Daily Archives

September 10, 2018

ଟିଭି କଳାକାର ସୁଶାନ୍ତ ସିଂହଙ୍କ ସାନ ଭଉଣୀକୁ ହୋଇଛି ଗମ୍ଭୀର ରୋଗ,ସୋସିଆଲ୍‌ ମିଡିିଆ ମାଧ୍ୟମରେ ଜାଣିବାକୁ ଚାହୁଁଛନ୍ତି…

ମୁମ୍ବାଇ : ଅନେକ ବଲିଉଡ୍‌ ଫିଲ୍ମରେ ସହ-କଳାକାର ଭାବରେ କାମ କରି ସାରିଥିବା ସୁଶାନ୍ତ ସିଂହ ଏବେ ଦୁଃଖର ସମୟ ଦେଇ ଗତି କରୁଛନ୍ତି । ତାଙ୍କ ସାନ ଭଉଣୀ ସୋଫିଆ ନିଉରୋଲଜିକାଲ ଡ଼ିଜ୍‌ଅର୍ଡ଼ର ଭଳି ରୋଗର ଶିକାର ହେବା ପରେ ସେ ତାଙ୍କୁ ସୁସ୍ଥ କରିବା ପାଇଁ ଅନେକ ବାଟ ଆପଣାଇ ଶେଷରେ ହାର୍‌…
ଅଧିକ ଖବର ଦେଖନ୍ତୁ...

ସାଉଥହାମ୍ପଟନ ଟେଷ୍ଟ : ଭାରତ ଆଗରେ ୪୬୪ରନର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କଲା ଇଂଲାଣ୍ଡ

ସାଉଥହାମ୍ପଟନ : ସାଉଥହାମ୍ପଟନ ଟେଷ୍ଟରେ ଘରୋଇ ଇଂଲାଣ୍ଡ ଦଳ ଭାରତ ଆଗରେ ୪୬୪ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହା ପୂର୍ବରୁ ନିଜର ଅନ୍ତିମ ଟେଷ୍ଟ ଖେଳୁଥିବା ଇଂଲାଣ୍ଡ ବ୍ୟାଟ୍ୟମ୍ୟାନ ଆଲଷ୍ଟେର କୁକ ଏକ ଚିତ୍ତାକର୍ଷକ ଶତକ ହାସଲ କରି କ୍ରିକେଟକୁ ଅଲବିଦା କହିଥିଲେ । ସେ ନିଜର ଏହି ଅନ୍ତିମ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଭଉଣୀ ଗଣଦୁଷ୍କର୍ମର ଶିକାର ହେବା ପରେ ନ୍ୟାୟ ପାଇଁ ଗାଁ ଲୋକଙ୍କ ସହାୟତା ମାଗିଥିଲା ଭାଇ,୮୦ହଜାର ଟଙ୍କା ନେଇ…

ଅଲିଗଡ଼ : ଉତ୍ତରପ୍ରଦେଶର ଅଲିଗଡ଼ରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଜଣେ ନାବାଳିକାକୁ ୪ ଜଣ ଯୁବକଙ୍କ ଅତି ନୃସଂଶ ଭାବରେ ଗଣଦୁଷ୍କର୍ମ କରିବା ପରେ ନ୍ୟାୟ ଦେବାକୁ ଯାଇ ପଞ୍ଚାୟତ ନେଇଥିବା ନିଷ୍ପତ୍ତି ଏବେ ଚର୍ଚ୍ଚାରେ । ଗତ ବୁଧବାର ପୀଡ଼ିତା ଗଣଦୁଷ୍କର୍ମର ଶିକାର ହେବା ପରେ ନ୍ୟାୟ ଦେବା ପାଇଁ…
ଅଧିକ ଖବର ଦେଖନ୍ତୁ...

