Daily Archives

September 4, 2018

ଏବେ ମହିଳାମାନଙ୍କୁ ମିଳିବ ଫୋନ୍‌ ଓ ମାଗଣା ଓ୍ଵାଇ-ଫାଇ, ସରକାରଙ୍କ ନିର୍ବାଚନୀ ଥୋପ

ଜୟପୁର : ଏବେ ମହିଳାମାନଙ୍କୁ ଫୋନ ସହ ମାଗଣା ଓ୍ଵାଇ-ଫାଇର ସୁବିଧା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ରାଜସ୍ଥାନ ସରକାର ଏହି ଘୋଷଣା କରିଥିବା ବେଳେ ଭାମାଶାହ ଯୋଜନା ଅନୁଯାୟୀ ଏହି ସୁବିଧା ଦିଆଯିବ । ରାଜସ୍ଥାନର ୫ ହଜାର ଗ୍ରାମ ପଞ୍ଚାୟତରେ ମହିଳାଙ୍କୁ ଫୋନ ଏବଂ ମାଗଣା ଓ୍ଵାଇ-ଫାଇର ସୁବିଧା…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଜାତୀୟ ସୁରକ୍ଷା ବିରୋଧରେ କାମ କରୁଛି: ବିଜେପି

ନୂଆଦିଲ୍ଲୀ: ବାମପନ୍ଥୀ ବିଚାରକ ଗିରଫ ହେବା ପରେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ ବିବାଦ ଲାଗି ରହିଛି। ଭୀମା କୋରେଗାଓ ହିଂସା ମାମଲାରେ ଚଢ଼ାଉ ସମୟରେ ମିଳିଥିବା ଚିଠିକୁ ନେଇ ବିଜେପି ପୁଣି ଥରେ କଂଗ୍ରେସ ଉପରେ ଆକ୍ରମଣାତ୍ମକ ବୟାନ ଦେଇଛି। ବିଜେପି କହିଛି, କଂଗ୍ରେସ କାହିଁକି…
ଅଧିକ ଖବର ଦେଖନ୍ତୁ...

ନକ୍ସଲଙ୍କ ଟାର୍ଗେଟରେ ସାଧାରଣ ନିର୍ବାଚନ : ନିର୍ବାଚନ ଭଣ୍ଡୁର କରାଇବା ଲକ୍ଷ୍ୟରେ ୪ କ୍ୟାମ୍ପରେ ମିଲିସିଆଙ୍କୁ…

ନୂଆଦିଲ୍ଲୀ: ଏବେ ନକ୍ସଲଙ୍କ ଟାର୍ଗେଟରେ ରହିଛି, ଆଗାମୀ ସାଧାରଣ ନିର୍ବାଚନ। ଛତିଶଗଡ଼ରେ ବିଧାନସଭା ନିର୍ବାଚନ କାଳରେ ରାଜ୍ୟରେ ବ୍ୟାପକ ହିଂସା ଘଟାଇବା ପାଇଁ ନକ୍ସଲମାନେ ବ୍ଲୁ- ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ସେମାନଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଏବେଠାରୁ ସମସ୍ତ ପ୍ରକାରର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଶୌର୍ଯ୍ୟକୁ ବଳ ମିଳିବ। ଦୁଃସାହାସିକ ପଦକ୍ଷେପ ନେଇ ସଫଳତା ଅର୍ଜନ କରିବେ। ଠକାଦାରିଙ୍କ ଲାଗି ଦିନଟି ଭଲ। ଧନଲାଭର ଯୋଗ ରହଛି। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ଶୁଭରଙ୍ଗ:ଧଳା। ଆରାଧନା:ମାଆ ବିମଳା। ବୃଷ: ଆଜି ଆପଣଙ୍କର ଅଧିକତର କାମ ପୂରା ହୋଇଯିବ। ଅଚାନକ…
ଅଧିକ ଖବର ଦେଖନ୍ତୁ...

ଭାଇ ମରିଯିବା ପରେ ଭାଉଜ ସହ ଶାରୀରିକ ସଂପର୍କ ରଖିଲା ଦିଅର, ବାହା ହେବା ପାଇଁ କଥା ଦେଇ ପରେ ଭାଉଜକୁ ଛାଡ଼ି ଫେରାର୍‌

ମୁଜାପର୍‌ନଗର: ମୁଜାଫର୍‌ନଗରର ଜଣେ ବିଧବ ମହିଳା ତାଙ୍କ ଦିଅରଙ୍କ ନାମରେ ଏକ ଜଘନ୍ୟ ଅପରାଧର ଅଭିଯୋଗ ଆଣିଛନ୍ତି। ମହିଳା ଜଣକଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଦିଅର ମିଛ ପ୍ରଲ୍ଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଛନ୍ତି।। ଖାଲି ସେତିକି ନୁହେଁ,…
ଅଧିକ ଖବର ଦେଖନ୍ତୁ...

