Daily Archives

August 9, 2018

ସଂସଦରେ ମୋଦିଙ୍କ ସହ ହ୍ୟାଣ୍ଡସେକ କରିବାକୁ ପଛାଇଲେ ଜେଟଲୀ! ହେଲେ କାହିଁକି?

ନୂଆଦିଲ୍ଲୀ: ମାହୋଲ ଥିଲା ରାଜ୍ୟସଭା ଉପାଧ୍ୟକ୍ଷ ର୍ନିବାଚନର ର୍ନିଣ୍ଣାୟକ ଦିନ। ଏହି ଦିନ ସଂସଦରେ ଏକ ମହତ୍ୱପୂର୍ଣ୍ଣ ଦିନ ଥିଲା। କାରଣ ବିଜେପି ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ବିଜୟ ଲାଭ କରିଛନ୍ତି। ଏହି ଅବସରରେ ସଂସଦରେ ଦେଖିବାକୁ ମିଳିଛି ଏକ ରୋଚକ ଘଟଣା। ବିଜୟୀ…
ଅଧିକ ଖବର ଦେଖନ୍ତୁ...

ପର୍ଣ୍ଣ ଫିଲ୍ମ ଦେଖି ଅପ୍ରାକୃତିକ ଯୌନ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା ସ୍ୱାମୀ, ନ ମାନିବାରୁ ଦେଲା ତଲାକ୍‌

ନୂଆଦିଲ୍ଲୀ : ହରିୟାଣାର ପାନିପତ ସହରରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଉପରେ ଅପ୍ରାକୃତିକ ଯୌନ ସମ୍ଭନ୍ଧ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁଯାୟୀ,ସ୍ୱାମୀ ପର୍ଣ୍ଣ ଫିଲ୍ମ ଦେଖି ମୋ ସହ ସେହି ଭଳି କରିବାକୁ ଚେଷ୍ଟା କରୁଥିଲେ । ମୁଁ ସେଭଳି କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଦେଶରୁ ଦୁଷ୍କର୍ମ ହଟାଇବା ପାଇଁ ଦେହ ବ୍ୟବସାୟକୁ ଆଇନ ସମ୍ମତ କରାଯାଉ : ସୋନୁ ନିଗମ୍‌

ମୁମ୍ବାଇ : କିଛି ଦିନ ତଳେ ବିହାର ଏବଂ ଉତ୍ତରପ୍ରଦେଶରେ ଚାଲୁଥିବା ସେଲଟର ହୋମ୍‌ ଦୁଷ୍କର୍ମ ମାମଲାର ପର୍ଦ୍ଦାଫାସ କରାଯାଇଛି । ଏହି ମାମଲାକୁ ନେଇ ଏବେ ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖା ଯାଇଥିବା ବେଳେ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମ ନିଜର ମତ ରଖିଛନ୍ତି । ଏକ…
ଅଧିକ ଖବର ଦେଖନ୍ତୁ...

କେରଳରେ ବର୍ଷା ବିତ୍ପାତ : ୨୬ବର୍ଷ ପରେ ଖୋଲିଲା ଇଦୁକି ଡ୍ୟାମ୍‌ର ଗେଟ୍‌, ଲଗାଣ ବର୍ଷା ହେତୁ ୨୪ଘଣ୍ଟାରେ ୨୨ଜଣଙ୍କର…

ଥିରୁବନନ୍ତପୁରମ୍‌ : କେରଳରେ ଦେଖା ଦେଇଛି ବର୍ଷାର ତାଣ୍ଡବ । ବର୍ଷା ବିତ୍ପାତ ହେତୁ କେରଳ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଲଗାଣ ବର୍ଷା ହେତୁ କେରଳରେ ଥିବା ଇଦୁକି ଡ଼୍ୟାମ୍‌ର ସ୍ଲୁଇସ୍‌ ଗେଟ୍‌ ୨୬ବର୍ଷ ପରେ ଖୋଲା ଯାଇଥିବା ଜଣାପଡ଼ିଛି । ଡ୍ୟାମ୍‌ରେ ପାଣିର…
ଅଧିକ ଖବର ଦେଖନ୍ତୁ...

ଭୁଷଣ ଷ୍ଟିଲର ପୂର୍ବତନ ମାଲିକ ନୀରଜ ସିଂଘଲ ଗିରଫ

ନୂଆଦିଲ୍ଲୀ : ଭୁଷଣ ଷ୍ଟିଲର ପୂର୍ବତନ ପ୍ରମୋଟର ତଥା ପରିଚାଳନା ନିର୍ଦ୍ଦେଶକ ନୀରଜ ସିଂଘଲଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଅଧିନସ୍ଥ ଗୁରୁତର ଆର୍ଥକ ଅପରାଧ ଅଫିସ (ଏସଏଫଆଇଓ) ଗିରଫ କରିଛି । ଭୁଷଣ ଷ୍ଟିଲ ନାଁରେ ପ୍ରାୟ ୨ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ନେଇ ବିଭିନ୍ନ ସଂଦିଗ୍ଧ ସେଲ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଗୁଳିରେ ୨ ଶିକାର; ଜାଣନ୍ତୁ ତେଲେଙ୍ଗାନା ଟ୍ରାଫିକ୍‌ ପୁଲିସ୍‌ କେଉଁ ଗୁଳି ମାରି ଏହି ଶିକାର କରୁଛି!

