Daily Archives

May 2, 2018

୨୦୨୨ ସୁଦ୍ଧା ଟେଲିକମ କ୍ଷେତ୍ରରେ ୪୦ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ !

ନୂଆଦିଲ୍ଲୀ : ଦେଶର ଟେଲିକମ ଉଦ୍ୟୋଗ ଏବେ ଏକ କଠିନ ସମୟ ଦେଇ ଗତି କରୁଛି । ଶସ୍ତା ଟେଲିକମ ସେବା ଯୋଗାଇବା ପ୍ରତିଯୋଗିତା ମଧ୍ୟରେ କମ୍ପାନିମାନଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇଯାଇଛି । କେତେକ ଟେଲିକମ କମ୍ପାନି ବନ୍ଦ ହୋଇଗଲେଣି ଅଥବା ଅନ୍ୟ ବଡ଼ କମ୍ପାନିମାନଙ୍କ ସହ ମିଶି ଗଲେଣି । ଫଳରେ ଏହି…
ଅଧିକ ଖବର ଦେଖନ୍ତୁ...

ରାମଚନ୍ଦ୍ରଙ୍କ ପରି ମହାଦେବଙ୍କର ବି ଜଣେ ଭଉଣୀ ଥିଲେ! ଜାଣନ୍ତୁ କାହିଁକି ଶିବଙ୍କ ଭଉଣୀକୁ କୈଳାସରୁ ତଡ଼ି ଦେଲେ ପାର୍ବତୀ

ବିବାହ ପରେ ସ୍ୱାମୀଙ୍କ ସହ କୈଳାସରେ ରହୁଥାନ୍ତି ମାଆ ପାର୍ବତୀ। ତାଙ୍କର କୈଳାସରେ ଜମା ବି ମନ ଲାଗୁନଥାଏ। ପରିବାର ଛାଡ଼ି ଆସିଥିବାରୁ ସେ ସବୁ ବେଳେ ନିଜ ଘର ଲୋକଙ୍କୁ ଝୁରି ହେଉଥାନ୍ତି। ଏଣେ ପାର୍ବତୀଙ୍କର କିଛି ଯେପରି ଅସୁବିଧା ନ ହେଉ ସେଥିପାଇଁ ମହାଦେବ ନିଜର ପ୍ରିୟ ବୃଷଭ ନନ୍ଦୀକୁ…
ଅଧିକ ଖବର ଦେଖନ୍ତୁ...

ୟୁପିର କାନପୁର ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ଦୁନିଆର ସବୁଠାରୁ ସର୍ବାଧିକ ପ୍ରଦୂଷିତ ସହରର ତାଲିକା ଜାରି କରିଛି। ଏଥିରେ ୧୫ଟି ସହରର ନାମ ରହିଛି। ଏହି ତାଲିକାରେ ଭାରତର ୧୪ଟି ସହର ରହିଛି । ଯେଉଁଥିରେ ଉତ୍ତରପ୍ରଦେଶର ଶିଳ୍ପ ସହର କାନପୁର ଶୀର୍ଷରେ ଥିବା ବେଳେ ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ଦୁଇ ମସ୍ତିଷ୍କ ସଂଯୋଗରେ ଆସିଲେ କ’ଣ ଘଟେ? ଆପଣଙ୍କର ବି ଥାଇପାରେ ଏପରି କିଛି ଅନୁଭୂତି

ଜୀବନରେ ଅନେକ ଲୋକଙ୍କ ସହ ଭେଟ ହୁଏ। ସବୁ ଲୋକଙ୍କର ଭିନ୍ନ ଗୁରୁତ୍ୱ ରହିଥାଏ। ସମସ୍ତେ କିଛି ନା କିଛି ଶିଖେଇଥାନ୍ତି। ମାତ୍ର ଏମିତି କିଛି ସଂପର୍କଥାଏ ଯେଉଁଠି ମସ୍ତିଷ୍କ ସହ ମସ୍ତିଷ୍କର ସଂଯୋଗ ଘଟେ। ସେ ଯାହାବି ହେଉ, ଆମେ କିପରି ଜାଣିବା ଯେ କାହା ସହ ମସ୍ତିଷ୍କର ସଂଯୋଗ ଘଟିଛି। କିଛି…
ଅଧିକ ଖବର ଦେଖନ୍ତୁ...

