Daily Archives

November 14, 2018

୫୦ ନିୟୁତ ଡଲାରରେ ବିକ୍ରି ହେଲା ଏହି ଗୋଲାପୀ ହୀରା, ବିଶ୍ୱର ସବୁଠୁ ଅଧିକ ଦାମରେ ବିକ୍ରି ହୋଇଥିବା ହୀରା

ଜେନିଭା : ପିଙ୍କ ଲିଗାସୀ ନାମକ ଏକ ଗୋଲାପୀ ହୀରା ପ୍ରାୟ ୫୦.୩୭୫ ନିୟୁତ ଡଲାରରେ ବିକ୍ରି ହୋଇ ବିଶ୍ୱ ରେକର୍ଡ କରିଛି । ଏହାକୁ କ୍ରିଷ୍ଟିଜ ଅକ୍ସନ କମ୍ପାନି ପକ୍ଷରୁ ଗତକାଲି ନିଲାମ କରାଯାଇଥିଲା । ବିଶ୍ୱର ପ୍ରସିଦ୍ଧ ଜୁଏଲର୍ସ ହ୍ୟାରୀ ଓ୍ଵିନଷ୍ଟନ ଏହାକୁ କିଣିଥିବା କ୍ରିଷ୍ଟିଜ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଦୀପିକା ପାଦୁକୋନଙ୍କୁ ବିବାହ କରିବା ପରେ ରଣବୀରଙ୍କୁ ମିଳିଲା ଏହି ଖବର

ମୁମ୍ବାଇ : ଆଜି ବଲିଉଡ୍‌ର ବାଜିରାଓ-ମସ୍ତାନୀ ଆନୁଷ୍ଠାନିକ ଭାବରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହିଁଙ୍କ ବିବାହ ସମୟର କିଛି ଫଟୋ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସି ନଥିଲେ ମଧ୍ୟ ବିବାହ ସମ୍ପନ୍ନ ହେବା ଖବର ସମସ୍ତଙ୍କୁ ଖୁସି କରାଇଛି । ତେବେ ବିବାହ ପରେ ପରେ ଅଭିନେତା ରଣବୀର…
ଅଧିକ ଖବର ଦେଖନ୍ତୁ...

ବିବାହର ୨୨ଦିନ ମଧ୍ୟରେ ସାମ୍ନାକୁ ଆସିଲା ସ୍ତ୍ରୀର ଅସଲ ଚେହେରା, କ୍ଷୀରରେ ଦେଶୀ ଘିଅ ମିଶାଇ ପିଇବାକୁ ଦେଇ କଲା ଏଭଳି…

ନୂଆଦିଲ୍ଲୀ : ୨୨ଦିନ ପୂର୍ବରୁ ପୀଡ଼ିତ ଯାହାକୁ ବିବାହ କରି ଘରର ଲକ୍ଷ୍ମୀ କରି ଆଣିଥିଲେ ସେ ପ୍ରକୃତରେ କ’ଣ ତାହା କାହାକୁ ଜଣା ନଥିଲା । ବିବାହ ପରେ ପରେ ସବୁ ଠିକ୍‌ ଚାଲିଥିବା ବେଳେ ୨୨ଦିନ ପରେ ସ୍ତ୍ରୀର ଅସଲ ଚେହେରା ଦେଖି ପୀଡ଼ିତଙ୍କ ହୋସ ଉଡ଼ି ଯାଇଥିଲା । ରାତିରେ ଦେଶୀ ଘିଅ ମିଶା କ୍ଷୀର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ଓ ହିନ୍ଦୀ ପରେ ବଙ୍ଗଳା ଫିଲ୍ମ ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କଲେ ଅକ୍ଷୟ ପରିଜା, ବର୍ଷକ ଭିତରେ କରିବେ ୭ଟି…

ଭୁବନେଶ୍ୱର : ଓଡ଼ିଶାର ଜଣାଶୁଣା ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ବୁଧବାର ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ମିଡ଼ିଆ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟ ଶୀର୍ଷକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ତାଙ୍କର ଭବିଷ୍ୟତ ଯୋଜନା ନେଇ ସୂଚନା ଦେଇଛନ୍ତି । ସେ ବଙ୍ଗଳା ଫିଲ୍ମ ଜଗତର ଜଣାଶୁଣା ନିର୍ମାତା…
ଅଧିକ ଖବର ଦେଖନ୍ତୁ...

ଘରେ ଶିବ ଲିଙ୍ଗ ରଖିଛନ୍ତି କି? ମାନନ୍ତୁ ଏହି ସବୁ ନିୟମ, ଏସବୁ ପୂଜା ସାମଗ୍ରୀ ଗ୍ରହଣ କରନ୍ତିନାହିଁ ମହାଦେବ

ଘରେ ଶିବ ଲିଙ୍ଗ ରଖିଛନ୍ତି କି? ତେବେ, ଖୁବ୍‌ ଭଲ କଥା। ମାତ୍ର ଶିବ ଲିଙ୍ଗ ରଖିଛନ୍ତି ମାନେ କିଛିଟା ନିୟମ ବି ମାନିବା ଉଚିତ। ଶିବ ଲିଙ୍ଗକୁ ଏପରି କୌଣସି ସ୍ଥାନରେ ରଖନ୍ତୁ ନାହିଁ ଯେଉଁଠାରେ ଆପଣ କେବେ ବି ପୂଜା କରିବେ ନାହିଁ। ଲିଙ୍ଗ ରଖିବେ ମାନେ ପୂଜା କରିବା ବାଧ୍ୟତାମୂଳକ। ଶିବ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ପାଣି ବନ୍ଦ କରି ମରୁଭୂମିରେ ପରିଣତ କରିବାକୁ ଯୋଜନା କରୁଛନ୍ତି ମୋଦି