ହାଇଦ୍ରାବାଦ: ଯାନ ଚାଳକମାନେ ଟ୍ରାଫିକ୍‌ ନିୟମ ମାନି ଚଳନ୍ତୁ ବୋଲି ବିଭିନ୍ନ ସହରର ଟ୍ରାଫିକ୍‌ ପୁଲିସ୍‌ଙ୍କ ପକ୍ଷରୁ ଭିନ୍ନ ଭିନ୍ନ ନିଆରା କାର୍ଯ୍ୟ କରାଯାଉଥିବାର ଦେଖିବାକୁ ମିଳୁଛି। ନିଆରା ପୋଷ୍ଟର୍‌ରୁ ନେଇ ନିଆରା ବେସ ଧାରଣ କରି ଆଜିକାଲି ଟ୍ରାଫିକ୍‌ ପୁଲିସ୍‌ମାନେ ଲୋକଙ୍କ ମନୋରଞ୍ଜନ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସେନାକୁ ମାତ ଦେବା ପାଇଁ ଏହି ନୂଆ ଚକ୍ରାନ୍ତ କରୁଛି ପାକିସ୍ତାନର ଆଇଏସଆଇ

ନୂଆଦିଲ୍ଲୀ : ଭାରତ ସୀମା ମଧ୍ୟକୁ ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ କରାଇବାକୁ ସବୁବେଳେ ନୂଆ ନୂଆ ଚକ୍ରାନ୍ତ କରୁଛି । ତେବେ ସବୁବେଳେ ସେସବୁ ଚକ୍ରାନ୍ତକୁ ପଣ୍ଡ କରିବାରେ ସଫଳ ହେଉଛି ଭାରତୀୟ ସେନା ଓ ବିଏସଏଫ । ସୀମାରେ ସେନା ଓ ବିଏସଏଫ ପକ୍ଷରୁ ଲଗାଯାଇଥିବା ଥର୍ମାଲ ଇମେଜିଂ କ୍ୟାମେରା…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ପ୍ଲପ୍‌ ହେବା ପରେ ଏମିତି ପ୍ରତିକ୍ରିୟା ଦେଲେ ପ୍ରିୟଙ୍କା; ‘ହଲିଉଡ୍‌ରେ ମୋ ବାପା ବସି ଫିଲ୍ମ ତିଆରି…

ମୁମ୍ବାଇ: ଗଣମାଧ୍ୟମ ପ୍ରତିନିଧିଙ୍କ ମୁହଁରେ ରୋକଠୋକ ଜବାବ ଦେବା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ଏକ ପୁରୁଣା କଥା। ଅନେକ ସମୟରେ ସେ କିଛି ନା କିଛି ବଙ୍କାତେଢ଼ା ଉତ୍ତର ଦେଇ ପୂର୍ବରୁ ଅନେକ ବାର୍‌ ଚର୍ଚ୍ଚା ପାଲଟିଛନ୍ତି। ଆପଣ ଜାଣିଥିବେ ନିହାତି ଯେ ପ୍ରିୟଙ୍କାଙ୍କର…
ଅଧିକ ଖବର ଦେଖନ୍ତୁ...

ଏହି ପ୍ରଶ୍ନର ଉତ୍ତର ପାଇଁ ୨ ଥର ହେଲ୍‌ପଲାଇନ୍‌ ବ୍ୟବହାର କଲେ; ହଟ୍‌ସିଟ୍‌ରେ ବସିଥିବା କୋଟିପତି ଆଶାୟୀ ଯୁବତୀଙ୍କ…

ଭାରତରେ ଚାଲୁଥିବା ପ୍ରସିଦ୍ଧ ରିୟଲିଟି ସୋ’ ‘କୌନ୍‌ ବନେଗା କରୋଡପତି’ ବିଷୟରେ ତ ଆପଣ ଜାଣିଥିବେ ନିଶ୍ଚୟ। ଯାହାକୁ ହୋଷ୍ଟ୍‍ କରନ୍ତି ମେଗାଷ୍ଟାର୍‌ ଅମିତାଭ ବଚ୍ଚନ। ଠିକ୍‌ ସେହିପରି ଆଉ ଏକ ରିୟଲିଟି ସୋ’ର ଏକ ଘଟଣା ବିଶ୍ୱସ୍ତରୀୟ ଚର୍ଚ୍ଚା ପାଲଟିଛି। ତୁର୍କିରେ ଚାଲୁଥିବା ଏହି ରିୟଲିଟି…
ଅଧିକ ଖବର ଦେଖନ୍ତୁ...

ମନ୍ଦିର ଯିବେ ରାହୁଲ ଗାନ୍ଧୀ, ଜୟପୁରରୁ କଂଗ୍ରେସ ଆରମ୍ଭ କରିବ ନିର୍ବାଚନ ପ୍ରଚାର ଅଭିଯାନ

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାଜସ୍ଥାନ ଗସ୍ତ ଶେଷ କରିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜୟପୁର ଗସ୍ତ କରୁଛନ୍ତି। ଗସ୍ତ କାଳରେ ରାହୁଲ ଗଣେଶ ମନ୍ଦିର ଓ ଗୋବିନ୍ଦ ଦେବ ମନ୍ଦିର ଯିବାର ଯୋଜନା କରିଛନ୍ତି। କଂଗ୍ରେସ ସଚିବ ସଚିନ…
ଅଧିକ ଖବର ଦେଖନ୍ତୁ...