Daily Archives

September 8, 2018

କୋରାପୁଟ: ଯେକୌଣସି ମୂହୁର୍ତ୍ତରେ ଭୁଶୁଡି ପଡ଼ିବ ନୂତନ ଭାବେ ନିର୍ମିତ ଅଙ୍ଗନବାଡି କେନ୍ଦ୍ର!

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡା ଗ୍ରାମପଞ୍ଚାୟତର ତଳଚି ଗାଁରେ ଅତି ନିମ୍ନମାନର ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇଥିବା ହୋଇଥିବା ଦେଖିବାକୁ ମିଳିଛିା କିଛି ଦିନ ତଳେ ଏନେଇ ଲକ୍ଷ୍ମୀପୁର ସିଡିପିଓ କନକଲତା ନାୟକ ସ୍ଥାନୀୟ ବିଡିଓ ବେଣୁଧର ଶବରଙ୍କୁ ଲିଖିତ ଭାବେ…
ଅଧିକ ଖବର ଦେଖନ୍ତୁ...

କେରଳକୁ ସହାୟତା ପରେ ସହଧର୍ମିଣୀଙ୍କ ସହ ମିଶି ମୁମ୍ବାଇର ଚାଷୀ ଓ ସହିଦ ପରିବାରଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଗ୍‌ ବି

ମୁମ୍ବାଇ: କେରଳ ରିଲିଫ୍‌ ପାଣ୍ଠିକୁ ଉଚ୍ଚ ପରିମାଣର ସହାୟତାମୂଳକ ରାଶି ଦାନ କରିବା ପରେ ବଲିଉଡ୍‌ ବାଦ୍‌ଶାହା ଅମିତାଭ ବଚ୍ଚନ ଏବେ ଚାଷୀ ଓ ସହିଦ ଯବାନଙ୍କ ପରିବାର ପାଇଁ ସହାୟତାର ହାତ ବଢ଼ାଇ ପୁଣି ଥରେ ନିଜ ମହାନତାର ପରିଚୟ ପ୍ରଦାନ କରିଛନ୍ତି। ବିଗ୍‌ ବିଙ୍କର ଏହି ମହାନ କାର୍ଯ୍ୟରେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ମିକ୍ସ ଜୁସ୍‌ ପିଉଛନ୍ତି କି? ଜାଣନ୍ତୁ କେଉଁ ଫଳର ରସ ପିଇଲେ କି ଲାଭ?

ଅନେକ ଲୋକ ଜୁସ୍‌ ଦୋକାନକୁ ଗଲେ ମିକ୍ସ ଜୁସ୍‌ ପିଇବାକୁ ପସନ୍ଦ କରିଥାନ୍ତି। ଆମକୁ ଏପରି ଲାଗିଥାଏ ଯେ ମିକ୍ସ ଜୁସ୍‌ରେ ସବୁ ପ୍ରକାର ଫଳ ମିଶୁଥିବାରୁ ବିଭିନ୍ନ ଭିଟାମିନ୍‌ ମିଳିଥାଏ। ମାତ୍ର ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ମିକ୍ସ ଜୁସ୍‌ ଅପେକ୍ଷା କୌଣସି ଗୋଟାଏ ଫଳର ଜୁସ୍‌ ପିଇବା…
ଅଧିକ ଖବର ଦେଖନ୍ତୁ...

ଓଭାଲ ଟେଷ୍ଟ: ଇଂଲଣ୍ଡର ୩୩୨ ରନ୍‌ ଜବାବରେ ଭାରତର ସ୍କୋର ୧୬୯/୬

ଲଣ୍ଡନ: ଇଂଲଣ୍ଡର ୩୩୨ ରନ୍‌ ଜବାବରେ ଭାରତ ୬ଟି ଓ୍ଵିକେଟ୍‌ ହରାଇ ୧୬୯ ରନ୍‌ ସଂଗ୍ରହ କରିଛି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୪୯) ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି। ସେହିଭଳି ଓପନର ଲୋକେଶ ରାହୁଲ(୩୭) ଓ ଚେତେଶ୍ୱର ପୂଜାରା(୩୭) ରନ୍‌ ସଂଗ୍ରହ କରି ପାଭଲିଅନ୍‌ ଫେରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରକେଟ୍‌ ଲଞ୍ଚ୍‌ କଲା ନାସା; ୨୦୨୦ରେ ମଙ୍ଗଳରେ ଲଞ୍ଚ୍‌ ହେବାକୁ ଥିବା ରୋଭରର କରିବ ପରୀକ୍ଷଣ

ଓ୍ଵାଶିଂଟନ: ଆମେରିକୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ନାସା ୨୦୨୦ ମସିହାରେ ମଙ୍ଗଳରେ ଲଞ୍ଚ୍‌ ହେବାକୁ ଥିବା ରୋଭରର ପରୀକ୍ଷଣ କରିବା ପାଇଁ ଏକ ସାଉଣ୍ଡିଂ ରକେଟ୍‌ ଲଞ୍ଚ୍‌ କରିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସାଉଣ୍ଡିଂ ରକେଟ୍‌ ଉଡାଣ ଜରିଆରେ ମହାକାଶ ସଂପର୍କିତ ବିଭିନ୍ନ ପରୀକ୍ଷଣ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଙ୍କ ସହ ରାତ୍ରୀଭୋଜନ ପାଇଁ ରେସ୍ତୋରାଁ ଯାଇଥିଲେ ଶିଳ୍ପା; ଜେଲ୍‌ରେ ପଶିଲେ ରେସ୍ତେରାଁ ବାଉନ୍‌ସର୍‌ ଓ…