ଗତ ୫ବର୍ଷରେ ୨୩ ହଜାର ବ୍ୟାଙ୍କ ଠକେଇ ହୋଇଛି, ମୋଟ କ୍ଷତି ପରିମାଣ ୧ ଲକ୍ଷ କୋଟି

ମୁମ୍ବାଇ : ଦେଶରେ ଗତ ୫ ବର୍ଷରେ ପ୍ରାୟ ୨୩ ହଜାର ବ୍ୟାଙ୍କ ଠକେଇ ହୋଇଛି । ଏସବୁ ଠକେଇ ଦ୍ୱାରା ବ୍ୟାଙ୍କଗୁଡ଼ିକର ପ୍ରାୟ ୧ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ରିଜର୍ଭ ବ୍ୟାଙ୍କ କହିଛି । ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶରେ ୫୧୫୨ଟି ବ୍ୟାଙ୍କ ଋଣ ଠକେଇ ହୋଇଥିଲା ଯାହାକି ୨୦୧୬-୧୭…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ରେ ଦୁଷ୍କର୍ମ ହୁଏ ନାହିଁ; ଯାହା ବି ସଂପର୍କ ହୁଏ, ସେସବୁ ସହମତିରେ, ସ୍ୱେଚ୍ଛାରେ

ମୁମ୍ବାଇ: ବଲିଉଡ୍‌ରେ ଚାଲିଥିବା କାଷ୍ଟିଂ କାଉଚ୍‌ ସଂପର୍କରେ ଏଇ ନିକଟ ଅତୀତରେ ନୃତ୍ୟ ନିର୍ଦ୍ଦେଶିକା ସରୋଜ୍‌ ଖାନ୍‌ ଦେଇଥିବା ଏକ ବୟାନ ଦେଶ ବ୍ୟାପି ଆଲୋଡ଼ନ ଓ ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ, ଏବେ ଏଥିରେ ଘିଅ ଢ଼ାଳିଛନ୍ତି, ବଲିଉଡ୍‌ର ଅନ୍ୟତମ ବିତର୍କିତ ଓ ବିବାଦୀୟ ଅଭିନେତ୍ରୀ…
ଅଧିକ ଖବର ଦେଖନ୍ତୁ...

କନେଷ୍ଟବଳ ପଦବି ପାଇଁ ଗୋଟିଏ କୋଠରୀରେ ଚାଲୁଛି ପୁରୁଷ ଓ ମହିଳା ପ୍ରାର୍ଥୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଭୋପାଳ: ମଧ୍ୟପ୍ରଦେଶ ପୁଲିସ କନେଷ୍ଟବଳ ପଦବି ପାଇଁ ଧର୍‌ ଜିଲ୍ଲାରେ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଥିବା ବେଳେ ପୁଣି ଏକ ବିବାଦୀୟ ଫଟୋ ସାମ୍ନାକୁ ଆସିଛି। ଗୋଟିଏ କୋଠରୀରେ ଉଭୟ ପୁରୁଷ ଓ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। କେବଳ ଏତିକି ନୁହେଁ, ମହିଳାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ଏଣିକି ଇନ୍‌ଷ୍ଟାଗ୍ରାମରେ ଭିଡିଓ ଚାଟ, ଅଶ୍ଳୀଳ କମେଣ୍ଟ୍‌କୁ ଡିଲିଟ୍‌ କରିଦେବ କମ୍ପାନି

ନୂଆଦିଲ୍ଳୀ: ଲୋକପ୍ରିୟ ଫଟୋ ସେୟାରିଂ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ଏଣିକି ଭିଡିଓ ଚାଟର ସୁବିଧା ଉପଲବ୍ଧ ହେବ ବୋଲି ଫେସ୍‌ବୁକ ଘୋଷଣା କରିଛି। ଏହାବ୍ୟତୀତ ଆହୁରି ଦୁଇଟି ନୂଆ ଫିଚର୍‌ ମଧ୍ୟ ଲଞ୍ଚ ହୋଇଥିବା ସୂଚନା ରହିଛି। ଫେସ୍‌ବୁକ୍‌ର ସହ ନିର୍ମାତା ତଥା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ବଜାରରେ ଭିଭୋ ୱାଇ୫୩-ଆଇ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ : ଚାଇନିଜ୍‌ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍‌ ସ୍ମାର୍ଟଫୋନ୍‌ ୱାଇ୫୩-ଆଇର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଫୋନ୍‌ ଯୁବବର୍ଗଙ୍କ ସେଲ୍‌ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ…
ଅଧିକ ଖବର ଦେଖନ୍ତୁ...

ଯେଉଁ ପୁଲିସ୍‌ ନିୟମ ଭଙ୍ଗ କରୁଛନ୍ତି ସେମାନଙ୍କର ଫଟୋ ଉଠାଇ ଟୁଇଟର୍‌ରେ ପୋଷ୍ଟ କରିବାକୁ କହିଲା ଆଇପିଏଫ୍‌

ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ସହ ଯୋଡ଼ି ହୋଇଥିବା ଇଣ୍ଡିଆନ୍‌ ପୋଲିସ୍‌ ଫାଉଣ୍ଡେସନ୍‌ ଦେଶର ନାଗରିକମାନଙ୍କୁ ଏକ ନୂଆ ଦାୟିତ୍ୱ ଦେଇଛନ୍ତି। ଯେଉଁ ପୁଲିସ୍‌ ଅଧିକାରୀମାନେ ନିୟମ ଭଙ୍ଗ କରୁଛନ୍ତି ସେମାନଙ୍କର ଏକ ଫଟୋ ଉତ୍ତୋଳନ କରି ଟୁଇଟ୍‌ରେ ପୋଷ୍ଟ୍‍ କରିବା ପାଇଁ ଫାଉଣ୍ଡେସନ୍‌ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...