Daily Archives

October 19, 2018

ଆକାଶରେ ଏକ  କୃତ୍ରିମ ଜହ୍ନ  ତିଆରି କରୁଛି ଚୀନ,  ରାତିକୁ ଆଲୋକିତ କରିବ

ବେଜିଂ :  ଚୀନ ଏକ ଅଦ୍ଭୁତ କାମ କରିବାକୁ ଯାଉଛି । ଆସନ୍ତା ୨୦୨୨ ସୁଦ୍ଧା ମହାକାଶକୁ ଏକ କୃତ୍ରିମ ଚନ୍ଦ୍ର ପଠାଇବାକୁ ଯୋଜନା କରୁଛି । ଆମର ପରିଚିତ ଜହ୍ନ ପର ଏହା ରାତିରେ  ବିଭିନ୍ନ ଓ ସହରକୁ ଆଲୋକିତ କରିବ । ସୂର୍ଯ୍ୟର ରଶ୍ମୀକୁ ପ୍ରତିଫଳିତ କରି ଏହା ପୃଥିବୀକୁ ପଠାଇବ ଓ ଆଲୋକିତ କରିବ ।…
ଅଧିକ ଖବର ଦେଖନ୍ତୁ...

ଏହି ମନ୍ଦିରକୁ ସାପ ନେଇ ଆସି ଥାଆନ୍ତି ଭକ୍ତ, ମାନ୍ୟତା କିଛି ରହିଛି ଏପରି

ନୂଆଦିଲ୍ଲୀ: ସାପକୁ ଦେଖିଲେ ଯେକେହି ଲୋକ ଭୟଭୀତ ହୋଇ ଯାଇ ଥାଆନ୍ତି। କିନ୍ତୁ ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ସାପକୁ ଧରିବା ପାଇଁ ଲୋକମାନେ ଖୋଜି ଥାଆନ୍ତି। ତେବେ ଏପରି କିରିବା ପଛରେ ବି ଲୋକମାନଙ୍କ ସ୍ୱାର୍ଥ ଲୁଚି ରହିଥିବା କଥା କୁହାଯାଇଛି। ଆସନ୍ତୁ ଜାଣିବା ଏମିତି କେଉଁସ୍ଥାନ ଅଛି…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ରାବଣ ପୋଡ଼ି ଆୟୋଜନ, ଶବ୍ଦରେ କମ୍ପିଲା ଭୁବନେଶ୍ୱର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ବିଭିନ୍ନ ପୂଜା କମିଟି ପକ୍ଷରୁ ଶୁକ୍ରବାର ରାତି ରାବଣ ପୋଡ଼ିର ଆୟୋଜନ କରାଯାଇଛି। ସୁଉଚ୍ଚ ରାବଣ ଓ କୁମ୍ଭକର୍ଣ୍ଣର ପୁତ୍ତଳିକାକୁ ବାଣ ସାହାଯ୍ୟରେ ନିଅାଁ ସଂଯୋଗ କରାଯାଇଛି। ଭଳିକି ଭଳି ବାଣ ଓ ଫଟୋକାରେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଶବ୍ଦ ଓ ଆଲୋକମାଳା…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବରେ ଟ୍ରେନ୍‌ ଦୁର୍ଘଟଣା: ରାବଣ ପୋଡ଼ି ଦେଖୁଥିବା ବେଳେ ଚଢ଼ିଗଲା ଟ୍ରେନ୍‌, ୫୦ ଲୋକଙ୍କ ମୃତ୍ୟୁ, ଶତାଧିକ ଅାହତ

ଚଣ୍ଡିଗଡ଼: ପଞ୍ଜାବର ଅମୃତସର ନିକଟରେ ଶୁକ୍ରବାର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଜାତୀୟ ଗଣମାଧ୍ୟମର ପ୍ରାଥମିକ ରିପୋର୍ଟ ଅନୁସାରେ ଏହି ଟ୍ରେନ୍‌ ଦୁର୍ଘଟଣାରେ ୫୦ ଲୋକଙ୍କର ମୃତ୍ୟୁ ଘଟିଥିବ ବେଳେ ଶତାଧିକ ଲୋକ ଆହତ ହୋଇଥିବା ଅାଶଙ୍କା କରାଯାଉଛି। ଟ୍ରେନ୍‌ଟି ପଠାନକୋଟରୁ ଅମୃତସର ଯାଉଥିବା ଥିବା…
ଅଧିକ ଖବର ଦେଖନ୍ତୁ...

#ମି ଠୁ: ସିନ୍‌ଟା ନୋଟିସ୍‌ର ଜବାବ୍‌ ଦେଲେ ଆଲୋକନାଥ; ଅଦାଲତ ନିର୍ଦ୍ଦେଶ ଆସିବା ଯାଏଁ ଅପେକ୍ଷା କରିବାକୁ କହିଲେ

ମୁମ୍ବାଇ: ସିନେ ଆର୍ଟିଷ୍ଟ ଆସୋସିଏସନ୍‌(ସିନ୍‌ଟା)ପକ୍ଷରୁ ଯୌନ ନିର୍ଯାତନା ଅଭିଯୋଗ ଆସିଥିବା ବଲିଉଡ୍‌ କଳାକାରଙ୍କୁ ନୋଟିସ୍‌ ଜାରି କରାଯାଉଛି। ଗତକାଲି ତନୁଶ୍ରୀ ଦତ୍ତାଙ୍କ ଅଭିଯୋଗ ନେଇ ନାନା ପଟେକରଙ୍କ ପାଖକୁ ନୋଟିସ୍‌ ପଠାଇଥିଲା ସିନ୍‌ଟା। ନାନା ତନୁଶ୍ରୀଙ୍କ ଅଭିଯୋଗକୁ ପୁଣିଥରେ ମିଥ୍ୟା…
ଅଧିକ ଖବର ଦେଖନ୍ତୁ...

