Daily Archives

April 10, 2018

ସୁଇଜର୍‌ଲାଣ୍ଡରେ ହୋଟେଲ୍‌ ନ ମିଳିବାରୁ ମୁମ୍ବାଇରେ ବିବାହ କରିବେ ସୋନମ କପୁର !

ମୁମ୍ବାଇ : ଏହି କିଛି ଦିନ ହେବ ବଲିଉଡ଼ ଅଭିନେତ୍ରୀ ସୋନମ କପରୁ ଏବଂ ତାଙ୍କ ପ୍ରେମୀ ଆନନ୍ଦ ଆହୁଜାଙ୍କ ବିବାହ ଖବର ଚର୍ଚ୍ଚାରେ ରହିଛି । କେଉଁଠି ବିବାହ କରିବେ,କ’ଣ ପିନ୍ଧିବେ ସେ ନେଇ ପ୍ରସ୍ତୁତି ଆରମ୍ଭ ହେବା ସହ ପ୍ରଶଂସକମାନଙ୍କ ମନରେ ଉତ୍ସାହ ବଢ଼ିବାରେ ଲାଗିଛି । ଗତ ବର୍ଷ ବିବାହ କରିଥିବା…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ନୂଆ ନିୟମ : କିନ୍ନରମାନଙ୍କ ପାଇଁ ପ୍ୟାନ୍‌ କାର୍ଡ଼ ଆବେଦନ ପତ୍ରରେ ରହିବ ସ୍ୱତନ୍ତ୍ର ବର୍ଗ

ନୂଆଦିଲ୍ଲୀ : କିନ୍ନରମାନେ ଏବେ ସ୍ୱତନ୍ତ୍ର ବର୍ଗରେ ପ୍ୟାନ କାର୍ଡ଼କୁ ପ୍ରାପ୍ତ କରି ପାରିବେ । ସରକାର ଏ ନେଇ ଆୟକର ନିୟମକୁ ସଂଶୋଧନ କରିଥିବା ଜଣାପଡ଼ିଛି । ଏବେ କର ସମ୍ବନ୍ଧୀୟ ନେଣଦେଣ ପାଇଁ ସ୍ୱତନ୍ତ୍ର ବର୍ଗରେ କିନ୍ନରମାନେ ପ୍ୟାନ୍‌ କାର୍ଡ଼ ପାଇଁ ଆବେଦନ କରି ପାରିବେ । ସେମାନଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

ଏବେ ତୃତୀୟ ଲିଙ୍ଗ ନାଁଁ ରେ ପ୍ୟାନ କାର୍ଡ ବାହାରି ପାରିବ

ନୂଆଦିଲ୍ଲୀ: ଏଣିକି ତୃତୀୟ ଲିଙ୍ଗ ଅର୍ଥାତ୍‌ କିନ୍ନର ମାନଙ୍କ ନାଁରେ ପ୍ୟାନ କାର୍ଡ ବାହାରି ପାରିବ । ଏଥିପାଇଁ ଉଦ୍ଦିଷ୍ଟ ଆବେଦନ ପତ୍ରରେ ସଂଶୋଧନ କରାଯାଇ ତୃତୀୟ ଲିଙ୍ଗ ବିକଳ୍ପ ମଧ୍ୟ ଦିଆଯାଇଛି । ଅର୍ଥାତ୍‌ ଫର୍ମରେ ପୁରୁଷ,ମହିଳା ଓ ତୃତୀୟ ଲିଙ୍ଗ ବିକଳ୍ପ ଲେଖା ରହିବ । ଏ ନେଇ ଗତ କାଲି…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ୧୫ରୁ ୫ଟି ରାଜ୍ୟରେ ଇ-ୱେ ବିଲ୍‌ ବ୍ୟବସ୍ଥା, ଓଡ଼ିଶାରେ କେବେ?

