Daily Archives

July 4, 2018

ଦିଲ୍ଲୀର କ୍ଷମତା ଦଣ୍ଡ ରହିବ ନିର୍ବାଚିତ ସରକାର ହାତରେ: ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ‘ଆପ୍‌’ କହିଲା ଗଣତନ୍ତ୍ରର…

ନୂଆଦିଲ୍ଲୀ: ଦିଲ୍ଲୀର ନିର୍ବାଚିତ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ସରକାର ଓ ଲେଫ୍‌ଟନାଣ୍ଟ ଗଭର୍ଣ୍ଣର (ଉପରାଜ୍ୟପାଳ)ଙ୍କ ମଧ୍ୟରେ କ୍ଷମତା ପାଇଁ ଦୀର୍ଘଦିନ ଧରି ଯେଉଁ ଲଢ଼େଇ ଜାରି ରହିଥିଲା, ସେଥିରେ ଗତକାଲି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଦେଶର…
ଅଧିକ ଖବର ଦେଖନ୍ତୁ...

ବୁରାଡି ଗଣମୃତ୍ୟୁ ମାମଲାର ଅନ୍ୟ ଏକ ତଥ୍ୟ ହାସଲ: ଘର ମଧ୍ୟରେ ୧୧ ନୁହେଁ; ୧୨ ଜଣ ସଦସ୍ୟ ଥିଲେ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ନୂଆ ନୂଆ ହସ୍ତଲେଖା ହାସଲ କରିଚାଲିବା ପରେ ବି ବୁରାଡି ଗଣମୃତ୍ୟୁ ମାମଲାର ପ୍ରକୃତ ରହସ୍ୟର ଏଯାବତ୍‌ ପୁଲିସ୍‌ କୌଣସି ଟେର୍‌ ପାଉନାହିଁ, ବରଂ ଏହା ପୁଲିସ୍‌କୁ ଅଧିକ ଦ୍ୱନ୍ଦ୍ୱରେ ପକାଉଛି। ଏବେ ପୁଲିସ୍‌ ତଦନ୍ତ କରି ଆଉ ଏକ ନୂଆ ଅନୁମାନ ଲଗାଇଛି। ପୁଲିସ୍‌…
ଅଧିକ ଖବର ଦେଖନ୍ତୁ...

ମହିଳା ରୋଗୀଙ୍କୁ କମ୍ପାଉଣ୍ଡର ଦେଉଛନ୍ତି ଆନାସ୍ଥାସିଆ, ଅଷ୍ଟମ ପାସ ହସ୍ପିଟାଲର ମାଲିକ କରୁଛନ୍ତି ଅସ୍ତ୍ରୋପଚାର

ଲକ୍ଷ୍ମୌ: ଡାକ୍ତରଙ୍କୁ ଆମେ ଭଗବାନ ବୋଲି ଭାବି ଥାଉ। ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଆମେ ଡାକ୍ତରଖାନା ନେଇ ଯାଇଥାଉ। କିନ୍ତୁ ଯଦି ଜଣେ ଯୁବକ ଡାକ୍ତରି ପାଠ ନପଢ଼ି ବି ରୋଗୀ ସେବା କରୁଛି ବୋଲି ଆପାଣ ଜାଣିବେ ସେକ୍ଷେତ୍ରରେ କ’ଣ କରିବେ? ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶ ସାମଲିରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ସୋନାଲୀଙ୍କ ବ୍ୟତୀତ କେଉଁ ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀ କର୍କଟ ରୋଗରେ ପୀଡିତ ଥିଲେ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କୁ କ୍ୟାନସର ରୋଗ ହୋଇଥିବା ନେଇ ନିଜେ ସୋନାଲୀ ବେନ୍ଦ୍ରେ ମଙ୍ଗଳବାର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଫ୍ୟାନମାନଙ୍କୁ ସୂଚନା ଦେଇଥିଲେ। ଏଥିରେ ସେ ଲେଖିଥିଲେ କି, ତାଙ୍କୁ କର୍କଟ ରୋଗ ହୋଇଥିବା ରକ୍ତ ପରୀକ୍ଷାରୁ ଜଣାଯାଇଛି। ସେ ଏବେ…
ଅଧିକ ଖବର ଦେଖନ୍ତୁ...

ଶାସ୍ତ୍ର ଅନୁସାରେ ଯଦି ଆପଣ ଏହି ସମୟରେ ଏହା ସବୁ ଦେଖୁଥାନ୍ତି ତେବେ ସୌଭାଗ୍ୟ ଲାଭ ହେବ

କୁହାଯାଏ ଯେ ସୌଭାଗ୍ୟ ସମସ୍ତଙ୍କୁ ପ୍ରାପ୍ତ ହୁଏ ନାହିଁ। କେବଳ ବଛା ବଛା କିଛି ଲୋକଙ୍କର ଭାଗ୍ୟ ତାଙ୍କ ସାଥ ଦେଇଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ସମୟରେ କେଉଁ ସବୁ ଜିନିଷ ଦେଖିବା ଶୁଭ ହୋଇଥାଏ। ଯଦି ଆପଣ ଏପରି କିଛି ଦେଖୁଛନ୍ତି ତେବେ ଖୁବ୍‌ ଶୀଘ୍ର ସୌଭାଗ୍ୟ ଲାଭ ହେବ ବୋଲି ନିଶ୍ଚିତ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ସରକାର ଭାରତ ଓ ଆମେରିକାର ହାତବାରିସୀ : ହାଫିଜ ସଇଦ୍‌

