Daily Archives

May 18, 2018

ଫ୍ରିଜ ସହ ଲୋକଙ୍କ ଆଚରଣରେ କଣ ସମ୍ପର୍କ ରହିଛି ?

ମୁମ୍ବାଇ : ଲୋକମାନଙ୍କର ବ୍ୟକ୍ତିତ୍ୱ ଓ ଫ୍ରିଜ୍‌ର ବ୍ୟବହାର ମଧ୍ୟରେ ଗଭୀର ସମ୍ପର୍କ ରହିଛି। ଗୋଦରେଜ୍‌ ଆପ୍ଳାଏନ୍‌ସେସ୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ନୂଆ ପିଢ଼ି (୧୭-୩୦ ବର୍ଷ) ବୟସର ଭାରତୀୟମାନେ ରାତି ଅଧରେ ଫ୍ରିଜ୍‌ ଖୋଲିଥାନ୍ତି ବୋଲି ଏହି ସର୍ଭେରୁ ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ନିର୍ଦ୍ଧାରିତ ସମୟର ୨୫ ସେକେଣ୍ଡ ପୂର୍ବରୁ ଟ୍ରେନ ଛାଡ଼ିବାରୁ ଯାତ୍ରୀଙ୍କୁ କ୍ଷମା ମାଗିଲେ ରେଳ ଅଧିକାରୀ

ନୂଆଦିଲ୍ଲୀ: ଟ୍ରେନ ହେଉ ବା ଯେକୌଣସି ଯାନବାହାନ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଛାଡ଼ିବା କିମ୍ବା ପହଞ୍ଚିବା ବିଷୟରେ ଆପଣ ଅନେକ ସ୍ଥାନରେ ଶୁଣିଥିବେ । ତେବେ ଆପଣ କେବେ ମଧ୍ୟ ଶୁଣିଛନ୍ତି କି ଟ୍ରେନ କିଛି ସେକେଣ୍ଡ ଶୀଘ୍ର ଛାଡ଼ିବା ପାଇଁ ରେଳ କର୍ମଚାରୀଙ୍କୁ କ୍ଷମା ମାଗିବାକୁ ପଡ଼ିଥିବ ।…
ଅଧିକ ଖବର ଦେଖନ୍ତୁ...

ଗର୍ଲଫ୍ରେଣ୍ଡଙ୍କ ସହିତ ରହିବା ପାଇଁ ପିତାଙ୍କ ଘର ଛାଡ଼ିଲେ ବରୁଣ ଧଓ୍ଵନ

ମୁମ୍ବାଇ: ବଲିଉଡ୍‌ର ବିଶିଷ୍ଟ ନିର୍ଦ୍ଦେଶକ ଡ଼େଭିଡ଼ ଧଓ୍ଵନଙ୍କ ଅଭିନେତା ପୁଅ ବରୁଣ ଧଓ୍ଵନ ଆଜିକାଲି ତାଙ୍କ ପ୍ରେମକାହାଣୀକୁ ନେଇ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତାଙ୍କୁ ଅନେକ ସ୍ଥାନରେ କଥିତ ଗର୍ଲଫ୍ରେଣ୍ଡ ନତାଶା ଦଲାଲାଙ୍କ ସହିତ ଦେଖିବାକୁ ମିଳୁଛି। ତେବେ ଏହି ବିଷୟରେ ମିଡ଼ିଆରେ…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିହୀନା ଗଣଦୁଷ୍କର୍ମ ପୀଡ଼ିତା ଅଭିଯୋଗ ଫେରାଇ ନେବାକୁ ଚାହୁଁଛନ୍ତି, ଜାଣନ୍ତୁ କାରଣ କ’ଣ?

ନୂଆଦିଲ୍ଲୀ : ଏହି ମାସ ଆରମ୍ଭରେ ଦିଲ୍ଲୀର କରୋଲ ବାଗରେ ଜଣେ ଦୃଷ୍ଟିହୀନା ମହିଳାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲା। ମାତ୍ର ଦୁଷ୍କର୍ମପୀଡ଼ିତା ଅଭିଯୋଗକୁ ଫେରାଇ ନେବା ପାଇଁ ଚାହୁଁଛନ୍ତି । ଏହା ସହ ତାଙ୍କୁ କୌଣସି ପ୍ରକାରର ଆଇନଗତ ସହାୟତାର ଅବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଅଭୁତ ବିବାହ : ମୃତ୍ୟୁର ୧୭ ବର୍ଷ ପରେ ସାଜିଲେ ବାଳକବାଳିକା ସାଜିଲେ ବର-ବଧୂ, ରୀତିନୀତି ସହ ହେଲା ବିବାହ

ମେରଠ: ଉତ୍ତରପ୍ରଦେଶର ମେରଠ ଜିଲ୍ଲାର ମଢ଼ିଆ ଗ୍ରାମରେ ବୁଧବାର ଦିନ ଦେଖିବାକୁ ମିଳିଛି ଦୁଇଟି ଭିନ୍ନପ୍ରକାରର ବିବାହ । ଏହି ବିବାହର ପ୍ରସ୍ତୁତି ସାଧାରଣ ବିବାହମାନଙ୍କ ଭଳି ରହିଥିଲା । ଏଥିରେ ପୂରା ଗ୍ରାମକୁ ସଜ୍ଜା ଯାଇଥିବା ବେଳେ ଢ଼ୋଲ-ବାଜା , ଭୋଜି ଏବଂ ଶାସ୍ତ୍ରୀୟ ରୀତିନୀତିରେ…
ଅଧିକ ଖବର ଦେଖନ୍ତୁ...

