Daily Archives

June 11, 2018

ତରବରିଆ ନିଷ୍ପତ୍ତି ଏମିତି ଭାଙ୍ଗି ଦିଏ ସଂସାର; ଜାଣନ୍ତୁ ଅନେକ ଭଲ ପାଉଥିବା ସତ୍ତ୍ୱେ କାହିଁକି ନିଜ ସ୍ତ୍ରୀକୁ ହତ୍ୟା…

ଜଣେ ରାଜା ପ୍ରଜାମାନଙ୍କ ଭଲ ମନ୍ଦ ବୁଝିବା ପାଇଁ ରାତିରେ ବେଶ ବଦଳାଇ ବୁଲୁଥିଲେ। ସେ ଦେଖିବାକୁ ପାଇଲେ ଯେ ଜଣେ କେଉଟ ଜାଲ ନେଇ ମାଛ ଧରିବାକୁ ଯାଉଛି। ବିଶ୍ରାମ ନେବା ସମୟରେ ବି ତାଙ୍କ ରାଜ୍ୟର କେହି ଜଣେ କାର୍ଯ୍ୟ କରୁଛି ଏକଥା ତାଙ୍କୁ କଷ୍ଟ ଦେଲା। ସେ କେଉଟକୁ ରାତିରେ ନ ଶୋଇ ପରିଶ୍ରମ…
ଅଧିକ ଖବର ଦେଖନ୍ତୁ...

ଅଦ୍ଭୁତ ନିଶା, ସାପଙ୍କୁ ପାଖରେ ଶୁଆଇବା ସହିତ ବିଭିନ୍ନ ପ୍ରକାର ଗୀତ ଶୁଣାଇ ଥାଆନ୍ତି ଏହି ବ୍ୟକ୍ତି

ହରଦୋଇ: ସାପ ସହିତ ସାଙ୍ଗ ହେବା ତ ଦୂରର କଥା ସାପର ନାମ ଶୁଣିଲେ ଲୋମମୂଳ ଟାଙ୍କୁରି ଉଠିଥାଏ। କିନ୍ତୁ ହରଦୋଇରେ ବସବାସ କରୁଥିବା ଜଣେ ଶିକ୍ଷକ ବିଷଧର ସାପମାନଙ୍କୁ କ୍ଷଣିକ ଭିତରେ ନିଜର ସାଥୀ ବନାଇ ଦେଇଥାଆନ୍ତି। ଏହି ଶିକ୍ଷକ ଯେ କେବଳ ସାପମାନଙ୍କ ସହିତ ଖେଳନ୍ତି ତାହା ନୁହେଁ ସେ ଗୀତ…
ଅଧିକ ଖବର ଦେଖନ୍ତୁ...

ଚରିତ୍ରକୁ ସନ୍ଦେହ କରି ରାସ୍ତା ମଝିରେ ମହିଳାଙ୍କୁ ମାଡ ମାରିଲେ, କେଶ କାଟିଲେ, ବିବସ୍ତ୍ର କରି ବୁଲାଇଲେ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଜଣେ ମହିଳାଙ୍କ ଚରିତ୍ର ଉପରେ ସନ୍ଦେହ କରି ରାସ୍ତା ମଝିରେ ସାହି ପଡ଼ିଶା ତାଙ୍କ ଇଜ୍ଜତ ନିଲାମ କରିଦେଇଥିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏ ନେଇ ମହିଳା ଜଣଙ୍କ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର…
ଅଧିକ ଖବର ଦେଖନ୍ତୁ...

ସବୁ ପଳାତକ ଲଣ୍ଡନ ମୁହାଁ, ବ୍ରିଟେନରେ ରାଜନୈତିକ ଆଶ୍ରୟ ମାଗିଲା ନିରବ ମୋଦି

ନୂଆଦିଲ୍ଲୀ : ବୋଧହୁଏ ବ୍ରିଟେନ ହିଁ ସବୁ ପଳାତକ ଅପରାଧୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି । ପ୍ରଥମେ ଲଲିତ ମୋଦି, ବିଜୟ ମାଲ୍ୟା ପରେ ଏବେ ନିରବ ମୋଦି ମଧ୍ୟ ଏଠାରେ ରହିବାକୁ ଉଦ୍ୟମ କରୁଛି । ବହୁଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁଖ୍ୟ ଅଭିଯୁକ୍ତ ନିରବ ଇତି ମଧ୍ୟରେ ଲଣ୍ଡନ ପଳାଇଯାଇଥିବା…
ଅଧିକ ଖବର ଦେଖନ୍ତୁ...

ବନ୍ଧୁଙ୍କ ହ୍ୟାଣ୍ଡସେକ୍‌ କରିବା ଶୈଳୀରୁ ଜାଣନ୍ତୁ ତାଙ୍କର ସ୍ୱଭାବ କିପରି? ପରଖନ୍ତୁ ସେ ଭରସାଯୋଗ୍ୟ କି ନାହିଁ ?

ସାଧାରଣ ଭାବେ ଆମେ ଯେତେବେଳେ କାହା ସହିତ ଭେଟିଥାଉ, ତା’ସହିତ ସୌଜନ୍ୟମୂଳକ ଭାବେ ହ୍ୟାଣ୍ଡସେକ୍‌ କରିଥାଉ।। ଭିନ୍ନ ଭିନ୍ନ ବ୍ୟକ୍ତିଙ୍କର ହ୍ୟାଣ୍ଡସେକ୍‌ କରିବାର ଶୈଳୀ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ତେବେ ହ୍ୟାଣ୍ଡସେକ୍‌ରୁ ବ୍ୟକ୍ତିର ସ୍ୱଭାବ ସଂପର୍କରେ ସୂଚନା ମିଳିଥାଏ। -ଟିକିଏ…
ଅଧିକ ଖବର ଦେଖନ୍ତୁ...

