Daily Archives

June 11, 2018

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅସୁସ୍ଥ, ଏମ୍‌ସରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ସ୍ୱାସ୍ଥାବସ୍ଥା ଜଟିଳ ହୋଇଛି। ତେଣୁ ତାଙ୍କୁ ଆଜି ଚିକିତ୍ସା ଲାଗି ଦିଲ୍ଲୀ ଏମ୍ସ ହସପିଟାଲରେ ଭର୍ତ୍ତି କରଯାଇଛି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାଜପେୟୀଙ୍କୁ ରୁଟିନ ଚେକ୍‌ଅପ୍‌ ପାଇଁ ଏମ୍‌ସରେ…
ଅଧିକ ଖବର ଦେଖନ୍ତୁ...

ଆସାମରେ ଭୂମିକମ୍ପ; ରିକ୍ଟର୍‌ ସ୍କେଲ୍‌ରେ ତୀବ୍ରତା ୫. ୧

ଗୌହାଟୀ: ରିଜିଓନାଲ୍‌ ସିସ୍‌ମୋଲୋଜିକାଲ୍‌ ସେଣ୍ଟର୍‌ ସୂଚନା ଅନୁସାରେ, ଆଜି ଆସାମରେ ଭୂମିକମ୍ପ ସଂଘଠିତ ହୋଇ ଯାଇଛି। ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୫. ୧। ଏହାଦ୍ୱାରା କେହି ମୃତାହତ ହୋଇଥିବା ବା କିଛି କ୍ଷୟ କ୍ଷତି ହୋଇଥିବାର ରିପୋର୍ଟ ହଠାତ୍‌ ମଳି ପାରି ନାହିଁ।…
ଅଧିକ ଖବର ଦେଖନ୍ତୁ...

ଜାହ୍ନବୀ କପୁର୍‌ଙ୍କୁ କ୍ଷମା ମାଗିଲେ ସାବତ ଭାଇ ଅର୍ଜୁନ କପୁର , ଜାଣନ୍ତୁ କାରଣ କ’ଣ

ମୁମ୍ବାଇ: ନିଜର ପ୍ରଥମ ସିନେମାକୁନେଇ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ କନ୍ୟା ତଥା ନାୟିକା ଜାହ୍ନବୀ କପୁର୍‌ ବେଶ୍‌ ଉତ୍ସାହିତ ଅଛନ୍ତି। ସେ ନିକଟରେ ତାଙ୍କର ଡ଼େବ୍ୟୁ ଫିଲ୍ମ ହେଲା ‘ଧଡ଼କ୍‌’ ।ଏହି ଫିଲ୍ମରେ ଜାହ୍ନବୀ ଇଶାନ୍‌ ଖଟ୍ଟରଙ୍କ ଅପୋଜିଟ୍‌ରେ ନଜର ଆସିବେ । ଆଜି ଏହି ସିନେମାର…
ଅଧିକ ଖବର ଦେଖନ୍ତୁ...

ବିନା ଇଣ୍ଟରନେଟ୍‌ରେ ହ୍ଵାଟ୍‌ସଅପ ଏବଂ ଫେସ୍‌ବୁକ୍‌ ମେସେଞ୍ଜର୍‌ ଚଲାଇବାକୁ ଚାହାଁନ୍ତି ତ, କରନ୍ତୁ ଏହି ସହଜ କାମ !

ଆଜିକାଲି ସ୍ମାର୍ଟଫୋନ୍‌ ପ୍ରତ୍ୟେକ ଲୋକଙ୍କ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି । ସ୍ମାର୍ଟଫୋନ୍‌ ସହିତ ଇଣ୍ଟର୍‌ନେଟ୍‌ର ସଂଯୋଗ ରହିବା ମଧ୍ୟ ଜରୁରୀ ଅଟେ। କାରଣ ବିନା ଇଣ୍ଟର୍‌ନେଟ୍‌ରେ ସ୍ମାର୍ଟଫୋନ୍‌ର ଅର୍ଥ ମୂଲ୍ୟହୀନ ହୋଇଥାଏ। ସାଧାରଣତଃ ବହୁତ ଥର ଏମିତି ବି ଦେଖାଯାଏ କି ,ଆମେ…
ଅଧିକ ଖବର ଦେଖନ୍ତୁ...

ସିନିୟର୍‌ଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କଲେ ହରିୟାନାର ମହିଳା ଆଇଏଏସ୍‌ ଅଫିସର୍‌

ଚଣ୍ଡିଗଡ଼: ଜଣେ ଆଡିସ୍‌ନାଲ୍‌ ଚିଫ୍‌ ସେକ୍ରେଟାରିସ୍ତରୀୟ ଅଧିକାରୀ ତାଙ୍କୁ ଯୌନ ନିର୍ଯାତନା ଏବଂ ଧମକ ଦେଉଛନ୍ତି ବୋଲି ହରିୟାନାର ଜଣେ ତରୁଣୀ ଆଇଏଏସ୍‌ ଅଫିସର୍‌ଙ୍କ ବିରୋଧରେ ଦୋଷାରୋପ କରିଛନ୍ତି। କିନ୍ତୁ, ସେ ବରିଷ୍ଠ ଆଇଏଏସ୍‌ ଅଫିସର୍‌ ଜଣକ ଏହି ଅଭିଯୋଗକୁ ସମାଲୋଚନା କରି ପାଲଟା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ମାଓବାଦୀଙ୍କ ଗୁଳିରେ ଯୁବକ ଗୁରୁତର

