ୍ରତାପ ଯାଦବ ରବିବାର ତାଙ୍କର ଭାବି ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ପାଟନା ବିମାନ ବନ୍ଦରରେ ଭେଟିଛନ୍ତି। ତେଜ ପ୍ରତାପ ଦିଲ୍ଳୀରୁ ପାଟନା ଫେରିବା ବେଳେ ଭାବି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଟେବୁଲ ଟେନିସ ପରେ ବ୍ୟାଡମିଣ୍ଟନ ମିକ୍ସ ଟିମ୍‌ର ସଫଳତା, ଭାରତକୁ ଆସିଲା ୧୦ଟି ସ୍ୱର୍ଣ୍ଣ

ଗୋଲଡ୍‌କୋଷ୍ଟ: ଅଷ୍ଟ୍ରେଲିଆର ଗୋଲଡ୍‌କୋଷ୍ଟରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ଏପର୍ଯ୍ୟନ୍ତ ୧୦ଟି ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ପଞ୍ଚମ ଦିନରେ ଭାରତୀୟ ବ୍ୟାଡମିଣ୍ଟନ ମିକ୍ସ ଟିମ୍‌ ୩-୧ରେ ମାଲେସିଆକୁ ପରାସ୍ତ କରିଛି। ଭାରତର ସାତ୍ୱିକ ରେଙ୍କିରେଡ୍ଡି ଓ ଅଶ୍ୱିନୀ…
ଅଧିକ ଖବର ଦେଖନ୍ତୁ...

ନିଜ ବିବାହ ନିମନ୍ତ୍ରଣ କାର୍ଡରେ ଟ୍ରାଫିକ୍‌ ନିୟମ ଛାପିଲେ କନ୍ୟା

ରାଜସ୍ଥାନ ଭରତପୁର କୁମହେର ଅଞ୍ଚଳର ବେଲାରା କଲା ଗାଁରେ ଏପ୍ରିଲ ୧୯ ତାରିଖରେ ଏକ ବିବାହର ଆୟୋଜନ ହେବାକୁ ଯାଉଛି। ଏହି ବିବାହ ନିମନ୍ତ୍ରଣ କାର୍ଡକୁୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି କାର୍ଡରେ ଟ୍ରାଫିକ ନିୟମ ଲେଖାହେବା ଦେଖାଦେଇଛି । ଏହି ବିବାହ ନିମନ୍ତ୍ରଣ କାର୍ଡକୁୁ ଛପାଇଥିବା…
ଅଧିକ ଖବର ଦେଖନ୍ତୁ...

ଏପରି ଏକ ଗାଁ ଯେଉଁଠି ମଣିଷଠାରୁ କୁୁକୁର ଅଧିକ ଧନୀ, କାରଣ ଜାଣନ୍ତୁ

ମେହସାଣା: ଗୁଜୁରାଟର ଏକ ଗାଁରେ ମଣିଷଠାରୁ କୁକୁର ଅଧିକ ଧନୀ ବୋଲି ଖବର ପ୍ରକାଶ ପାଇଛି। ଏହି ଗ୍ରାମରେ ଏଭଳି ଏକ ଟ୍ରଷ୍ଟ ରହିଛି, ଯାହାକି କେବଳ କୁକୁରମାନଙ୍କ ପାଇଁ ହିଁ ଉଦ୍ଦିଷ୍ଟ । ଆଉ ଏଥିରେ ପାଖାପାଖି ୨୧ ଏକର ଜମି କେବଳ କୁକୁରମାନଙ୍କର ହିଁ ରହିଛି । ଏହି ଜମିର ଆନୁମାନିକ ମୂଲ୍ୟ ସାଢେ…
ଅଧିକ ଖବର ଦେଖନ୍ତୁ...

ଅପରେସନରୁ ଫେରୁଥିବା ବେଳେ ବିସ୍ଫୋରଣ: ୨ ଯବାନ ସହିଦ, ୬ ଗୁରୁତର ଆହତ

ମାଲକାନଗିରି: ପଡ଼ୋଶୀ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୋମବାର ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ୨ଜଣ ଯବାନ ସହିଦ ହୋଇଛନ୍ତି। ସୂଚନା ଅନୁସାରେ ମାଓବାଦୀଙ୍କ ଦ୍ୱାରା କରାଯାଇଥିବା ଏହି ବିସ୍ଫୋରଣ ଯୋଗୁଁ ୬ ଜଣ ଆହତ ହୋଇଛନ୍ତି। ଅପରେସନ ସାରି ବସ୍‌ରେ ୩୦ ଜଣ ଯବାନ କ୍ୟାମ୍ପକୁ ଫେରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...