Daily Archives

June 13, 2018

ମିୟାଦାଦଙ୍କୁ ପଛରେ ପକାଇ ରେକର୍ଡ ସୃଷ୍ଟି କଲେ ମହିଳା କ୍ରିକେଟର, ସବୁଠାରୁ କମ ବୟସରେ ଦ୍ୱି-ଶତକ

ଡବଲିନ୍‌: କ୍ରିକେଟ ଦୁନିଆରେ ବୁଧବାର ଅନେକ ଗୁଡ଼ିଏ ରେକର୍ଡ ସୃଷ୍ଟି ହୋଇଛି। ନ୍ୟୁଜିଲାଣ୍ଡର ମହିଳା ଟିମ୍‌ ଆର୍ୟରଲାଣ୍ଡ ବିପକ୍ଷରେ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଶେଷ ଦିନିକିଆରେ ରନ୍‌ ବର୍ଷା କରିଛି। ଏହି ଟିମ୍‌ କେବଳ କ୍ରମାଗତ ଭାବରେ ୪୦୦ରୁ ଅଧିକ ରନ୍‌ ସଂଗ୍ରହ କରିଛି। ସେହିଭଳି ଦଳର…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆରେ ଭାଇରାଲ ହେଲା ଅଭିନେତ୍ରୀ ସାରା ଖାନ୍‌ଙ୍କ ନଗ୍ନ ଭିଡ଼ିଓ, ନିଶାରେ ଭଉଣୀ ଅପ୍‌ଲୋଡ୍‌ କରିଥିଲେ ବୋଲି…

ମୁମ୍ବାଇ : ସବୁ ବେଳେ ଚର୍ଚ୍ଚାରେ ରହିବା ପାଇଁ କିଛି ନା କିଛି କାମ କରୁଥିବା ଅଭିନେତ୍ରୀ ସାରା ଏବେ କିଛି ନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । କିଛି ଦିନ ତଳେ ତାଙ୍କର ଏକ ନଗ୍ନ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ଭିଡ଼ିଓରେ ତାଙ୍କ ସହ ତାଙ୍କ ଭଉଣୀ ମଧ୍ୟ ନଜର ଆସୁଥିବାରୁ…
ଅଧିକ ଖବର ଦେଖନ୍ତୁ...

ନର୍ସଙ୍କ ଅବହେଳା ହେତୁ ନବଜାତ ଶିଶୁ ସବୁଦିନ ପାଇଁ ଗୋଡ ହରାଇଲା

ଚୀନ: ଚୀନର ଏକ ହସ୍‌ପିଟାଲରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ହସ୍‌ପିଟାଲରେ ନର୍ସଙ୍କ ଅବହେଳା ହେତୁ ୪ଦିନର ନବଜାତ ଶିଶୁକୁ ନିଜର ଗୋଡ ହରାଇବାକୁ ପଡ଼ିଛି। ସିନ୍‌ସେଇ ନ୍ୟାସନାଲ ହସ୍‌ପିଟାଲରେ ଜଣେ ନର୍ସ ନବଜାତ ଶିଶୁକୁ ସ୍ନାନ କରାଇବା ପରେ ହେୟାର ଡ୍ରାଏର୍‌କୁ ଚାଲୁଥିବା ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ବିଜେଡିର ଏସ୍‌ଟି ସାମୁଖ୍ୟ ଗଠିତ, ଉପସଭାପତି ଭାବେ ବଳଭଦ୍ର ମାଝି ଓ ଝିନ୍ନ ହିକକା ନିଯୁକ୍ତ

ଭୁବନେଶ୍ୱର: ବିଜୁ ଜନତା ଦଳର ଏସ୍‌ଟି ସାମୁଖ୍ୟ ବୁଧବାର ଗଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହା ଗଠିତ ହୋଇଛି। ଏଥିରେ ସୁଦାମ ମାରାଣ୍ଡିଙ୍କୁ ଆବାହକ ଭାବେ ନିଯୁକ୍ତି ମିଳିଛି। ସେହିପରି ଉପସଭାପତି ଭାବେ ବଳଭଦ୍ର ମାଝି ଓ ଝିନ୍ନ ହିକକାଙ୍କୁ ନିଯୁକ୍ତ କରାଯାଇଛି। ଏତଦ୍‌…
ଅଧିକ ଖବର ଦେଖନ୍ତୁ...

ଝାଡ଼ଖଣ୍ଡ: ଗାଈ ଚୋର ସନ୍ଦେହରେ ୨ ମୁସଲମାନଙ୍କୁ ପିଟିପିଟି ମାରିଦେଲେ ଉତ୍ୟକ୍ତ ଗ୍ରାମବାସୀ

ରାଞ୍ଚି (ଝାଡ଼ଖଣ୍ଡ): ଝାଡ଼ଖଣ୍ଡର ଗୋଡ଼ା ଜିଲ୍ଲାରେ କିଛି ଉତ୍ୟକ୍ତ ଜନତା ଗାଈ ଚୋର କରୁଥିବା ସନ୍ଦେହରେ ଆଜି (ବୁଧବାର) ମୁସଲମାନ ସଂପ୍ରଦାୟର ଦୁଇ ଜଣ ଲୋକଙ୍କୁ ଧରିବା ସହ ଆଇନ୍‌କୁ ହାତକୁ ନେଇ ପିଟିପିଟି ସେମାନଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ସଂପୃକ୍ତ ଅଞ୍ଚଳରେ ତୀବ୍ର…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧବିରତି ସରିବା ପରେ ଅଧିକ ଉଗ୍ର ହେବ ସେନା, ଏଥିପାଇଁ ଆତଙ୍କବାଦୀମାନେ ଦାୟୀ : ଓମର ଅବଦୁଲ୍ଲା