ଛତୁ ଖାଆନ୍ତୁ, ଯୌବନ ଦୀର୍ଘସ୍ଥାୟୀ କରନ୍ତୁ

ଛତୁ ଏକ ସ୍ୱାଦିଷ୍ଟ ଖାଦ୍ୟ। ଆମେ ଖାଉଥିବା ଛତୁରେ ରହିଛି ବୟସ ବୃଦ୍ଧି କଣିକାକୁ ହ୍ରାସ କରିବାର କ୍ଷମତା। ଛତୁରେ ରହିଛି ବହୁ ପରିମାଣର ଆଣ୍ଟିଅକ୍ସିଡ଼େଣ୍ଟ ଯାହା ଦ୍ୱାରା ବୟସ ବୃଦ୍ଧି ପ୍ରକ୍ରିୟା ମନ୍ଥର ହୋଇଥାଏ ବୋଲି ଏକ ଗବେଷଣାରୁ ଜାଣିବାକୁ ମିଳିଛି। ଗବେଷଣାରୁ ଜଣାପଡ଼ିଛି, ଛତୁରେ ଅଧିକ…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇ ଆଗରେ ୧୬୩ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ

ନୂଆଦିଲ୍ଲୀ : ଦିଲ୍ଲୀର ଫିରୋଜଶାହ କୋଟଲା ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୫୨ ତମ ମ୍ୟାଚରେ ଦିଲ୍ଲୀ ଡେୟାରଡେଭିଲ୍ସ ଚେନ୍ନାଇ ସୁପରକିଙ୍ଗସ ଆଗରେ ୧୬୩ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି । ଚେନ୍ନାଇ ଟସଜିଣି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀର ଦୁଇ ଓପନର…
ଅଧିକ ଖବର ଦେଖନ୍ତୁ...

ରେଳ ଷ୍ଟେସନ୍‌ରେ ଅଧିକ ସୁବିଧା ଦେବା ଆଳରେ ଲାଗୁ ହୋଇପାରେ ୟୁଜର୍‌ ଫି

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ ରେଳ ଷ୍ଟେସନ୍‌ଗୁଡ଼ିକର ଆଧୁନିକୀକରଣ କରୁଛି। ଏୟାରପୋର୍ଟ ଗୁଡ଼ିକରେ ଯେପରି ସୁବିଧା ମିଳୁଛି,ରେଳ ଷ୍ଟେସନ୍‌ରେ ମଧ୍ୟ ସେପରି ସୁବିଧା ଉପଲବ୍ଧ କରାଇବାକୁ ଯୋଜନା କରୁଛି ଭାରତୀୟ ରେଳ। ତେବେ ଏହି ସୁବିଧା ଲାଗି ହେବାକୁ ଥିବା ଖର୍ଚ୍ଚକୁ ରେଳ ଯାତ୍ରୀମାଙ୍କ ନିକଟରୁ…
ଅଧିକ ଖବର ଦେଖନ୍ତୁ...

୨୧ ତାରିଖରେ ଭାରତରେ ଲଞ୍ଚ ହେବ ‘ୱାନ୍‌ପ୍ଲସ୍‌ ୬’

ନୂଆଦିଲ୍ଲୀ : ୱାନ୍‌ପ୍ଲସ୍‌ ଏହାର ପ୍ରିମିୟମ୍‌ ଫ୍ଲାଗ୍‌ସିପ୍‌ ଡିଭାଇସ୍‌ ’ୱାନ୍‌ପ୍ଲସ୍‌୬’ର ବଜାର ପ୍ରବେଶ ଘୋଷଣା କରିଛି। ୱାନ୍‌ପ୍ଲସ୍‌ର ଫ୍ଲାଗ୍‌ସିପ୍‌ ଅଲ୍‌-ଗ୍ଲାସ୍‌ ଡିଜାଇନ୍‌ ବୈଶିଷ୍ଟ୍ୟ ଆଧାରରେ ପ୍ରସ୍ତୁତ ୱାନ୍‌ପ୍ଲସ୍‌ ୬ ବର୍ତ୍ତମାନ ସୁଦ୍ଧା କମ୍ପାନିର ସବୁଠାରୁ ଆକର୍ଷଣୀୟ…
ଅଧିକ ଖବର ଦେଖନ୍ତୁ...

ସମ୍ପତ୍ତିି ଲୋଭରେ ବେସ୍‌ବଲ୍‌ ବ୍ୟାଟ ଏବଂ ରଡ୍‌ରେ ପିଟିପିଟି ମହିଳାଙ୍କୁ ହତ୍ୟା : ସିସିଟିଭି ଫୁଟେଜରୁ ଜଣାପଡ଼ିଲା ଘଟଣା…

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀ ବର୍ତ୍ତମାନ ଆମାନଷିକତାର ରାଜଧାନୀ ମଧ୍ୟ ପାଲଟିଲାଣି । ବୁଧବାର ଦିନ ଜଣେ ମହିଳାଙ୍କୁ ରାସ୍ତା ମଧ୍ୟରେ ବେସ୍‌ବଲ୍‌ ବ୍ୟାଟ ଏବଂ ରଡ୍‌ରେ ପିଟିପିଟି ହତ୍ୟା କରାଯାଇଥିବାର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ମହିଳାଙ୍କୁ ଆଉ କେହି ନୁହଁ ବରଂ ତାଙ୍କ ନିଜ…
ଅଧିକ ଖବର ଦେଖନ୍ତୁ...