Daily Archives

June 11, 2018

ଯଦି ୨୦୧୯ ପୂର୍ବରୁ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳେ ତେବେ ବିଜେପି ସପକ୍ଷରେ ପ୍ରଚାର କରିବି: କେଜ୍ରିଓ୍ଵାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀ ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜେନୈତିକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯଦି ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଦିଲ୍ଲୀକୁ ସଂପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରନ୍ତି ତେବେ ଆମ୍‌ ଆଦମୀ ପାର୍ଟିର…
ଅଧିକ ଖବର ଦେଖନ୍ତୁ...

ନୂଆ କରି ବାପା ହୋଇଥିବା କନ୍‌ଷ୍ଟେବଲଙ୍କୁ ବଞ୍ଚାଇବା ପାଇଁ ଗୁଳି ସାମ୍ନାକୁ ଚାଲି ଆସିଲେ ଏହି ଉଦାର ପୁଲିସ୍‌…

ନୂଆଦିଲ୍ଲୀ: ମାନବିକତାର ଚିତ୍ର କେବଳ ସିନେମାରେ ଦେଖିବାକୁ ମିଳେ ନାହିଁ, ବରଂ ବାସ୍ତବ ଜୀବନରେ ବି ରହିଛନ୍ତି କିଛି ଉଦାର ମାନବ। ରବିବାର ଦିଲ୍ଳୀଠାରେ ହୋଇଥିବା ଭୟଙ୍କର ଏନକାଉଣ୍ଟର  ସମୟରେ ନୂଆ କରି ବାପା ହୋଇଥିବା ଜଣେ ଜୁନିୟର୍‌କୁ ବଞ୍ଚାଇବା ପାଇଁ ଗୁଳି ସାମ୍ନାକୁ ସ୍ୱୟଂ ଚାଲି ଆସି…
ଅଧିକ ଖବର ଦେଖନ୍ତୁ...

ନିରବ ମୋଦି ଓ ବିଜୟ ମାଲ୍ୟାକୁ ଭାରତକୁ ଦେବୁ : ବ୍ରିଟେନ

ନୂଆଦିଲ୍ଲୀ : ବିଶ୍ୱର ପଳାତକ ଅପରାଧୀମାନେ ବ୍ରିଟେନକୁ ନିଜର ଚରାଭୂଇଁରେ ପରିଣତ କରିଥିବାରୁ ଖୋଦ ବ୍ରିଟିଶ ସରକାର ମଧ୍ୟ ଚିନ୍ତିତ ହୋଇଯାଇଛନ୍ତି । ବିଶେଷକରି ବିଜୟ ମାଲ୍ୟା, ଲଲିତ ମୋଦି ଓ ଏବେ ନିରବ ମୋଦି ଲଣ୍ଡନରେ ଥିବାରୁ ବ୍ରିଟେନ ଉପରେ ଭାରତର ଚାପ ପଢିଯାଇଛି । ଏଥିପାଇଁ ଏସବୁ ପଳାତକଙ୍କ…
ଅଧିକ ଖବର ଦେଖନ୍ତୁ...

ଟିଭିରେ ପ୍ରବଚନ ଦେଉଥିବା ଦାତୀ ମହାରାଜଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ : ମହିଳା ଭକ୍ତ ପୁଲିସରେ ଏତଲା ଦେଲେ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସମାଚାର ଚ୍ୟାନେଲରେ ନିୟମିତ ପ୍ରବଚନ ଦେଉଥିବା ଆତ୍ମ-.ଘୋଷିତ ଧର୍ମଗୁରୁ ଦାତୀ ମହାରାଜଙ୍କ ନାମରେ ବଳାତ୍କାର ଅଭିଯୋଗ ଆସିଛି। ଦାତୀ ମହାରାଜଙ୍କ ବିରୋଧରେ ଜଣେ ମହିଳା ଭକ୍ତ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଅଭିଯୋଗ କରିଥିବା ମହିଳାଙ୍କ କହିବା ମୁତାବକ, ଦୁଇ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା କାଲି ଟ୍ରମ୍ପ-କିମ ଆଲୋଚନା, ସୁରକ୍ଷା ବଳୟରେ ସିଂଗାପୁର

ସିଂଗାପୁର : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତରକୋରିଆ ଶାସକ କିମ ଜଙ୍ଗ ଉନଙ୍କ ମଧ୍ୟରେ ଆଗାମୀ କାଲି ହେବାକୁ ଥିବା ଐତିହାସିକ କଥାବାର୍ତ୍ତା ଉପରେ ସାରା ବିଶ୍ୱର ନିଜର ରହିଛି । ଏହାକୁ ଦୃଷ୍ଟିରେ ରଖି ସିଂଗାପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ମନ୍ଦିର ପରିସରରେ ବସି କଥା ହେବା ପ୍ରେମୀଯୁଗଳଙ୍କୁ ମହଙ୍ଗା ପଡ଼ିଲା, କିଛି ଅସାମାଜିକ ଯୁବକ ଦୁହିଁଙ୍କୁ ନିସ୍ତୁକ ପିଟିଲେ…

