Daily Archives

May 2, 2018

ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ କମେଣ୍ଟ ମରିବା, ଯୁବକଙ୍କୁ ଧରି ନିସ୍ତୁକ ଛେଚିଲେ ସ୍ଥାନୀୟ ଲୋକ

ଅନୁଗୁଳ: ବୁଧବାର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନିକଟରେ ଥିବା ଏଟିିଏମ ପାଖରେ ତିନିଜଣ ଯୁବକ କେତେଜଣ କଲେଜ ଛାତ୍ରୀଙ୍କୁ କେମେଣ୍ଟ ମାରିବା ମହଙ୍ଗା ପଡ଼ିଛି। ସୂଚନାଯୋଗ୍ୟ, ତିନିଜଣ ଛାତ୍ରୀ ଆଜି ଛେଣ୍ଡିପଦା ଥାନା ନିକଟରେ ଥିବା ଏଟିଏମରୁ ଟଙ୍କା ଉଠାଇବା ପାଇଁ ଆସିଥିଲେ। ଟଙ୍କା…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ନାମରେ ନକଲି ଆକଉଣ୍ଟ୍‌ ଖୋଲି ଟଙ୍କା ଲୁଟୁଥିବା ଯୁବକ ଧରାପଡ଼ିଲା

ଥାନେ: କିଛିଦିନ ତଳେ ଜଣେ ଯୁବକ ସୋସିଆଲ୍‌ ମିଡିଆରେ ସଲମାନଙ୍କ ଖାନଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ନାମରେ ଏକ ନକଲି ଆକାଉଣ୍ଟ ଖୋଲି ଲୋକଙ୍କଠାରୁ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଥିଲା। ମହାରାଷ୍ଟ୍ରର ଥାନେ ଅନ୍ତର୍ଗତ କଲ୍ୟାଣ ସହରରୁ ବୁଧବାର ଏକ ରିୟଲ୍‌ ଇଷ୍ଟେଟ୍‌ରେ କାମ କରୁଥିବା ୨୭ ବର୍ଷିଅ…
ଅଧିକ ଖବର ଦେଖନ୍ତୁ...

ଫେସବୁକରେ ମୋଦି ସବୁଠୁ ଲୋକପ୍ରିୟ, ଟ୍ରମ୍ପଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ : ସୋସିଆଲ ନେଟଓ୍ଵାର୍କିଂ ସାଇଟ୍‌ ଫେସବୁକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ସବୁଠାରୁ ଲୋକପ୍ରିୟ ବିଶ୍ୱନେତା । ଏ କ୍ଷେତ୍ରରେ ସେ ଆମେରିକା ରାଷ୍ଟ୍ରପତି ତଥା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଡୋନାଲଡ ଟ୍ରମ୍ପଙ୍କଠାରୁ ମଧ୍ୟ ଆଗରେ ରହିଛନ୍ତି । ଫେସବୁକରେ…
ଅଧିକ ଖବର ଦେଖନ୍ତୁ...

ବ୍ରଜରାଜନଗର: କୋଇଲା ଖଣିରେ ଦୁର୍ଘଟଣା, ୨ଗୁରୁତର

ବ୍ରଜରାଜନଗର: ଝାରସୁଗୁଡ଼ାସ୍ଥିତ ଏମ୍‌.ସି.ଏଲ୍‌ ପରିଚାଳିତ ବ୍ରଜରାଜନଗରରେ ଇବ୍‌ଭ୍ୟାଲି ଅଞ୍ଚଳ ଅଧିନରେ ଥିବା ଲଜବୁଲା ଖୋଇଲା ଖଣିରେ ଦୁର୍ଘଟଣା ଘଟି ବୁଧବାର ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ନାମ ସୁଶାନ୍ତ ମହାନନ୍ଦ ଓଶଙ୍କର ତନ୍ତି ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଜି ସକାଳେ…
ଅଧିକ ଖବର ଦେଖନ୍ତୁ...

ଇଣ୍ଟର୍‌ନେଟ୍‌ ଟେଲିଫୋନି ସେବା: ବ୍ରଡ୍‌ବ୍ୟାଣ୍ଡ୍‌ରୁ ଲ୍ୟାଣ୍ଡ୍‌ଲାଇନ୍‌ ଓ ମୋବାଇଲ୍‌କୁ କରି ହେବ କଲ୍‌

ନୂଆଦିଲ୍ଲୀ: ଦେଶରେ ଇଣ୍ଟର୍‌ନେଟ୍‌ ଟେଲିଫୋନ୍‌ ପ୍ରଚଳନ କରାଇବା ନିମନ୍ତେ ଆଗତ ପ୍ରସ୍ତାବକୁ ସରକାର ମଙ୍ଗଳବାର ଦିନ ଅନୁମୋଦନ କରିଛନ୍ତି। ଏହି ସୁବିଧା ପ୍ରଚଳନ ହେବା ପରେ ଭଲ ସିଗ୍‌ନାଲ୍‌ ଆସୁ ନ ଥିବା ଅଞ୍ଚଳ, ମୋବାଇଲ୍‌ ନେଟ୍‌ଓ୍ଵାର୍କ ନ ଥିବା ଅଞ୍ଚଳରେ ଥାଇ ମଧ୍ୟ ମୋବାଇଲ୍‌ ଓ…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୪୮ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଏହି ୮ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ଦିନ ବେଳା ଖରା ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ମଧ୍ୟରାତିରେ କାଳ ବୈଶାଖୀ ତାର ତାଣ୍ଡବ ଆରମ୍ଭ କରି ଦେଉଛି। ଆଗାମୀ ୪୮ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଏହି ୮ଟି ଜିଲ୍ଲାରେ କୁଆପଥର ମାଡ ସହ ପ୍ରବଳ ଝଡ଼ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୁଧବାର…
ଅଧିକ ଖବର ଦେଖନ୍ତୁ...

