Daily Archives

November 13, 2018

ମାଙ୍କଡର ମୃତ୍ୟୁ ପରେ ହିନ୍ଦୁ-ମୁସଲମାନ ମିଶ ଅନ୍ତିମ ସଂସ୍କାର କଲେ: ଏଭଳି ଅସମ୍ଭବ ସମ୍ଭବ ହେବା ପଛରେ ରହିଥିଲା ଏହି…

ଅହମଦାବାଦ୍‌ : ଗୁଜୁରାଟର ରାଜଧାନୀ ଅହମ୍ମଦାବାଦ୍‌ରେ ଏକ ମାଙ୍କଡ଼ର ମୃତ୍ୟୁ ପରେ ସାମ୍ପ୍ରଦାୟିକ ସଦ୍‌ଭାବର ଏକ ଅଜବ ଉଦାହରଣ ଦେଖିବାକୁ ମିଳିଛି । ଅହମ୍ମଦାବାଦ୍‌୍‌ରେ ଅତି ସମ୍ବଦନଶୀଳ ଅଞ୍ଚଳରେ ଭାବେ ଗଣାଯାଉଥିବା ଶାହାପୁରରେ ଏକ ଦରଘା ରହିଛି । ଏହି ଦରଘାରେ ଅନେକ ଦିନରୁ ଏକ ମାଙ୍କଡ଼ ରହି…
ଅଧିକ ଖବର ଦେଖନ୍ତୁ...

ବିବାହରେ ଅତିଥିଙ୍କୁ ଉପହାର ଦେବା ପାଇଁ ମନା କଲେ ଦୀପ୍‌-ବୀର, ଉପହାର ନ ଦେଇ କରିବାକୁ କହିଲେ ଏହି କାମ

ମୁମ୍ବାଇ : ନଭେମ୍ବର ୧୪-୧୫ରେ ଇଟାଲୀରେ ବିବାହ କରିବେ ବଲିଉଡ୍‌ର ବାଜିରାଓ-ମସ୍ତାନି । ବିବାହର ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇ ଯାଇଥିବା ବେଳେ ବିବାହ ସ୍ଥଳକୁ ସଜାଇବା କାମ ଆରମ୍ଭ ହୋଇ ସାରିଛି । ଗତକାଲି ରଣବୀର ଦୀପିକାଙ୍କୁ ସିପ୍ଲେନ୍‌ରେ ନେବା ପାଇଁ ଆସିବେ ବୋଲି ଜଣା ପଡ଼ିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ଲୋଭରେ ଝିଅକୁ ଦୁଷ୍କର୍ମକାରୀଙ୍କ ହାତରେ ଟେକି ଦେଲା ମା’,ତା’ ପରେ….

ଚଣ୍ଡିଗଡ଼ : ଚଣ୍ଡିଗଡ଼ରେ ଘଟିଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସାମାନ୍ୟ କିଛି ଟଙ୍କା ପାଇଁ ଜଣେ ମହିଳା ମା’ର ମମତାକୁ ଭୁଲିଯିବା ସହ ଝିଅକୁ ଦୁଷ୍କର୍ମକାରୀଙ୍କ ହାତକୁ ଟେକି ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣା ସାମ୍ନାକୁ ଅସିବା ପରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଘନେଇଲା ଶ୍ରୀଲଙ୍କାରେ ରାଜନୈତିକ ସଂକଟ, ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ଓଲଟାଇଲେ ସୁପ୍ରିମକୋର୍ଟ

କଲମ୍ବୋ : ଶ୍ରୀଲଙ୍କାରେ ରାଜନୈତିକ ସଂକଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ରନିଲ ଓ୍ଵିକ୍ରମସିଂଘେଙ୍କୁ ସେ ବରଖାସ୍ତ ଓ ସଂସଦକୁ ଭାଙ୍ଗିଦେବାକୁ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ଦେଇଥିବା ନିର୍ଦ୍ଦେଶକୁ ବେଆଇନ ଘୋଷଣା କରିଛନ୍ତି ଶ୍ରୀଲଙ୍କାର ସୁପ୍ରିମକୋର୍ଟ । ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧାର୍ମିକ କାର୍ଯ୍ୟରେ ସମୟ ବ୍ୟୟ କରିବେ। ଆପଣଙ୍କ ମନରେ ନୂଆ ନୂଆ ଯୋଜନା ଆସିବ। କାରବାରରେ ଉନ୍ନତି ଲାଗି ନୂଆ ଅବସର ମିଳିବ। ଅଫିସରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ। ବୃଷ: ପ୍ରଭୁଙ୍କ ଆରାଧନାରେ ମନ‌େର ସକାରାତ୍ମକ ଶକ୍ତି ସ˚ଚାର…
ଅଧିକ ଖବର ଦେଖନ୍ତୁ...