ନୂଆଦିଲ୍ଲୀ: ରାଜ୍ୟ ରାଜ୍ୟ ମଧ୍ୟରେ ଟ୍ରକ ପରିବହନ ଲାଗି ଇ-ୱେ ବିଲ୍‌ ଗତ ଏପ୍ରିଲ ପହିଲାରୁ ଲାଗୁ ହୋଇସାରିଛି । ଗତ ୯ ତାରିଖ ସୁଦ୍ଧା ପ୍ରାୟ ୬୩ ଲକ୍ଷ ଇ-ୱେ ବିଲ୍‌ କଟା ସରିଛି । ତେବେ ରାଜ୍ୟ ମଧ୍ୟରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରିବାକୁ ଜିଏସଟି ଆଇନରେ ପ୍ରସ୍ତାବ ରହିଛି । ମାତ୍ର…
ଅଧିକ ଖବର ଦେଖନ୍ତୁ...

ଦେଶର ସବୁଠାରୁ ଦ୍ରୁତଗାମୀ ଟ୍ରେନ୍‌କୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଦେଶର ସବୁଠାରୁ ଦ୍ରୁତଗାମୀ ଟ୍ରେନ୍‌କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ୧୨,୦୦୦ ଅଶ୍ୱ କ୍ଷମତା (ହର୍ଷପାଓ୍ଵାର) ବିଶିଷ୍ଟ ଏହି ହାଇ-ସ୍ପିଡ୍‌ ଇଲେକ୍ଟ୍ରିକ୍‌ ଲୋକୋମୋଟିଭ୍‌ ଟ୍ରେନ୍‌ଟି ଭାରତ ସରକାରଙ୍କର ମେକ୍‌-ଇନ୍‌-ଇଣ୍ଡିଆ…
ଅଧିକ ଖବର ଦେଖନ୍ତୁ...

ନିଜ ଉପରେ ଭରସା ରଖୁନଥିବା ବ୍ୟକ୍ତି ପାଇଁ ଭଗବାନ ସତ୍ତାହୀନ, ଜାଣନ୍ତୁ ସ୍ୱାମୀ ବିବେକାନନ୍ଦଙ୍କର କିଛି ପ୍ରେରଣାଦାୟୀ…

ବେଳେବେଳେ ବ୍ୟକ୍ତି ଠିକ୍‌ ଭୁଲ୍‌ ଭିତରର ଫରକ ଜାଣିପାରିଥିଲେ ମଧ୍ୟ ସହଜରେ ନିର୍ଣ୍ଣୟ ନେଇ ପାରିନଥାନ୍ତି। ମନ ଓ ବିବେକ୍‌ ଯୁଦ୍ଧରେ କାହାକୁ ସମର୍ଥନ କରିବେ ଏ ନେଇ ସୃଷ୍ଟି ହୋଇଥାଏ ଏକ ବିଷମ ଦ୍ୱନ୍ଦ୍ୱ। ମାତ୍ର ନିମ୍ନରେ ସ୍ୱାମୀ ବିବେକାନନ୍ଦଙ୍କର କିଛି ମୂଲ୍ୟବାନ ବାଣୀ ଉଲ୍ଲେଖ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ସଲମାନ ଜେଲ୍‌ରୁ ଘରକୁ ଆସିବା ମାତ୍ରେ ଦେଖା କରିବାକୁ ଧାଇଁଗଲେ ପୂର୍ବତନ ପ୍ରେମିକା କ୍ୟାଟ୍ରିନା

ମୁମ୍ବାଇ: କୃଷ୍ଣସାର ମୃଗ ହତ୍ୟା ମାମଲାରେ ଅଭିନେତା ସଲମାନ ଖାନ ଯାଇ ୨ ରାତି ଯୋଧପୁର ସେଣ୍ଟ୍ରାଲ ଜେଲ୍‌ରେ ରହିବା କଥା ପୂରା ଦେଶବାସୀଙ୍କୁ ବିବ୍ରତ କରାଇଥିଲା। ଯାହା ବି ହେଉ ୨ ରାତି ଜେଲ୍‌ର କଳା କୋଠରୀରେ କାଟିବା ପରେ ଶେଷରେ ସଲୁ ମିଆଁଙ୍କୁ ଜାମିନ ମିଳିଥିଲା। ଜାମିନ୍‌ରେ ସଲମାନ…
ଅଧିକ ଖବର ଦେଖନ୍ତୁ...