ବିଜ୍ଞାନ ସମ୍ମତ ପୁରାଣ ପ୍ରଥା: ଏହି ସବୁ ଜିନିଷ ସ୍ପର୍ଶ କରିବା ଅର୍ଥାତ ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରିବା ସହ ସମାନ

ସଫଳ ଓ ଭାଗ୍ୟବାନ ହେବା ପାଇଁ କାହାର ବା ଇଚ୍ଛା ନାହିଁ? ମାତ୍ର ସବୁକିଛି ଏତେ ସହଜ କଥା ନୁହେଁ। ଭାଗ୍ୟ ଏକ ତପସ୍ୟାର କଥା। ଉଚିତ ନୀତି ନିୟମ ମାନି ଚଳିଲେ ହିଁ ଭାଗ୍ୟ ଉଦୟ ହୋଇଥାଏ। ପ୍ରଚଳିତ ପ୍ରଥା ଅନୁସାରେ ଏମିତି କିଛି କଥା ରହିଛି ଯାହାକୁ ସ୍ପର୍ଶ କଲେ ଦୁର୍ଭାଗ୍ୟ ଆସିଥାଏ। ଦାରିଦ୍ର୍ୟ…
ଅଧିକ ଖବର ଦେଖନ୍ତୁ...

ଉତ୍ତର ପ୍ରଦେଶ: ରାମ ଓ ସୀତାଙ୍କ ଚିତ୍ର ଥିବା ମୁସଲମାନ ପରିବାରର ବାହାଘର କାର୍ଡ

ଫୈଜାବାଦ୍‌: ସୁଲତାନ୍‌ପୁର ଅନ୍ତର୍ଗତ ଏକ ମୁସଲମାନ ପରିବାର ପ୍ରଭୁ ଶ୍ରୀରାମ ଓ ଦେବୀ ସୀତାଙ୍କର ଚିତ୍ର ଥିବା ବାହାଘର କାର୍ଡ ଛାପିଛନ୍ତି। ସୁଲ୍‌ତାନ୍‌ପୁର ଅନ୍ତର୍ଗତ ବାଗସରାଇ ଗାଁ’ର ବାସିନ୍ଦା ମହମ୍ମଦ ସଲୀମ୍‌ ସାମ୍ପ୍ରଦାୟିକ ସଦ୍ଭାବ ବାର୍ତ୍ତା ପ୍ରଚାର କରିବାକୁ ବଡ଼ ପଦକ୍ଷେପଟାଏ…
ଅଧିକ ଖବର ଦେଖନ୍ତୁ...

ଦାନ୍ତବିନ୍ଧା ହେଲେ ଏହି ୫ଟି ଘରୋଇ ଉପଚାର କରନ୍ତୁ, ତୁରନ୍ତ ମିଳିବ ଆରାମ

ସାଧାରଣ ଭାବେ ଦାନ୍ତ ବିନ୍ଧିବା ଛଡ଼ା ନୂଆ ଦାନ୍ତ ବାହାରିବା ସମୟରେ ମଧ୍ୟ ମାଢ଼ି ବହୁତ ଦରଜ ହୋଇଥାଏ। ଆମେରିକୀୟ ଦନ୍ତଚିକିତ୍ସକଙ୍କ କହିବା ଅନୁସାରେ, ଜ୍ଞାନଦାନ୍ତ ଉଠେ ବେଳେ ଅଧିକ ଦରଜ ହୋଇଥାଏ କାରଣ ପାଟିରେ ଏହି ଦାନ୍ତ ପାଇଁ ଆଉ ଜାଗା ନ ଥାଏ। ଜ୍ଞାନଦାନ୍ତ ଜବରଦସ୍ତି ଉଠିବା ଯୋଗୁଁ ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ବାହାଘର ପରେ ବର ସାଙ୍ଗରେ ଯିବାକୁ କନିଅାଁ ଅରାଜି, ଚିନ୍ତାରେ ପୁଲିସ

ଭୋପାଳ: ମଧ୍ୟପ୍ରଦେଶର ଗତ ୧ କିଛି ଦିନ ହେବ ଏପରି ମାମଲା ଆସି ଥାନାରେ ପହଞ୍ଚୁଛି ଯାହାକୁ ନେଇ କଣ ପଦକ୍ଷେପ ନିଆଯିବ ପୁଲିସ ସ୍ଥିର କରି ପାରୁ ନାହିଁ। ଗତ ୩୦ ତାରିଖ ସକାଳୁ ସକାଳୁ ମଧ୍ୟପ୍ରଦେଶର ହଟା ଥାନାରେ ବରବେଶ ହୋଇ ବରଣମାଳା ପିନ୍ଧିିଥିବା କରଣ ସିଂହ ନାମକ ଜଣେ ଯୁବକ ପହଞ୍ଚି ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...