ନୂଆଦିଲ୍ଲୀ : ମୋଦି ସରକାର କ୍ଷମତାକୁ ଆସିବା ପରେ ପାକିସ୍ତାନ ବିଚାରା ବହୁତ ହଇରାଣ ହେଲାଣି । ଗୋଟିଏ ପଟେ ବିଶ୍ୱରେ ଏକଘରିଆ ହୋଇଥିବାରୁ ପାକିସ୍ତାନର ଅର୍ଥନୀତି ସଂକଟରେ ପଡିଛି । ଅନ୍ୟପଟେ ଭାରତ େଦେଇ ପାକିସ୍ତାନକୁ ଯାଉଥିବା ନଦୀଗୁଡ଼ିକରେ ବନ୍ଧ ବାନ୍ଧି ପାକିସ୍ତାନକୁ ଜଳପ୍ରବାହ କମାଇବାକୁ…
ଅଧିକ ଖବର ଦେଖନ୍ତୁ...

ନୂଆ ଦଳ ନେଇ ମୁହଁ ଖୋଲିବା ପରେ ଦାମ ଖେଜୁଛନ୍ତି ‘ଚିହ୍ନ’

ଭୁବନେଶ୍ୱର: ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକିଥିବା ବେଳେ ଖୁବ୍‌ ଶୀଘ୍ର ଦାମଙ୍କ ନୂଆ ଦଳ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି  ବରିଷ୍ଠ ବିଧାୟକ ଡା.ଦାମୋଦର ରାଉତ କହିଛନ୍ତି । ଗତକିଛି ଦିନ ତଳେ ଦାମ ରାଉତ ନୂଆ ଦଳ ନେଇ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲି କହିଥିଲେ। ଏବଂ ଦଳରେ କିଏ…
ଅଧିକ ଖବର ଦେଖନ୍ତୁ...

ଚୀନ୍‌ ସହ ଯୁଦ୍ଧ କଲେ ହାରିଯିବ ଆମେରିକା; କହିଲା ଆମେରିକାନ୍‌ କଂଗ୍ରେସ ଦ୍ୱାରା ନିଯୁକ୍ତ କମିଶନ

ଓ୍ଵାଶିଂଟନ୍‌: ଯଦି ଏବେ ଚୀନ୍‌ ସହ ଆମେରିକାର ଯୁଦ୍ଧ ହୁଏ ତେବେ ଆମେରିକା ଶୋଚନୀୟ ଭାବେ ପରାଜିତ ହେବ। ଖାଲି ଚୀନ୍‌ ନୁହେଁ ଋଷିଆ ବିରୋଧରେ ମଧ୍ୟ ଆମେରିକା ତିଷ୍ଠିବ ନାହିଁ। ଋଷିଆ ମଧ୍ୟ ପରାଜିତ କରିବ ଶକ୍ତିଶାଳୀ ଆମେରିକାକୁ। ଏକଥା ବା ଏପ୍ରକାରର ଭବିଷ୍ୟବାଣୀ ଆଉ କେହି ନୁହେଁ; ବରଂ ଖୋଦ୍‌…
ଅଧିକ ଖବର ଦେଖନ୍ତୁ...

ଭାରତରେ ନିର୍ମିତ ଜାଗୁଆର ଏଫ୍‌-ପେସ୍‌ ଇଂଜେନିୟମ୍‌ ମଡେଲର ବଜାର ପ୍ରବେଶ

ପୁନେ : ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ଭାରତରେ ନିର୍ମିତ ଜାଗୁଆର ଏଫ୍‌-ପେସ୍‌ ଇଂଜେନିୟମ ପେଟ୍ରୋଲ ମଡେଲର ବଜାର ପ୍ରବେଶ କରାଯାଇଛି। ଏହାର  ପେଟ୍ରୋଲ ଭ୍ୟାରିଆଣ୍ଟର ମୂଲ୍ୟ ୬୩.୧୭ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।  ସେହିପରି ଏହାର ଡିଜେଲ୍‌ ଭ୍ୟାରଆଣ୍ଟ ମୂଲ୍ୟ ୬୩.୫୭ ଲକ୍ଷ ଟଙ୍କା ରହିଛି।…
ଅଧିକ ଖବର ଦେଖନ୍ତୁ...

ଫ୍ୟାନଙ୍କ ପ୍ରତୀକ୍ଷାର ଅନ୍ତଃ ଘଟିଲା, ଦୀପିକା-ରଣବୀରଙ୍କ ବିବାହର ପ୍ରଥମ ଫଟୋ ଆସିଲା

ମୁମ୍ବାଇ: ରଣବୀର ସିଂହ ଓ ଦୀପିକା ପାଦୁକୋନ ଏବେ ପତି-ପତ୍ନୀ। ଇଟାଲିର ଲେକ୍‌ କୋମୋ ସହରରେ ସେମାନଙ୍କର କୋଙ୍କଣ ରୀତି ଅନୁସାରେ ଆଜି ବିବାହ ସଂପନ୍ନ ହୋଇଛି। ଏହି ଦୁଇ ସୁପର୍‌ଷ୍ଟାର୍‌ ଗତ ୬ ବର୍ଷ ହେଲା ପରସ୍ପରଙ୍କୁ ଡେଟିଂ କରୁଥିବା ବେଳେ ଚଳିତବର୍ଷ ଅକ୍ଟୋବରରେ ନିଜ ସଂପର୍କକୁ ନେଇ ଖୁଲାସା…
ଅଧିକ ଖବର ଦେଖନ୍ତୁ...