ଇସ୍ଲାମାବାଦ : ପାକିସ୍ତାନରେ ଚଳିତ ମାସ ୨୪ ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି । ଏଥିପାଇଁ ପ୍ରଚାର ବେଶ ସରଗରମ ହୋଇଉଠିଛି । ମୈଦାନରେ ତ୍ରିମୁଖୀ ପ୍ରତିଯୋଗୀତା ପାକିସ୍ତାନ ପିପୁଲ୍ସ ପାର୍ଟି, ପାକିସ୍ତାନ ମୁସଲିମ ଲିଗ ଓ ଇମ୍ରାନ ଖାଁଙ୍କ ପାକିସ୍ତାନ ତେହରିକ ଏ ଇନସାଫ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

‘ପୃଥିବୀ କମ୍ପି ଉଠିବ, ସେହି ସମୟରେ ମୁଁ ତୁମକୁ ଉଦ୍ଧାର କରିବି’: ଏମିତି ଏକ ଲେଖା ସତ ହେଲା, ଗଣଆତ୍ମହତ୍ୟା ସମୟରେ…

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଗଣମାଧ୍ୟମରେ ଛାଇ ରହିଛି ସେଇ ଗୋଟାଏ ଚାଞ୍ଚଲ୍ୟକର ଜାତୀୟ ଖବର। ଦିଲ୍ଳୀର ବୁରାଡ଼ିସ୍ଥିତ ଏକ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତ ଦେହ ମିଳିବା ଘଟଣାର ଗୋଟାଏ ପରେ ଗୋଟାଏ ଫର୍ଦ୍ଦ ଖୋଲିବାରେ ଲାଗିଛି। ପ୍ରଥମେ ଏହା ଏକ ହତ୍ୟା, ପରେ ଆତ୍ମହତ୍ୟା ପୁଣି ତଦନ୍ତ ପରେ…
ଅଧିକ ଖବର ଦେଖନ୍ତୁ...

ଆଇଏଏସ୍‌ ଅଫିସର ବିନୋଦ କୁମାରଙ୍କ ଘରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ପକ୍ଷରୁ ଆଇଏଏସ୍‌ ଅଫିସର ବନୋଦ କୁମାରଙ୍କ ଘରେ ବୁଧବାର ସନ୍ଧ୍ୟାରେ ଚଢ଼ାଉ କରାଯାଇଛି। ମିଳିଥିବା ସୂଚନା ଅନୁସାରେ କଟକ ଭିଜିଲାନ୍ସ ସେଲ ପକ୍ଷରୁ ଏହି ଚଢ଼ାଉ ବିନୋଦ କୁମାରଙ୍କ ନୂଆପଲ୍ଲୀ ଭିଆଇପି କଲୋନୀସ୍ଥିତ ବାସଭବନରେ ଚଢ଼ାଉ କରାଯାଇଛି। କୋର୍ଟ ମଙ୍ଗଳବାର ବିନୋଦ…
ଅଧିକ ଖବର ଦେଖନ୍ତୁ...

ଶୁଆ ଧରିଲା ଏପରି ନାମ କି ପୁଲିସ ସହଜରେ ଧରି ପାରିଲା ଚୋର

କୋଚ୍ଚି: ଶୁଆ ଶବ୍ଦର ନକଲ କରୁଥିବା ଆମେ ଜାଣିଛେ। ନିକଟରେ ଏକ ଶୁଆ ପୁଲିସକୁ ଚୋର ଧରାଇବାର ସାହାଯ୍ୟ କରିଥିବା ଜଣାପଡ଼ିଛି। ଯାହା ଚର୍ଚ୍ଚାର ପରିସରରେ ରହିଛି। ସୂଚନାଯୋଗ୍ୟ, କୋଚ୍ଚି ସହରରେ ଜଣେ ଆଫ୍ରିକନ୍‌ ଗ୍ରେ ପ୍ୟାରୋଟ(ଆଫ୍ରିକା ଶୁଆ) ପୁଲିସକୁ ଚୋର ଧରାଇବାର ସାହାଯ୍ୟ କରିଛି।…
ଅଧିକ ଖବର ଦେଖନ୍ତୁ...

ପୁରୀ: ଡେଲାଙ୍ଗରେ ବଜ୍ରପାତ, ୨ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି

ଡେଲାଙ୍ଗ: ପୁରୀ ଜିଲ୍ଲା ଡେଲାଙ୍ଗ ଅଂଚଳରେ ବୁଧବାର ଅପରାହ୍ନରେ ବଜ୍ରପାତ ହେବାରୁ ୨ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଭାବେ ଆହତ ହୋଇଥିବା ୨ଜଣଙ୍କୁ ଡେଲାଙ୍ଗା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଏଥି ମଧ୍ୟରୁ ଜଣଙ୍କର ସ୍ଥିତି ଉଦ୍‌ବେଗଜନକ ରହିଛି।…
ଅଧିକ ଖବର ଦେଖନ୍ତୁ...