Daily Archives

August 3, 2018

‘ଭାରତ’ ଫିଲ୍ମର ଗୋଟିଏ ଗୀତରେ ନାଚିବେ ୫୦୦ ନୃତ୍ୟଶିଳ୍ପୀ

ମୁମ୍ବାଇ : କିଛି ଦିନ ହେବ ଫିଲ୍ମ ‘ଭାରତ’କୁ ନେଇ ଚର୍ଚ୍ଚା ଲାଗି ରହିଛି । ଅଭିନେତ୍ରୀ ପ୍ରିୟଙ୍କା ଏହି ଫିଲ୍ମ ଶେଷ ମୂହୁର୍ତ୍ତରେ ଛାଡ଼ିବା ପରେ ଫିଲ୍ମର ଲିଡ୍‌ରେ କିଏ ରହିବ ସେ ନେଇ ଚିନ୍ତାରେ ପଡ଼ିଥିଲେ ନିର୍ମାତା । ଏବେ କ୍ୟାଟ୍ରିନାଙ୍କୁ ସେହି ସ୍ଥାନ ଦିଆଯାଇଥିବା ଜଣାପଡ଼ିଛି । ତେବେ…
ଅଧିକ ଖବର ଦେଖନ୍ତୁ...

‘ସଞ୍ଜୁ’ ପରେ ନିଜର ଲୁକ୍‌ରେ ଏଭଳି ପରିବର୍ତ୍ତନ ଆଣିଲେ ରଣବୀର,ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

ମୁମ୍ବାଇ : ଫିଲ୍ମ ‘ସଞ୍ଜୁ’ର ରିଲିଜ ପରେ ବଲିଉଡ୍‌ ଅଭିନେତା ରଣବୀର କପୁର ଏବେ ଚର୍ଚ୍ଚାରେ । ବଡ଼ ବଡ଼ ନିର୍ଦ୍ଦେଶକ ତାଙ୍କ ସହ ଫିଲ୍ମ କରିବାକୁ ଚାହୁଁଥିବା ବେଳେ ୨୦୧୮ର ଏ ପର୍ଯ୍ୟନ୍ତ ସବୁଠାରୁ ହିଟ୍‌ ଫିଲ୍ମ ରହିଛି ସଞ୍ଜୁ । ଏହି ଫିଲ୍ମର ସଫଳତା ପରେ ରଣବୀର ଏବେ ନିଜର ଆଗାମୀ ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର: ସାଲିଆସାହିରୁ ବ୍ରାଉନ ସୁଗର ଜବତ, ମହିଳା ସଶକ୍ତିକରଣ ସଂଘର ଭଙ୍ଗାରୁଜା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସାଲିଆସାହି ନୀଳଚକ୍ର ନଗରରୁ ଶୁକ୍ରବାର ରାତି ବ୍ରାଉନ ସୁଗର ଜବତ ହୋଇଥିବା ଜଣାପଡ଼ିଛି। ମହିଳା ସଶକ୍ତିକରଣ ମହାମୟୀ ସଂଘ ପକ୍ଷରୁ ଏକ ଦେକାନରେ ଅଚାନକ ଚଢ଼ାଉ କରି ବ୍ରାଉନ ସୁଗର ଜବତ କରାଯାଇଥିବା ଜଣାପଡ଼ିଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ଦୀର୍ଘ ଦିନ ଧରି…
ଅଧିକ ଖବର ଦେଖନ୍ତୁ...

‘ଫନ୍ନେ ଖାନ୍‌’ର ପ୍ରମୋସନ ସମୟରେ ରାଗି ଗଲେ ଐଶ୍ୱର୍ଯ୍ୟା, ଭାଇରାଲ ହେଲା ଭିଡିିଓ

ମୁମ୍ବାଇ : ଶୁକ୍ରବାର ରିଲିଜ ହୋଇଛି  ଫିଲ୍ମ ‘ଫନ୍ନେ ଖାନ୍‌’ । ଏଥିରେ ମୁଖ୍ୟ ଭୂମିକାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ,ଅନୀଲ କପୁର ଏବଂ ରାଜକୁମାର ରାଓଙ୍କୁ ଦେଖିବାକୁ ମିଳିଥିବା ବେଳେ ଫିଲ୍ମର ରିଲିଜ ପରେ ଦର୍ଶକମାନେ ଏହାକୁ ପସନ୍ଦ କରୁଥିବା ଜାଣିବାକୁ ମିଳିଛି । ତେବେ କିଛି ଦିନ ତଳେ…
ଅଧିକ ଖବର ଦେଖନ୍ତୁ...

କିକି ଚ୍ୟାଲେଞ୍ଜକୁ ଗ୍ରହଣ କରି ଚଳନ୍ତା ଗାଡ଼ିରୁ ଓହ୍ଲାଇ ଠୁମ୍‌କା ଲଗାଇଲେ ବୃଦ୍ଧା, ଚେତାବନୀ ଦେଲା ପୁଲିସ,ଦେଖନ୍ତୁ…