ସୀମା ସେପଟେ ଚୀନ କରୁଛି ଭୟଙ୍କର ଯୁଦ୍ଧାଭ୍ୟାସ, ଏପଟେ ଭାରତ-ଆମେରିକା କରିବେ ମହା ସମରାଭ୍ୟାସ

ନୂଆଦିଲ୍ଲୀ : ତିବ୍ଦତରେ  ଭାରତକୁ ଲାଗିଥିବା ସୀମାରେ ଚୀନ ଏବେ ଏକ ଭୟଙ୍କର ଯୁଦ୍ଧାଭ୍ୟାସ ଚଳାଇଛି । ଏହି ଅଭ୍ୟାସରେ ଚୀନ କେତେକ ମାରାତ୍ମକ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ ଚଳାଇଛି । ଭାରତ ସହ ଯୁଦ୍ଧ ପରିସ୍ଥିତି ଉପୁଜିଲେ ଚୀନ ସେନାଙ୍କ ଏହି ଅଭ୍ୟାସ କାମ ଦେବ । ସୀମା ଏପଟେ ଭାରତ ମଧ୍ୟ ଚୁପ ହୋଇ…
ଅଧିକ ଖବର ଦେଖନ୍ତୁ...

୨୦୦୭ ହାଇଦ୍ରାବାଦ ବିସ୍ଫୋରଣ: ୨ ଜଣଙ୍କୁ ଫାଶୀ ଓ ଜଣଙ୍କୁ ଆଜୀବନ କାରଦାଣ୍ଡରେ ଦଣ୍ଡିତ କଲେ ସ୍ୱତନ୍ତ୍ର ଅଦାଲତ

ହାଇଦ୍ରାବାଦ: ଗତ ୨୦୦୭ରେ ହାଇଦ୍ରାବାଦରେ ଘଟିଥିବା ଦୁଇଟି ବିସ୍ଫୋରଣ ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର ଅଦାଲତ ଏହି ମାମଲାରେ ୩ଜଣଙ୍କୁ ଦୋଷୀ ସାବ୍ୟସ୍ତ କରବା ସହ ୨ଜଣ ଦୋଷୀଙ୍କୁ ଫାଶୀ ଓ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଆଜି ଦଣ୍ଡିତ କରିଛନ୍ତି। ଏହି ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ବିରଳ ରେକର୍ଡର ଅଧିକାରୀ ହେଲେ ଆଲଷ୍ଟେର କୁକ୍‌, କ୍ୟାରିୟରର ପ୍ରଥମ ଓ ଅନ୍ତିମ ଟେଷ୍ଟରେ ଶତକ ମାରିବାରେ ୫ମ ଖେଳାଳି

ସାଉଥହମ୍ପଟନ : ଇଂଲାଣ୍ଡ ଦଳର ଅଧିନାୟକ ଆଲଷ୍ଟେର କୁକ ନିଜର ଅନ୍ତିମ ଟେଷ୍ଟ ମ୍ୟାଚ ଖେଳୁଛନ୍ତି । ଆଜି ସେ ଦ୍ୱିତୀୟ ଇଂନିସରେ ଏକ ଆକର୍ଷଣୀୟ ଶତକ ମାରି ନିଜ ଦଳକୁ ସୁରକ୍ଷିତ ସ୍ତରକୁ ନେଇଯାଇଛନ୍ତି । କିନ୍ତୁ ଆଜି ସେ ବିଶ୍ୱ କ୍ରିକେଟରେ ଏକ ବିରଳ ରେକର୍ଡ ହାସଲ କରିଛନ୍ତି । ଏହି ରେକର୍ଡ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ବଢ଼ୁଛି ଅଶ୍ଳୀଳ ଭିଡିଓ ଭାଇରାଲ ଅପରାଧ: ସବିଶେଷ ତଥ୍ୟ ବିଧାନସଭାରେ ଉପସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଦୁଷ୍କର୍ମ ଘଟଣା ନେଇ ସବିଶେଷ ତଥ୍ୟ ବିଧାନସଭାରେ ଉପସ୍ଥାପିତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ମୁତାବକ ୨୦୧୭ ମସିହାରେ ଫଇସାଲା ହୋଇଥିବା ୧୦୯୯ଟି ଦୁଷ୍କର୍ମ ମାମଲା ମଧ୍ୟରୁ ୧୮୬ଟି ମାମଲାରେ ଦୋଷୀମାନଙ୍କୁ ଦଣ୍ଡ ବିଧାନ କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଶାରୀରିକ ସଂପର୍କ ପ୍ରଲୋଭନ ଦେଖାଇ ପ୍ରେମିକର ଆଖି ବନ୍ଦ କରି ତଣ୍ଟି କାଟି ହତ୍ୟା କଲେ ମହିଳା