ବର୍ଷେ ପର୍ଯ୍ୟନ୍ତ କେରଳରେ ଅନୁଷ୍ଠିତ ହେବ ନାହିଁ କୌଣସି ସରକାରୀ ଉତ୍ସବ, ବାତିଲ୍‌ ହେଲା ଇଣ୍ଟରନ୍ୟାସ୍‌ନାଲ ଫିଲ୍ମ…

ଥିରୁବନନ୍ତପୁରମ୍‌ : କେରଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ୪୦୦ରୁ ଊର୍ଧର୍୍ୱ ଲୋକଙ୍କର ପ୍ରାଣହାନି ହୋଇଥିଲା । ୧୦୦ବର୍ଷର ଇତିହାସକୁ ଭାଙ୍ଗିବା ସହ ସାରା ଦେଶକୁ ଆଶ୍ଚର୍ଯ୍ୟ କରିଥିଲା କେରଳ ବନ୍ୟା । ଲଗାଣ ବର୍ଷା ପାଇଁ ଏହି ସମସ୍ୟା ଉପୁଜିଥିବା ବେଳେ ଏବେ କେରଳକୁ ପୂର୍ବ ପରି କରିବା…
ଅଧିକ ଖବର ଦେଖନ୍ତୁ...

ମାନସରୋବର ଯାତ୍ରା ପୂର୍ବରୁ ନେପାଳ ରେଷ୍ଟୁରାଣ୍ଟ୍‌ରେ ଚିକେନ୍‌ ଖାଇଛନ୍ତି କି ରାହୁଲ? ଜାଣନ୍ତୁ କ’ଣ ସଫେଇ ଦେଲା…

ନୂଆଦିଲ୍ଳୀ: ମାନସରୋବର ଯାତ୍ରାକୁ ନେଇ ବିବାଦରେ ରହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସୋସିଆଲ୍‌ ମିଡିଆରେ ରାହୁଲଙ୍କୁ ନେଇ ଏବେ ବିଭିନ୍ନ କଥା ଉଠୁଛି। ଲୋକଙ୍କ କହିବା କଥା ହେଉଛି ମାନସରୋବର ଯାତ୍ରା ପୂର୍ବରୁ ରାହୁଲ ନେପାଳର ଏକ ହୋଟେଲ୍‌ରେ ଚିକେନ୍‌ ଖାଇଛନ୍ତି। ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ବାଜପେୟୀ କହି ଯାଇଥିବା ବଛା ବଛା ଏହି ୧୦ କଥା

: ମଣିଷ ଚାହିଁଲେ ନିଜର ବନ୍ଧୁ ପରିବର୍ତ୍ତନ କରିପାରେ; କିନ୍ତୁ ପୋଡ଼ାଶୀଙ୍କୁ ନୁହେଁ। ପଡ଼ୋଶୀ ଯେମିତି ହେଲେ ବି ସେମାନଙ୍କୁ ନେଇ ଚଳିବାକୁ ପଡ଼ିବ। : ଯଦି ଆମ ଦେଶ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ନୁହେଁ; ତେବେ ଭାରତ କେବେ ବି ଭାରତ ନୁହେଁ। : ହେ ପ୍ରଭୁ, ମୋତେ ଏତେ ଉଚ୍ଚକୁ କେବେ…
ଅଧିକ ଖବର ଦେଖନ୍ତୁ...

ଏହି ଅଫର ଜରିଆରେ ଏଣିକି ଟ୍ରେନ୍‌ ଟିକେଟ କାଟିଲେ ମିଳିବ ରିହାତି

ନୂଆଦିଲ୍ଲୀ: ଆଗାମୀ ଦିନରେ ଆପଣ ଯଦି ଭାରତୀୟ ରେଳ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ରେଳବାଇ ଏକ ଅଫର ନେଇ ଆସିଛି। ଏଣିକି ଆପଣଙ୍କୁ ଟିକେଟ କାଟିଲା ବେଳେ ବଡ଼ ରିହାତି ମିଳିପାରେ।  ଭାରତୀୟ ରେଳବାଇ କେଟରିଙ୍ଗ ଆଣ୍ଡ ଟୁଇରିଜିମ୍‌  କପରେସନ୍‌ (ଆଇଆର୍‌ସିଟିସି) ଏକ ଅଫର ନେଇ…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ ଶ୍ରେଣୀଗୃହରେ କିପରି ନିଦରେ ଟଳମଳ ହେଉଛି ଶିଶୁ, ସହପାଠୀ ଓ ଶିକ୍ଷକ ଯେତେ ଡାକିଲେ ବି କିଛି ଶୁଣୁ ନାହିଁ

ନୂଆଦିଲ୍ଲୀ: କିଛିଦିନ ତଳେ ଜଣେ ଶିଶୁ ଏକ ସ୍କୁଲ ଶ୍ରେଣୀଗୃହ ମଧ୍ୟରେ ଟେବୁଲ ଉପରେ ମୁଣ୍ଡ ରଖି ନିଦରେ ଟଳମଳ ହେବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟିକୁ ଯିଏ ଦେଖୁଛି ସେ ଏହି କୁନି ଶିଶୁର କାରନାମା ଦେଖି ହସିହସି ବେଦମ୍‌…
ଅଧିକ ଖବର ଦେଖନ୍ତୁ...