ମାଲକାନଗିରି: ମାଲକାନଗିରି ପଡ଼ିଆ ଥାନା ଅନ୍ତର୍ଗତ ଶିଳାକୋଟା ଗାଁର ମାଙ୍ଗୁଦୁ ଓ୍ଵାଞ୍ଜାମୀ (୪୫ ବର୍ଷ)ମାଓବାଦୀଙ୍କ ଗୁଳିରେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲିି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ମାଓବାଦୀଙ୍କ ଏକ ୮ ଜଣିଆ…
ଅଧିକ ଖବର ଦେଖନ୍ତୁ...

କରିନାଙ୍କୁ ତୈମୁରଙ୍କ ଚିଠି ପଢ଼ି ଶୁଣାଇଲେ ଶାହାରୁଖ୍‌ ଖାନ୍‌, ଜାଣନ୍ତୁ ମାଆ କରିନାଙ୍କର ପ୍ରତିକ୍ରିୟା କିପରି ଥିଲା ?

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଓ ଲୋକପ୍ରିୟ ନାୟିକା କରିନା କପୁର ଖାନ୍‌ଙ୍କ ପୁଅ ତୈମୁରଙ୍କୁ ନେଇ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି। ତାଙ୍କର ପ୍ରତ୍ୟେକଟି କାର୍ଯ୍ୟକଳାପ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି। ନିକଟରେ ଏକ ଭିଡିଓ ସୋସିଆଲ୍‌ ସାଇଟ୍‌…
ଅଧିକ ଖବର ଦେଖନ୍ତୁ...

ପଥର ଫିଙ୍ଗାଳିଙ୍କୁ ଗୁଳି ମାରି ହତ୍ୟା କରିବା ଉଚିତ: ବିଜେପି ଏମ୍‌ପି ଡିପି ଓ୍ଵାତ୍‌ସ୍‌

ନୂଆଦିଲ୍ଲୀ: ବିଜେପି ସାଂସଦ ଡିପି ଓ୍ଵାତ୍‌ସ୍‌ କହିଛନ୍ତି କି, କଶ୍ମୀରର ପଥର ଫିଙ୍ଗାଳିମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରାଯିବା ପରିବର୍ତ୍ତେ ସେମାନଙ୍କୁ ଗୁଳି ମାରି ହତ୍ୟା କରିବା ଉଚିତ। ଶନିବାର ଦିନ ରାଜ୍ୟସଭା ସାଂସଦ ଓ୍ଵାତ୍‌ସ୍‌ ଆହୁରି କହିଛନ୍ତି: ପଥର ଫିଙ୍ଗାଳିଙ୍କ…
ଅଧିକ ଖବର ଦେଖନ୍ତୁ...

ଫେସବୁକ୍‌ ପ୍ରେମିକା ପାଇଁ ପତ୍ନୀ, ପୁତ୍ରକୁ ସୁପାରି କିଲର ଦ୍ୱାରା ହତ୍ୟା କଲେ ସ୍ୱାମୀ

ମୁମ୍ବାଇ: ପରକୀୟା ପ୍ରୀତି କେତେ ଭୟଙ୍କର ହୋଇପାରେ ତାର ଏକ ନଜିର ଦେଖିବାକୁୁ ମିଳିଛି ମହାରାଷ୍ଟ୍ରରେ। ଜଣେ ସ୍ୱାମୀ ଦୁଇ ବର୍ଷ ତଳେ ଫେସବୁକ୍‌ରେ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କ ଓ ତାଙ୍କ ଫେସବୁକ୍‌ ପ୍ରେମିକାଙ୍କୁ ପାଇବା ପାଇଁ ନିଜର ପତ୍ନୀ ଓ ୪ ମାସର ଶିଶୁ ପୁତ୍ରକୁ ସୁପାରି କିଲର…
ଅଧିକ ଖବର ଦେଖନ୍ତୁ...

ବର୍ଷାରେ ଭିଜିଲା ଡାଳୁଅ ଧାନ, ଚିନ୍ତାରେ ଚାଷୀ

ବାଉଁଶୁଣି: ବୌଦ୍ଧ ଜିଲ୍ଲା ଦହ୍ୟା ପଞ୍ଚାୟତର ମହେଶ୍ୱର ପିଣ୍ଡା ଓ ମନୁପାଲି ପଞ୍ଚାୟତର ଜମଟାଙ୍ଗି ଗ୍ରାମରେ କରାଯାଇଥିବା ଧାନ ଚାଷ ଅମଳକ୍ଷମ ହୋଇସାରିଥିଲେ ମଧ୍ୟ ଲଘୁଚାପଜନିତ ଅଦିନିଆ ବର୍ଷା କାରଣରୁ ଚାଷୀମାନେ ଅମଳ କରିପାରୁ ନାହାନ୍ତି। ଧାନ କଟାଯାଇ ବିଲରେ ଥିବା ବେଳେ ବର୍ଷାରେ ଭିଜି…
ଅଧିକ ଖବର ଦେଖନ୍ତୁ...