ନୟାଗଡ : ସୋସିଆଲ ମିଡିଆରେ ନୟାଗଡର ଏକ ପ୍ରେମୀଯୁଗଳଙ୍କ ଭିଡିଓକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଏହି ଭିଡିଓରେ କିଛି ଅସାମାଜିକ ଯୁବକ ପ୍ରେମୀଯୁଗଳକଙ୍କ ଅସହାୟତାର ଫାଇଦା ଉଠାଉଥିବାର ଦେଖିବାକୁ ମିଳୁଛି। ଭିଡିଓରେ ଦେଖିବାକୁ ମିଳୁଛି, ପ୍ରେମୀଯୁଗଳ ଦୁହେଁ ଦୁହିଁଙ୍କୁ ଭେଟିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଦୌଡ଼ ପ୍ରତିଯୋଗୀତାରେ ଦ୍ୱିତୀୟ ସ୍ଥାନରେ ଥିବା ରହିମ୍‌କୁ ପାର୍‌ କଲା ରାଜ୍‌, ତେବେ ରାଜ୍‌ କେଉଁ ସ୍ଥାନରେ ରହିବ? ଯଦି…

ସ୍କୁଲ୍‌ କିମ୍ବା କଲେଜ୍‌ରେ ହେଉଥିବା ଦୌଡ଼ ପ୍ରତିଯୋଗିତାରେ ଆପଣ କେବେ ନା କେବେ ନିଶ୍ଚୟ ଭାଗ ନେଇଥିବେ। ସେ ଅନୁଭୂତି ନିଆରା ନିଶ୍ଚୟ। ଆଜି ସେ ସଂପର୍କରେ ଏକ କୁଇଜ୍‌ ଆମେ ଆପଣଙ୍କୁ ପଚାରିବୁ, ଆପଣ ନିଜର ଉତ୍ତର ରଖିବେ। ପୂର୍ବରୁ ଅନେକ ରିଡିଲ୍‌ ପଜଲ୍‌ ଆମେ ଖେଳି ସାରିଛେ। ମଜା ମଜା…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ଆଳରେ ମହିଳା ରୋଗୀଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ ଡାକ୍ତର, ଭାଇରାଲ ହେଲା ୨୫ଟି ଭିଡିିଓ, ଡାକ୍ତର…

ବଡ଼ୋଦରା : ଗୁଜୁରାଟର ବଡ଼ୋଦରାର ଅନଗଡ଼ ଗାଁରେ କ୍ଳିନିକ୍‌ ଚଲାଉଥିବା ଜଣେ ଡ଼ାକ୍ତରଙ୍କ କଳା କାରନାମା ଏବେ ସାମ୍ନାକୁ ଆସିଛି । ଚିକିତ୍ସା ଆଳରେ ଗାଁର ମହିଳାମାନଙ୍କ ସହ ଶାରୀରିକ ସଂପର୍କ ରଖୁଥିବାର ୨୫ଟି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହୋଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ଭୋଜି ରାଜନୀତି : ରାହୁଲ୍‌ଙ୍କ ଇଫ୍‌ତାର ପାର୍ଟିକୁ ପ୍ରଣବ ଦା’ଙ୍କୁ ନା! କେଜ୍ରିଓ୍ଵାଲ୍‌ଙ୍କୁ ବି ଡକାହେବନି!

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବର୍ଷିଆନ୍‌ ନେତା ପ୍ରଣବ ମୁଖାର୍ଜୀ ଏବେ ଦଳ ପାଇଁ ଅଛୁଆଁ। ସେ ନାଗପୁରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରବାର୍ଷିକ ଅଧିବେଶନରେବକ୍ତା ଭାବେ ଯୋଗଦେବାପରେ କଂଗ୍ରେସ ପାଇଁ ଅଲୋଡ଼ା ହୋଇପଡ଼ିଛନ୍ତି। ଦୀର୍ଘ ୨ ବର୍ଷ ପରେ କଂଗ୍ରେସ ପକ୍ଷରୁ ଆସନ୍ତା…
ଅଧିକ ଖବର ଦେଖନ୍ତୁ...

ସିନେମା ସୁଟିଂ କରୁଥିବା ସମୟରେ ଖୋଲାରେ ଶୌଚ କରିବା ବେଳେ ଧରାପଡ଼ିଥିଲେ କରନ୍‌ ଜୋହର

ନୂଆଦିଲ୍ଲୀ: ‘କଭି ଖୁସି-କଭି ଗମ’ ହେଉଛି କରଣ ଜୋହର୍‌ଙ୍କ ପସନ୍ଦର ସିନେମା ମଧ୍ୟରୁ ଗୋଟିଏ। ଏହି ସିନେମାର ଅନେକ ଗୀତ ଅଛି, ଯାହାକୁ ଏଯାବତ୍‌ ବି ଲୋକମାନେ ଶୁଣିବାକୁ ଭଲ ପାଉଛନ୍ତି। ଏହି ସିନେମାର ମୋଷ୍ଟ ଲବେବୁଲ ଗୀତ ‘ସୁରଜ ହୁଆ ମଧ୍ୟମ...’ ରହିଛି ।ଏହି ଗୀତର ସୁଟିଂ ସମୟରେ କରଣ…
ଅଧିକ ଖବର ଦେଖନ୍ତୁ...