ଗଣଦୁଷ୍କର୍ମ ପୀଡିତା ହୋଇଥିବା ହେତୁ ୧୦ମ ଶ୍ରେଣୀରେ ଭର୍ତ୍ତିି ପାଇଁ ଅନୁମତି ମିଳିଲା ନାହିଁ

ଡେରାଡୁନ୍‌: ଡେରାଡୁନର ଏକ ଘରୋଇ ସ୍କୁଲରେ ଜଣେ ଦୁଷ୍କର୍ମ ଶିକାର ପୀଡିତାଙ୍କୁ ନାମ ଲେଖାଇବାକୁ ଅନୁମତି ମିଳିନାହିଁ। ପୀଡିତା ଜଣକଙ୍କ ବୟସ ୧୬ବର୍ଷୀୟ , ସେ ୧୦ମ ଶ୍ରେଣୀରେ ଭର୍ତ୍ତି ପାଇଁ ଆବେଦନ କରିଥଇଲେ। ତେବେ ସେ ଗଣଦୁଷ୍କର୍ମ ପୀଡ଼ିତା ହୋଇଥିବାରୁ ତାଙ୍କୁ ସ୍କୁଲରେ ଭର୍ତ୍ତି କରାଯାଇ…
ଅଧିକ ଖବର ଦେଖନ୍ତୁ...

ରାମଲୀଳା ପଡ଼ିଆର ପ୍ରଧାନମନ୍ତ୍ରୀ ମୋଦି ମାରିଲେ ତୀର, ଖରାପର ପ୍ରତୀକ ରାବଣର ହେଲା ଅନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ଐତିହାସିକ ଲବକୁଶ ରାମଲୀଳା ପଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାବଣ କୁଶ ପୁତ୍ତଳିକାକୁ ଶୁକ୍ରବାର ତୀର ମାରି ଶେଷ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ରାମଲୀଳା ପଡ଼ିଆରେ ରାମନାଥ କୋବିନ୍ଦ ଓ…
ଅଧିକ ଖବର ଦେଖନ୍ତୁ...

#ମିଠୁ ରେ ଖୁଲାସା କଲେ ବଲିଉଡ୍‌ର ସଫଳ ଓଡ଼ିଆ ଅଭିନେତ୍ରୀ ଡଲି ଜେନା; ‘କମ୍ପ୍ରମାଇଜ୍‌’ ପାଇଁ ବାଧ୍ୟ କରିିଥିଲେ ବହୁ…

ଭୁବନେଶ୍ୱର: ବଲିଉଡ୍‌ରେ ବେଶ ନାଁ କମାଇଥିବା ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବା ଓଡ଼ିଶାରେ ଜନ୍ମିତ ତଥା ଓଡ଼ିଆ ଅଭିନେତ୍ରୀ ବିଜୟା ଜେନା ଓରଫ ଡଲି ଜେନା ନିଜକୁ ସାମିଲ କରିଛନ୍ତି #ମି ଠୁ ଅଭିଯାନରେ। #ମି ଠୁ ଅଭିଯାନରେ ନିଜକୁ ସାମିଲ କରିବା ସହ ସେ କିପରି ଇଣ୍ଡଷ୍ଟ୍ରିର…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ସଡ଼କ ଦୁର୍ଘଟଣାରେ ସାଇକେଲ ଆରେହୀ ମୃତ

ସମ୍ବଲପୁର: ଯୁଯୁମୁରା ଥାନା ଅନ୍ତର୍ଗତ ହାତୀବାରୀ ନିକଟରେ ଜାତୀୟ ରାଜପଥ ୫୫ ନମ୍ବରରେ ଶୁକ୍ରବାର ସନ୍ଧ୍ୟାରେ ଏକ ଚାରି ଚକିଆ ଯାନ ଧକ୍କା ଦେବାରୁ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ବିହାର ରାଜ୍ୟର ଗୟା ଜିଲ୍ଲା ଅଞ୍ଚଳର ଅଖତର ଖାନ(୫୫) ସାଇକେଲରେ କୌଣସି…
ଅଧିକ ଖବର ଦେଖନ୍ତୁ...

ଇଷ୍ଟର୍ଣ୍ଣ ରେଳବାଇର ବମ୍ପର ଭର୍ତ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ଏଭଳି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ରେଲେଓ୍ଵଜ୍‌ ରିକ୍ୱାରମେଣ୍ଟ ୨୦୧୮ ଇଷ୍ଟର୍ଣ୍ଣ ରଳବାଇ ଇଚ୍ଛୁକ ଓ ଯୋଗ୍ୟ ଆବେଦନକାରୀଙ୍କ ପାଇଁ ୨ହଜାର ୯୦୭ ACT Apprentices ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନକାରୀ ଏହି ପଦବୀ ପାଇଁ ଚଳିତବର୍ଷ ନଭେମ୍ବର ୧୪ ତାରିଖ ସୁଦ୍ଧା ଆବେଦନ କରି ପାରିବେ। ACT…
ଅଧିକ ଖବର ଦେଖନ୍ତୁ...