Daily Archives

May 2, 2018

ନ୍ୟାୟ ଦାବି କରି ଥାନାର ଦ୍ୱାରସ୍ଥ ହେଲେ ୨ ଜଣ ଗର୍ଭବତୀ ନାବାଳିକା

ନବରଙ୍ଗପୁର/କେନ୍ଦୁଝର: ନ୍ୟାୟ ଦାବି କରି କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାରେ ୨ଜଣ ନାବାଳିକା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ଜଣେ ୧୪ ବର୍ଷିଅ ନାବାଳିକା ଗର୍ଭବତୀ ଥିବା ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ସେହିଭଳି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆରମ୍ଭ ହେବ ସାଇକେଲ ସେୟାରିଂ

ଭୁବନେଶ୍ୱର: ଏଣିକି ସ୍ମାର୍ଟ ସିଟି ଭୁବନେଶ୍ୱରରେ ହେବ ସାଇକେଲ ସେୟାରିଂ ବ୍ୟବସ୍ଥା । ଅର୍ଥାତ୍‌ ଏହି ସାଇକେଲ ସେୟାରିଂ ବ୍ୟବସ୍ଥା ଜରିଆରେ ଯାତ୍ରୀ ଭଡାରେ ସାଇକେଲ ନେଇପାରିବେ। ପ୍ରଥମ ୩୦ ମିନିଟ ମାଗଣାରେ ସାଇକେଲ ନେବା ପରେ ଏହାଠାରୁ ଅଧିକ ହେଲେ ଯାତ୍ରୀଙ୍କୁ ପାଉଣା ଦେବା ପାଇଁ ପଡିବ । ୟ…
ଅଧିକ ଖବର ଦେଖନ୍ତୁ...

ମୃତ ଘୋଷିତ ଯୁବକଙ୍କୁ ପୋଷ୍ଟମୋର୍ଟମ ପାଇଁ ଆଣିବା ସମୟରେ ସେ ଉଠି ବସିଲେ

ଛିନ୍ଦଓ୍ଵାଡା: ଜିବୀତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିବାର ଅନେକ ମାମଲା ସାମ୍ନାକୁ ଆସିଛି। ହିମାଂଶୁ ଭରଦ୍ୱାଜ ନାମକ ଜଣେ ଯୁବକଙ୍କ ଦୁର୍ଘଟଣାରେ ମୁଣ୍ଡାରେ ଗଭୀର ଆଘତ ଲାଗିଥିଲା। ତାଙ୍କୁ ଚିକିତ୍ସା ପାଇଁ ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡାର ଜିଲ୍ଲା ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

ଭାରତ ପାଖରେ ୧୨୦ଟି ଆଣବିକ ବୋମା ରହିଛି, ଆମେରିକୀୟ ସଂସ୍ଥାର ରିପୋର୍ଟ

ନୂଆଦିଲ୍ଲୀ : ଭାରତ ପାଖରେ ପ୍ରାୟ ୧୨୦ଟି ପରମାଣୁ ବୋମା ରହିଛି ବୋଲି ଏକ ଆମେରିକୀୟ ସଂସ୍ଥା ଆର୍ମସ କଣ୍ଟ୍ରୋଲ ଆସୋସିଏସନ ପ୍ରକାଶ କରିଛି । ଏହି ସଂସ୍ଥା କହିଛି ଯେ ଭାରତ ପାଖରେ ୫୨୦ କିଲୋଗ୍ରାମ ପ୍ଲୁଟୋନିୟମ ରହିଛି । ଏହି ପରିମାଣର ପ୍ଲୁଟୋନିୟମ ଦ୍ୱାରା ପ୍ରାୟ ୧୦୦ରୁ ୧୨୦ଟି ପରମାଣୁ ବୋମା…
ଅଧିକ ଖବର ଦେଖନ୍ତୁ...

ସମ୍ବିଧାନରେ ସ୍ଥାନ ପାଉ ‘ଅହିଂସା’ ଶବ୍ଦ: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଭାରତୀୟ ସମ୍ବିଧାନରେ ‘ଅହିଂସା’ ଶବ୍ଦକୁ ସ୍ଥାନ ଦିଆଯାଉ। ଏହା କରାଗଲେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତି ଶେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପ୍ରସ୍ତୁତି ବୈଠକରେ ନବୀନ ଏହି ପ୍ରସ୍ତାବ ଦେଇଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର: ଘରେ ପଶିଥିଲା ନାଗ ସାପ, ଧରିବା ପରେ ଦେଲା ୨୩ଟି ଅଣ୍ଡା, ତା’ପରେ କ’ଣ ହେଲା ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ନାଗସାପ ୨୩ଟି ଅଣ୍ଡା ଦେଇଥିବାର ଦୃଶ୍ୟ କ୍ୟାମେରାରେ କୈଦ୍‌ ହୋଇଛି। ସାପ ଧରାଳି ଏହି ଦୃଶ୍ୟକୁ ନିଜ କ୍ୟାମେରାରେ ସୁଟ କରିଥିଲେ। ଏପ୍ରିଲ ୨୭ ତାରିଖ ଦିନ ଭୁବନେଶ୍ୱରରେ ଜନୈକ ବ୍ୟକ୍ତିଙ୍କ ଘରେ ଏକ ନାଗସାପ ପଶି ଯାଇଥିଲା। ଏହାପରେ ସେ ସାପ ଧରାଳିଙ୍କୁ…
ଅଧିକ ଖବର ଦେଖନ୍ତୁ...