କ୍ୟାଟ୍‌ଙ୍କୁ ବିବାହକୁ ଡାକିନାହାନ୍ତି କି ଦୀପିକା!

ମୁମ୍ବାଇ: ରାତି ପାହିଲେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍‌ର ଏବେ ସମୟର ଚର୍ଚ୍ଚିତ ଲଭ୍‌ବାର୍ଡ ରଣବୀର ସିଂହ ଓ ଦୀପିକା ପାଦୁକୋନ। ଇଟାଲିରେ ନଭେମ୍ବର ୧୪ ଓ ୧୫ ଦୁଇ ଦିନ ଦୁଇ ପକ୍ଷର ରୀତିନୀତି ଅନୁସାରେ ବିବାହ ହେବ ବୋଲି ସୂଚନା ରହିଛି। ଆଜିଠାରୁ ବିବାହର ପୂର୍ବବର୍ତ୍ତୀ ରୀତି ସବୁ…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ଶିଶୁ ଦିବସ; ଜାଣନ୍ତୁ ଏହି ଦିବସ ପଛର ପୂରା କାହାଣୀ

ରାତି ପାହିଲେ ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ୍‌ ଜବାହାରଲାଲ ନେହେରୁଙ୍କ ଜନ୍ମ ଦିବସକୁ ଆମେ ସମେସ୍ତ ‘ଶିଶୁ ଦିବସ’ ଭାବେ ପାଳନ କରି ଆସୁଛେ। ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଉତ୍ତରପ୍ରଦେଶର ଆହ୍ଲାବାଦ୍‌ଠାରେ ଜନ୍ମଲାଭ କରିଥିଲେ ଶିଶୁ ପ୍ରେମୀ ଜବାହାରଲାଲ ନେହେରୁ।…
ଅଧିକ ଖବର ଦେଖନ୍ତୁ...

କୋଣାର୍କରେ ପଥର କଢ଼ାଯିବା ପ୍ରସଙ୍ଗରେ ଏଏସଆଇ ସହ ସଂସ୍କୃତି ମନ୍ତ୍ରୀଙ୍କ ବୈଠକ : ସାଦା ପଥର ସ୍ଥାନରେ…

ଭୁବନେଶ୍ୱର : କୋଣାର୍କ ସୂର୍ଯ୍ୟ ମନ୍ଦିରରେ କାରୁକାର୍ଯ୍ୟଭରା ପଥର କଢ଼ାଯିବା ଅଭିଯୋଗ ପ୍ରସଙ୍ଗରେ ଆର୍କୋଲଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆର (ଏଏସଆଇ) ସ୍ପଷ୍ଟୀକରଣ ପରେ ମଙ୍ଗଳବାର ସଚିବାଳୟରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ…
ଅଧିକ ଖବର ଦେଖନ୍ତୁ...

ଶେଷହେଲା ମେକ ଇନ ଓଡ଼ିଶାର ଇନଭେଷ୍ଟର ମିଟ୍‌, ଆସିଛି ୪ ଲକ୍ଷ ୧୯ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର : ଚଳିତ ମେକ ଇନ ଓଡ଼ିଶା କନକ୍ଲେଭରେ ଓଡ଼ିଶା ପ୍ରାୟ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ପ୍ରାୟ ୧୫ଟି ଶିଳ୍ପ କ୍ଷେତ୍ରରେ ଏସବୁ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ଓ ଏଗୁଡିକରେ ୫ ଲକ୍ଷ ୯୧ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ; ସଦାନନ୍ଦ ଗୌଡ଼ାଙ୍କୁ ସାର ଓ ରସାୟନ ଏବଂ ନରେନ୍ଦ୍ର ତୋମାରଙ୍କୁ ସଂସଦୀୟ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ମଙ୍ଗଳବାର) ସନ୍ଧ୍ୟାରେ ତାଙ୍କ ମନ୍ତ୍ରିମଣ୍ଡଳରେ ଏକ ଛୋଟ ପରିବର୍ତ୍ତନ କରିଛନ୍ତି। ପରିସଂଖ୍ୟନ ଓ ଯୋଜନା ରୂପାୟନ ବିଭାଗର ମନ୍ତ୍ରୀ ଥିବା ଡି ଭି ସଦାନନ୍ଦ ଗୌଡ଼ାଙ୍କୁ ସାର ଓ ରସାୟନ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି…
ଅଧିକ ଖବର ଦେଖନ୍ତୁ...