ସୋସିଆଲ୍‌ ମିଡିଆରେ ଶାହାରୁଖଙ୍କୁ ନେଇ ଟ୍ରୋଲ୍‌, ଦେଶ ଛାଡ଼ି ପାକିସ୍ତାନ ଚାଲିଯାଅ ବୋଲି କହିଲେ ଲୋକେ

ନୂଆଦିଲ୍ଲୀ: ବଲିଉଡ୍‌ ତାରକା ଶାହରୁଖ୍‌ ଖାନ୍‌କୁ ସୋସିଆଲ ମିଡିଆରେ ବ୍ୟବହାରକାରୀଙ୍କ ରୋଷର ଶିକାର ହେବାକୁ ପଡିଛି। ଶାହାରୁଖଙ୍କର ଜଣେ ସଂପର୍କୀୟା ଭଉଣୀ ନୁର୍‌ ଜାହାଁ ପାକିସ୍ତାନରେ ଆଗାମୀ ନିର୍ବାଚନ ଲଢୁଥିବା ଖବର ପ୍ରକାଶିତ ହେବା ପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍‌ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଜମାକାରୀଙ୍କ ଗୋଟିଏ ଭୁଲ ପାଇଁ ଏସ୍‌ବିଆଇକୁ ୩୯କୋଟି ଟଙ୍କା କିପରି ଲାଭ ହୋଇଛି ଜାଣନ୍ତୁ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ୍‌ ଷ୍ଟେଟ ବ୍ୟାଙ୍କ୍‌ ଅଫ ଇଣ୍ଡିଆ ନିଜର ଜମାକାରୀଙ୍କ ଏକମାତ୍ର ଭୁଲ ପାଇଁ ଜରିମାନା ରୂପରେ ପାଖାପାଖି ୩୯କୋଟି ଟଙ୍କାର ଲାଭ କରିଛି। ଷ୍ଟେଟ ବ୍ୟାଙ୍କ ଚେକ୍‌ରେ ହସ୍ତାକ୍ଷର ମିଳିତ ନହେବାରୁ ଗ୍ରାହକଙ୍କ ଠାରୁ ଗତ ୪୦ମାସ ହେବ ୩୯କୋଟି ଟଙ୍କାର ଜରିମାନା…
ଅଧିକ ଖବର ଦେଖନ୍ତୁ...

ପୁତ୍ର କୁପୁତ୍ର ହୋଇପାରେ, ମାଆ କୁମାତା ହୁଏନା! ଜନ୍ମକଲା ମାଆକୁ ଗୋଇଠା ମାରିଥିବା ପୁଅ ସପକ୍ଷରେ ମତ ରଖିଲେ ବୃଦ୍ଧା,…

ଭୁବନେଶ୍ୱର: ‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ’। ଯେଉଁ ସଂସ୍କୃତିରେ ମାଆକୁ ସ୍ୱର୍ଗଠାରୁ ବି ଉଚ୍ଚ ବୋଲି ବିବେଚନା କରାଯାଏ ସେହି ମାଟିରେ ଜଣେ ପୁଅ ନିଜର ଜନ୍ମକଲା ମାଆକୁ ଗୋଇଠା ମାରୁଥିବା କଥା ସଂସ୍କୃତିକୁ ପରିହାସ କରୁଛି। ନିକଟରେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଥିବା ଏକ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ବୁଢ଼ା ଆଙ୍ଗୁଠି ଯଦି ଏପରି, ତେବେ ଜାଣନ୍ତୁ ଆପଣ କ’ଣ କରିବାକୁ ଚାହାଁନ୍ତି, କ’ଣ କଲେ ଆପଣ ଉନ୍ନତି କରିବେ

ଆମର ହାତର ଆଙ୍ଗୁଠିରେ ରହିଛି ଅନେକ ଗୁଢ଼ କଥା। ସେ ବିଷୟରେ ଜାଣିଲେ ଆପଣ ବିସ୍ମିତ ହେବେ। ପ୍ରଥମେ ଆସନ୍ତୁ ଜାଣିବା ହାତର ଆଙ୍ଗୁଠିର ଲମ୍ବା, ତାହାର ଆକାର ଏବଂ ସଂରଚନାରୁ କେମିତି ଜାଣିବେ ଆପଣଙ୍କ ଚରିତ୍ର ବିଷୟରେ। କିଛି ଲୋକଙ୍କର ବୁଢ଼ା ଆଙ୍ଗୁଠି ତର୍ଜନୀ ଆଙ୍ଗୁଳିର ମଧ୍ୟଭାଗ ଯାଏଁ ଥାଏ, ଏହା…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇଥିଲେ ,ଏବେ କୋଦାଳରେ ହାଣିଦେଲେ

ଭଦ୍ରକ: ଆଜି ସକାଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଖପରପଦା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଯେଉଁ ପତ୍ନୀଙ୍କୁ ଚଉଦ ବର୍ଷ ତଳେ ପୁରେହିତଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ ସହିତ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ ସେହି ପତ୍ନୀଙ୍କୁ ଆଜି ସ୍ୱାମୀ କ୍ରୋଧର…
ଅଧିକ ଖବର ଦେଖନ୍ତୁ...