ନୋଏଡା: ନୋଏଡାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ରହିମ୍‌ ଓ ଇସ୍ରାଫିଲ୍‌ ନାମକ ୨ ଜଣ ବନ୍ଧୁ ଏକା ସାଙ୍ଗରେ ତାଙ୍କ ସାମ୍ନା ବର୍ଥରେ ବସିଥିବା ଜଣେ ମହିଳାଙ୍କ ପ୍ରେମରେ ପଡ଼ିଗଲେ। ରହିମ୍‌ ମହିଳାଙ୍କ ପ୍ରେମରେ ଏକଦମ ପାଗଳ ପ୍ରାୟ ହୋଇଯାଇଥିଲେ। ଏମିତି ଭାବେ…
ଅଧିକ ଖବର ଦେଖନ୍ତୁ...

ଲଢ଼ୁଆ ବିମାନ ତେଜସ୍‌ ରଚିଲା ନୂଆ ଇତିହାସ; ୨୦ ହଜାର ଫୁଟ ଉଚ୍ଚତାରେ ମଝି ଆକାଶରେ ଉଡ଼ନ୍ତା ଅବସ୍ଥାରେ ୧୯ ହଜାର କିଲୋ…

ବେଙ୍ଗାଲୁରୁ: ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ବିମାନ ତେଜସ୍‌ ଆଜି (ସୋମବାର) ସଫଳତାର ସହ ଏକ ନୂଆ ସିଢ଼ି ଚଢ଼ିଛି। ମଝି ଆକାଶରେ ସମୁଦ୍ର ପତ୍ତନ ଠାରୁ ୨୦ ହଜାର ଫୁଟ ଉଚ୍ଚତାରେ ଉଡ଼ନ୍ତା ଅବସ୍ଥାରେ ଥିବାବେଳେ ତେଜସରେ ୧୯୦୦୦ କିଲୋ ଇନ୍ଧନ ସଫଳତାର ସହ ପକାଯାଇଛି।…
ଅଧିକ ଖବର ଦେଖନ୍ତୁ...

ପିତାଙ୍କ ପାଖକୁ ଅାତ୍ମରତିର ଭିଡିଓ କ୍ଲିପ୍‌ ପଠାଇଥିବା ଟୁଇଟର ବ୍ୟବହାରକାରୀଙ୍କୁ ଏପରି କଡ଼ା ଜବାବ ଦେଲେ ସ୍ୱରା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ ନେଇ ଉଠିଥିବା ହସ୍ତମୈଥୁନ ବିବାଦ ଥିମିବାର ନାମ ହିଁ ନେଉ ନାହିଁ। ନିକଟରେ ଜଣେ ଟୁଇଟର ବ୍ୟବହାରକାରୀ ହସ୍ତମୈଥୁନର  ଏକ ଭିଡିଓ କ୍ଲିପ୍‌ ସ୍ୱରାଙ୍କ ପିତାଙ୍କୁ ପଠାଇ ଥିଲେ। ସ୍ୱରା ବି ଏହି ଭିଡିଓକୁ ନେଇ ଟ୍ରୋଲ କରୁଥିବା ବ୍ୟକ୍ତିଙ୍କୁ…
ଅଧିକ ଖବର ଦେଖନ୍ତୁ...