ଶ୍ରୀନଗର : କାଶ୍ମୀର ଆତଙ୍କବାଦୀମାନଙ୍କୁ ସତର୍କ କରିଦେଇଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା । ସେ କହିଛନ୍ତି ରମଜାନ ମାସ ପାଇଁ ଲାଗୁ ଯୁଦ୍ଧ ବିରାମ ଲାଗୁ ହୋଇଥିବାରୁ ଭାରତୀୟ ସେନା ଶାନ୍ତ ରହିଛି । ଯୁଦ୍ଧ ବିରାମ ହଟିବା ପରେ ଭାରତୀୟ ସେନା ଯଦି ଅଧିକ ଉଗ୍ର…
ଅଧିକ ଖବର ଦେଖନ୍ତୁ...

୧୯୯୨ ମୁମ୍ବାଇ ଦଙ୍ଗାରେ ଜୀବନ ବଞ୍ଚାଇ ଥିବା ମୁସ୍‌ଲିମ୍‌ ପରିବାରର ସମ୍ମାନରେ  ରମ୍‌ଜାନର ଗୋଟିଏ ଦିନ ଉପାସ କରୁଛନ୍ତି…

ମୁମ୍ବାଇ: କୁହାଯାଏ ଅସୁବିଧା ସମୟରେ ସାହାଯ୍ୟ କରିଥିବା ଲୋକକୁ କେବେ ବି ନିନ୍ଦା କରିବା ବା ଭୁଲିବା ଉଚିତ ନୁହେଁ । ସେମାନଙ୍କୁ ସାହାଯ୍ୟ ପାଇଁ ସମ୍ମାନ ଜଣାଇବା ଦରକାର । ଠିକ୍‌ ସେପରି କରିଛନ୍ତି ଚର୍ଚ୍ଚିତ ଏବଂ ଲୋକପ୍ରିୟ ସେଫ୍‌ ବିକାଶ ଖାନ୍ନା । ଦୀର୍ଘ ୨୬ ବର୍ଷ ପରେ ତାଙ୍କୁ ସାହାଯ୍ୟ…
ଅଧିକ ଖବର ଦେଖନ୍ତୁ...

ମହେନ୍ଦ୍ର ସିଂହ ଧୋନି ଗୋଲକିପର ହେବାକୁ ଚାହୁଁ ଥିଲେ: ଫୁଟବଲର ଗୁରପ୍ରୀତ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଫୁଟବଲ ଟିମ୍‌ରେ ଗୋଲକିପର ହେବାକୁ ଚାହୁଁ ଥିଲେ ବୋଲି ଫୁଟବଲ ଖେଳାଳି ଗୁରପ୍ରୀତ ସିଂହ କହିଛନ୍ତି। ଭାରତୀୟ ଫୁଟବଲର କାନ୍ଥ କୁହାଯାଉଥିବା ଗୁରପ୍ରୀତ ସିଂହ କ୍ରିକେଟର ଧୋନିଙ୍କୁ ବଡ଼ ପ୍ରଶଂସା କରିଛନ୍ତି। ସେ କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କୁ ପୁଣି ଚକମା ଦେଇଦେଲା ନିରବ ମୋଦି, ଲଣ୍ଡନରୁ ମାରିଛି ଚମ୍ପଟ୍‌

ଲଣ୍ଡନ : ପୁଣି ଭାରତ ସରକାରଙ୍କୁ ଚକମା ଦେଇ ଖସିଯାଇଛି ହୀରା ବେପାରୀ ତଥା ବହୁକୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ଅଭିଯୁକ୍ତ ନିରବ ମୋଦି । ଦୁଇ ଦିନ ତଳେ ତା ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିବାକୁ ସିବିଆଇ ଇଣ୍ଟରପୋଲକୁ ଅନୁରୋଧ କରିଥିଲେ ।  ଆଜି ଏ ସଂପର୍କରେ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସେନାର ‘ପ୍ରୋଜେକ୍ଟ କଶ୍ମୀର ସୁପର ୫୦’ ଯୋଜନା ଅଧୀନରେ ଦେଶର ୨୩ଟି ଆଇଆଇଟିରେ ଶିକ୍ଷା ଗ୍ରହଣ ପାଇଁ ଯୋଗ୍ୟ…

ନୂଆଦିଲ୍ଲୀ: ଭାରତୀୟ ସେନା ଓ ଏହାର ଏକ ସହଯୋଗୀ ସ୍ୱେଚ୍ଛାସେବୀ ସଂଗଠନ (ସେଣ୍ଟର ଫର୍‌ ସୋସିଆଲ ରେସପନସିବିଲିଟି ଆଣ୍ଡ ଲିଡରସିପ୍‌ ଆଣ୍ଡ ପିଟ୍ରୋନେଟ୍‌) ପକ୍ଷରୁ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ‘ପ୍ରୋଜେକ୍ଟ କଶ୍ମୀର ସୁପର ୫୦’ ଯୋଜନା ଅଧୀନରେ ଦେଶର ଆଇଆଇଟି ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ…
ଅଧିକ ଖବର ଦେଖନ୍ତୁ...