ମୁମ୍ବାଇ: ବାନ୍ଦ୍ରାସ୍ଥିତ ବସ୍ତିଆନ୍‌ ରେସ୍ତୋରାଁରେ ଶୁକ୍ରବାର ରାତିରେ ଏକ ନିନ୍ଦନୀୟ ଘଟଣା ଘଟିଯାଇଛି। ଘଟଣାଟି ହେଉଛି ଏହି ରେସ୍ତୋରାଁରେ ରାତ୍ରୀଭୋଜନ କରିବାକୁ ପତି ରାଜ କୁନ୍ଦ୍ରାଙ୍କ ସହ ପହଞ୍ଚିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ସେହି ସମୟରେ ଶିଳ୍ପାଙ୍କ ଫଟୋ ଉଠାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

କେଶ ଝଡୁଛି କି? ଏହି ଘର ତିଆରି ସାମ୍ପୋରେ ଧୁଅନ୍ତୁ କେଶ, ମିଳିବ ଅନେକ ଫାଇଦା

ଆଜିକାଲି ବହୁଳ ମାତ୍ରାରେ ପରିବେଶ ପ୍ରଦୂଷଣ ଓ ବିଭିନ୍ନ ଧରଣର ରସାୟନ କେଶରେ ବ୍ୟବହାର କରିବା ହେତୁ କେଶ ଝଡ଼ିବା ଆମମାନଙ୍କ ପାଇଁ ପ୍ରାୟ ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ମାତ୍ର ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କର ଏହି ସମସ୍ୟାର ସମାଧାନ ଆମ ନିକଟରେ ରହିଛି। ଆମେ ଆଜି ଆପଣଙ୍କୁ ଏକ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ର ରୁଟି ଧରି କୋର୍ଟଙ୍କ ଦ୍ୱାରସ୍ଥ ହେଲେ କଏଦୀ; ଛଅ ମାସ ପର୍ଯ୍ୟନ୍ତ ଘର ଖାଦ୍ୟ ଖାଇବା ପାଇଁ ମିଳିଲା ଅନୁମତି

ମୁମ୍ବାଇ: ମୁମ୍ବାଇର ଅର୍ଥର ରୋଡ୍‌ ଜେଲ୍‌ ବିରୋଧରେ ଜଣେ କଏଦୀ ଏକ ଭିନ୍ନ ଅଭିଯୋଗ ଆଣି ନ୍ୟାୟ ପାଇଛନ୍ତି। କଏଦୀ ଜଣକ ଜେଲ୍‌ରେ ବନା ଯାଉଥିବା ରୁଟି ଖାଇବା ଯୋଗ୍ୟ ନୁହେଁ ବୋଲି ଦାବି କରି ରୁଟି ନେଇ କୋର୍ଟ ପର୍ଯ୍ୟନ୍ତ ଯାଇଥିଲେ। ଏହି ମାମଲାର ବିଚାର କରି କୋର୍ଟ ତାଙ୍କୁ ଛଅ ମାସ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ବିଶ୍ୱବିଜୟୀ ‘ଆଲେକ୍‌ଜେଣ୍ଡର୍‌ ଦ ଗ୍ରେଟ୍‌’ କହିଥିବା ବଛା ବଛା କିଛି କଥା

ଆଲେକ୍‌ଜେଣ୍ଡର୍‌ ଦ ଗ୍ରେଟ୍‌ ନାମ କାନରେ ପଡ଼ିଲେ ବିଶ୍ୱବିଜୟୀ ଶବ୍ଦଟି ଆପେ ମନକୁ ଆସିଯାଏ। ଖୁବ୍‌ କମ୍‌ ବର୍ଷ ବୟସରେ ଗୋଟିଏ ପରେ ଗୋଟିଏ ସାମ୍ରାଜ୍ୟ ଜୟ କରି ସେ ପାଲଟି ଯାଇଥିଲେ ଜଣେ ମହାନ ଯୋଦ୍ଧା। ତତ୍‌କାଳୀନ ଗ୍ରୀକ୍‌ର ସମ୍ରାଟ ଆଲେକ୍‌ଜେଣ୍ଡର୍‌ ମାତ୍ର ୩୦ ବର୍ଷ ବୟସ ମଧ୍ୟରେ ଅଧିକରୁ…
ଅଧିକ ଖବର ଦେଖନ୍ତୁ...

ଚତୁରତା ଅବଲମ୍ବନ କରି ପଥର ଫିଙ୍ଗାଳିଙ୍କୁ ଧରିଲା ଜମ୍ମୁ-କଶ୍ମୀର ପୁଲିସ୍‌

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ପୁଲିସ୍‌ ଉପରକୁ  ପଥର ଫିଙ୍ଗାଳି ପଥର ଫିଙ୍ଗିବା ଜାରି ରଖିଥିବା ବେଳେ ପୁଲିସ୍‌ ଏକ ନିଆରା ଉପାୟ ଅବଲମ୍ବନ କରି ପଥର ଫିଙ୍ଗାଳିଙ୍କ ସର୍ଦ୍ଦାରଙ୍କୁ ଧରିବାରେ ସମର୍ଥ ହୋଇଛି। ଶୁକ୍ରବାର ଶ୍ରୀନଗରରେ ଥିବା ଜାମା ମସ୍‌ଜିଦ୍‌ ସାମ୍ନାରେ ପ୍ରାର୍ଥନା…
ଅଧିକ ଖବର ଦେଖନ୍ତୁ...