ନୂଆଦିଲ୍ଲୀ : କାନାଡ଼ିଆଡ଼୍‍ ରାପର୍‌ ଡ୍ରେକ୍‌ଙ୍କ ମ୍ୟୁଜିକ୍‌ ଭିଡ଼ିଓ ‘କିକି ଡ଼ୁ ୟୁ ଲଭ୍‌ ମି’ ରିଲିଜ ପରେ ଏବେ ଏହି ଗୀତକୁ ନେଇ ଚାଲିଥିବା କକି ଚାଲେଞ୍ଜକୁ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଯୁବକ-ଯୁବତୀମାନଙ୍କ ସହ ଏବେ ବୟସ୍କ ଲୋକମାନେ ମଧ୍ୟ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଚଳନ୍ତା…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ବରମୁଡ଼ା ଟ୍ରାଙ୍ଗେଲରେ ହଜି ଯାଉଥିବା ବଡ଼ ବଡ଼ ଜାହାଜର ରହସ୍ୟ, ସମୁଦ୍ରର ଏହି ଅଜବ ଶକ୍ତି ପାଇଁ ଏହା…

ମିୟାମି : ଦୀର୍ଘ ଦିନ ପରେ ବିଶ୍ୱର ଏକ ବହୁଚର୍ଚ୍ଚିତ ରହସ୍ୟ ଉପରୁ ପରଦା ଉଠିଛି । ପ୍ରଶାନ୍ତ ମହାସାଗରରେ ଥିବା ବରମୁଡ଼ା ଟ୍ରଙ୍ଗେଲରେ କ’ଣ ପାଇଁ ବଡ଼ ବଡ଼ ଜାହାଜ ହଜିଯାଇଥାଏ ତାହାର କାରଣ ଖୋଜି ବାହାର କରିଛନ୍ତି ବୈଜ୍ଞାନିକ । ବରମୁଡ଼ା ଟ୍ରଙ୍ଗେଲରେ ହଜି ଯାଉଥିବା ଜାହାଜ ଏବଂ ତା’ ଉପର ଦେଇ ଉଡି…
ଅଧିକ ଖବର ଦେଖନ୍ତୁ...

ଏଭଳି ଶୈଳୀରେ ଶାରୀରିକ ସଂପର୍କ ପାଇଁ ଇଶାରା ଦେଇଥିଲେ ନିର୍ଦ୍ଦେଶକ, ଅଭିନେତ୍ରୀ ତନୁଶ୍ରୀ ଦତ୍ତା ବଖାଣିଲେ ପୂରା ଘଟଣା

ମୁମ୍ବାଇ : ୨୦୦୩ରେ ମିସ୍‌ ଇଣ୍ଡିଆ କ୍ରାଉନ୍‌ ଜିତିଥିଲେ ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତା । ଏହି କ୍ରାଉନ୍‌ ଜିତିବା ପରେ ତାଙ୍କୁ ବଲିଉଡ୍‌ରେ ପ୍ରଥମ ଚାନ୍ସ ମିଳିଥିଲା । ଫିଲ୍ମ ‘ଆଶିକ୍‌ ବନାୟା’ ଏବଂ ‘ଚକୋଲେଟ’ ଭଳି ଫିଲ୍ମ କରି ସେ ଲୋକପ୍ରିୟ ହୋଇ ପାରିଥିଲେ । ଅଧିକ ଫିଲ୍ମ କରି ନ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାକୁ ମହଙ୍ଗା ଉପହାର ଦେବା ପାଇଁ ଡେଲିଭରି ବଏକୁ ଠକିଲେ ପ୍ରେମିକ, ୬୭ହଜାର ଟଙ୍କାର ଘଣ୍ଟା ନେଇ ଟଙ୍କା ଆଣିବାକୁ…

ନୂଆଦିଲ୍ଲୀ : ପ୍ରେମିକାକୁ ମହଙ୍ଗା ଉପହାର ଦେଇ ଖୁସ କରାଇବା ପାଇଁ ଦିଲ୍ଲୀର ୨୨ବର୍ଷିୟ ବୈଭବ ଖୁରାନା ନାମକ ଜଣେ ଯୁବକ କରିଥିବା ଅପରାଧ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରେମିକାକୁ ହାତ ଘଣ୍ଟା ଦେବା ପାଇଁ ଏକ ଅନ୍‌ଲାଇନ୍‌ ସାଇଟ୍‌ରୁ ବୈଭବ ଖୁରାନା ୬୭ହଜାର ଟଙ୍କାର ହାତ ଘଣ୍ଟା ମଗାଇଥିଲେ…
ଅଧିକ ଖବର ଦେଖନ୍ତୁ...

ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳ ବଦଳ: ଦକ୍ଷତା ବିକାଶ ସିଇଓ ହେବେ ଡି.ଭି. ସ୍ୱାମୀ

ଭୁବନେଶ୍ୱର: ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଧିକାରୀ ସ୍ତରରେ ଶୁକ୍ରବାର ବଡ଼ଧରଣର ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ କମିସନର ଡି.ଭି. ସ୍ୱାମୀ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷରେ ସିଇଓ…
ଅଧିକ ଖବର ଦେଖନ୍ତୁ...

ଜାମୁକୋଳି ଖାଇ ସାରିବା ପରେ ଖାଆନ୍ତୁ ନାହିଁ ଏହି ୩ଟି ଜିନିଷ

ବର୍ଷା ଏବଂ ଖରାଦିନେ ଲୋକମାନେ ଜାମୁକୋଳି ଖାଇବାକୁ ପାଇଥାନ୍ତି । ଉଭୟ ଖଟା,ମିଠା ଓ କଷା ଲାଗୁଥିବା ଏହି ଫଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଥିବା କ୍ୟାଲସିୟମ,ପୋଟାସିୟମ,ଆଇରନ କାର୍ବୋହାଇଡ଼୍ରେଟ୍‌,ପ୍ରୋଟିନ୍‌ ଏବଂ ଭିଟାମିନ୍‌ ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ ।…
ଅଧିକ ଖବର ଦେଖନ୍ତୁ...