ସୀମାରେ  ଶକ୍ତି ବଢେଇଚାଲିଛନ୍ତି  ଚୀନ ଓ ଭାରତ,  ସ୍ୱତନ୍ତ୍ର ପାହାଡି ସେନାକୁ ମୁତୟନ କଲା ଭାରତ

ନୂଆଦିଲ୍ଲୀ: ଗତ ବର୍ଷ ଭାରତ-ଚୀନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଏବର୍ଷ ନଥିଲେ ମଧ୍ୟ ଉଭୟ ପକ୍ଷ ସୀମାରେ ନିଜ ନିଜର ଶକ୍ତି ବୃଦ୍ଧି କରିଚାଲିଛନ୍ତି । ଉଭୟ ଦେଶ ଧୀରେ ଧୀରେ ନିଜର ସୈନ୍ୟ ଓ ସାମରିକ ସରଞ୍ଜାମ ଠୁଳ କରିବାରେ ଲାଗିଛନ୍ତି । ଏହା ଭବିଷ୍ୟତର ଏକ ବଡ଼ ଘଟଣା ଆଡକୁ ଇଙ୍ଗିତ କରୁଛି…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଗର୍ଭବତୀଙ୍କୁ ଉଦ୍ଧାର ପରେ କ’ଣ କରାଯିବ, ସେ ସଂପର୍କରେ ପୋଲିସ୍‌ ପାଇଁ ‘ଗାଇଡ୍‌ଲାଇନ୍‌’ ପ୍ରଣୟନ କରାଯାଉ:…

ମୁମ୍ବାଇ: ବିଭିନ୍ନ ଘଟଣାକ୍ରମରେ ପୋଲିସ୍‌ ଯେତେବେଳେ ଜଣେ ନାବାଳିକା ଗର୍ଭବତୀକୁ ଉଦ୍ଧାର କରୁଛି, ବା ନାବାଳିକାଟିର ଡାକ୍ତରୀ ମଇନା ପରେ ପୋଲିସ୍‌ ଯେତେବେଳେ ଜାଣୁଛି ସେ ଗର୍ଭବତୀ ଅଛି; ସେତେବେଳେ ସଂପୃକ୍ତା ନାବାଳିକା ଗର୍ଭବତୀ ସହ ପୋଲିସ୍‌ କ’ଣ, କିପରି ଆଚରଣ ପ୍ରଦର୍ଶନ କରିବ ଓ କି…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଖାଦ୍ୟ/ପାନୀୟ ଖାଲି ପେଟରେ ଖାଆନ୍ତୁ ନାହିଁ କି ପିଅନ୍ତୁ ନାହିଁ

କଥାରେ ଅଛି ଉତ୍ତମ ଖାଦ୍ୟ/ପାନୀୟ ଓ ନିଦ୍ରା ଉତ୍ତମ ସ୍ୱାସ୍ଥ୍ୟର ମାପକାଠି। ତାମାନେ ନୁହେଁ ଯେ ଯେତେବେଳେ ଯାହା ପାଇବା ଖାଇ ପକାଇବା ଓ ଯେତେବେଳେ ଯେଉଁଠି ପାରିବା ଶୋଇପଡ଼ିବା। ସବୁ କାମ ପାଇଁ କିଛି ନିର୍ଦ୍ଧିଷ୍ଟ କଥା ରହିଛି। ଯାହାକୁ ନ ମାନି ଚଳିଲେ ଆମେ ଅସୁବିଧାର ସମ୍ମୁଖୀନ ହେବା। ଏମିତି…
ଅଧିକ ଖବର ଦେଖନ୍ତୁ...