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଯୁବକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରୁ ମାଲକାନଗିରି ଯାଇଥିବା ଜାତୀୟ ରାଜପଥ ୨୦୬ ନମ୍ବର ଅନ୍ତର୍ଗତ ରାମଗିରି-ଦଣ୍ଡାବାଡ଼ି ରାସ୍ତାରେ ବୁଧବାର ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବାରୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଗୁପ୍ତ ପ୍ରଧାନ(୩୫)ଙ୍କୁ ପ୍ରଥମେ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ନିଜ ରିଭଲଭରରୁ ୧୦ ରାଉଣ୍ଡ ଗୁଳି ଚଳାଇଲେ ଏସ୍‌ପି

ପାଟନା (ବିହାର): ବିହାର କଟିହାର ଜିଲ୍ଲାର ବିଦାୟୀ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ସିଦ୍ଧାର୍ଥ ମୋହନ ଜୈନ୍‌ ଏବେ ତାଙ୍କ ନିଜର ଏକ କାରନାମାକୁ କେନ୍ଦ୍ର କରି ବିବାଦ ମଧ୍ୟରେ ଫସି ଯାଇଛନ୍ତି। କଟିହାର ଏସ୍‌ପି ସିଦ୍ଧାର୍ଥ ମୋହନ ଜୈନ୍‌ ତାଙ୍କ ବଦଳି ଅବସରରେ ଆୟୋଜିତ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା…
ଅଧିକ ଖବର ଦେଖନ୍ତୁ...

ଭାରତକୁ ପଛରେ ପକାଇ ଆଇସିସି ଦିନିକିଆ ର‍୍ୟାଙ୍କିଙ୍ଗ୍‌ରେ ଇଂଲଣ୍ଡ ୧ ନମ୍ବର

ଦୁବାଇ: ଇଂଲଣ୍ଡ ଟିମ୍‌ ଭାରତକୁ ପଛରେ ପକାଇ ଆଇସିସି ଦିନିକିଆ ର‍୍ୟାଙ୍କିଙ୍ଗ୍‌ରେ ୧ ନମ୍ବର ସ୍ଥାନ ଅଧିକାର କରିଛି। ୨୦୧୩ ପରେ ପ୍ରଥମ ଥର ପାଇଁ ଇଂଲଣ୍ଡକୁ ଧଳା ବଲ୍‌ରେ ଉନ୍ନତମାନର ର‍୍ୟାଙ୍କିଙ୍ଗ ମିଳିଛି। ଇଅନ୍‌ ମୋର୍ଗାଙ୍କ ନେତୃତ୍ୱରେ ଇଂଲଣ୍ଡର ପ୍ରଦର୍ଶନ ୨୦୧୫ ବିଶ୍ୱକପ ପରଠାରୁ…
ଅଧିକ ଖବର ଦେଖନ୍ତୁ...

ସୋନମଙ୍କ ବିବାହ ପୂର୍ବରୁ ସଙ୍ଗୀତ କୋରିଓଗ୍ରାଫି ଅଧାରେ ରହିଲା, ଫର୍‌ହାଙ୍କ ଭାଙ୍ଗିଲା ଗୋଡ

ମୁମ୍ବାଇ: ଚର୍ଚ୍ଚିତ କୋରିଓଗ୍ରାଫର ତଥା ନିର୍ଦ୍ଦେଶିକା ଫର୍‌ହା ଖାନ୍‌ଙ୍କ ଗୋଡ ଭାଙ୍ଗି ଯାଇଥିବା ଖବର ମିଳିଛି। ତାଙ୍କୁ ଏବେ ତିନିମାସ ବେଡ ରେଷ୍ଟ ନେବାକୁ ଡାକ୍ତର କହିଛନ୍ତି । ଅର୍ଥାତ୍‌ ଫର୍‌ହା ତିନିମାସ ପର୍ଯ୍ୟନ୍ତ ହ୍ଵିଇଲ ଚେୟାରରେ ହିଁ ରହିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...