Daily Archives

May 15, 2018

ଆପଲ୍‌ ଘଣ୍ଟା ବଞ୍ଚାଇଲା ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜୀବନ

ନୂଆଦିଲ୍ଲୀ: ଏପରି ଏକାଧିକ ଘଟଣା ଏବେ ସମ୍ନାକୁ ଆସିଛି, ଯେଉଁଥିରେ ଆପଲ୍‌ ଘଣ୍ଟା ଦ୍ୱାରା ଲୋକଙ୍କର ଜୀବନ ବଞ୍ଚି ଯାଇଛି। କହିବାକୁ ଗଲେ ଆପଲ୍‌ ଘଣ୍ଟାଟି ପ୍ରକୃତରେ ଏକ ଜୀବନ ରକ୍ଷକ ଭାବେ କାର୍ଯ୍ୟ କରୁଛି । ନିକଟ ଅତୀତରେ ହଂକଂଠାରେ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା। ସେଠାରେ ୭୬ବର୍ଷ…
ଅଧିକ ଖବର ଦେଖନ୍ତୁ...

ତିନି ବର୍ଷ ହେଲା ନିଜ ଝିଅ ସହ ଦୁଷ୍କର୍ମ କରୁଥିଲା ବାପା,ପୁଲିସ ହାତରେ ଧରାଇଲେ ସ୍ତ୍ରୀ

ଗାଜିଆବାଦ : ଦିନକୁ ଦିନ ଦେଶରେ ଅପରାଧ ସୀମା ପାର କରିବାରେ ଲାଗିଛି। ଉତ୍ତରପ୍ରଦେଶର ଗାଜିଆବାଦ ଅଞ୍ଚଳରେ ନରେନ୍ଦ୍ର ନେଗୀ ନାମକ ଜଣେ ୫୦ ବର୍ଷିୟ ବ୍ୟକ୍ତି ତାଙ୍କ ନିଜ ନାବାଳିକା ଝିଅ ସହ ଦୁଷ୍କର୍ମ କରିବା ଘଟଣା ସାମ୍ନାକୁ ଆସିଛି। ବ୍ୟକ୍ତି ଜଣକ ଗତ ୩ ବର୍ଷ ହେଲା ନିଜ ଝିଅ ସହ ଦୁଷ୍କର୍ମ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାକୁ ମୋଦିଙ୍କ ନିନ୍ଦା

ନୂଆଦିଲ୍ଲୀ : କର୍ଣ୍ଣାଟକ ନିର୍ବାଚନରେ ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜେପି ଆଜି କେବଳ ହିନ୍ଦୀଭାଷୀ ରାଜ୍ୟର ଦଳ କହିବା ଠିକ ହେବ ନାହିଁ । ବିଜେପିର ମୁଖ୍ୟକାର୍ଯ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବିବିଧତାପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମର ଅରୋପ ଲଗାଇଥିବା ଯୁବକଙ୍କୁ ଜେଲରେ ବିବାହ କଲେ ଯୁବତୀ, ପୂରା କାହାଣୀ ଥିଲା କିଛି ଏମିତି…

ଜମୁଇ(ପଟ୍‌ନା): ବିହାରର ଜମୁଇ ଜେଲରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଦୃଶ୍ୟ । ତିନି ବର୍ଷ ପୂର୍ବରୁ ଯାହା ଉପରେ ଦୁଷ୍କର୍ମର ଆରୋପ ଲଗାଇଥିଲେ ଯୁବତୀ, ସେହି ଯୁବକଙ୍କୁ ବିବାହ କରିଥିଲେ । ଏହି ମାମଲାରେ କୋର୍ଟଙ୍କ ରାୟ ପରେ ଗତକାଲି ପୁଲିସ ଷ୍ଟେସନରେ ହିନ୍ଦୁ ରୀତିନିତି…
ଅଧିକ ଖବର ଦେଖନ୍ତୁ...

ଜୟନାରାୟଣ ମିଶ୍ରଙ୍କୁ ଅନ୍ତରୀଣ ଜାମିନରେ ଯିବା ଲାଗି ହାଇକୋର୍ଟ ଦେଇଛନ୍ତି ଅନୁମତି

କଟକ: ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଥିବା ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ମଙ୍ଗଳବାର ହାଇକୋର୍ଟରୁ ଅନ୍ତରୀଣ ଜାମିନ ମିଳିଛି। ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନରେ ଯିବା ଲାଗି ଅନୁମତି…
ଅଧିକ ଖବର ଦେଖନ୍ତୁ...

ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଦରନାପାଲଠାରେ ତିନିଦିନ ତଳେ ଦୁଇଜଣ ଯୁବକଙ୍କୁ ପୁଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ଉଠାଇ ନେଇଥିଲେ। ଦୁଇଜଣଙ୍କ ମଧ୍ୟରୁ ଜଣକଙ୍କୁ ମାଓବାଦୀ ଗଳାକାଟି ହତ୍ୟା କରିବା ପରେ ଅନ୍ୟଜଣଙ୍କୁ ନିସ୍ତୁକ ମାଡ ମାରି ଛାଡ଼ି…
ଅଧିକ ଖବର ଦେଖନ୍ତୁ...

ପୁଲିସବାବୁ ଯୁବକଙ୍କୁ କହିଲେ, ଜୋତାରେ ନାକ ରଗଡ଼, ତା’ପରେ ଯାଇ ଛଡ଼ାଯିବ: ଭିଡିଓ ଭାଇରାଲ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ମେନପୁରୀରେ ପୁଲିସର ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ପୁଲିସ ନିଜ ପୋଷାକ ଶକ୍ତି ବଳରେ ଜଣେ ଯୁବକଙ୍କୁ ତାଙ୍କ ଜୋତାରେ ନାକ ରଗଡ଼ିବା ପାଇଁ ବାଧ୍ୟ କରିଥିଲେ। ପୁଲିସ ଜୋତାରେ ନାକ ରଗଡ଼ୁ ଥିବା ସମୟରେ ଯୁବକଙ୍କ ଭିଡିଓ ଏବେ ଭାଇରାଲ ହୋଇଛି। ଯୁବକଙ୍କ ପରିଚୟକୁ…
ଅଧିକ ଖବର ଦେଖନ୍ତୁ...

ବଡ଼ ଘରର ବଡ଼ ଗୁମର: ଦେଶର ୧ ନମ୍ବର ଆଡ଼ମ୍ବରପୂର୍ଣ୍ଣ ବିବାହ ଉତ୍ସବର ଆୟୋଜନ କରି ନିଜର ୩ ପିଲାଙ୍କ ବାହାଘର ଏକାଠି କରାଇବା…

ମୁମ୍ବାଇ: ଦେଶର ଏକ ନମ୍ବର ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପରିବାର ସବୁବେଳେ ସେମାନଙ୍କ ବ୍ୟବସାୟକୁ ନେଇ ଚର୍ଚ୍ଚାରେ ରହଥାଆନ୍ତି। ତେବେ, ଚଳିତ ବର୍ଷ ଆରମ୍ଭରୁ ମୁକେଶ ଅମ୍ବାନୀଙ୍କ ପରିବାର ସେମାନଙ୍କ ପିଲାମାନଙ୍କ ବାହାଘରକୁ ନେଇ ଚର୍ଚ୍ଚାରେ ରହିଥିବା ଦେଖିବାକୁ ମିଳିଛି। ପ୍ରଥମେ ଅପ୍ରେଲ…
ଅଧିକ ଖବର ଦେଖନ୍ତୁ...

ବାରାଣାସୀରେ ନିର୍ମାଣାଧୀନ ଫ୍ଲାଏଓଭର ଭାଙ୍ଗି ୧୨ ମୃତ

ବାରାଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ ବାରାଣାସୀରେ ଏକ ନିର୍ମାଣାଧୀନ ଫ୍ଲାଏଓଭର ଭାଙ୍ଗିପଡିବାରୁ ୧୨ ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି । ମିଳିଥିବା ସୂତନା ମୁତାବକ ବାରାଣାସୀ କାଣ୍ଟ ରେଳ ଷ୍ଟେସନ ନିକଟରେ ଏହି ଫ୍ଲାଏ ଓଭରଟି ତିଆରି ହେଉଥିଲା । ଏହି ଫ୍ଲାଏଓଭରର…
ଅଧିକ ଖବର ଦେଖନ୍ତୁ...

ଏହି କ୍ରିକେଟ୍‌ ତାରକାଙ୍କୁ ଭଲ ପାଉଥିଲେ ମାଧୁରୀ

ହିନ୍ଦୀ ଚଳଚ୍ଚିତ୍ର ଜଗତର ସୁପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବେ ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ମଲ୍‌ଟି ଷ୍ଟାରର କମେଡ଼ି ‘ଟୋଟାଲ୍‌ ଧମାଲ୍‌’ ଓ କରଣ ଜୋହରଙ୍କ ‘କଲଙ୍କ୍‌’ଜରିଆରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରଥମଟିରେ ସେ ଅନୀଲ କପୁର ଓ ଦ୍ୱିତୀୟଟିରେ ସଂଜୟ ଦତ୍ତଙ୍କ ବିପକ୍ଷରେ…
ଅଧିକ ଖବର ଦେଖନ୍ତୁ...